• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

News Fuse
ନୋ ପାର୍କିଂରେ ପାର୍କିଂ କଲେ ମାଡ ଖାଇବ

ରାଗିଗଲେ ଟ୍ରାଫିକ୍‌ ବାବୁ। ବେଶି କଥା କହନା...ନହେଲେ ଗୋଟିଏ ଠେଲା ଦେବି ସିଧା ଗାଡିରେ ବାଜିବୁ। ଆଉ...ତୁମେ ନୋ ପାର୍କିଂ ଜାଗାରେ ପାର୍କିଂ କରିବ, ଆମେ ତୁମକୁ ମାରିବୁନି କଣ ଛାଡିବୁ?

  • Tuesday, 18 October 2022
Taste of Odisha
ଘରେ କରି କେବେ ଖାଇଛନ୍ତି କଖାରୁ ଫୁଲ ପିଠୋଉ ?

ମୁଁ ଆଜି ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ ହୋଇଛି। ହକୀ ଖେଳ ପାଇଁ ମୁଁ ବହୁତ୍ କିଛି ପାଇଛି। କିନ୍ତୁ ଗୋଟେ କଥା ଜାଣିଛନ୍ତି, ମୋ ଗାଁ ସୌନାମୋରା ତରଫରୁ କେବେ ଖେଳିବାର ସୁଯୋଗ ପାଇନି। କିନ୍ତୁ ଏବେ ବି ଇଛା ଅଛି, ଯଦି ସୁଯୋଗ ମିଳନ୍ତା, ମୁଁ ମୋ ଗାଁ ପାଇଁ ଥରେ ଖାସୀ ମ୍ୟାଚ ଖେଳନ୍ତି

  • Monday, 17 October 2022
fast food stall
ଫାଷ୍ଟଫୁଡ ଦୋକାନ ଖୋଲି ରୋଜଗାର କରୁଛନ୍ତି କଲେଜ ଝିଅ

ନିଜ ଚାରିପାଖର ଟାହିଟାପରା ଏମାନଙ୍କୁ ଅଟକାଇ ପାରିନି। ନିଜ ଗୋଡ଼ରେ ଠିଆ ହେବା ପାଇଁ ଏ କଲେଜ ପଢୁଆ ଝିଅମାନେ ରାସ୍ତାକଡ଼ରେ ଖୋଲିଛନ୍ତି ଫାଷ୍ଟଫୁଡ଼ ଦୋକାନ। ଦିନରେ ପାଠପଢ଼ା ରାତିରେ ଦୋକାନୀ। ପାଲଟିଛନ୍ତି ନାରୀ ସଶକ୍ତିକରଣର ଉଜ୍ୱଳ ଉଦାହରଣ।

  • Monday, 17 October 2022
E News
ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ

ଯେମିତି ମୌସୁମୀ ମେଘ ଆଣେ ଧୀରେ ଧୀରେ, ଯେମିତି ଇନ୍ଦ୍ରଧନୁ ରଙ୍ଗବୋଳେ ଧୀରେ ଧୀରେ.. ସେମିତି ମୋ ଜୀବନରେ ଆସିଲୁ ତୁ କେତେବେଳେ… ଆସି ପୁଣି ଘର କଲୁ, ଛାତି ତଳେ ଧୀରେ ଧୀରେ…

  • Monday, 17 October 2022
Daughter alleges being raped by father
୪ବର୍ଷ ହେଲା ବାପା ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି... ବିରୋଧ କଲେ ମାଡ ମାରୁଛନ୍ତି...

ପୋଲିସ୍‌ ବାପା ନାଁରେ ଝିଅ ଆଣିଲା ସାଂଘାତିକ ଅଭିଯୋଗ। କହିଲା, ୪ ବର୍ଷ ହେଲାଣି ବାପା ମୋ ସହ ରଖିଛନ୍ତି ଶାରିରୀକ ସମ୍ପର୍କ। ଘରେ ସମସ୍ତେ ଜାଣିଛନ୍ତି କିନ୍ତୁ କିଛି କହୁନାହାନ୍ତି...ବଂଚିବା ପାଇଁ ଘର ଛାଡି ଭୁବନେଶ୍ୱର ପଳାଇ ଆସିଲି। ହେଲେ ଏଇଠି ବି ରହିବାକୁ ଦେଉନାହାନ୍ତି

  • Monday, 17 October 2022
News Fuse
କବାଟ ବାଟ ଫାଟ, ମୁଣ୍ଡ ଗଳେଇ ପଶ

ତୁ ଜାଣିଲୁ ନାରଣ? ସବୁ ଆଡ଼େ ଆଖି ପକାଉଛୁ। କୋଉଠି ପାଇଖାନା କବାଟ ନାହିଁ ସେଇଟା ବି ଦେଖେଇବୁ? ତୁ ଆମ ସରକାରକୁ କଣ ଏମିତି ବେଜିତ୍ କରିବୁ? ଆମର ପା ନବୀନ ସରକାର, ନିରୋଳା ସ୍ୱଚ୍ଛ

