• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

IRCTC
IRCTCରେ ବୁକ୍‌ ହୋଇପାରୁନି ଟ୍ରେନ୍‌ ଟିକଟ୍ , ଯାତ୍ରୀ ଅସନ୍ତୁଷ୍ଟ

ରେଳ ଟିକଟ ବୁକିଂ ୱେବସାଇଟ IRCTC ରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।

  • Tuesday, 25 July 2023
Bovines stuck on island in Mahanadi river, rescued
ମହାନଦୀରେ ଫସିଥିବା ଗୋରୁପଲଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

ହରଭଙ୍ଗା ନିକଟରେ ମହନଦୀରେ ଫସିଗଲେ ଗାଈଗୋରୁ । ହୀରାକୁଦ ପାଣି ଛାଡିବା ପରେ ନଈ ମଝିରେ ରହି ଯାଇଥିଲେ । ଗାଈଗୋରୁଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଯୁବକ

  • Tuesday, 25 July 2023
Banakalagi Niti
ଆସନ୍ତା ଗୁରୁବାର ହେବ ଶ୍ରୀଜିଉଙ୍କ ବନକଲାଗି ନୀତି

ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ କରାଯିବ ଶ୍ରୀଜୀଉଙ୍କ ବନକ ଲାଗି । ଏହି ସୂଚନା ଦେଇଛନ୍ତି ଠାକୁରଙ୍କ ଏହି ଗୁପ୍ତ ନୀତି ସଂପାଦନ କରୁଥିବା ଦତ୍ତ ମହାପାତ୍ର ସେବକ । ଦତ୍ତ ମହାପାତ୍ର ନିଯୋଗର ସମ୍ପାଦକ ମଦନମୋହନ ଦତ୍ତଙ୍କ ସୂଚନା ଅନୁସାରେ- ଶ୍ରୀମନ୍ଦିର ସତ୍ତ୍ୱଲିପିରେ ଗୁରୁବାର ବନକଲାଗି ବା ଶ୍ରୀମୁଖ ଶିଙ୍ଗାର କରାଯିବା ବିଧି ରହିଛି । ତେଣୁ ଆଗାମୀ ଗୁରୁବାର ବନକଲାଗି ପାଇଁ ଆମେ ପ୍ରଶାସନକୁ ନିବେଦନ କରିଛୁ ।

  • Tuesday, 25 July 2023
Rashmita Panigrahi
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ହସ୍ପିଟାଲ ବେଡରେ ଥାଇ ଆଇଏଏସ୍ ଅଫିସର ହେବାର ସ୍ୱପ୍ନ ଦେଖୁଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁରର ଉଚ୍ଚଶିକ୍ଷିତା ଯୁବତୀ ରଶ୍ମିତା ପାଣିଗ୍ରାହୀ । ଦେହର ପ୍ରାୟ ୭୦ ପ୍ରତିଶତ ପୋଡ଼ି ହୋଇଯାଇଥିଲେ ବି ମନୋବଳ ମାରି ନାହାନ୍ତି କି ପରିସ୍ଥିତିକୁ ଦ୍ୱାହି ଦେଇ ହାର୍ ମାନି ନାହାନ୍ତି । ଶାଶୂଘର ଲୋକଙ୍କ ଯୌତୁକ ନିର୍ଯାତନା ତାଙ୍କୁ ଆଜି ଯନ୍ତ୍ରଣା ଦେଉଥିଲେ ବି ସେ ଏ ଚ୍ୟାଲେଞ୍ଜ୍ ଉଠାଇବାକୁ ଅଣ୍ଟା ଭିଡ଼ିଛନ୍ତି

  • Tuesday, 25 July 2023
କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା?
କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା?

