• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

OCS Qualifier
ଦୃଷ୍ଟିବାଧିତ ହୋଇ ବି ପାଇଲେ OAS

ପ୍ରତିବନ୍ଧକ ଯେତେ ଶକ୍ତିଶାଳୀ ହେଉନା କାହିଁକି, ଯଦି ଦୃଢ଼ ଇଛାଶକ୍ତି ଓ ପରିଶ୍ରମରୁ ଲକ୍ଷ୍ୟ ବିତ୍ୟୁତ ହୁଏନି । ତାହାଲେ ସଫଳତାର ଶୀର୍ଷ ଛୁଇଁବାଟା ଏକଦମ୍ ନିଶ୍ଚିତ ହୋଇଥାଏ । ଯାହାର ସଦ୍ୟ ସଦ୍ୟ ପ୍ରମାଣ ମିଳିଛି, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟଙ୍କ କ୍ଷେତ୍ରରେ ।

  • Saturday, 08 October 2022
Lady Blackmailer
ହୋଟେଲ୍‌ ଭିତରେ ଚାଲିଥିଲା ଡିଲ୍‌

ହୋଟେଲ୍‌ ଭିତରେ ଚାଲିଥିଲା ଡିଲ୍‌। ମୋଟା ଅଙ୍କର ଟଙ୍କା ଆଦାୟ ପାଇଁ ଏମିତି ହେଉଥିଲା ହନିଟ୍ରାପ୍‌। ଧରାପଡିବା ପରେ ଦେଖନ୍ତୁ ହେଲା କଣ?

  • Saturday, 08 October 2022
serial killer
୧୮୧ ବର୍ଷ ହେଲାଣି କାଚ ଜାର ଭିତରେ ପଶି ରହିଛି ସିରିଏଲ କିଲରର ମୁଣ୍ଡ...

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ୧୮୧ ବର୍ଷ ହେଲାଣି କାଚ ଜାର ଭିତରେ ଭର୍ତ୍ତି ହୋଇ ରହିଛି ସିରିଏଲ କିଲରର ମୁଣ୍ଡ। ୭୦ରୁ ଅଧିକ ଲୋକଙ୍କୁ ଅତି ନିର୍ମମ ଭାବରେ କରିଛି ହତ୍ୟା...

  • Saturday, 08 October 2022
Widow seeks govt help
ବାପା ଚାଲିଯିବା ପରେ...୪ ପିଲାଙ୍କ ମୁହଁରେ ଆହାର ପାଇଁ ବିଲରେ ଖଟୁଛି ବିଧବା ମାଆ

ସିଏ ପରା ମାଆ...ବାପା ଚାଲିଯିବା ପରେ ୪ ଝିଅଙ୍କ ମୁହଁରେ ଆହର ଦେବା ପାଇଁ ପର ଦୁଆରେ ମୂଲ ଲାଗୁଛନ୍ତି ପୁଣି କେତେବେଳେ ବିଲରେ କାମ କରୁଛନ୍ତି ବିଧବା ମାଆ। ସରକାରୀ ସହାୟତା ପାଇଁ କାନ୍ଦି କାନ୍ଦି ଏମିତି କରୁଛନ୍ତି ଗୁହାରି

  • Saturday, 08 October 2022
OPEC+ to raise daily
ସାବଧାନ ଗ୍ରାହକ ! ପୁଣି ବଢିବ ପେଟ୍ରୋଲ ଓ ଡିଜେର ଦର...

ଖାଉଟିଙ୍କ ପାଇଁ ବଡ଼ ଖବର। ପୁଣି ଏତିକି ଟଙ୍କା ବଢିପାରେ ପେଟ୍ରୋଲ ଓ ଡିଜେଲ ଦର...ହେଲେ କାହିଁକି?

  • Saturday, 08 October 2022
News Fuse
ଏମାନେ କଣ ନେତା? ଜାଗା ଉପରେ ଅଣ୍ଡା ଖାଇପାରିବେ?

ଇଏ ପା’ ସରକାରୀ ଅଣ୍ଡା। ବିଧାୟକ ଖାଇଲେ କଥା ଖରାପ ହେବନି। ଏ ଝିଅର ବୋଧହୁଏ ବିଶ୍ୱାସ ହେଉନି ନେତାଙ୍କ ଅଣ୍ଡା ଉପରେ। କେତେବେଳେ ଦେବେ ପୁଣି ଯଦି କେତେବେଳେ ନେଇଯିବେ ଯଦି? କେତେ କେୟାରିଂ ଆମ ରୁଦ୍ର ଭାଇ। ଯଦି ସମସ୍ତେ ଏମିତି ହୁଅନ୍ତେ...

  • Saturday, 08 October 2022
husband to maintain wife
କୋର୍ଟଙ୍କ ବଡ଼ ରାୟ...ସ୍ୱାମୀ ମୂଲ ଲାଗିବ ପଛେ ହେଲେ ପିଲା ଓ ସ୍ତ୍ରୀଙ୍କ ଦାୟିତ୍ୱ ନେବାକୁ ବାଧ୍ୟ

ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ସ୍ୱାମୀ ମୂଲ ଲାଗୁ ପଛେ ସ୍ତ୍ରୀ ଓ ପିଲାଙ୍କ ଦାୟିତ୍ୱ ନେବାରୁ ସେ ପଛଘୁଂଚା ଦେଇପାରିବେ ନାହିଁ।

  • Saturday, 08 October 2022
Indian Air Force Day
ଆଜି ଇଣ୍ଡିଆନ ଏୟାରଫୋର୍ସ ଡେ’...ଶକ୍ତିଶାଳୀ ହେଉଛି ଭାରତ

ଦିନକୁ ଦିନ ଭାରତୀୟ ବାୟୁସେନାର ବୃଦ୍ଧି ପାଉଛି ଶକ୍ତି। ଏବେ ଶତ୍ରୁ ପକ୍ଷକୁ ଜବାବ୍‌ ଦେବା ପାଇଁ ପୂରା ତୟାର ଭାରତ

  • Saturday, 08 October 2022
helpless woman
ସ୍ୱାମୀ ଯାଇଛି ଦାଦନ, ଘର ଭାଙ୍ଗିଦେଲେ ମହିଳା ଗୋଷ୍ଠୀ

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମୋ ଘର ଭାଙ୍ଗିଦେଲେ। ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ମୁଁ ଯିବି କୁଆଡ଼େ? ଏ ବର୍ଷା ପାଣି ଦିନରେ ସାପ ବେଙ୍ଗ ଡର। ଘର ନାହିଁ। ଚୂଲି ନାହିଁ କି ଚାଳ ନାହିଁ। ମୁଁ କରିବି କଣ ? ହେ ନବୀନ ସରକାର ମତେ ଉଦ୍ଧାର କର

  • Friday, 07 October 2022
Neheru bangla
ନେହରୁ ବଙ୍ଗଳା ପ୍ରତି କେବେ ଦୃଷ୍ଟି ଦେବେ ସରକାର?

ନେହରୁ ବଙ୍ଗଳାର ବିକାଶ ହେବ କେବେ? ପର୍ଯ୍ୟଟନସ୍ଥଳୀ ହୋଇଥିବା ପରେ କାହିଁକି ହୋଇପାରୁନି ବିକାଶ? ସବୁ ଜାଣି ଚୁପ୍‌ ବସିଛି କି ପ୍ରଶାସନ?

  • Friday, 07 October 2022
Yojana ra na hariloot
ବାଃ ବାଃରେ ଯୋଜନା...ପଟ୍ଟା ଦେଲ ଜମି ନାହିଁ?

