ହନିଟ୍ରାପ, ବ୍ଲାକମେଲ୍, ହତ୍ୟା ଧମକ..ସମ୍ପତ୍ତି ଅର୍ଜିବା ପାଇଁ ଯୁବତୀଙ୍କୁ ମୋହରା ସଜାଇ ବଡ଼ବଡ଼ିଆଙ୍କୁ ଚୁନା ଲଗାଇଥିବା ଅର୍ଚ୍ଚନା ନାଗ୍ଙ୍କୁ ବେଲ୍ ନା ପୁଣି ସେହି ଜେଲ୍ ?
ସ୍କୁଲରେ ଶିକ୍ଷକ ନାହାନ୍ତି, ୯୦ ପିଲାଙ୍କୁ ମାତ୍ର ଦୁଇ ଜଣ ଶିକ୍ଷକ। କେମିତି ପାଠ ପଢିବେ ପିଲା? ବାରମ୍ବାର ଗୁହାରି ପରେ ପ୍ରଶାସନ ଶୁଣିଲାନି। ତେଣୁ ରାସ୍ତା ଉପରେ ଏମିତି ଧାରଣାରେ ବସିଲେ ପିଲା , ଶିକ୍ଷକ ଓ ଅଭିଭାବକ
ଆପଣଙ୍କ ଆଧାରକାର୍ଡରେ କୌଣସି ସମସ୍ୟା ରହିଛି କି? ବିଲକୁଲ ଚିନ୍ତା କରନ୍ତୁ ନାହିଁ...ଘରେ ବସି ଏମିତି କରନ୍ତୁ ନିଜର ଆଧାର ଅପଡେଟ୍
ରବିବାର ଥିବା ସତ୍ୱେ ବି ଶ୍ରୀତମଙ୍କୁ କାହିଁକି ସ୍କୁଲ ଡାକିଥିଲେ ହେଡ୍ମାଷ୍ଟର? କ୍ରିକେଟ୍ ଖେଳରୁ ସାଙ୍ଗସାଙ୍ଗ ମଧ୍ୟରେ ଏତେ ଝଗଡା ହେଲା, କିନ୍ତୁ କିଏ ଜାଣିପାରିଲା ନାହିଁ? ନା ସବୁଜାଣି ଶୁଣି ଚୁପ୍ ବସୁଛନ୍ତି ହେଡ୍ମାଷ୍ଟର...
ଗଣଦୁଷ୍କର୍ମର ଶିକାର ହେବା ପରେ କଂଗ୍ରେସ ସରକାରକୁ ଭାଙ୍ଗିଥିଲେ ଅଂଜନା। ଏବେ ବିଜେଡି ସରକାରକୁ ଭାଙ୍ଗିବେ କି ଅର୍ଚ୍ଚନା? ମାୟାବିନୀଙ୍କ ମାୟାଜାଲରେ ଫଶିଛନ୍ତି ୧୮ ଜଣ ଷ୍ଟାଣ୍ଡିଂ ଏମ୍ଏଲଏ। ଯଦି ଅର୍ଚ୍ଚନା ମୁହଁ ଖୋଲନ୍ତି ତେବେ ସବୁ ନେତାଙ୍କ ପୋଲ୍ ଖୋଲିଯିବ…
କୁମାର ପୂର୍ଣ୍ଣିମାରେ କେମିତି ଦିଶୁଥିଲା ଜହ୍ନ? ଛାତ ଉପରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜହ୍ନ ମାମୁଁ ଦେଖାଇଲେ 5-T ସଚିବ
୨୨ ବର୍ଷ ତଳୁ ଯାଇଥିଲେ....ଆଉ ଫେରିନଥିଲେ। ଅନେକ ଥର ଚେଷ୍ଟା କରିଛନ୍ତି ହେଲେ ବାଟ ପାଇନାହାନ୍ତି। କିନ୍ତୁ ଝିଅ ଗାଁକୁ ଆସିବାକୁ ଜିଦ୍ କରିବାରୁ ଗାଁ ନା କହିଲେ ନିରଞ୍ଜନ। ଆଉ ଜିପିଏସ୍ ଟ୍ରାକିଂ କରି ଗାଁରେ ପହଞ୍ଚିଲା ପୂରା ପରିବାର...
