ୟାଙ୍କୁ କୁହାଯାଏ ନେତା। ୩୦ ବର୍ଷ ହେଲାଣି ନିସ୍ୱାର୍ଥପର ଭାବରେ କରୁଛନ୍ତି ସେବା...ସକାଳ ହେବା ମାତ୍ରେ କାହାକୁ ଅକ୍ସଜେନ ଦରକାର ତ ଆଉ କାହାକୁ ଇଞ୍ଜେକସନ। ଘରକୁ ଘର ବୁଲି ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି କାଉନସିଲର ବିଜୟ ଭାଇ
Published: Pallipuspa Samal
Last updated: 19 December 2022, 12:30 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।