ହାତରେ ପଟ୍ଟା ଅଛି ହେଲେ ଜମିରେ ପାଦ ନାହିଁ । ଅତି ଦୟନୀୟ ଅବସ୍ଥାରେ ଚଳୁଛନ୍ତି ୫୦ ପରିବାର...ଆଦିବାସୀଙ୍କ ନିରକ୍ଷରତାର ସୁଯୋଗ ନେଇ ଅଗୋଚରରେ ସବୁ ଖାଇଦେଲେ

  • Friday, 07 October 2022
Actress Nupur Alankar
ଦିନେ ଟେଲି ଜଗତରେ ବେଶ୍‌ ନାଁ କମାଇଥିଲେ...ଆଜି ବୁଲି ବୁଲି ମାଗୁଛନ୍ତି ଭିକ

ଦିନେ ଟେଲି ଜଗତରେ ବେଶ୍‌ ନାଁ କମାଇଥିଲେ, ହେଲେ ଆଜି ରାସ୍ତାରେ ବୁଲି ବୁଲି ଭିକ ମାଗୁଛନ୍ତି। କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ...

  • Friday, 07 October 2022
Jeypore mechanics
ଭାଇ ହେବ ତ ଏମିତି ! ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ଦୁହେଁ ଦୁହିଁକୁ ଛାଡି ଟିକିଏ ବି

କଳିଯୁଗର ଏମାନେ ହେଉଛନ୍ତି କୃଷ୍ଣ-ସୁଦାମା। ୩୮ ବର୍ଷ ହେଲା ଏକାଠି ରହୁଛନ୍ତି...ସାନ ଭାଇମାନେ ବାପାଙ୍କ ପରି ସମ୍ମାନ ଦେଉଛନ୍ତି। କେହି କାହାକୁ ଛାଡିବାକୁ ନାରାଜ୍...ଯୌଥ ପରିବାରକୁ ନେଇ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ

  • Friday, 07 October 2022
News Fuse
ଯିଏ ପ୍ରକୃତ ଯୋଦ୍ଧା...ସିଏ ପ୍ରତି ମୁହୂର୍ତ୍ତରେ ଲଢେଇ କରିବ...

ହସି ହସି କଷ୍ଟର ସାମ୍ନା ଯିଏ କରେ...ସିଏ ସବୁ କିଛି କରିପାରେ। ଏତେ ଦୁଃଖ ଥିବା ପରେ ବି କେବେ ହାର୍‌ ମାନିନାହାନ୍ତି ପ୍ରମିଳା। ପିଲାଙ୍କ ଦାୟିତ୍ୱ ପାଇଁ ଆଜି ମୂଲ ଲାଗୁଛନ୍ତି...ଆଜି ନ୍ୟୁଜ୍‌ ଫୁଜ୍‌ରେ ଦେଖନ୍ତୁ ଏକ ପ୍ରେରଣାଦାୟୀ କାହାଣୀ।

  • Friday, 07 October 2022
 Adipurush teaser review
'ଆଦି ପୁରୁଷ'ରେ ପ୍ରଭାସଙ୍କ ଏ କି ଅବସ୍ଥା? ରାବଣ ହିନ୍ଦୁ ଥିଲେ ନା ମୋଗଲ?

ରାବଣଙ୍କ ଲମ୍ବା ଦାଢ଼ି, ହନୁମାନଙ୍କ ଲୁକ୍‌କୁ ନେଇ ଲୋକଙ୍କ ମଧ୍ୟରେ ତେଜୁଛି ବିରୋଧ। ଟିଜର ଯଦି ଏମିତି, ତାହେଲେ ଫିଲ୍ମରେ କଣ?