ବ୍ଲାକ୍ମେଲ୍ କ୍ୱିନ୍ ଅର୍ଚ୍ଚନାର ନାଗଫାସରେ ରାଜ୍ୟର ୨୫ ହାଇପ୍ରୋଫାଇଲ ନେତା ! ତା ଜାଲରେ ଫସିଛନ୍ତି ପ୍ରାୟ ୧୮ ବିଧାୟକ ! ରାଜ୍ୟର ବହୁ ବଡ଼ବଡ଼ିଆ ନେତା ଓ ଭିଭିଆଇପିଙ୍କୁ ନିଜ ହନିଟ୍ରାପରେ ଫସାଇ ଚର୍ଚ୍ଚାକୁ ଆସିଥିବା ଅର୍ଚ୍ଚନା ନାଗ ସମ୍ପର୍କରେ ଦୈନିକ ଆସୁଛି ନୂଆ ଓ ରୋଚକ ତଥ୍ୟ ।
କେବେ ଆରମ୍ଭ ହେବ ବହୁ ଚର୍ଚ୍ଚିତ ଉପକୂଳ ରାଜପଥ ନିର୍ମାଣ କାମ ? ଡିଜାଇନ୍ରେ ପରିବର୍ତ୍ତନ ହେବା ପରେ ପୁଣି ଉଠିଥିବା ବିବାଦକୁ ନେଇ ଉଠିଛି ଏମିତି ପ୍ରଶ୍ନ । ଏଥର ବିବାଦ ଚିଲିକାକୁ ନେଇ ନୁହେଁ, ବିରୋଧ ଉଠିଛି ଜଗତ୍ସିଂହପୁର ଜିଲ୍ଲାରୁ ।
ରହୁଥିଲେ ପଳାଶୁଣିର ଆଲିସାନ ବଙ୍ଗଳାରେ । ତାଙ୍କ ବେପାର ଚାଲୁଥିଲା ଜାଗମରାସ୍ଥିତ ଭଡ଼ାଘରେ । ଯେଉଁଠି ଅର୍ଚ୍ଚନା ଖୋଲିଥିଲେ ଗୁପ୍ତ ରଙ୍ଗଶାଳା । ଖଣ୍ଡଗିରି ଥାନା ଜାଗମରା ସ୍ଥିତ ଏକ ଘରକୁ ଭଡ଼ା ସୂତ୍ରରେ ନେଇ ସେଇଠି ହିଁ ଅର୍ଚ୍ଚନା ଚଳାଇଥିଲେ ତାଙ୍କ ସେକ୍ସଟୋରେସନ୍ ସାମ୍ରାଜ୍ୟ ।
ଅମାବାସ୍ୟାରେ ଦୀପଦାନ, ପୟାଶ୍ରାଦ୍ଧ, କାଳୀପୂଜା ଓ ବଡବଡୁଆ ଡାକ କିଭଳି ଏବଂ କେଉଁ ସମୟରେ ପାଳିବେ, ସେନେଇ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟବାସୀ । ଆସନ୍ତୁ ଜାଣିବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ବିଧି ପାଳନ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଓ ପଣ୍ଡିତ ।
ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ ଧାମନଗର ପାଇଁ ଦଳୀୟ ପ୍ରାର୍ଥୀ ହେବା ପରେ ବିଜେଡିରେ ଦେଖାଦେଇଛି ବିଦ୍ରୋହ ।
ଖାଦ୍ୟ ସାମଗ୍ରୀର ଦର ଘୁ ଘୁ ବଢ଼ିବା ଦ୍ୱାରା ହନ୍ତସନ୍ତ ଖାଉଟି ଶ୍ରମିକ, ଦିନମଜୁରିଆ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି ।
ଭକ୍ତଙ୍କ ଭକ୍ତିର ହେଲା ଜୟ। ନେମାଳରୁ ଆସିଲା ଶୁଭଖବର…ମହାକଳ୍ପବଟରେ କଅଁଳିଲା ପତ୍ର….ହରିବୋଲ ହୁଳହୁଳିରେ କମ୍ପିଲା ପରିବେଶ
ବାତ୍ୟାକୁ ନେଇ ଛାନିଆ ହେଲେଣି ଉପକୂଳିଆ ଲୋକ। କେଉଁଠି ମାଡ ହେବ? କେତେ ଆସିବ? ବଢୁଛି ନାନା କଳ୍ପନାଜଳ୍ପନା...ବାତ୍ୟା ଆସିବ ପୁଣି ଆସିବନିକୁ ନେଇ ବଢିଲା ଚର୍ଚ୍ଚା
ବକ୍ସିସ୍ ଦେଲେ ପାଣି ଛାଡିବୁ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ପୂଜା ବକ୍ସିସ୍ ନଦେବାରୁ ପାଣି ସପ୍ଲାଏ ବନ୍ଦ କରିଦେଲେ ସରକାରୀ କର୍ମଚାରୀ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକ।
୨୨ ବର୍ଷ ଦେଶ ସେବା ପରେ ଏବେ ଗାଁକୁ ଫେରିଲେ ଯବାନ। କହିଲେ, ମାଗଣାରେ ଗାଁ ଯୁବକଙ୍କୁ ଦେବେ ଆର୍ମି ଟ୍ରେନିଂ। ଯବାନଙ୍କ ପାଇଁ ୧ କିମି ପର୍ଯ୍ୟନ୍ତ ଲାଗିଥିଲା ଶୋଭାଯାତ୍ରା...
