Advertisment

ହତ୍ୟାର ପ୍ରତିଶୋଧ ହତ୍ୟା; କୋରାପୁଟ କୁନ୍ଦୁଲିରେ ଡବଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ

ହତ୍ୟାରେ, ହତ୍ୟାର ବଦଲା । ମାତ୍ର ଘଣ୍ଟାଏ ଭିତରେ ପ୍ରତିଶୋଧ । ପାର୍ବଣର ପରିବେଶ ଭିତରେ କୋରାପୁଟ ପଟାଙ୍ଗି ବ୍ଲକ୍ କୁନ୍ଦୁଲି ହାଟପଦା ଅଞ୍ଚଳରେ ଡବଲ ମର୍ଡର । ସମୟ ସକାଳ ପ୍ରାୟ ୮ଟା । ସ୍ଥାନୀୟ ଟେମା ଗାଁର ଗୋବର୍ଦ୍ଧନ ପାଣ୍ଡକା, ହାଟପଦା ଅଞ୍ଚଳରେ ବୁଲୁଥିଲେ ।

author-image
Tanmay Kumar Mahalik

ମଣିଷର ରକ୍ତଚରିତ୍ର । ଘଣ୍ଟାକ ଭିତରେ ହତ୍ୟାର ପ୍ରତିଶୋଧ ହତ୍ୟାରେ । ଜଣେ ଯୁବକଙ୍କୁ ବାପ-ପୁଅ ମିଶି ହତ୍ୟା କରିବାର ଘଣ୍ଟାକ ଭିତରେ ଅଭିଯୁକ୍ତ ପୁଅକୁ ହତ୍ୟା କଲେ ମୃତ ଯୁବକଙ୍କ ସମ୍ପର୍କୀୟ । କୋରାପୁଟ ପଟାଙ୍ଗୀ ଥାନା କୁନ୍ଦୁଲି ହାଟପଦାରେ ଆଜି ସକାଳେ ଏଭଳି ଏକ ଡବଲ ମର୍ଡର ଘଟି ଯାଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ପ୍ରବଳ ଉତ୍ତେଜନା ।

Advertisment
Crime Double Murder
Advertisment
Advertisment