ଅପରପକ୍ଷେ ପବିତ୍ର ମହାଳୟା ଅମାବାସ୍ୟାରେ ମା’ ସମଲେଶ୍ୱରୀ ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଇଥିଲା ବେଳେ ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ପ୍ରତିମାରେ ଆଜି ଖଡିଲାଗି କରାଯାଇଛି ।
ଲୁଟ୍ପାଟ କରୁଥିଲେ ତାର ସହଯୋଗୀ ଲଣ୍ଡା ଓ ସାନ ଲଣ୍ଡା । ଏହି ସୁନ୍ଦରୀ ଲୁଟେରା ସମେତ ପୁରା ଗ୍ୟାଙ୍ଗକୁ ତଡ଼ିପାର କରିବାକୁ ଯୋଜନା କରୁଛି ପୋଲିସ୍ ।
କେମିତି ଇଷ୍ଟାଗ୍ରାମରେ ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଫସିଗଲେ ଆଶୁତୋଷ
ପେସାରେ ମିସ୍ତ୍ରୀ କିନ୍ତୁ ନିଶାରେ ସାପ ଧରିବା ଓ ଉଦ୍ଧାର ସାପ ଗୁଡ଼ିକୁ ନିରାପଦ ଜଙ୍ଗଲରେ ଛାଡ଼ିବା...ଏଭଳି ଦୁଃସାହସିକ ନିଶା ତାଙ୍କୁ ଦୀର୍ଘ ୧୫ବର୍ଷରୁ ଉର୍ଦ୍ଧ୍ୱ ହେବ ନିସ୍ୱାର୍ଥପର ସେବା ଲୋକଙ୍କୁ ଦେଉଛନ୍ତି....
୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ ସ୍ପଟ୍ ସମ୍ବଲପୁର । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କିଏ ହେବ ପ୍ରାର୍ଥୀ ଚର୍ଚ୍ଚା ଜୋରଦାର..
ମଥାରେ ଟିପିଟିପି ଚନ୍ଦନ, କୁମକୁମ ଆଉ ପାଦରେ ଅଳତା । ଝଟକୁଛନ୍ତି ନୂଆ କନିଆ । ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ଶଙ୍ଖ ହୁଳହୁଳି ପଡ଼ୁଛି, ଚାଲିଛି ବାହାଘର..
ଇସ୍ରାଏଲର ଏ ଗାଁଟି ବନିଥିଲା ହମାସର ପ୍ରଥମ ଶିକାର । ଏଠି କାଳେ ବେଶ୍ ସୁନ୍ଦର ଦିଶେ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ। ମାତ୍ର ଚାଷୀମାନଙ୍କୁ ନେଇ ଇସ୍ରାଏଲର ଏ ଛୋଟିଆ ଗାଁଟି ଏବେ ଖାଁ ଖାଁ । ଚାରିଆଡ଼େ ମୃତ୍ୟର ଗନ୍ଧ..
ପୁରୀରେ ହେବ କି ମୋଦି-ନବୀନ ଲଢ଼େଇ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ..
କିଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି, ଆଉ କେଉଁ ପୋଷାକକୁ ବାରଣ ?। JTP ଜଗିବେ ଡ୍ରେସ୍ କୋଡ୍ । ଶ୍ରୀମନ୍ଦିର ଚାରିଦ୍ୱାର ଓ ବେଢ଼ାରେ ରଖିବେ ନଜର..