କେବେ ଖୋଲିବ ମାର୍କେଟ୍‌ ବିଲ୍ଡିଂରୁ ତାଲା? ବିବାଦ ପରେ ଅନେକଦିନ ହେଲାଣି ରାଜଧାନୀର ବ୍ୟବସାୟିକ ପେଣ୍ଠ ସ୍ଥଳ ଠପ୍‌

  • Tuesday, 25 July 2023
ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ
ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ପ୍ରଥମ ବନ୍ୟାଜଳ । ପ୍ରତି ସେକେଣ୍ଡରେ ୯୦ ହଜାର କ୍ୟୁସେକ୍‌ ପାଣି ହେଉଛି ନିଷ୍କାସିତ...ଦେଖନ୍ତୁ ଏହି ଭିଡିଓ

  • Tuesday, 25 July 2023
forest
ତିନି ପିଢ଼ି ଧରି ଜଙ୍ଗଲ ଭିତରେ ରହୁଛନ୍ତି ଗୋଟିଏ ପରିବାର

ଦିନେ ମାସେ କି ବର୍ଷେ ନୁହେଁ ତିନି ପିଢ଼ି ହେବ ଜଙ୍ଗଲ ଭିତରେ ରହି ଆସୁଛନ୍ତି ଗୋଟିଏ ପରିବାର। ଘର ଖଣ୍ଡେ ନଥିବାରୁ ଜଙ୍ଗଲ ହିଁ ସାଜିଛି ସେମାନଙ୍କ ଆଶ୍ରୟ..

  • Tuesday, 25 July 2023
Parrot Funeral
ପାଳିତ ଶୁଆର ମୃତ୍ୟୁ ପରେ ସମାଧି ଦେଇ ଶୁଦ୍ଧି ହେଲେ ପରିବାର

ପାଳିତ ଶୁଆର ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପରିବାର। ପୁରୀ ସ୍ଵର୍ଗଦ୍ଵାରରେ ସତ୍କାର କରିବାର ଇଚ୍ଛା ଥିଲା ହେଲେ ସେଠାରେ ପକ୍ଷୀ ଦାହ କରିବା ପାଇଁ ଅନୁମତି ନଥିବାରୁ ସେଠାରୁ ଫେରିଆସି ନିଜ ଘର ପାଖରେ ଗାତ ଖୋଳି ମୃତ ଶୁଆକୁ ସମାଧି ଦେଇଥିଲେ..

  • Tuesday, 25 July 2023
Similipal National Park
ଶିମିଳିପାଳର ସୁରକ୍ଷା ପାଇଁ ଏକାଠି ହେଲେ ଅଭିନେତା

ଶିମିଳିପାଳରେ ଗତ କିଛିଦିନ ହେବ ଲଗାତାର କାଠ ମାଫିଆଙ୍କ ପାଦୁର୍ଭାବ ବଢୁଛି । ବଢ଼ିଛି ବନ୍ୟଜନ୍ତୁ ଶିକାର । ହାତୀ ଓ ବାଘଙ୍କ ମୃତ୍ୟୁ ଏବଂ ଶେଷରେ ଦୁଇଜଣ ବନ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଆଉ ଏଭଳି ସମୟରେ ଏବେ ଜୋରଦାର ହୋଇଛି ।

  • Tuesday, 25 July 2023
Tassar
ନବରଙ୍ଗପୁରରେ ବାଟବଣା ଟସର ଚାଷ ଓ ଗବେଷଣା କେନ୍ଦ୍ର

ନବରଙ୍ଗପୁର ଜିଲ୍ଲାରେ ଟସର ଚାଷଏକ ପ୍ରକାର ପ୍ରହସନ ପାଲଟି ଯାଇଛି l ଫଳରେ ବାଟବଣା ହୋଇଛି ଗବେଷଣା l ଦୀର୍ଘ ୫୦ ବର୍ଷ ଧରି କେବଳ ଗବେଷଣା ଚାଲିଛି ଯେ ଚାଲିଛି। ନା ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହୋଇ ପାରୁଛି..

