• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Fake Sim Card
ସିମ୍ କାର୍ଡ ବିକ୍ରି ପାଇଁ ଆସିଲା ନୂଆ ନିୟମ। ଯେକେହି ଚାହିଁଲେ ବିକି ପାରିବେନି

ଜାଲ ସିମ୍ କାର୍ଡ ଜରିଆରେ ସାବଇବର ଠକେଇ ବଢ଼ିବା ପରେ ନିକଟରେ ଦେଶର ସମସ୍ତ ଟେଲିକମ ଅପରେଟରଙ୍କୁ ସର୍କୁଲାର ଜାରି କରିଛି ଟେଲିକମ୍ ବିଭାଗ।

  • Tuesday, 05 September 2023
Mines
ଗାଁପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି

ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।

  • Tuesday, 05 September 2023
Akshay Kumar shows off his ‘biker avatar’ while shooting for his upcoming film ‘Sky Force’
ଓପନ ଗ୍ରାଉଣ୍ଡରେ ଖିଲାଡି କୁମାରଙ୍କ ଜଲୱା

ଉତ୍ତର ପ୍ରଦେଶରେ ଏକ ଓପନ ଗ୍ରାଉଣ୍ଡରେ ବାଇକ୍ ଚଳାଉଥିବା ନଜର ଆସିଛନ୍ତି ଅକ୍ଷୟ କୁମାର । ଶହ ଶହ ଫ୍ୟାନ୍ସ ତାଙ୍କୁ ଟିକିଏ ପାଖରୁ ଦେଖିବାକୁ ଭିଡ଼ ଜମାଇଛନ୍ତି...

  • Tuesday, 05 September 2023
Know the journey from asbestos house to big college | Dhenkanal
ଆଜବେଷ୍ଟସ୍ ଘରୁ ଆରମ୍ଭ ହୋଇଥିଲା ଏବେ ବିଶାଳ ଶିକ୍ଷାନୁଷ୍ଠାନ

ଦୁଇ ବଖରା ଆଜବେଷ୍ଟସ୍ ଘରୁ ଆରମ୍ଭ ହୋଇଥିଲା, ଏବେ ଛିଡ଼ାହୋଇଛି ବିଶାଳ କଲେଜ । ପଢୁଛନ୍ତି ୨ ହଜାରରୁ ଅଧିକ ଛାତ୍ରଛାତ୍ରୀ । ଦିନେ ଚାନ୍ଦା କରି କଲେଜ ଆରମ୍ଭ କରିଥିଲେ ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ ।

  • Tuesday, 05 September 2023
This Divyang teacher in Odisha’s Basudevpur dedicated his life to teaching
ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍

ଶିକ୍ଷାଦାନରେ ବ୍ରତୀ, ଦିବ୍ୟାଙ୍ଗ ସୁବାସ୍ ସାର୍ । ବର୍ଷ ୭୦ ହେବ, ନିଜେ ଚାଲିବାକୁ ଟ୍ରାଇ ସାଇକେଲର ସାହାରା ନେଉଛନ୍ତି । ମାତ୍ର ୪୦ ବର୍ଷ ଧରି ପିଲାଙ୍କୁ ପାଠ ପଢାଇଚାଲିଛନ୍ତି । ଗୁରୁଦିବସରେ ଏମିତି ଗୁରୁଙ୍କୁ ଶହେ ନମସ୍କାର ।

  • Tuesday, 05 September 2023
Subash Chandra Rout, retired teacher from Jagatsinghpur to receive National Teachers’ Award 2023
ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ମାର୍କଣ୍ଡପୁରର ସୁବାସ ସାର୍

ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ଜଗତସିଂହପୁରର ସୁବାସ ସାର୍ । ନୂଆଦିଲ୍ଲୀରେ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ପୁରସ୍କାରରେ ସମ୍ମାନୀତ କରିବେ ଦେଶର ମହାମହିମ ରାଷ୍ଟ୍ରପତି ।

  • Tuesday, 05 September 2023
Sashi Sekhar Karsharma to receive National Teachers’ Award 2023
ଆଦର୍ଶ ଶିକ୍ଷକ ଶଶୀସାର୍, ରାଷ୍ଟ୍ରପତିଙ୍କ ଠାରୁ ପାଇବେ ଜାତୀୟ ଶିକ୍ଷକ ପୁରସ୍କାର