ସରକାରୀ ସ୍କିମରେ ବିଜେଡି ଚିହ୍ନକୁ ନେଇ ବଢୁଛି ବିବାଦ । ପ୍ରଥମେ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ ଆଉ ଏବେ ‘ଲକ୍ଷ୍ମୀ’ ବସ୍ ଯୋଜନାରେ ଶଙ୍ଖ ଚିହ୍ନ । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏସବୁ ବାଦବିବାଦ ଭିତରେ ଆଜି ମାଲକାନଗିରିରୁ I ଗଡ଼ିଛି ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ ।
ଅକ୍ଟୋବରରେ ଶୀତ ଆସିବ କଣ, ଓଲଟା ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜୀବନ । ଦିନରେ ଟାଣ ଖରା, ଅପରାହ୍ଣରେ ଗରମ ଓ ଗୁଳୁଗୁଳି । ପ୍ରାୟ ସପ୍ତାହେ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ଏପରି ସ୍ଥିତି । ଏଥିପାଇଁ ପଶ୍ଚିମା ପବନ, ସ୍ୱଳ୍ପବୃଷ୍ଟି, ଜଳବାୟୁରେ ପରିବର୍ତ୍ତନକୁ ଦାୟୀ କରିଛନ୍ତି ବିଶେଷଜ୍ଞ ।
ପିଲାଙ୍କ ମଧ୍ୟାହ୍ନ ଭୋଜନ ଥାଳିରୁ ଅଣ୍ଡା ଗାଏବ୍ । କେଉଁଠି ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ୍ ବଣ୍ଟାଯାଉଛି ତ କେଉଁଠି କେବଳ ଭାତ ଡାଲମାରେ କାମ ଚଳାଇବାକୁ ପଡୁଛି । କିନ୍ତୁ ଅଧିକାରୀଙ୍କ କହିବା କଥା, ସେମିତି କିଛି ଘଟଣା ନଜରକୁ ଆସିନାହିଁ । ଆସିଲେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ।
ବିଜେଡି ଜନସଂପର୍କ ପଦଯାତ୍ରାରେ ଘୋଷଣା ହେଉଛି ପ୍ରାର୍ଥୀଙ୍କ ନାଁ । ଭଦ୍ରକ ଜିଲ୍ଲାର ଧାମନଗର ପରେ ବାଲେଶ୍ୱର ବସ୍ତା ନିର୍ବାଚନମଣ୍ଡଳୀରୁ ସାମ୍ନାକୁ ଆସିଛି ଏମିତି ଚିତ୍ର । ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ । ରାଜ୍ୟର ବିଭିନ୍ନ ସ୍ଥାନରେ ସମାନ୍ତରାଳ ପଦଯାତ୍ରା ଓ ଫୁଟି ବାହାରୁଥିବା କନ୍ଦଳ ଭିତରେ ଏଭଳି ପ୍ରାର୍ଥୀ ଘୋଷଣାକୁ ନେଇ ସରଗରମ ବିଜେଡି ରାଜନୀତି ।
ଚବିଶ ନିର୍ବାଚନରେ ନିଜ ସିଟ୍ ନେଇ କିଛି ଚକମା ଦେଖାଇବେ କି ନବୀନ? ରାଜନୈତିକ ମହଲରେ ଚର୍ଚ୍ଚା, ଆସନ୍ତା ନିର୍ବାଚନ ନବୀନ ଶ୍ରୀକ୍ଷେତ୍ର ପୁରୀରୁ ଲଢ଼ିପାରନ୍ତି । ଏହି ଚର୍ଚ୍ଚାକୁ ଖୋରାକ୍ ଦେଇଛି ବିଜେଡି ନେତା ତଥା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ । ତେବେ ଏସଂପର୍କରେ ବିଜେଡି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇ ନାହିଁ ।
ନବବିବାହିତା ପରିଣୀତି ଚୋପ୍ରାଙ୍କ ଲାଜ ଲାଜ ହସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି..
ବେଳେ ବେଳେ ରଜେକ୍ଟ ହେବା ବି ଭଲ.. ଯେମିତି ଇଏ ୧୮ ବର୍ଷୀୟ ଯୁବକ୧୬ ଥର ରିଜେକ୍ଟ ହେବା ପରେ ପାଇଲେ ସୁବର୍ଣ୍ଣ ସୁଯୋଗ.. ସିଧା ଗୁଗଲ୍ ତାଙ୍କୁ ବଢାଇଲା ଅଫର୍..
ଶବର ପାହାଡ଼ ତଳେ ଲୁଚି ରହି ଜୀବନ ବଞ୍ଚାଇଲେ ଯୁବତୀ..ମୃତ୍ୟୁର କୋଳରୁ ମୁକୁଳି ବଖାଣିଲେ ହମାସ ଆତଙ୍କୀଙ୍କ ବର୍ବରତାର କାହାଣୀ..
ଭାବିଥିଲେ ଆଖି ଅପରେସନ ପରେ ଭଲକରି ସବୁ ଦେଖାଯିବ.. ହେଲେ ଅପରେସନ ପରେ ଆଖିକୁ କିଛି ଦିଶିଲାନି.. ସବୁ ଅନ୍ଧାର..
ଆଉ ଆଜିକୁ ଗୁଲୁ ପାପାର ମୃତ୍ୟୁକୁ ସାତ ଦିନ ପୁରିଛି। ମହାପାତ୍ର ପରିବାର ବ୍ରାହ୍ମଣ ଭୋଜନ, ସ୍ମୃତି ସଭା କରିବା ସହ ଖବର କାଗଜ ରେ ବିଜ୍ଞାପନ ଦେଇ ଗୁଲୁ ପାପାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଯାହା ସମାଜକୁ ପ୍ରାଣୀ ପ୍ରେମର ଗୋଟିଏ ନୂଆ ବାର୍ତ୍ତା ଦେଇଛି
ଆଜି ଗୁରୁବାର ମା’ ଲକ୍ଷ୍ମୀଙ୍କ ଉପାସନାର ଦିନ.. ଓଡ଼ିଆମାନେ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କ ଉପାସନା କରିଥାନ୍ତି.. ତେବେ ଆପଣମାନେ ଜାