ଗ୍ରୀଷ୍ମର କୋପ ଏମିତି, ଦିନ ସାଢ଼େ ୧୧ଟା ବେଳକୁ ଏଠି ପାରା ୪୧ (୪୧.୬) ଡିଗ୍ରୀ ଟପି ଯାଇଥିଲା ବେଳେ ଅପରାହ୍ନ ସାଢ଼େ ଦୁଇଟା ବେଳକୁ ୪୪.୬ ଡିଗ୍ରୀ ଛୁଇଁଯାଇଥିଲା । ଯାହାକି ଆଜିର ଦିନ ଅର୍ଥାତ ଜୁନ୍ ୧୬ରେ ବିଗତ ୧୪ ବର୍ଷରେ ରାଜଧାନୀର ରେକର୍ଡ ତାତି ବୋଲି କୁହାଯାଉଛି ।
Published By: Manoranjan Behera
Last updated: 16 June 2023, 10:45 PM IST
ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।