ଜାତୀୟ ଶିଷକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକର ଆଦର୍ଶ ଶିକ୍ଷକ ଶଶୀଶେଖର କରଶର୍ମା । ବନ୍ତ ବ୍ଳକ୍ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶଶୀଶେଖର ।

  • Tuesday, 05 September 2023
Bahanaga Train Tragedy
Bahanaga Train Tragedy: ପରିଚୟ ଅପେକ୍ଷାରେ ୨୮ ଶବ

ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।

  • Monday, 04 September 2023
Odisha Politics, BJD-BJP-Congress
ନିର୍ବାଚନକୁ ଆଖି ଆଗରେ ରଖି ଲଢେଇ ପାଇଁ BJD-BJP-କଂଗ୍ରେସର ଜୋରଦାର କସରତ

ଏଥିସହ ଫାଇଭ ଟି ସଚିବଙ୍କ ଗସ୍ତ, ରତ୍ନଭଣ୍ଡାର ସୁରକ୍ଷାରେ ବିଫଳ, ବିଜୁଳି ଦୁର୍ନୀତି, ସହରୀ ଜଳ ନିଷ୍କାସନରେ ବିଫଳତା, ନବ ଦାସ ହତ୍ୟା, ଧାନ କିଣାରେ ଅବ୍ୟବସ୍ଥା ଭଳି ୧୦୮ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।

  • Monday, 04 September 2023
Fake Note - Fake Currency
ଜାଲ୍‌ ନୋଟକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ

ଛୋଟ ଦୋକାନ ଓ ସାପ୍ତାହିକ ହାଟର ଭିଡ଼ରେ ପଶି ଅତି ସହଜରେ ଚଳାଇ ନେଇଛନ୍ତି ହଜାର ହଜାର ଟଙ୍କାର ନକଲି ନୋଟ୍ । ହେଲେ ଧରା ପଡିଯାଇଛନ୍ତି ବିଦେଶୀ ମଦ କାଉଣ୍ଟରରେ ।

  • Monday, 04 September 2023
Jaga Mission
ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଜାଗା ମିଶନରେ ପ୍ରମାଣ ପତ୍ର ନେଉନାହାନ୍ତି ବସ୍ତିବାସିନ୍ଦା

ବିଡ଼ମ୍ବନାର ବିଷୟ ହେଲା ବିଏମସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇନଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ। କାରଣ ପ୍ରିମିୟମ ଦେବାକୁ ସକ୍ଷମ ନାହାନ୍ତି ଅଧିକାଂଶ ହିତାଧିକାରୀ।

  • Monday, 04 September 2023
Let Surya Patra, Sankha Bhawan
ଶଙ୍ଖ ଭବନ ବଦଳରେ କଡ଼ରେ ଥିବା କ୍ୱାର୍ଟରରେ ଅନ୍ତିମ ବିଦାୟ ଜଣାଇଥିଲେ ଦଳର ବିଧାୟକ-ମନ୍ତ୍ରୀ-ସାଂସଦ

ଦିବଙ୍ଗତ ନେତା ସୂର୍ଯ୍ୟ ପାତ୍ରଙ୍କୁ ଦିଆଗଲା ଶେଷ ସମ୍ମାନ ।

  • Monday, 04 September 2023
Locals allege corruption in plantation drive in Odisha’s Niali
ଗଛ ନଲଗାଇ ମିଥ୍ୟା ବିଲ୍ ଅଭିଯୋଗ

ନିଆଳି କୃଷ୍ଣପ୍ରସାଦ ପଞ୍ଚାୟତରେ ବୃକ୍ଷରୋପଣ ନାଁରେ ଘୋଟାଲାକୁ ନେଇ ଅସନ୍ତୋଷ । ବିନା ଫଳକରେ ଗୋଟିଏ ବି ଗଛ ନଲଗାଇ ମିଥ୍ୟା ବିଲ୍ ଅଭିଯୋଗ ।

  • Monday, 04 September 2023
Khola Katha with Gopalpur MLA Pradeep Panigrahi
'ସମୟ ନିଷ୍ପତ୍ତି ନେବ ନିର୍ବାଚନ ଲଢ଼ିବି କି ନାହିଁ'

