ସାବଧାନ୍ ! ଯଦି ମୋ ବସ୍ ରେ ଆପଣ ଯାଉଛନ୍ତି ତେବେ ସତର୍କ ଥିବେ । କେତେବେଳେ ବି ହୋଇପାରନ୍ତି ଲୁଟର ଶିକାର
ଆରପାରିରେ ରାଜୁ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଆଖି ବୁଜିଛନ୍ତି । ଭାରତୀୟ ଦର୍ଶକ ମାନଙ୍କୁ ହସରେ ଭିଜାଇଥିବା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ ମନେପଡିବେ
ନୂଆ ନୂଆ ଲାଗିବ ଏକାମ୍ର କ୍ଷେତ୍ର । ସଂରକ୍ଷଣ ଯୋଜନାରେ ଝଲସିବ ଐତିହ୍ୟର ଏନ୍ତୁଡି ଶାଳ ଏକାମ୍ର କ୍ଷେତ୍ର
ଅଶୋକ ଗେହେଲଟ୍ ବନାମ ଶଶି ଥରୁର୍ । କଂଗ୍ରେସ ମଙ୍ଗୁଆଳକୁ ନେଇ ବିବାଦ ଆରମ୍ଭ ହେବାକୁ ଲାଗିଲାଣି । ଏବେ ହେବକି ଗୋଷ୍ଠୀ ଯୁଦ୍ଧ
IAS ବାବୁଙ୍କ ସମ୍ପତ୍ତି କେତେ ? କେତେ ରହିଛି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ? ନା କେହି ତଥ୍ୟ ରଖୁଛନ୍ତି ନା ମିଳିପାରୁଛି ସ୍ପଷ୍ଟ ସୂଚନା । ଆମେ ଆପଣଙ୍କୁ ମନେ ପକାଇ ଦେଉଛୁ ଯେ, ୨୦୨୦ରେ ମୁଖ୍ୟମନ୍ତ୍ରୀ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ କୁହାଯାଇଥିଲା ସରପଞ୍ଚଙ୍କଠୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ଯାଏଁ ସର୍ବସାଧାରଣରେ ପ୍ରକାଶ କରିବେ ସମ୍ପତ୍ତି ତାଲିକା ।
ଫାସଟ୍ୟାଗ୍ ବ୍ୟବହାର କରୁଛନ୍ତି କି? ସାବଧାନ ହୁଅନ୍ତୁ, ସତର୍କ ରୁହନ୍ତୁ....ଆପଣଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟୁଛି ହେଲେ ଟୋଲ୍ ଦେୟ ଦିଆଯାଉନି। ଏହି ସବୁ କାରଣ ପାଇଁ ଆପଣଙ୍କ ଉପରେ ଲାଗିପାରେ ଫାଇନ୍। ଜାଣନ୍ତୁ କେମିତି ଜାଣିବେ ଟୋଲ୍ ଦେୟ ଦେଉଛନ୍ତି କି ନାହିଁ....
ବାଃ ବାଃରେ ସରକାରୀ ସ୍କୁଲ। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ, ଡାଲମା ଓ ଅଣ୍ଡା ବଦଳରେ ମିଳୁଛି ୫ ଟଙ୍କିଆ ବିସ୍କୁଟ। ଅଧାଦିନ ଖାଇବା ପାଇଁ ବି ମିଳୁନି। ଖରାବେଳେ ସ୍କୁଲରେ ତାଲା ଠୁଙ୍କି ପଳାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ସତ ସାମ୍ନାକୁ ଆସିବା ପରେ କ୍ୟାମେରା ସାମ୍ନାରେ ଏମିତି କହୁଛନ୍ତି ଶିକ୍ଷକ...
ଚା’ ବିକୁଥିଲା ଏବେ ୪୦ ଲକ୍ଷର ଡ୍ରେସ୍ ପିନ୍ଧିବ? ମଲା ଯା, ସୁର କେତେବେଳେ ମୋଦିଙ୍କୁ ଗାଳି ଦିଅନ୍ତିନି କି? ମୋ ବୋଉଲୋ...ଇଏ କଣ? ଏନର୍ଜି କଥା କହୁ କହୁ ଦେଖୁନୁ କେମିତି ଗର୍ଜନ କଲେ...
କିଟିକିଟି ଅନ୍ଧାର ଘର..ଆଉ ଏଇ ଘରେ ଶୋଇଛି ୧୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ। ହାତ ହଲୁନି କି ଗୋଡ ହଲୁନି...ମାଆ ଚାଲିଯିବା ପରେ ସବୁ ସେବା ଏବେ ବାପାଙ୍କ ଉପରେ। ଦିନସାରା ମଜୁରୀ ଖଟନ୍ତି...ଖରା ବେଳେ ଆସି ପୁଅର ସେବା କରନ୍ତି। ପାଖରେ ଟଙ୍କା ନଥିବାରୁ ପୁଅର ଚିକିତ୍ସା ବି ହେଇପାରୁନି କି ସରକାରଙ୍କ ପକ୍ଷରୁ ସହାୟତା ବି ମିଳୁନି....