  • Tuesday, 25 July 2023
Maraguda archaeological site
ଦିନେ ଏଇଠି ଥିଲା ସର୍ବପୂରାତନ ମାରାଗୁଡ଼ା ସଭ୍ୟତା

ଅନେକ ଇତିହାସ ଓ କିମ୍ବଦନ୍ତୀକୁ ନିଜ ଛାତିରେ ଜାବୁଡ଼ି ଧରିଛି ନୂଆପଡ଼ା ସୁନାବେଡ଼ାର ମାରାଗୁଡ଼ା ସଭ୍ୟତା । ସମୟ ଅଛି ପୁରୁଣା ସଭ୍ୟତାର ହଜିଲା ସନ୍ତକକୁ ଖୋଜି ବାହାର କରିବାର..

  • Tuesday, 25 July 2023
President Droupadi Murmu
ଆସନ୍ତାକାଲିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସୁଛନ୍ତି ରାଷ୍ଟ୍ରପତି । ଚଳଚଞ୍ଚଳ ଜନ୍ମମାଟି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗମନ ପୂର୍ବରୁ ତାଙ୍କୁ ଭବ୍ୟ ସ୍ୱାଗତ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଷ୍ଟ୍ରପତି ଆସନ୍ତାକାଲି ଭୁବନେଶ୍ୱର ଆସିବା ପରେ ୨୬ ତାରିଖ ଦିନ ତମାମ ସମୟ କଟକରେ କାଟିବେ ।

  • Monday, 24 July 2023
No Plans To Marry, She Will Return To India: Pak Friend Of Indian Woman
‘ବିବାହ କରିବାର ପ୍ଲାନିଂ ନାହିଁ’; ପ୍ରେମିକକୁ ଭେଟି ପାକିସ୍ତାନରୁ ଫେରିବେ ଅଞ୍ଜୁ

ସୀମା-ସଚିନଙ୍କ ପରେ ଏବେ ଅଞ୍ଜୁ-ନସରୁହ୍ଲା ଲଭ୍ ଷ୍ଟୋରୀ ଖୁବ୍‌ ଚର୍ଚ୍ଚାରେ ରହିଛି । ଭାରତୀୟ ପୁଅ ପ୍ରେମରେ ପଡ଼ି ସୀମା ଡେଇଁ ଆସିଥିଲେ ସୀମା ହାଇଦର । ଆଉ ଏବେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ସ୍ୱାମୀ ଓ ଦୁଇ ପିଲାଙ୍କୁ ଛାଡ଼ି ବର୍ଡର ଡେଇଁଛନ୍ତି ଭାରତର ଅଞ୍ଜୁ ।

  • Monday, 24 July 2023
Odisha Politics
ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ: ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

  • Monday, 24 July 2023
OSSC
ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ; OSSC ଅଧିକାରୀ ନା ରହିଛି କର୍ମଚାରୀଙ୍କ ସଂପୃକ୍ତି ?

ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ପଛରେ କିଏ ? OSSCରେ ଏବେ ବି କାମ କରୁଛି କି ବିରଞ୍ଚି ଥିଓରୀ ? ପ୍ରଶ୍ନପତ୍ର ଲିକ୍ ମାମଲାରେ କେମିତି ଥିଲା ଦଲାଲଙ୍କ କାରସାଦି ? ବାଲେଶ୍ୱର ପୋଲିସ ହାତରେ ଲାଗିଥିବା ଏ ହେଉଛି ସେହି ତାଲିକା, ଯେଉଁଥିରେ ରହିଛି ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲାରେ ଦଲାଲ ଲେଖିଥିବା ପରୀକ୍ଷାର୍ଥୀଙ୍କ ନାଁ ଆଉ ଫୋନ୍ ନମ୍ବର ।