  • Thursday, 06 October 2022
 Goddess Durga worshipped
କୁନିକୁନି ପିଲାମାନେ ମାଆଙ୍କୁ ଏଇଠି କରନ୍ତି ପୂଜା…ପୁଣି ହୁଏନି କେବେ ଘଟ ବିସର୍ଜନ

ନିଆରା ଦୁର୍ଗାପୂଜା…କୁନି କୁନି ପିଲା ମାଆଙ୍କର କରନ୍ତି ଆରଧନା। ପୁଣି କେବେ ହୁଏନି ମାଆଙ୍କ ଘଟ ବିସର୍ଜନ। ଜାଣନ୍ତୁ କେଉଁଠି ହେଉଛି ଏମିତି ଦୁର୍ଗାପୂଜା

  • Thursday, 06 October 2022
drowning
ଗଙ୍ଗା ନଈ କୂଳରେ ଛକିଥିଲା ଯମ...ଗାଧୋଇବାକୁ ଯାଇ ୬ ଭାଇଭଉଣୀଙ୍କର ଗଲା ଜୀବନ

ବିଜୟା ଦଶମୀରେ ଶୋକାକୁଳ ହେଲା କାନପୁର। ସାଙ୍ଗ ହୋଇ ଗଙ୍ଗା ନଈକୁ ଗାଧୋଇବାକୁ ଯାଇଥିଲେ ୬ ଭାଇ-ଭଉଣୀ...ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଜଣଙ୍କୁ ବଂଚାଇବାକୁ ଯାଇ ୬ ଜଣଙ୍କ ଗଲା ପ୍ରାଣ....ପିଲାଙ୍କୁ ହରାଇ ଭୋ ଭୋ କାନ୍ଦୁଛି ପୂରା ପରିବାର

  • Thursday, 06 October 2022
WhatsApp New Feature
ଏଣିକି ଆପଣ ବି ପଢିପାରିବେ ହ୍ୱାଟ୍ସଆପ୍‌ରୁ ଡିଲିଟ୍‌ ହୋଇଥିବା ମେସେଜ୍‌...

ଆଉ ଚିନ୍ତା ନାହିଁ। ଏଣିକି ଆପଣମାନେ ବି ପଢିପାରିବେ ଆପଣଙ୍କ ହ୍ୱାଟ୍ସଆପ୍‌ରୁ ଡିଲିଟ୍‌ ହୋଇଥିବା ମେସେଜ୍‌...ଜାଣନ୍ତୁ କେମିତି?

  • Thursday, 06 October 2022
News Fuse
ଏମାନେ ମିଛ କେସ୍ ଲଗାଇଦେବେ…ଦେଖୁନୁ କହିଲେଣି, ମହିଷାସୁରକୁ ବଧ କରିଛନ୍ତି କୃଷ୍ଣ

ଆଲୋ ଆଲୋ ଆମେ ପଚାରୁଛି ପ୍ରଶ୍ନ ମଉସା ଦେଖାଉଛନ୍ତି ୩୨…କହୁନ, ଜଗନ୍ନାଥ ମନ୍ଦିର କିଏ ତିଆରି କରିଥିଲେ? ମଉସାଙ୍କ ପ୍ରବଳ ‌ଜ୍ଞାନ, କହୁଛନ୍ତି କଂସାସୁରକୁ ମାରିଥିଲେ ରାବଣ...ପଳେଇ ଚାଲରେ ନାରଣ। ନହେଲେ କେତବେଳେ...

  • Thursday, 06 October 2022
Govt makes pollution certificate
ଏଇ ତାରିଖରୁ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ ମିଳିବନି ପେଟ୍ରୋଲ

ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଅକ୍ଟୋବର ୨୫ରୁ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ ମିଳିବନି ପେଟ୍ରୋଲ ପକାଇବାର ସୁଯୋଗ...ହଇରାଣ ହୋଇପାରନ୍ତି ଆପଣ

  • Wednesday, 05 October 2022
Woman kills own son
ପିଲାଙ୍କୁ ଟ୍ୟୁସନ୍‌ କରିବାକୁ ଆସି ମାଆଙ୍କୁ ପ୍ରେମ ପାଠ ପଢାଉଥିଲେ ଟ୍ୟୁସନ୍‌ ସାର୍‌...