'ଏତେ ବର୍ଷ ଗୋଟିଏ ଜାଗାରେ ବସିବା ଶୋଭା ପାଉଛି କି । ମୋର କିଛି ଆବଶ୍ୟକତା ନାହିଁ ଗର୍ଜିବାର । ସମୟ ନିଷ୍ପତ୍ତି ନେବ ନିର୍ବାଚନ ଲଢ଼ିବି କି ନାହିଁ ।'- ପ୍ରଦୀପ ପାଣିଗ୍ରାହୀ, ଗୋପାଳପୁର ବିଧାୟକ

  • Monday, 04 September 2023
13 months old calf giving milk in Bhadrak
୧୩ ମାସର ବାଛୁରୀ ଦେଉଛି କ୍ଷୀର

ଛୁଆ ଜନ୍ମ ଦେଇନି କି ଗର୍ଭବତୀ ହୋଇନି । ହେଲେ ୧୩ ମାସର ବାଛୁରୀ ଦେଉଛି କ୍ଷୀର । ସକାଳେ ଓ ସନ୍ଧ୍ୟାରେ ଦେଢ ଲିଟର ଲେଖାଏ ୩ ଲିଟର କ୍ଷୀର ଦେଉଛି । ଅନ୍ୟପଟେ ବାଛୁରୀ କ୍ଷୀର ଦେଉଥିବାରୁ କାମଧେନୁ କହି ଦେଖିବାକୁ ଆଖପାଖ ଅଞ୍ଚଳର ବହୁ ଲୋକଙ୍କ ସମାଗମ ।

  • Monday, 04 September 2023
Crocodile menace panics locals in Chandbali
କୁମ୍ଭୀର ନେଉଛି ଜୀବନ: କେବେ ଚେତିବ ପ୍ରଶାସନ ?

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ମାଳ ମାଳ କୁମ୍ଭୀର । ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀ ସହିତ ୧୫ରୁ ଉର୍ଦ୍ଧ୍ୱ ଶାଖା ନଦୀରେ କୁମ୍ଭୀର ଆତଙ୍କ । ନଦୀ କୂଳରେ ବସବାସ କରୁଥିବା ଗାଁ ଗୁଡ଼ିକରେ ପ୍ରତିବର୍ଷ କୁମ୍ଭୀର ଆକ୍ରମଣରେ ଯାଉଛି ଜୀବନ ।

  • Monday, 04 September 2023
Wooden toy makers seek govt help in Badamba
ସଫଳ କାରିଗର, ଏବେ ସରକାରୀ ସୁବିଧାରୁ ବଞ୍ଚିତ

ହଜି ଯାଉଥିବା କଳାକୁ ବଞ୍ଚାଇ ରଖିବା ସହ ହୋଇପାରିଛନ୍ତି ଜଣେ ସଫଳ କାରିଗର। କାଠ ମୂର୍ତ୍ତି ତିଆରି କରୁଥିଲେ ହେଁ ସରକାରୀ ସୁବିଧାରୁ ବଞ୍ଚିତ ଶିଳ୍ପୀ ପରିବାର ।

  • Monday, 04 September 2023
Rakshabandhan celebrated with cows in Odisha’s Pattamundai
ନିଆରା ରକ୍ଷା ବନ୍ଧନ...ଗୋମାତାଙ୍କ ସହ

ଦୁର୍ଘଟଣା ପରେ କାହାର ଗୋଡ଼ କଟିଯାଇଛି ତ କିଏ ଜନ୍ମରୁ ଦିବ୍ୟାଙ୍ଗ । ତଥାପି ଏଠାରେ ଗୋମାତାଙ୍କୁ ଶ୍ରଦ୍ଧା ପୂର୍ବକ କରାଯାଉଛି ରକ୍ଷାବନ୍ଧନ । ଆଉ ଗୋଶାଳାରେ ଥିବା ଜୀବଙ୍କୁ ଦିଆଯାଉଛି ଖାଦ୍ୟ ।

  • Monday, 04 September 2023
Surya Narayan Patro
ଗଞ୍ଜାମରେ ନେତୃତ୍ବ ସଂକଟରେ ବିଜେଡି

ଛାତ୍ର ରାଜନୀତିରୁ କାଉନସିଲର..ସାତସାତ ଥରର ବିଧାୟକ । ପୂରା ଦକ୍ଷିଣ ଓଡ଼ିଶାରେ ଥିଲା ତାଙ୍କର ଦବଦବା..ଅବର୍ତ୍ତମାନକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନେତା ଓ ସମର୍ଥକ