  • Monday, 24 July 2023
Srimandir Paschima Dwara opens for Puri devotees
ଚାପରେ ନଇଁଲା ଶ୍ରୀମନ୍ଦିର ପ୍ରଶାସନ; ବହୁ ବିବାଦ ପରେ ଆଜିଠୁ ଖୋଲିଛି ପଶ୍ଚିମ ଦ୍ୱାର

ବହୁ ଦାବି, ଅସନ୍ତୋଷ ଓ ଚାପ ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ଯେଉଁବାଟ ଦେଇ କେବଳ ପୁରୀ ବାସିନ୍ଦାଙ୍କୁ କାଳିଆ ଦର୍ଶନର ଅନୁମତି ମିଳୁଛି । ହେଲେ ସିଂହଦ୍ୱାର ଆଗରେ ଭିଡ଼ରେ କଲବଲ ହେଉଥିବା ଭକ୍ତ ହୁଅନ୍ତୁ କି ସେବାୟତ, ଶୀଘ୍ର ଚାରିଦ୍ୱାର ଖୋଲିବା ଦାବିରେ ଅଟଳ ଅଛନ୍ତି । ତେଣେ ଜିଲ୍ଲା ପ୍ରଶାସନ କହିଛି- ପରିକ୍ରମା ପ୍ରକଳ୍ପ କାମ ସରିଲେ ସମସ୍ତଙ୍କ ମତାମତ ନିଆଯାଇ କୌଣସି ଠୋସ୍ ନିଷ୍ପତ୍ତି ନିଆଯିବ ।

  • Monday, 24 July 2023
ବେକାବୁ ହେଲାଣି ଡେଙ୍ଗୁ
ବେକାବୁ ହେଲାଣି ଡେଙ୍ଗୁ

ବେକାବୁ ହେଲାଣି ଡେଙ୍ଗୁ । ରାଜଧାନୀରେ ନେଲାଣି ମୁଣ୍ଡ...ପ୍ରତିଦିନ ବାହାରୁଛି ପଜିଟିଭ୍‌

  • Monday, 24 July 2023
Meet Rashmita Panigrahi, victim of dowry torture who aspires to become an IAS
ହସ୍ପିଟାଲ ବେଡରୁ IAS ସ୍ୱପ୍ନ; ପ୍ଲାଷ୍ଟିକ୍‌ ସର୍ଜରୀ ୱାର୍ଡରେ ବସି ପାଠ ପଢୁଛନ୍ତି ରଶ୍ମିତା

ଦେହର ୬୦ ରୁ ୭୦ ଭାଗ ପୋଡ଼ି ହୋଇଯାଇଥିଲେ ବି ସେ ନିଜ ମନୋବଳ ମାରି ଦେଇନାହାନ୍ତି । ହସ୍ପିଟାଲ୍ ବେଡରେ ବସି ଅହରହ ପଢାରେ ବ୍ୟସ୍ତ ଅଛନ୍ତି ।

  • Monday, 24 July 2023
India’s second vehicle scrapping unit opens in Odisha’s Khordha
ଜଟଣୀରେ ଖୋଲିଲା ରାଜ୍ୟର ପ୍ରଥମ ଗାଡି ସ୍କ୍ରାପିଂ ୟୁନିଟ୍: କେମିତି କରିବେ ସ୍କ୍ରାର୍ପିଂ, ଜାଣନ୍ତୁ

