ଗାଡି ଚାଳକଙ୍କ ପାଇଁ ବଡ଼ ଖବର। ଏଣିକି ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ପାନିକ୍ ବଟନ୍ କି ଟ୍ରାକିଂ ଡିଭାଇସ୍ ନଥିଲେ ଦେବେ ମୋଟା ଅଙ୍କର ଜୋରିମାନା…ଜାଣନ୍ତୁ ନୂଆ ନିୟମ କେବେଠୁ ହେଉଛି ଲାଗୁ?
ଏ ଯୁଗର ଶ୍ରବଣ କୁମାର। ରୋଗାଗ୍ରସ୍ତ ବାପାଙ୍କୁ ଧରି ବାଣ୍ଟୁଛନ୍ତି ଡାକ...କରୋନା ସମୟରେ ପାରାଲିସିସ୍ ହେବା ପରେ ଚାଲି ପାରୁନାହାନ୍ତି ବାପା। ଆଉ ଚିଠି ଦେବା ପାଇଁ କ୍ୟାରିଅରକୁ ପଛରେ ପକାଇ ବାପାର ସେବା କରୁଛି ପୁଅ...
ଠାକୁରଙ୍କ ନାଁରେ ଠକିଦେଲେ। ପୂରା ପରିବାର ବାହାରିଥିଲା ଶିରିଡିସାଇ ଟ୍ରିପ୍ରେ ....ହୋଟେଲ୍ ବୁକ କରୁ କରୁ ସାଇବର ଠକ ମାଗିଲେ ଓଟିପି। ବାସ୍ ଏପଟରେ ଆକାଉଣ୍ଟ ହୋଇଗଲା ଖାଲି
ବାୟା ହେଲେ ବାଇଡେନ୍? ନିଜ କଥାକୁ ନିଜେ ବୁଝିପାରିଲେନି। ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ବିଚ୍ ରାସ୍ତାରେ ଚାଲିଥିଲା ମରାମରି। ହାଇ ସ୍ପିଡ୍ରେ ଆସିଲା କାର, ଜୋରସୋରରେ ଦେଲା ଧକ୍କା….ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
କେଉଁ ମନ୍ତ୍ରୀ କେତେ ଧନୀ ? କାହା ପାଖରେ କେତେ ସୁନା, ଜମି, ଗାଡ଼ି, ବନ୍ଧୁକ ? ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା।
ଡେଙ୍ଗୁ ବଢ଼ାଉଛି ଡର...ଆତଙ୍କ ବଢ଼ାଉଛି ଏଡିସ୍ ମଶା...ଖେଦିଚାଲୁଛି ଏ ବସ୍ତିରୁ ସେ ବସ୍ତି...ମାଡ଼ି ଚାଲୁଛି ଝୁମ୍ପୁଡ଼ିରୁ ଅଟ୍ଟାଳିକା ଯାଏଁ। ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଏବେ ଡେଙ୍ଗୁ ରୋଗ ଓ ରୋଗୀଙ୍କ ସଂଖ୍ୟା ଚିନ୍ତା ବଢ଼ାଉଛି।
କଟକ ବାଙ୍କା ବଜାରର ଅସ୍ଲମ୍ ଅଲ୍ଲୀଙ୍କ ପୁରା ପରିବାର ଲାଗିଛନ୍ତି ମାଆଙ୍କ କାମରେ ।
ବର୍ଷା ଦିନ ଆସିଲେ ଗାଁକୁ ଯିବାକୁ ଇଚ୍ଛା କରୁନାହାନ୍ତି ଲୋକେ । ଯିଏ ଗାଁରେ ରହିଥାଏ ସିଏ ବାହାରିବାକୁ ବି ଚାହାନ୍ତି ନାହିଁ ।
ରାତିରେ ବସ୍ତି ବୁଲି ସ୍ଥିତି ପରଖିଲେ ବିଭିନ୍ନ ଥାନାର ଅଧିକାରୀ...
ରାୟଗଡ଼ା ଜିଲ୍ଲାରେ ଅଭାବନୀୟ ଘଟଣା । ବିଡିଓଙ୍କ ନିକଟରେ ସ୍କୁଲର ସମସ୍ୟା ନେଇ ଅଭିଯୋଗ କରିବାକୁ ୩ କିଲୋମିଟର ଚାଲି ଚାଲି ବ୍ଲକ୍ କାର୍ଯ୍ୟାଳୟ ଆସିଲେ ସ୍କୁଲ ଛାତ୍ରଛାତ୍ରୀ ।
ଯାଇଥିଲେ ଗଂଜେଇ ଧରିବାକୁ ହେଲେ ପାଇଗଲେ ମାଳ ମାଳ ରୂପା ଇଟା । ଖାଲି ରୂପା ଇଟା ନୁହଁ, ବିପୁଳ ଅଳଙ୍କାର ସହ ମିଳିଛି ଲକ୍ଷ ଲକ୍ଷ ଟଙ୍କା । ଯାହାକୁ ଦେଖି ତାଜୁବ୍ ଅବକାରୀ ଅଧିକାରୀ । ଗଂଜେଇ ଚାଲାଣ ଖବର ପାଇ କଟକ ଟାଙ୍ଗି ଟୋଲ୍ ଗେଟ୍ରେ ଚେକିଂ ବେଳେ ହାତରେ ଲାଗିଛି ଏସବୁ ସାମଗ୍ରୀ ।
ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।
ରାଜ୍ୟରେ ସର୍ବସାଧାରଣ ସେବାରେ ବ୍ୟବହାର ହେଉଥିବା ଯାନବାହନଗୁଡ଼ିକରେ ଖୁବଶୀଘ୍ର ଲାଗିବ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ ଓ ପ୍ୟାନିକ୍ ବଟନ୍। ରାସ୍ତାରେ ସୁରକ୍ଷିତ ଯାତ୍ରା ଲାଗି କେନ୍ଦ୍ର ସରକାର ୨୦୧୮ରେ ଆଣିଥିବା ଏହି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
କେମିତି ଚାଲିଛି ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ? ମନ୍ତ୍ରୀଙ୍କ ଶାସନ ନା ସଚିବଙ୍କ ହାତରେ ସବୁ କ୍ଷମତା ? କୁହାଯାଉଛି ଏଠିକାର ପାୱାର କରିଡରରେ ମନ୍ତ୍ରୀଙ୍କ ଅପେକ୍ଷା ସଚିବଙ୍କର ଅଧିକ ଦବଦବା । ତେବେ ଏହାଦ୍ୱାରା ଗୌଣ ହେଉନାହାନ୍ତି ତ ନେତା, କମୁନି ତ ଜନପ୍ରତିନିଧିଙ୍କ ଗୁରୁତ୍ୱ ?
ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଆଦିବାସୀ ପ୍ରୀତି। ଗତ ନିର୍ବାଚନ ପୂର୍ବରୁ ଘୋଷଣା କଲେ ଆଉ ନିର୍ବାଚନ ପରେ ଭୁଲିଗଲେ।ଆମେ କହୁଛୁ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦ କଥା। ସେପ୍ଟେମ୍ବର ୨୦୧୭ରେ ସରକାର ଘୋଷଣା କଲେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହେବ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ।
ଯାଆଁଳ ବଦଳାଇ ଦେଲା ଜୀବନ। ମାଛ ଚାଷ କରି ନିଜେ ଲକ୍ଷପତି ହେବା ସହ ବେରୋଜଗାରିଆଙ୍କୁ ଦେଉଛନ୍ତି ରୋଜଗାର। ହୋଟେଲରୁ ଯେତିକି ନପାଇଥିଲେ ମାଛ ଚାଷରୁ ଡବଲ ଲାଭ ପାଇଲେ...
ସ୍ୱାର୍ଥପର ମଣିଷ। ଦିନେ ଏଇ କୁକୁର ତାକୁ ସୁରକ୍ଷା ଦେଉଥିଲା ହେଲେ ଆଜି ତା’ ଦେହ ଖରାପ ହେଲା ବୋଲି ଅଧା ରାସ୍ତାରେ ଛାଡି ଦେଇ ପଳାଇଲା। ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି ଏଇ ବିଦେଶୀ କୁକୁର...ଏମିତି ମାଲିକଙ୍କୁ କହିବେ କଣ?
ବାଃ...ଏମିତି ସରପଞ୍ଚ ଥିଲେ ଗାଁ ଭିତରକୁ ପଶିପାରିବନି ରୋଗ...ନିଜେ ଟ୍ରଲି ଟ୍ରାକ୍ଟର କିଣି ଗାଁକୁ ଗାଁ ବୁଲି ଉଠାଉଛନ୍ତି ମଇଳା, ପକାଉଛନ୍ତି ବ୍ଲିଚିଂ ପାଉଡର। ବିନା ସରକାରୀ ସାହାଯ୍ୟରେ ସଫେଇ କର୍ମଚାରୀଙ୍କୁ ବି ଦେଉଛନ୍ତି ଦରମା...
ଦୋକାନ ବନ୍ଦ କରିଦେଲା ଜନ୍ଦା। ଶିରାରେ ଜନ୍ଦା ଦେଖି ବିଗିଡିଲେ କମିଶନର...
କିଏ ଫଟୋ ଉଠାଉଥିଲେ ତ କିଏ ସେଲଫି ନେଉଥିଲେ। ମାଳଭୂମିର ଏହି ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି। ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ...
୯୪ ବର୍ଷରେ ବି ହାରିନି ହରମାଉସୀ। ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି ପରେ ବିଧାୟକ ସିନା ଘର କରିଦେଲେ ହେଲେ ଛାତ ପକାଇବାକୁ ଭୁଲି ଗଲେ। ଢୁ ଢୁ ବର୍ଷାରେ ପରପିଣ୍ଡାରେ ଶୋଉଛି ବୁଢୀ ମାଉସୀ...
ମାତ୍ର ୫ ମିନିଟ୍ରେ ଜମିଗଲା ଖେଳ। ଇନଷ୍ଟାଗ୍ରାମରୁ ଭୁଲ ବାଛିବା ପରେ କମ୍ପାନୀ ପକ୍ଷରୁ ମିଳିଲା ୩୮ ଲକ୍ଷର ପୁରସ୍କାର ...
ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର। ୫୦ ଲକ୍ଷ ଫ୍ରୀ ଟିକେଟ୍ ଘୋଷଣା କଲା ଏୟାର ଏସିଆ...ଏହି ସବୁ ଦେଶକୁ ଗଲେ ଦେବାକୁ ପଡ଼ିବନି ଟଙ୍କା।
ଗୋଟିଏ ପଟେ ଜନସଂପର୍କ ଯାତ୍ରାରେ ପ୍ରଦୀପ ପାଣିଗ୍ରାହୀଙ୍କ ଶକ୍ତି ପ୍ରଦର୍ଶନ । ଅନ୍ୟପଟେ ଏହାକୁ କାଉଣ୍ଟର କରି ଭୁବନେଶ୍ୱରରେ ବିଜେଡିର ମିଶ୍ରଣ ପର୍ବ । ପ୍ରଦୀପଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଆଉ ଅଫିସରଙ୍କୁ ସମାଲୋଚନା । ଏଣେ ରାଜଧାନୀରେ ପ୍ରଦୀପଙ୍କୁ ବିଜେଡି ନେତାଙ୍କ ସିଧାସଳଖ ଟାର୍ଗେଟ୍ ।