  • Monday, 17 October 2022
temporary employee disappoint
ଅସ୍ଥାୟୀ କର୍ମଚାରୀ ହତାଶ, ସାମ୍ନାକୁ ଆସିଲା ଅସନ୍ତୋଷ

ଠିକା ନିଯୁକ୍ତିର ଯୁଗ ଶେଷ। ଗଲାକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଜି ବାହାରିଲା ସରକାରୀ ବିଜ୍ଞପ୍ତି। ୨୦୧୩ରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା କର୍ମଚାରୀ ଏବେ ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କେକକୁ କାଟି ଗ୍ରାଣ୍ଡ ସେଲିବ୍ରେସନ୍ କରିଛନ୍ତି। ରବିବାର ଛୁଟି ଦିନରେ ବି ନାଚ ଗୀତରେ କମ୍ପିଛି ଭୁବନେଶ୍ୱର ନଅ ତାଲା ଅଞ୍ଚଳ। ଏପଟେ ଇଏ ଭିନ୍ନ ଏକ ଦୃଶ୍ୟ ସମସ୍ତଙ୍କ ମୁହଁରେ ନିରାଶା ଓ ହତାଶାର ଛାଇ।

  • Sunday, 16 October 2022
All eye\'s on Rajendra Das\' move as last date to withdraw nomination tomorrow
ଧାମନଗର ଉପନିର୍ବାଚନ: ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ନା ଓହରିବେ?

ରାଜେନ୍ଦ୍ର ଦାସଙ୍କୁ ନେଇ ବିଜେଡିରେ କଂପନ। ଦଳୀୟ ଟିକଟ୍ ନମିଳିବାରୁ ବିଦ୍ରୋହ କରି ସ୍ବାଧୀନ ଭାବେ ଭରିଛନ୍ତି ନାମାଙ୍କନ,  ଯାହାକୁ ନେଇ ଏବେ ହରଡ଼ଘଣାରେ ଦଳ ଆସନ୍ତାକାଲି ନାମାଙ୍କନ ପତ୍ର ପ୍ରତ୍ୟାହର ଶେଷ ଦିନ ଥିବାରୁ ଏବେ ସମସ୍ତଙ୍କ ନଜର। ରାଜେନ୍ଦ୍ରଙ୍କ ଉପରେ କଣ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବ?

  • Sunday, 16 October 2022
Inspiring girl students
ପ୍ରଶଂସା ସାଉଁଟୁଛି ତିନି ସାଙ୍ଗଙ୍କ ଉଦ୍ୟମ

ରାସ୍ତାକଡରେ ଛୋଟିଆ ଫାଷ୍ଟଫୁଡ୍ ଦୋକାନ ଅନେକଙ୍କ ପାଇଁ କିଛି ନୂଆ କଥା ନୁହେଁ, ହେଲେ ଏହି ଛତା ତଳେ ରହିଛି ଗୋଟିଏ ପ୍ରେରଣାଦାୟୀ କାହାଣୀ। ତିନି ଝିଅଙ୍କ ସ୍ୱାଭିମାନ ଓ ସଫଳତାର କାହାଣୀ।

  • Sunday, 16 October 2022
Dipa karigara
ଆସୁଛି ଦୀପାବଳି, ଆମକୁ ଆଉ ଫୁରସତ୍ ନାହିଁ

ଆଲୋକର ପର୍ବ ଦୀପାବଳି। ଏ ପର୍ବ ଖୁସିର ପର୍ବ, ଆନନ୍ଦର ପର୍ବ। ଦୀପାବଳି ଆସିଲେ ଯେଉଁ କାରିଗରଙ୍କ ମନରେ ଉତ୍ସାହ ବଢ଼ିଯାଏ ସେମାନେ ହେଉଛନ୍ତି କୁମ୍ଭକାର। ଚାଲନ୍ତୁ ଯିବା ସାଲେପୁରର ଏ ନିଆରା ଗାଁକୁ, ଯେଉଁଠି ଶତାଧିକ ପରିବାର ମାଟି ଦୀପ ଭରସାରେ ଜୀବିକା ନିର୍ବାହ କରନ୍ତି