ଓଡ଼ିଶାରେ ଖୋଲିଲା ଦେଶର ଦ୍ୱିତୀୟ ଗାଡ଼ି ସ୍କ୍ରାପିଂ ୟୁନିଟ୍। ଖୋର୍ଦ୍ଧା ଜିଲ୍ଲା ଜଟଣୀର କୁମାରବସ୍ତଠାରେ ଖୋଲିଥିବା ରାଜ୍ୟର ଏହି ପ୍ରଥମ ସ୍କ୍ରାପିଂ ୟୁନିଟ୍‌କୁ ଟାଟା ମୋଟର୍ସ ଏବଂ ଏମ୍ପ୍ରିୟୋ ପ୍ରିମିୟମ ପକ୍ଷରୁ ପ୍ରତିଷ୍ଠା କରାଯାଇଛି। ଏହି ୟୁନିଟରେ ଅତ୍ୟାଧୁନିକ ପଦ୍ଧତିରେ ବାର୍ଷିକ ୧୦ ହଜାର ଗାଡ଼ି ସ୍କ୍ରାପିଂ କରିବାର କ୍ଷମତା ରହିଛି। ଆସନ୍ତୁ ଜାଣିବା ଗ୍ରାହକଙ୍କୁ ନିଜ ଗାଡିର ସ୍କ୍ରାପିଂ କରିବାକୁ କଣ କରିବାକୁ ପଡିବ।

  • Monday, 24 July 2023
Rainfall
Rain Alert: ପୁଣି ଏକ ଲଘୁଚାପ, ଜୋରଦାର ବର୍ଷିବ

ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା।

  • Monday, 24 July 2023
ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର
ଆଜିଠୁ ଖୋଲିଲା ପଶ୍ଚିମ ଦ୍ୱାର

ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।

  • Monday, 24 July 2023
 female security guard
ଏମ୍ସ ସିକ୍ୟୁରିଟି ଗାର୍ଡଙ୍କ ଦୁଃଖ. କଥା କଥାରେ ଛଟେଇ

ବିନା କାରଣରେ ମୋତେ ବାହାର କରିଦେଇଛନ୍ତି । ତିନି ବର୍ଷ ହେଲାଣି । ମୁଁ ଷ୍ଟାର୍ଟିଂରୁ ଏଇଠି ଥିଲି । ମୋ ସ୍ୱାମୀ ଦିବ୍ୟାଙ୍ଗ । ତଥାପି ମୋ କଥା ଶୁଣିଲେନି । ଏହା କହିଛନ୍ତି ଏମ୍ସର ଜଣେ ପୂର୍ବତନ ମହିଳା ସିକ୍ୟୁରିଟି ଗାର୍ଡ

  • Monday, 24 July 2023
Baitarani River
ବୈତରଣୀ ନଦୀ ମଝିରେ ଅଜଣା ବସ୍ତୁ ଦେଖି ଲୋକେ ଆତଙ୍କିତ

ବୈତରଣୀ ନଦୀ ବଲ୍ଲଭିଘାଟ ନିକଟରେ ଏକ ବିରାଟ ଅଜଣା ବସ୍ତୁ ଭାସୁଥିବା ଦେଖି ଲୋକ ଆତଙ୍କିତ ହେଉଥିଲେ। ତାହା କୌଣସି ବଡ ମାଛ, କୁମ୍ଭୀର କି ସାପ ବୋଲି ଅନୁମାନ କରାଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦେଖିଲା ବେଳକୁ ତାହା ଏକ ବୋଟ୍‌

  • Monday, 24 July 2023
Apana Eka Nuhanti
ରୋଗଶଯ୍ୟାରେ ଘରର ମେରୁଦଣ୍ଡ

ରୋଗଶଯ୍ୟାରେ ଘରର ମେରୁଦଣ୍ଡ । ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ମାଆ ଓ ପତ୍ନୀ ।

  • Monday, 24 July 2023
reconstruct road
ଶୁଣିଲାନି ପ୍ରଶାସନ, ନିଜେ ସଜାଡ଼ିଲେ ଗାଁ ରାସ୍ତା

ଶୁଣିଲାନି ପ୍ରଶାସନ । କାଦୁଅ ପଚପଚ୍ ରାସ୍ତାରେ ଦୀର୍ଘ ବର୍ଷ ଧରି ଚାଲିବା ପରେ ରାସ୍ତା ମରାମତି କଲେ ଗାଁ ପୁଅ..

  • Monday, 24 July 2023