ପଦଯାତ୍ରା କଲେ କେହି ହେବେନି ପ୍ରଧାନମନ୍ତ୍ରୀ। ନହେଲେ ଦେଶର ସବୁ ମେଣ୍ଢା ଚରାଳୀ ହୁଅନ୍ତେ ପିଏମ୍ କ୍ୟାଣ୍ଡିଡେଟ୍...ବରିଷ୍ଠ ନେତାଙ୍କ ଏମିତି ବୟାନ ପରେ କଂଗ୍ରେସରେ କମ୍ପନ
କଂଗ୍ରେସ ବିରୁଦ୍ଧରେ କହିଲେ ଲୋକେ ମୋକିମଙ୍କୁ ଗ୍ରହଣ କରିବେନି । ବିଧାୟକ ମହମ୍ମଦ ମୁକିମଙ୍କୁ କାଉଣ୍ଟର କଲେ ବିଧାୟକ ତାରାପ୍ରସାଦ ବାହିନୀପତି ।
କଂଗ୍ରେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ଗୁଜବକୁ ନେଇ ଏମିତି କହିଲେ ବିଧାୟକ ସୁର ରାଉତରାୟ
ଗାଡ଼ି ସାମ୍ନାରେ ଶୋଇଲେ। ପ୍ରବଳ ଗହଳି ଜନଅସନ୍ତୋଷ ଭିତରେ ଚାଲିଚାଲି ଗଲେ ଜିଲ୍ଲାପାଳ। ଦେଖନ୍ତୁ ରାୟଗଡ଼ା ଜିଲ୍ଲା ଗୁଣୁପୁରରୁ ଏ ଘଟଣା
ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ ପରେ ଓଡ଼ିଶା ଫେରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।
ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବିନି, କେବଳ କଟକରେ ସୀମିତ ରହିବି କହିଲେ ମୋକିମ ।
ବସ୍ତିରେ ପଶି କବାଟ ବାଡ଼େଇଲା ପୋଲିସ । ବ୍ୟାପକ ଦେଶୀମଦ କାରବାର ହେଉଥିବା ଅଭିଯୋଗକୁ ଭିତ୍ତି କରି ଭୁବନେଶ୍ୱର ସାଲିଆସାହି ବସ୍ତିରେ ପୋଲିସର ବଡ଼ ଚଢାଉ ।
ସାଲିଆସାହିରେ ରେଡ୍ ନେଇ DCP ପ୍ରତୀକ ସିଂହଙ୍କ ସୂଚନା ।
ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେତେ ସୁରକ୍ଷିତ 'ମହିଳା ହଷ୍ଟେଲ୍'?
ତାଙ୍କ କହିବାର ଭଙ୍ଗି ଯେତିକି ନିଆରା, ସମାଲୋଚନାର ଶୈଳୀ ଥିଲା ତାଠୁ ଅଧିକ ଶକ୍ତିଶାଳୀ । ସେଥିପାଇଁ ବୈଦ୍ୟୁତିକ ଗଣମାଧ୍ୟମରେ ସବୁବେଳେ ଖୋଜାପଡ଼ନ୍ତି ବିଷ୍ଣୁ । ପ୍ରସଙ୍ଗ ଯାହା ହେଉ କିମ୍ବା ଯେତେ ଗୁରୁତ୍ୱ ଥାଉ, ବିଷ୍ଣୁ ପାଟି ଖୋଲିବା ମାତ୍ରେ ତାହା ଭିନ୍ନ ରୂପ ନେଉଥିଲା ।
ଓଡ଼ିଶା ରାଜନୀତିରେ ବିରାଟ ଶୂନ୍ୟସ୍ଥାନ । ଜଣେ ଲଢୁଆ ବିଧାୟକଙ୍କ ଦେହାବସାନ । ଏକ ଶାଣିତ ସ୍ୱରର ଅବସାନ ଘଟିଛି । ଧାମନଗର ବିଜେପି ବିଧାୟକ ତଥା ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି ।
ଦଳରୁ ବହିଷ୍କୃତ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଅକଳରେ ବିଜେଡି । ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଏବେ ବେଶ୍ ସରଗରମ ଗଂଜାମ ରାଜନୀତି ।
ଏକ ବିରାଟ ଶୂନ୍ୟ ସ୍ଥାନ ଛାଡି ଚାଲିଗଲେ ବିଷ୍ଣୁ ସେଠୀ । ରାଜନୈତିକ ମହଲରେ ଶୋକ ।
ଏକ ବିରାଟ ଶୂନ୍ୟ ସ୍ଥାନ ଛାଡି ଚାଲିଗଲେ ବିଷ୍ଣୁ ସେଠୀ । ରାଜନୈତିକ ମହଲରେ ଶୋକ ।
ସଦାବେଳେ ତ ନନଭେଜ୍ ଆଇଟମ୍ ଦେଖୁଛନ୍ତି, ଆଜି ଟିକେ ମନ୍ଦିର ପ୍ରାଙ୍ଗଣରେ ବସି ରବିନନାଙ୍କ ରାନ୍ଧଣା ଦେଖନ୍ତୁ। ଆଜି ଗୋଟେ ନୂଆ ଆଇଟମ୍ ଖାଆନ୍ତୁ। ଦେଶୀ ପରିବା ପକେଇ ଲିମ୍ବ ପତ୍ରରେ ତିଆରି ହୋଇଛି ଗଲଗଲିଆ ବେସର ଆଇଟମ୍।
ବାହାଘର ପରେ ସବୁ ଠିକ୍ ଠାକ୍ ଚାଲିଥିଲା। ଯିଏ ଯାହା କହୁ ପଛେ ମୋ ପାଇଁ ମୋ ସ୍ତ୍ରୀ ଭଲ। ଏମିତି ନ୍ୟାୟରେ ସଂସାର ଗଡ଼ି ଚାଲିଥିଲା। ହେଲେ ତଥାପି ଆଜି ଜୀବନ ଦୋ ଛକିରେ ଆମେ ଖୋଜୁଛୁ ଆଶାର ଆଲୋକ…