ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମହାଭରସା
ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ବୀମାରାଶି ସହ ଏସଡିଆରଏଫ୍ ଫଣ୍ଡରୁ ସର୍ବସ୍ବାନ୍ତ ଚାଷୀଙ୍କୁ ସହାୟତା ଦେବାକୁ ବଡ଼ ଘୋଷଣା ବି କଲେ। ରାଜ୍ୟ ବିପର୍ଯ୍ୟୟ ରିଲିଫ ଫଣ୍ଡରୁ ଏ ବାବଦରେ ୨୯୧ କୋଟି ୬୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯିବ କହିଛନ୍ତି ସିଏମ୍। ତାସତ୍ତ୍ବେ ବିରୋଧୀ କିନ୍ତୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ଓ ଅଧିକ ସହାୟତା ରାଶି ଦାବି କରୁଛନ୍ତି। ସେପଟେ ଉଜୁଡା କ୍ଷେତ ଦେଖି ଆଜି ପୁଣି ଯାଇଛି ଦୁଇ ଅନ୍ନଦାତାଙ୍କ ଜୀବନ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)