  • Sunday, 16 October 2022
Temporary wooden bridge
ଏଠି କାଠ ପୋଲ ଭରସା, ଟଙ୍କା ସବୁ ଖାଇଗଲେ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଏଠି ଦୀର୍ଘ ୧୦ ବର୍ଷ ଧରି ଏମିତି ବିପଦପୂର୍ଣ୍ଣ ଅବସ୍ଥାରେ ୫ଟି ପଞ୍ଚାୟତର ଗ୍ରାମବାସୀ ଯିବାଆସିବା କରୁଛନ୍ତି। ଦୁଇ ଦୁଇ ଥର ଟଙ୍କା ଆସିଛି। ହେଲେ କାମ ହୋଇନି। ଦେଖନ୍ତୁ ସୁନ୍ଦରଗଡ଼ ଜିଲ୍ଲା କୋଇଡାରୁ ଏ ଦୃଶ୍ୟ

  • Sunday, 16 October 2022
 Wrong spelling at residential school
ଭୟଙ୍କର ଓଡିଆ ବନାନ୍‌...ପଢିଲେ ମୁଣ୍ଡ ଘୂରାଇ ଦେବ

ଏଇଠି ଏମିତି ଓଡିଆ ଲେଖିଲା କିଏ? ସ୍କୁଲର ନା ପଢିଲେ ଆପଣଙ୍କ ମୁଣ୍ଡ ଘୂରେଇ ଦେବ। ସମସ୍ତେ ଏଇ ବାଟ ଦେଇ ଯାଉଛନ୍ତି ହେଲେ କାହାରି ଆଖରେ ଏହା ପଡୁନି କେମିତି?

  • Sunday, 16 October 2022
child's treatment
ସୂତା ଖିଅରେ କୁନି ପୁଅର ଜୀବନ...୪୦ ଦିନରେ ଦରକାର ୪୦ ଲକ୍ଷ ଟଙ୍କା...

୪୦ ଦିନରେ ୪୦ ଲକ୍ଷ ଯୋଗାଡ ନହେଲେ ପୁଅ ଜୀବନ ପାଇଁ ବଡ଼ ବିପଦ। ଭୟଙ୍କର ରୋଗରେ ଘାଣ୍ଟି ହେଉଛି କୁନି ପୁଅ। ସ୍ୱରୂପଙ୍କ ଜୀବନ ବଂଚାଇବା ପାଇଁ ସରକାରଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଗୁହାରି କରୁଛନ୍ତି ବାପା-ମାଆ। ଟଙ୍କା ଯୋଗାଡ ହେଲେ ପୁଅ ବଂଚିବ

  • Sunday, 16 October 2022
News Fuse
ଖାଲି ସମ୍ମାନକୁ ଜଗି ଛାଡ଼ିଦେଲି, ନହେଲେ ତା ୩୨ ଝଡ଼େଇ ଦେଇଥାଆନ୍ତି

ମୁଁ ଗୋଟେ ଫୁଟବଲ୍ ଖେଳୁଆଡ଼ି। ଆରେ ଏ କଳିଙ୍ଗ ଷ୍ଟାଡିୟମ କରିଛି କିଏ ? ମୁଁ ପିଲାଙ୍କୁ ଉତ୍ସାହିତ କରିବାକୁ ଆସିଥିଲି। ମତେ ବିଦା କରି ଦେଲ! ଆଉ ଏ ଷ୍ଟାଡିୟମ ମୁହଁ ମାଡିବିନି!

  • Sunday, 16 October 2022
Rajendra Das
ଧାମନଗରରେ ରାଜୁ ଧାମାକା ହେବ ତ?

ଉଠୁଛି ପ଼ଡୁଛି ଧାମନଗର ରାଜନୀତି। କିଏ ଧାମନଗରରେ ଧମାକା କରୁଛି ତା ଉପରେ ରହିଛି ନଜର।

  • Saturday, 15 October 2022
Heavy Rain or Cyclone
ଲଘୁଚାପ ବାତ୍ୟାରେ ପରିଣତ ହେବକି ?

ଲଘୁଚାପକୁ ନେଇ ଦେଖା ଦେଲାଣି ସନ୍ଦେହ। ବାତ୍ୟାକୁ ନେଇ ମନରେ ଆଶଂକା ଆସିଲାଣି।

  • Saturday, 15 October 2022
 unknown disease
ଗାଁ ମଶାଣିରୁ ନିଆଁ ଲିଭୁନି, ଲୋକଙ୍କ ମନରେ ପଶିଲାଣି ଛନକା

ମୁଣ୍ଡରେ ହାତ ଦେଲେଣି ଲେକେ। ଘରୁ ଘରୁ କୋକେଇ ଉଠୁଛି , କିଏ କହୁଛି ଗୁଣି ଗାରେଡି ତ କିଏ କହୁଛି ଅଭିଶାପ । ହେଲେ ମୃତ୍ୟୁର ପ୍ରକୃତ କାରଣ ଏ ଯାଏଁ ଜଣା ପଡୁନଥିବା ବେଳେ , ଏମିତି ଏକ ଚିତ୍ର ଏବେ ସାମ୍ନାକୁ ଆସିଛି ।

