କିଏ କଂସ, କିଏ ରାବଣ
ବିଜେଡିରେ ଗଞ୍ଜାମ ଓ ଯାଜପୁର ଯାଦୁ ଏବେ କଟକକୁ ଗ୍ରାସ କଲାଣି । ଦଳ ଭିତରେ ଅସନ୍ତୋଷ ତୀବ୍ର । ବରିଷ୍ଠ ନେତା ସିଧାସଳଖ ବିଦ୍ରୋହ ଆରମ୍ଭ କଲେଣି । ଗତକାଲି ବରିଷ୍ଠ ନେତା ପ୍ରଭାତ ବିଶ୍ବାଳ ରାଜନୀତିରେ କଂସ ଓ ରାବଣ ଉପାଖ୍ୟାନ କହି ଦଳ ଭିତରର କୁଚକ୍ରୀ ଗୋଷ୍ଠୀକୁ ଟାର୍ଗେଟ୍ କରିଛନ୍ତି । ବିଜେଡି ଯଦିଓ ସଂଗଠିତ ଥିବା କଥା କହୁଛି, କିନ୍ତୁ କଟକ ଗଡବଡ଼ି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)