ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ ତଥା ପ୍ରଥମ ନାଗରିକଙ୍କ ଅଭିଭାଷଣକୁ ନେଇ ତେଜିଲା ବିବାଦ । ମହାମହିମଙ୍କ ପ୍ରତି ଜାଣିଶୁଣି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।
ଇଲୋ ବୋଉ ମହୁ ଭାବିକି କଣ ଚିରେଇତା ପାଟିରେ ପୁରେଇଦେଲୁ କି !
ମାସେ କି ବର୍ଷେ ନୁହେଁ ୧୦ ବର୍ଷ ହେଲାଣି ରାସ୍ତା ତିଆରି ପାଇଁ କହୁଛନ୍ତି ଲୋକେ । ପ୍ରଶାସନ ଶୁଣୁନି କି ରାସ୍ତା ତିଆରି ହେଉନି । ଏପଟେ ଲୋକେ କହିଲେଣି ଦାବି ପୂରଣ ନହେଲେ ହେବ ଜୋରଦାର ଆନ୍ଦୋଳନ
ବୋର୍ଡ ପକ୍ଷରୁ ଆଜି ମାଟ୍ରିକ୍ ପରୀକ୍ଷା ହେବା ନେଇ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିବ ବୋଲି ସୂଚନା ଦିଆଯାଇଛି ।
କାର୍ଗିଲ ଯୁଦ୍ଧବେଳେ ଭାରତୀୟ ଯବାନଙ୍କୁ ବନ୍ଦୀ କରି ନୃଶଂସ ହତ୍ୟା କରିଥିଲା ପାକିସ୍ତାନ... କାନରେ ଷ୍କ୍ରୁ-ଡ୍ରାଇଭର୍ ପଶାଇ, ନାକ କାନ କାଟି ଆମ ଯବାନଙ୍କ ହତ୍ୟା କରିଥିଲା..ଏଭଳି ବର୍ବରକାଣ୍ଡ ପରେ ପାକିସ୍ତାନ ରେଡିଓ ମିଥ୍ୟା ଖବର ପରିବେଷଣ କରିଥିଲା...
ସାଇକେଲରେ ଲେହରୁ ଉମଲିଙ୍ଗଲା...ପାହାଡ଼ ଉପରେ ୫୫୦ କିଲୋମିଟର ସାଇକେଲିଂ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ଚର୍ଚ୍ଚାରେ ସମ୍ବଲପୁର DFO
କୋରାପୁଟିଆ ମିଠା ମକାର ଖୁବ୍ ଡିମାଣ୍ଡ...ହେଲେ ବଜାର ସୁବିଧା କରୁନାହାନ୍ତି ଓଡ଼ିଶା ସରକାର...ଅଳ୍ପ ଦରରେ ବୋହି ନେଉଛନ୍ତି ଆନ୍ଧ୍ର, ଛତିଶଗଡ଼...
ମଧୁବାବୁ ଓ ନେତାଜୀଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି । କାରକେଡ୍ ରୋକି ପିଲାଙ୍କୁ ବାଣ୍ଟିଲେ ଚକଲେଟ୍ ।
ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।
ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି । ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଗର୍ଜିବା ସହ ପରଦେଶୀ ବିଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଅମରେନ୍ଦ୍ର ।
ଅମାନିଆଙ୍କୁ ଧରିବା ଲାଗି ଆସନ୍ତା ୧ ତାରିଖରୁ ପୁଣି ଥରେ ଚେକିଂ ଅଭିଯାନ ଯୋରଦାର କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।
ବିନା ତଦନ୍ତରେ ଓଏସ୍ଏସସିର ସଂପୃକ୍ତିକୁ ମନା କରିଦେବା ପୂରା ଘଟଣାରେ ପୋଲିସର ବଡ଼ ଅଭିସନ୍ଧିକୁ ଇଙ୍ଗିତ କରୁଥିବାର ଅଭିଯୋଗ ଉଠିଛି।
ଦୁଇଟି ଘଟଣାରେ ହୁଏତ ସ୍ଥାନ, କାଳରେ ଫରକ ରହିଛି। କିନ୍ତୁ ଦାୟିତ୍ୱହୀନତା ଓ ଅବ୍ୟବସ୍ଥାର ଚିତ୍ର କିନ୍ତୁ ସମାନ।
ଆଜି କାର୍ଗିଲ ବିଜୟ ଦିବସ। ସାରା ଦେଶ ସହିଦ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ହେଲେ କାହିଁକି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଙ୍ଗୁଡା ଗାଁର କାରଗିଲ୍ ହିରୋ ସହିଦ ନିରଞ୍ଜନ ବେହେରାଙ୍କ ପ୍ରତି ଅସମ୍ମାନ ହେଉଛି....
ଗାଁ ମାଟିର ବୀର ପୁଅ ଦେଶ ପାଇଁ ଜୀବନ ଦେଇଛି। ସହିଦ ହୋଇଯାଇଛି। ହେଲେ ଆଜି ବି ତା ସାହସିକତାର ଗାଥା ବଖାଣୁଛି ଗାଁ ମୁଣ୍ଡରେ ତାଙ୍କ ସ୍ମୃତିରେ ତିଆରି ହୋଇଥିବା ପ୍ରତିମୂର୍ତ୍ତି।
ହେଡକ୍ୱାର୍ଟରରୁ ଡାକରା ପାଇ ସେ ବାହାରି ଯାଇଥିଲେ ଦେଶର ସୁରକ୍ଷା ପାଇଁ । ପଡ଼ୋଶୀ ପାକିସ୍ତାନର ନାପାକ୍ ହରକତର ମୁହଁତୋଡ୍ ଜବାବ ଦେଉ ଦେଉ ସେ ସହିଦ ହୋଇ ଗାଁର ଟେକ ରଖିଯାଇଛନ୍ତି । ଆଜି ବି ସହିଦ ସୁଦାମ ଟୁଡୁଙ୍କୁ ଝୁରୁଛି ମୟୂରଭଞ୍ଜ ମାଟି...
ପଡ଼ୋଶୀ ଦେଶର ନା ପାକ୍ ହରକତ ଓ ଆକ୍ରମଣକୁ ପ୍ରତିହତ କରି ଦେଶକୁ ସେ ଦେଇଥିଲେ ସୁରକ୍ଷା । ଶତ୍ରୁ ଦେଶର ସେନା ସହ ଲଢ଼ି ଲଢ଼ି ବୀରଗତି ପ୍ରାପ୍ତ କରିଥିଲେ । ଆଉ ଆଜି ସେ କେବଳ ବ୍ରହ୍ମପୁର କି ଜଗଦଳପୁର ନୁହେଁ ବରଂ ସାରା ଦେଶ ସହିଦ୍ ଶ୍ରୀନିବାସଙ୍କୁ ସ୍ମରଣ କରୁଛି । ପ୍ରତିଟି ହିନ୍ଦୁସ୍ତାନୀ ଆଜି ସହିଦଙ୍କୁ ସଲାମ କରୁଛି....
ପ୍ରଥମେ ଖବର ଆସିଲା କାର୍ଗିଲରେ ପାକିସ୍ତାନ ସହ ଯୁଦ୍ଧରେ ପୁଅର ବୀରଗତି ପ୍ରାପ୍ତ ହୋଇଛି । ହେଲେ ଦୁଇ ଦିନ ପରେ ପୁଅର ହାତଲେଖା ଚିଠି ଆସିଲା । ସେ ଚିଠି ପାଇ ସମସ୍ତେ ଯାହା ଭାବିଥିଲେ ତାହା କିନ୍ତୁ ସତ ନଥିଲା....
ରାଷ୍ଟ୍ରପତିଙ୍କ ସରଳ ଜୀବନକୁ ନେଇ ଚର୍ଚ୍ଚା । ମାଡାମ ପ୍ରେସିଡେଣ୍ଟରୁ ପିପୁଲ୍ସ ପ୍ରେସିଡେଣ୍ଟ । ରାଷ୍ଟ୍ରପତି ଭାବେ ସଫଳତାର ବର୍ଷେ କାର୍ଯ୍ୟକାଳ ପୂରଣ କଲେ ଦ୍ରୌପଦୀ ମୁର୍ମୁ ।
୧୯୯୯ ଜୁନ ମାସର କଥା । ବିବାହର ମାତ୍ର ୬ ଦିନ ଯାଇନି କାଶ୍ମୀରରୁ ଆସିଥିଲା କର୍ତ୍ତବ୍ୟର ଡାକରା । ନବବଧୂକୁ ଘରେ ଛାଡ଼ି ରଣଭୂଇଁରେ ଝାସ ଦେଇଥିଲେ ଶ୍ରୀନିବାସ ।
ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।
ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।
ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।
ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।
ଯୌତୁକ ଜୁଇରେ ଜଳିବା ପରଠୁ, ଗତ ଅକ୍ଟୋବର ୨୮ରୁ କଟକ ଏସସିବି ମେଡିକାଲ ପ୍ଲାଷ୍ଟିକ ସର୍ଜରି ୱାର୍ଡରେ ଦରପୋଡ଼ା ଦେହ ସହ ରଶ୍ମିତା ଜିଉଁଛନ୍ତି ଏମିତି ଯନ୍ତ୍ରଣା ଜର୍ଜରିତ ଜୀବନ ।