ମଝିରେ ଆଉ ମାତ୍ର ଗୋଟିଏ ଦିନ । ଶେଷ ପର୍ଯ୍ୟାୟରେ ପ୍ରବାସୀ ଭାରତୀୟ ସମ୍ମିଳନୀ ପ୍ରସ୍ତୁତି । ବିଶ୍ୱରୁ ଆସି ଏକାଠି ହେଉଛନ୍ତି ସାଢ଼େ ୩ ହଜାରରୁ ଅଧିକ NRI । ସମସ୍ତ ଅତିଥିଙ୍କୁ ସ୍ୱାଗତ ଅପେକ୍ଷାରେ ଜନତା ମଇଦାନ । ସଂଧ୍ୟାରେ ପହଞ୍ଚିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ।
Published By: Sujit kumar Swain
Last updated: 06 January 2025, 09:52 PM IST
ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସ୍ୱାଗତଯୋଗ୍ୟ। ତେବେ ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବାକି ବ୍ୟାରେଜ କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ।