• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

education system
ବାହାରେ ପାଣି ସ୍କୁଲ୍ ଭିତରେ ବି ପାଣି

ବିଶ୍ୱସ୍ତରୀୟ ବ୍ୟବସ୍ଥା । ବାହାରେ ପାଣି ସ୍କୁଲ୍ ଭିତରେ ବି ପାଣି । ଗୋଟିଏ ଶ୍ରେଣୀରେ ବାଧ୍ୟ ହୋଇ ପଢୁଛନ୍ତି ଏକାଧିକ ଶ୍ରେଣୀର ପିଲା..

  • Monday, 24 July 2023
Teacher retires
ମନେ ରହିବେ ସନା ସାର୍

ସାରଙ୍କୁ ନିଆରା ଢଙ୍ଗରେ ବିଦାୟ ଦେଲେ ଛାତ୍ରଛାତ୍ରୀ । ତିନି ଦଶନ୍ଧୀର ଶିକ୍ଷାଦାନ ପରେ ଅବସର ନେଉଛନ୍ତି ପ୍ରିୟ ସନାତନ ସାର୍ । ଶୋଭାଯାତ୍ରା କରି ଗାଁ ବୁଲାଇଲେ ଛାତ୍ରଛାତ୍ରୀ । ଭାବବିହ୍ୱଳ ହେଲେ ସାର୍..

  • Monday, 24 July 2023
Locals loot veggies after truck turns turtle
ଗାମୁଛା ଖୋଲି ପରିବା ତୋଳିନେଲେ

ଓଲଟିପଡ଼ିଲା ପରିବା ଗାଡ଼ି । ଯିଏ ଯେଉଁଥିରେ ପାରିଲା ତୋଳିନେଲା । ଆଲୋ, ଆଲୋ ଭାଇ ଜଣେ ଗାମୁଛା ଖୋଲି ବ୍ୟାଗ କରିଦେଲେ । ଆଉ ମହରଗ ଟାଇମରେ କିଏ ଛାଡ଼ିବ

  • Monday, 24 July 2023
Bael tree
ବିରଳ ବେଲଗଛ, ଗୋଟିଏ ବି କଣ୍ଟାନାହିଁ

ବିରଳ ବେଲଗଛ, ପତ୍ର ଫଳରେ ଭର୍ତ୍ତି । ହେଲେ ଦେହରେ ନାହିଁ ଗୋଟିଏ ବି କଣ୍ଟା । ପୂଜାର୍ଚ୍ଚନା କରୁଛନ୍ତି ଲୋକେ..

  • Monday, 24 July 2023
Yojanara Na Hariloot
ମିଶନଶକ୍ତି ଏମବିକେଙ୍କ ନାଁରେ ସାଙ୍ଘାତିକ ଠକେଇ

ମିଶନଶକ୍ତି ଏମବିକେଙ୍କ ନାଁରେ ସାଙ୍ଘାତିକ ଠକେଇ । ସଭନେତ୍ରୀ ଓ ସଂପାଦକଙ୍କ ଜାଲ ଦସ୍ତଖତରେ ୯ ଲକ୍ଷ ଲୁଟ୍‌ ।

  • Sunday, 23 July 2023
Anganwadi centre in Odisha’s Mohana reels under lack of basic facilities
ଦିଦି ନାହାନ୍ତି, ଖାଦ୍ୟ ନାହିଁ, ଘର ବି ନାହିଁ...ପିଲାଏ ପଢିବେ କେମିତି?

ଏଠି କିଛି ନାହିଁ । ଦିଦି ନାହାନ୍ତି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ କି କୁନିକୁନି ପିଲାଙ୍କୁ ମିଳୁନି ପୁଷ୍ଟିକର ଖାଦ୍ୟ। ସହାୟିକାଙ୍କ ଘରେ ପିଲା ପଢୁଥିଲେ ହେଲେ ସେ ବାହା ହେବା ପରେ ଏବେ ପିଲାଙ୍କ ପାଠରେ ବନ୍ଧା ହେଲା ଡୋରି

  • Sunday, 23 July 2023
Coir craft gives opportunity to earn to this Konark man
କଣ୍ଢେଇ କଲା ସ୍ୱାବଲମ୍ବୀ...ଏବେ ରୋଜଗାର ଲକ୍ଷଲକ୍ଷ

ଦିନେ ଟଙ୍କା ପାଇଁ ବଡ଼ ହିନସ୍ତା ହେଉଥିଲେ...କେମିତି ରୋଜଗାର କରିବେ ସେହି ଚିନ୍ତାରେ କଟୁଥିଲା ଦିନ । ସମୟ ବଦଳିଲା, ନଡ଼ିଆ କତାରୁ ସାମଗ୍ରୀ ପାଇଁ ନେଲେ ଟ୍ରେନିଂ । ଏବେ ଭଲ ରୋଜଗାର ହେବା ସହିତ ପରିବାର ଭଲରେ ଚଳୁଛି

  • Sunday, 23 July 2023
School in Odisha’s Polsara reels under scarcity of teachers
ସ୍କୁଲରେ ଖାଲି ଗଣିତ ପଢାଯାଉଛି..ଅନ୍ୟ ବିଷୟରେ ପରୀକ୍ଷାରେ ପିଲା ଲେଖିବେ କ’ଣ ?

ଇଏ କେମିତିକା ସ୍କୁଲ ? ୮ ଜଣଙ୍କ ବଦଳରେ ଅଛନ୍ତି ଜଣିଏ ମାତ୍ର ଶିକ୍ଷକ..କେବଳ ପିଲାଙ୍କୁ ପଢାଯାଉଛି ଗଣିତ । ମାସ କେଇଟା ପରେ ପରୀକ୍ଷା ହେବ, ଅନ୍ୟ ବିଷୟରେ ପିଲା ଲେଖିବେ କ’ଣ?

  • Sunday, 23 July 2023
This Odisha man starts his day after feeding bees
ଭିନ୍ନ ମଣିଷ: ମହୁମାଛିଙ୍କୁ ଖୁଆଇବା ପରେ ଖୋଲନ୍ତି ଦୋକାନ

ନିଆରା ମଣିଷ । ଦୋକାନ ଖୋଲିବା ପୂର୍ବରୁ ଆସି ଅପେକ୍ଷା କରନ୍ତି ମହୁମାଛି...ପ୍ରଥମେ ସେମାନଙ୍କୁ ଖାଇବାକୁ ଦେଲେ ପାନ ଭାଙ୍ଗିବା ସିଏ ଆରମ୍ଭ କରନ୍ତି । ଶହଶହ ସଂଖ୍ୟାରେ ମହୁମାଛି ଉଡୁଥିଲେ ବି କାହାର କିଛି କ୍ଷତି କରନ୍ତି ନାହିଁ

  • Sunday, 23 July 2023
Young girl works at petrol pump to support family in Kandhamal
ସ୍ୱପ୍ନ ପୂରଣ ଲାଗି ଗ୍ରାଜୁଏସନ୍‌ ପରେ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ଗ୍ରାଜୁଏଟ୍‌

ଇଚ୍ଛା ଅଛି ବହୁତ ପଢିବାକୁ ହେଲେ ପାଖରେ ଟଙ୍କାର ଅଭାବ ରହିଛି । ଲକ୍ଷ୍ୟ ପୂରଣ ପାଇଁ ସେ ପଛଘୁଞ୍ଚା ଦେଇନାହାନ୍ତି ବରଂ ପେଟ୍ରୋଲ ପମ୍ପରେ କାମ କରୁଛନ୍ତି । ଯେତିକି ରୋଜଗାର ହେଉଛି ସେତିକିରେ ପରିବାର ଚଳୁଛି, ଭାଇ-ଭଉଣୀ ପଢୁଛନ୍ତି ପୁଣି ନିଜ ସ୍ୱପ୍ନ ପୂରଣ ଲାଗି ଚେଷ୍ଟା କରୁଛନ୍ତି

  • Sunday, 23 July 2023
Divyang girl helps another divyang, gifts her fencing kit in Bhadrak
ଦିବ୍ୟାଙ୍ଗ ବୁଝିଲେ ଦିବ୍ୟାଙ୍ଗଙ୍କ ଦୁଃଖ : ଖେଳିବା ଲାଗି କିଣିଦେଲେ ୩.୫ ଲକ୍ଷ ଟଙ୍କାର ସାମଗ୍ରୀ

ଜନ୍ମର ୫ ମାସ ପରେ ସେ ଦିବ୍ୟାଙ୍ଗ ହୋଇଗଲେ । କଷ୍ଟେମଷ୍ଟେ ଦଶମ ପାସ୍‌ କଲେ..ହେଲେ ଆଗକୁ ପଢିବାକୁ ପରିବାର ପାଖରେ ନଥିଲା ଟଙ୍କା । ଏତିକି ବେଳେ ଖେଳିବା ପାଇଁ ପ୍ରୋତ୍ସାହନ ମିଳିବ ବା କେଉଁଠୁ? କିନ୍ତୁ ଏତିକି ବେଳେ ସାହା ହେଲେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଆଉ କିଣିଦେଲେ ୩.୫ ଲକ୍ଷର ଖେଳ ସାମଗ୍ରୀ

  • Sunday, 23 July 2023
Wild animals strays into residential areas, panic grips locals in Nuapada
ସେବେ ଭାଲୁ ଏବେ ବାଘ...ଭୟରେ ଦିନ କାଟୁଛନ୍ତି ଲୋକ

କେତେବେଳେ ଭାଲୁ କାମୁଡୁଛି ତ ଆଉ କେତେବେଳେ ବାଘ । ୨ ଜଣଙ୍କ ଜୀବନ ଗଲାଣି... ଜଣେ ଗୁରୁତର ହେଲାଣି । ପରିବା ପଚିଲାଣି କିନ୍ତୁ ବିକ୍ରି ପାଇଁ କେହି ନେଉନାହାନ୍ତି । ସ୍ଥିତି ଏମିତି ହେଲାଣି ଯେ ଭୟରେ ଘରୁ ବାହାରିବାକୁ ରାଜି ହେଉ ନାହାନ୍ତି ଲୋକେ ।

  • Sunday, 23 July 2023
Rain brings slight relief for farmers in Odisha’s Bonai
ବର୍ଷା ହେଉନଥିଲା ଚିନ୍ତାରେ ଥିଲା...ଏବେ ଢାଳିବା ପରେ ଚାଷୀ ମୁହଁରେ ହସ ଫୁଟିଲା

ହେବ କି ନାହିଁ ସେହି ଚିନ୍ତାରେ ଥିଲା ଚାଷୀ । ବର୍ତ୍ତମାନ ବର୍ଷା ହେଲା, ଚାଷୀ ମୁହଁରେ ହସ ଫୁଟିଲା । ସକାଳ ହେଲା କ୍ଷଣି ବଳଦ ନେଇ ବିଲକୁ ଯାଉଛି ଚାଷୀ ଭାଇ ।

  • Sunday, 23 July 2023
Odisha Congress
ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ...

ମୋକିମ, ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ସପକ୍ଷ, ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼, ଏପଟେ ବିଜେଡିର ସବୁ ନେତା, ମନ୍ତ୍ରୀଙ୍କୁ ଗାନ୍ଧିଙ୍କ ତିନି ମାଙ୍କଡ଼ଙ୍କ ଫଟୋ ପଠାଇବ କଂଗ୍ରେସ...

  • Saturday, 22 July 2023
Chudanga Gada
ASIର ସଂରକ୍ଷିତ ଜମି ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜର

ଖାଲି ଜମି ମାଫିଆ ନୁହେଁ ASI ଦ୍ୱାରା ସଂରକ୍ଷିତ ଐତିହ୍ୟ ଉପରେ ଖୋଦ୍ ରାଜ୍ୟ ସରକାରଙ୍କ ଲୋଲୁପ ନଜରକୁ ନେଇ ତୀବ୍ର ପ୍ରତିକ୍ରିୟା...ବେଆଇନ୍ ନିର୍ମାଣ ବିରୋଧରେ ଥାନାରେ ଏତଲା ଦେଲା ASI...

  • Saturday, 22 July 2023
Woman worker in Ganjam forced to migrate out of poverty, returns dead
ପିଲାଙ୍କ ମୁହଁରେ ଆହାର ଦେବାକୁ ମା’ ଯାଇଥିଲା ଦାଦନ ଖଟି..ହେଲେ ଫେରିଲା ଶବ ହୋଇ

ଛାତି ଫାଟି ଯାଉଛି...ସ୍ୱାମୀ ରୋଗରେ ପଡିଲା ବୋଲି ପିଲାଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଖଟିବାକୁ ଯାଇଥିଲା ମାଆ । ସେଠି ଏମିତି ନିର୍ଯାତନା ପାଇଲା ଯେ ପ୍ରାଣ ହାରିଦେଲା ମାଆ...ଏବେ ଘରେ ଶବ ପହଞ୍ଚିବା ପରେ...