  • Sunday, 03 September 2023
Surya Narayan Patro
ବର୍ଷିୟାନ୍‌ ନେତା; କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି

ବର୍ଷିୟାନ୍‌ ନେତା । କାନ୍ଦବୋବାଳିରେ ଫାଟି ପଡିଲା ପୂରା ଦିଗପହଣ୍ଡି । ସୂର୍ଯ୍ୟଙ୍କ ଅନ୍ତିମ ବିଦାୟ ଦେଖିବାକୁ ଉପସ୍ଥିତ ଥିଲେ ଶହଶହ ଲୋକ

  • Sunday, 03 September 2023
Lightning Death
ଘନଘନ ବଜ୍ରପାତ, କାଲି ରାଜ୍ୟରେ ୧୨ ଜଣଙ୍କ ମୃତ୍ୟୁ

ବଢ଼ୁଛି ବଜ୍ର ବିପତ୍ତି । ଯାଉଛି ଜୀବନ । ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, କେବଳ ଗତକାଲି ଅପରାହ୍ନ ସାଢ଼େ ୫ଟା ସୁଦ୍ଧା ରାଜ୍ୟରେ ୬୨ ହଜାର ୩୫୦ ଥର ବିଜୁଳି ମାରିଛି ।

  • Sunday, 03 September 2023
Duplicate Notes
ଏ ନୋଟ୍‌ ଦେଖିଲେ ହୋସ୍‌ ଉଡିଯିବ; ଥାକ ମରାଯାଇଛି ଖାଲି ୫ ଟଙ୍କିଆ ନୋଟ୍‌

ଏ ନୋଟ୍‌ ଦେଖିଲେ ହୋସ୍‌ ଉଡିଯିବ । ଥାକ ମରାଯାଇଛି ଖାଲି ୫ ଶହ ଟଙ୍କିଆ ନୋଟ୍‌...ଅସଲି ଦେଖାଯାଉଛି ସତ ହେଲେ ଏହା ପୂରା ନକଲି

  • Sunday, 03 September 2023
BJP
ବିଜେପିର ଟାର୍ଗେଟ୍‌; କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍‌ ଜିତିବା

ବିଜେପିର ଟାର୍ଗେଟ୍‌ । କ୍ଷମତାକୁ ଆସିବା, ଅଧିକ ଲୋକସଭା ସିଟ୍‌ ଜିତିବା । ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ତୀବ୍ର କରିବା

  • Sunday, 03 September 2023
Surya Narayan Patro
ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର

ପଞ୍ଚଭୂତରେ ବିଲୀନ ହେଲେ ସୂର୍ଯ୍ୟ ନାରାୟଣ ପାତ୍ର । ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଛି । ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସତ୍କାର କରାଯାଇଛି । ସୂର୍ଯ୍ୟଙ୍କୁ ମୁଖାଗ୍ନି ଦେଲେ ପୁଅ ବିପ୍ଲବ ପାତ୍ର । କର୍ମଭୂମିରୁ ଜନ୍ମଭୂମି ଯାଏଁ ଶେଷ ଦର୍ଶନ କଲେ ଶହ ଶହ ଲୋକେ । ଲୁହ ଭିଜା ଆଖିରେ ବିଦାୟ ଦେଇଛନ୍ତି ସମର୍ଥକ ।

  • Sunday, 03 September 2023
Yojanara Na Hariloot | Rain exposes ill-constructed 5T school in Odisha’s Phiringia
ବର୍ଷା ଖୋଲିଦେଲା 5-T ସ୍କୁଲର ଅସଲ ଚିତ୍ର

ଅସରାଏ ବର୍ଷା ଖୋଲିଦେଲା 5-T ସ୍କୁଲର ଚିତ୍ର । ସ୍କୁଲ ଘରେ ଲହରୀ ମାରିଲା ବର୍ଷା ପାଣି...ମାତ୍ର ୩ ମାସରେ ସ୍କୁଲ ଅବସ୍ଥା ପୂରା ବେହାଲ

  • Sunday, 03 September 2023