ସକାଳୁ ସକାଳୁ ବାଥରୁମ୍ କବାଟ ଖୋଲିଥିଲେ ଏହି ପରିବାର। ବାସ୍ ଘର ଭିତରେ ଶୋଇଥିଲା କୁମ୍ଭୀର...ଦେଖିବା ପରେ ସମସ୍ତଙ୍କର ଉଡିଗଲା ହୋସ୍
ରାଜ୍ୟରେ ପ୍ରଥମ...ଏଣିକି ରେଲୱେ ଟ୍ରାକ୍ରେ ଆଉ ଯିବନି ହାତୀଙ୍କ ଜୀବନ । ଟ୍ରେନ୍ ଲାଇନ୍କୁ ଆସିବା ମାତ୍ରେ ହାତୀଙ୍କୁ ଲାଗିବ ବିଦ୍ୟୁତ୍ ଝଟକା..ହେଲେ ହେବନି କୌଣସି କ୍ଷତି। ଏମିତି ପଦକ୍ଷେପ ରାଜ୍ୟରେ ପ୍ରଥମ
ଏଇଟା ଅର୍ଚ୍ଚନାଙ୍କ ରାଜ ଉଆସ । ଯେଉଁଠି ରାତି ୧୨ଟା ପରେ ଦାମୀଗାଡିର ଲାଗେ ଲମ୍ବା ଲାଇନ୍। ଦିନରେ ଫିଲ୍ମ ସୁଟିଂ ହୁଏ ଆଉ ରାତି ବଢିଲେ ବେଡ୍ ରୁମ୍ରେ ବଢେ ତାତି। ନାଗ ଫାସରେ ପଡିଛନ୍ତି ଅନେକ ବଡବଡିଆ । ତେବେ ଅଧ ରାତିରେ ଆଲିଶାନ୍ ଘରେ କାହିଁକି ହୁଏ ଏତେ ଭିଡ?
ପୂଜାରେ ଜୋରଦାର ଚାଲିଥିଲା ନାଚ। ଦୁଲୁକୁଥିଲା ମଂଚ...ହେଲେ ଏତିକି ବେଳେ ନିଆଳି ଛେନା ନାଚୁ ନାଚୁ ମଂଚରୁ ଗଳିପଡିଲେ ଡ୍ୟାନ୍ସର। ବାସ୍ ଜାଗା ଉପରେ ଜମିଗଲା ଖେଳ
ଭାରି ସୁଆଦିଆ ଚିନା ବାଦାମ ବଟା ଦିଆ ସୁଆଦିଆ ମାଛ । କେମିତି ହୁଏ ପ୍ରସ୍ତୁତ ଜାଣନ୍ତି ?
ପାଳି ସରିଗଲା ବୋଲି ରୋଗୀଣା ମାଆକୁ ଆଣି ସାନ ମଝିଆ ଭାଇ ଦୁଆରେ ଶୁଆଇଦେଲେ । ଦାଣ୍ଡରେ ଭାଇକୁ ଘୋଷାଡି ପିଟିଲେ ଆଉ ତା ସ୍ତ୍ରୀକୁ ଜୀବନରୁ ପାରିଦେଲେ । ବେଳେ ବେଳେ ପାରିବାରିକ କହଳ କେତେ ଉଗ୍ର ରୂପ ନେଇ ପାରେ , ଶେଷରେ ଜନ୍ମକଲା ମାଆବି ସେଥିରୁ ବର୍ତ୍ତିଲାନି
ଇଚ୍ଛା ଥିଲେ ସଫଳତା ଆପେ ଆପେ ଆସେ। କଠିନ ପରିଶ୍ରମ କରିଥିଲେ ଫଳ ନିଶ୍ଚୟ ମିଳେ...ଏମାନେ ସେହି ୪ ସଫଳ ଛାତ୍ରଛାତ୍ରୀ...କିଏ ବିନା କୋଚିଂରେ ସଫଳତା ପାଇଛନ୍ତି ତ ଆଉ କିଏ ଇଣ୍ଟରନେଟ୍ରୁ ପାଠ ପଢି ପାଇଲେ ଓଏଏସ୍।
ଦିନେ ଅସୁବିଧାରେ ଥିଲେ। ନିଜର ବୋଲି ଘର ଖଣ୍ଡିଏ ନଥିଲା। ସରକାରୀ ସାହାଯ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘରଟିଏ ପାଇଲେ। ଏବେ ସେଇ ଘରକୁ ନେଇ ସେ ଚର୍ଚ୍ଚାରେ। ତାଙ୍କୁ ଡାକିଛନ୍ତି ପ୍ରଧାନମନ୍ତ୍ରୀ