  • Saturday, 22 July 2023
7 mishaps in 7 months on this railway track in Odisha
ରେଳ ଲାଇନ୍‌ ନୁହେଁ ଯମଦ୍ୱାରକୁ ରାସ୍ତା...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା

ଥରେ କି ୨ ଥର ନୁହେଁ...୭ ମାସରେ ୭ ଥର ହେଲାଣି ଦୁର୍ଘଟଣା । କେତେବେଳେ ବଗି ପଲଟି ଯାଉଛି ତ ଆଉ କେତେବେଳେ ପଥର ଧସୁଛି । ମାଲବାହୀ ଟ୍ରେନ୍‌ ବୋଲି ଜୀବନ ଯାଉନି, ଯଦି ଏକ୍ସପ୍ରେସ୍‌ ଟ୍ରେନ୍‌ ହୋଇଥାଆନ୍ତା...

  • Saturday, 22 July 2023
Garlanding a statue by crane  Watch News Fuse on OTV
ମାଳ ପିନ୍ଧାଇବାକୁ କ୍ରେନ୍‌ରେ ଯିବ?

ମୋ ବୋଉଲୋ...ଇଏ କ’ଣ ? ନେତାଙ୍କୁ ଫୁଲମାଳ ଦେବାକୁ କ୍ରେନ୍‌ରେ ଓହଳିବାକୁ ପଡ଼ିବ । ଯଦି କିଛି ଅଘଟଣ ହୁଏ ତାହାଲେ...

  • Saturday, 22 July 2023
Newly-wed bride collapses while dancing with husband – Viral video
ନାଚୁ ନାଚୁ ବେହୋସ୍‌ ହୋଇଗଲା କନ୍ୟା..ହେଲେ ବର..

ଇଏ କ’ଣ ? ନୂଆ ବାହା ହେବା ପରେ ଧମାକାଦାର୍‌ ନାଚୁଥିଲେ ବର-କନ୍ୟା । ହେଲେ ହଠାତ୍‌ ପଡିଗଲେ ବୋହୂ...କିନ୍ତୁ ଏହାପରେ ଯାହା ହେଲା..ଦେଖନ୍ତୁ ଏହି ଭିଡିଓ

  • Saturday, 22 July 2023
A spell of rain makes commuters’ life difficult here: OTV report from Kalahandi  OTV 9.33M subscribe
ଭୟଙ୍କର ସ୍ଥିତି : ରାସ୍ତା ନୁହେଁ ପାଚେରି ଉପରେ ଯାଉଛି ମଣିଷ

ସାମାନ୍ୟ ବର୍ଷାରେ ସ୍ଥିତି ସଙ୍ଗୀନ । ରାସ୍ତାରେ ଜମୁଛି ଆଣ୍ଠୁଏ ଉଚ୍ଚର ପାଣି...ଘରକୁ ଯିବାକୁ ହେଲେ ପାଚେରି ହିଁ ସାହା ଭରସା

  • Saturday, 22 July 2023
Ambulance stuck in traffic restrictions put for VK Pandian’s visit to Nayagarh
ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

5T ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି। ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌ ?

  • Saturday, 22 July 2023
BMC
ପ୍ରଭାବଶାଳୀ ବ୍ୟକ୍ତି ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଆବର୍ଜନାରେ ହିଁ ଜବାବ ଦେବ ତ BMC ?

ଭୁବନେଶ୍ୱର ମହାନିଗମର ଅଳିଆ ନୀତିକୁ ନେଇ ଚର୍ଚ୍ଚା। ଗତକାଲି କଳ୍ପନା ଅଞ୍ଚଳରେ ଏକ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଅଳାଇ ଗଦାଇ ବିଏମସି ଯେସାକୁ ତେସା ନୀତି ଆପଣାଇଥିବା ବେଳେ ଏହାକୁ କିନ୍ତୁ ଅନେକ ସମାଲୋଚନା କରିଛନ୍ତି। ସଂପୃକ୍ତ ଦୋକାନୀଙ୍କୁ ତାଗିଦ୍, ଫାଇନ୍, ଟ୍ରେଡ୍ ଲାଇସେନ୍ସ ବାତିଲ୍, ଦୋକାନ ସିଲ ଭଳି ଅନେକ ଆଇନଗତ ପ୍ରାବଧାନ ଥିବା ବେଳେ ବିଏମସିର ଏଭଳି ଆଚରଣକୁ ନାପସନ୍ଦ କରିଛନ୍ତି ଅନେକ। ଆଉ କିଛି, ବିଏମସି ଏ ନିୟମ ପ୍ରଭାବଶାଳୀ ଓ ପ୍ରତିଷ୍ଠିତଙ୍କ କ୍ଷେତ୍ରରେ ଲାଗୁ କରିବ ତ, ତାକୁ ନେଇ ଉଠାଇଛନ୍ତି ପ୍ରଶ୍ନ।