  • Saturday, 15 October 2022
Robbery in odisha
ଡାକ୍ତର ଖାନାରେ କେମିତି ହେବ ରୋଗୀ ଚିକିତ୍ସା , ସବୁ ଚୋରି ହୋଇଯାଇଛି

ମୁଣ୍ଡରେ ହାତ ଦେଲେ ଡାକ୍ତର , ସବୁ ଚୋର ନେଇ ଯାଇଛି , କେମିତି ଏବେ ହେବ ରୋଗୀ ସେବା ।

  • Saturday, 15 October 2022
E News
ଏ ଦୁହିଁଙ୍କ ପ୍ରେମରେ ପଡିଛି ଇନ୍ଦ୍ରଧନୁର ରଙ୍ଗ

ସତରେ ପ୍ରେମ ଧିରେ ଧିରେ ହିଁ ହୁଏ। ଏ ପ୍ରେମକୁ ନେଇ କିଏ କେତେ ସ୍ୱପ୍ନ ଦେଖେ । ହେଲେ ଏ ପ୍ରେମରେ ଯେବେ ଇନ୍ଦ୍ରଧନୁର ରଙ୍ଗ ଲାଗେ ସେତେବେଳେ ସବୁ କିଛି ଲାଗେ ରଙ୍ଗୀନ୍ ରଙ୍ଗୀନ୍ ।

  • Saturday, 15 October 2022
APJ Abdul Kalam
ମହାନ୍ ତୁମେ କଲାମ୍

ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀ । ତାଙ୍କୁ ମନେ ପକାଉଛି ସାରା ଦେଶ ।ସେ ଥିଲେ ସାଧାରଣ ଲୋକଙ୍କ ରାଷ୍ଟ୍ରପତି । ବିବାଦ ଠାରୁ ଥିଲେ ଉର୍ଦ୍ଧ୍ୱରେ । ଆସନ୍ତୁ ତାଙ୍କୁ ଜଣାଇବା ଶ୍ରଦ୍ଧାଞ୍ଜଳି ।

  • Saturday, 15 October 2022
News Fuse
ଅଟୋ ନା ମିନି ବସ୍ , ପଚାରିଲେ ପାଟିରେ ବାଟୁଳି ବାଜୁନି

ଅଟୋରେ ଯେତିକି ଲୋକେ ଅଛନ୍ତି ଅଟୋ ବାଲା ପାଖରେ ହିସାବ ନାହିଁ। ଏ ଅଟୋ ଉପରେ ଥରେ ନଜର ପକାନ୍ତୁ । ଆଉ ଏ ଅଟୋର ପାସେଞ୍ଜରଙ୍କ ପାଟିରେ ବାଟୁଳି ବାଜୁନି । ଅଣ ଓଡିଆ ବୁଝି ପାରିଲେନି ଓଡିଆ। କହୁ କହୁ ସତ କହିଦେଲେ

  • Saturday, 15 October 2022
Rural road
ଫଳକ ଖୋଲିଲା ହରିଲୁଟ୍ ଗୁମର

ଗାଁଗହଳିର ଲୋକଙ୍କୁ ଭଲ ରାସ୍ତା ଖଣ୍ଡେ ଯୋଗାଇବାକୁ ସରକାରଙ୍କ ସୂଦୁରପ୍ରସାରୀ ଲକ୍ଷ୍ୟ-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ହେଲେ କେମିତି ଏ ଯୋଜନାରେ ଚାଲିଛି ହରିଲୁଟ୍, ଯାହାର ଚାକ୍ଷୁସ ପ୍ରମାଣ ଧରାପଡ଼ିଛି କୋରାପୁଟ ଜିଲ୍ଲା ଜୟପୁରରେ ।

  • Friday, 14 October 2022
Low Pressure
ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ

ଆସୁଛି ଲଘୁଚାପ, ବଢ଼ୁଛି ବର୍ଷା ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ

  • Friday, 14 October 2022
Himachal Pradesh Elections
ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍..ନଭେମ୍ବର ୧୨ ଭୋଟ୍, ଡିସେମ୍ବର ୮ରେ ଗଣତି

  • Friday, 14 October 2022
Dhamnagar Bypoll
ଧାମନଗରରେ ବିଜେଡି ବିଜେଡି ଭିତରେ ଫାଇଟ୍

ଧାମନଗର ନିର୍ବାଚନ ମଣ୍ଡଳୀ ଏବେ ଉଠୁଛି ପଡ଼ୁଛି। କାମ ଦେଲାନି ଚାପ, ମ୍ୟାନେଜ କରି ପାରିଲାନି ବିଜେଡି। ସ୍ୱାଧୀନ ଭାବେ ଲଢ଼ିବେ ରାଜେନ୍ଦ୍ର

  • Friday, 14 October 2022