ପ୍ରେମ ପାଗଳ ଟ୍ୟୁସନ୍‌ ସାର୍‌। ପୁଅକୁ ପାଠ ପଢାଇବାକୁ ଆସି ମାଆ ପ୍ରେମରେ ଉବୁଟୁବୁ ହେଲେ। ପ୍ରେମରେ ଏମିତି ପାଗଳ ହେଲେ ଯେ ସବୁଦିନ ପାଇଁ ପିଲାକୁ ବାଟରୁ ହଟାଇ ଦେଲେ। ହେଲେ ମାଆର ପ୍ରେମ କାହାଣୀ ପୋଲିସ ସାମ୍ନାରେ କହିଦେଲା ଝିଅ

  • Wednesday, 05 October 2022
Jawan welcomed to village
୨୦ ବର୍ଷ ପରେ ଗାଁକୁ ଫେରିଲେ ଯବାନ...ଦୁଲଦୁଲି ବଜାଇ, ଫଗୁ ଉଡାଇ କରାଗଲା ସ୍ୱାଗତ

ଦୀର୍ଘ ୨୦ ବର୍ଷ ପରେ ଯେବେ ଗାଁକୁ ଫେରିଲେ ଯବାନ...ଦୁଲଦୁଲି ବାଜି ଉଠିଲା, ଫଗୁ ଖେଳ ଆରମ୍ଭ ହେଲା। ଗାଁ ପିଲାଙ୍କ ଅଣ୍ଟା ବି ହଲିଲା। ଅଦ୍ଭୁତପୂର୍ବ ସ୍ୱାଗତ ଦେଖି ଖୁସି ହୋଇଗଲେ ଯବାନ। କହିଲେ, ମାଗଣାରେ ଗାଁ ପିଲାଙ୍କୁ ଦେବି ଆର୍ମି ଟ୍ରେନିଂ...

  • Wednesday, 05 October 2022
News Fuse
ଓଡିଆ ପ୍ରଶ୍ନ ଶୁଣି ଏମାନେ ଏତେ ଡରୁଛନ୍ତି କିଆଁ, ଦେଖୁନୁରେ ନାରଣ...

ମୁଁ କାଳେ ଭୁଲଭାଲ କହିଦେବି। ଜଗନ୍ନାଥଙ୍କୁ କଣ ମାଗିଲ ସତ କହିବ? ପ୍ରଭୁ ମୋର ଜଲଦି ବାହାଘର ହୋଇଯାଉ କହିଲେ ଦିଦି। ଆଲୋ ଆଲୋ ଇଏ କଣ ମୂଳରୁ ଛତ୍ରଭଙ୍ଗ ଦେଲେଣି। ଦେଖନ୍ତୁ ଦେଖନ୍ତୁ ଦିଦି ଓ ଭାଇଙ୍କ ଜ୍ଞାନ କେତେ?

  • Wednesday, 05 October 2022
Chandi Medha
ମନ ମୋହୁଛି ସୁନା, ଚାନ୍ଦିର ମେଢ଼ ! ପୂଜା ପେଣ୍ଡାଲକୁ ଦେଖିଲେ, ଆଖି ଝଲସି ଯାଉଛି

ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ସର୍ବାଧିକ ୫ କେଜିର ସୁନା ମୁକୁଟ ଓ ୫ କ୍ୱିଣ୍ଟାଲ ରୁପା ମେଢ଼ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରୁଛି ।

  • Tuesday, 04 October 2022
Dussehra
ପୁଣି ସେହି ଅକ୍ଟୋବର, ପୁଣି ସେହି ବର୍ଷା !

ତୁହାକୁ ତୁହା ବର୍ଷା ଯୋଗୁଁ ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ଲାଗୁଥିଲା ଖାଁ ଖାଁ ।

  • Tuesday, 04 October 2022