  • Friday, 21 July 2023
Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଏବେକା ସମୟରେ ଜଣେ ଏମଏଲଏ କି ମନ୍ତ୍ରୀ ହୋଇଗଲେ ସାତ ପୁରୁଷ ପାଇଁ ଧନ ସଂଚୟ କରୁଛନ୍ତି। ହେଲେ ଆଗେ ବିଧାୟକମାନେ ଜନସେବାକୁ ମନ୍ତ୍ର କରି ପରିବାର କଥା ଭୁଲି ଯାଉଥିଲେ। ଯାହାର ପ୍ରମାଣ ମିଳିଛି ଯାଜପୁର ଜିଲ୍ଲା ଦାନଗଦୀରୁ। ୬୦ ଦଶକରେ ସୁକିନ୍ଦାର ବିଧାୟକ ଥିବା ସ୍ୱର୍ଗତ ବାଇଧର ସିଂଙ୍କ ପରିବାରର ଦୁଃସ୍ଥିତି ଆଖିରେ ନଦେଖିଲେ ବିଶ୍ୱାସ ହେବନି। ଅଟୋରେ ଅଣ୍ଡା ବିକି ଚଳୁଛନ୍ତି ତାଙ୍କ ପରିବାର।

  • Friday, 21 July 2023
Balasore Medical College
ରାଜ୍ୟରେ ସ୍ୱାସ୍ଥ୍ୟସେବା କଣ ଏମିତି ! ଡାକ୍ତର ଅଭାବ ସାଙ୍ଗକୁ ମିଳୁନି ସର୍ବନିମ୍ନ ମୌଳିକ ସୁବିଧା

ଗୋଟିଏ ପଟେ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବାର ସ୍ବପ୍ନ ଦେଖାଉଛନ୍ତି ରାଜ୍ୟ ସରକାର। ଆର ପଟେ ଭଗବାନ ଭରସାରେ ଚାଲିଛି ରୋଗୀସେବା। ସରକାରୀ ଡାକ୍ତରଖାନା ଗୁଡ଼ିକରେ ମୌଳିକ ସୁବିଧା ଅଭାବରୁ ହୀନସ୍ତା ହେଉଛନ୍ତି ରୋଗୀ ଓ ସଂପର୍କୀୟ। ଡାକ୍ତର ଅଭାବରୁ ଚିକିତ୍ସା ନପାଇ ରୋଗୀ କଲବଲ ହେବା ତ ଦେହସୁହା ହୋଇଗଲାଣି। ସେଦିଗ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଛନ୍ତି କି ନାହିଁ, ତାହା ଭଗବାନଙ୍କୁ ଜଣା। ହେଲେ ମେଡ଼ିକାଲ ଗୁଡ଼ିକର ଅବ୍ୟବସ୍ଥା କହିଦେଉଛି, ଚିକିତ୍ସା ସେବା କ୍ଷେତ୍ରରେ ସରକାରଙ୍କ ଆନ୍ତରିକତା କେତେ।

  • Friday, 21 July 2023
Rural Households
ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ଫେଲ ମାରୁଛି କି ରାଜ୍ୟ ସରକାରଙ୍କ ମୋ ଘର ସ୍କିମ୍ । ଗୋଟିଏ ପଟେ ଆବେଦନ ସଂଖ୍ୟା ବଢୁନି, ଅନ୍ୟପଟେ ଆବେଦନ କରିଥିବା ହିତାଧିକାରୀଙ୍କୁ ଲୋନ ବି ଦେଉନି ବ୍ୟାଙ୍କ। ହେଲେ ସରକାର କିନ୍ତୁ ଗ୍ରାମାଞ୍ଚଳ ପରେ ଏବେ ସହରାଞ୍ଚଳରେ ମୋ ଘର ଯୋଜନା କାର୍ଯ୍ୟକାରୀ କରିବାକୁ ଆଣିଛନ୍ତି ଗାଇଡଲାଇନ। ଯାହାକୁ ନେଇ ତେଜିଛି ରାଜନୀତି।

  • Friday, 21 July 2023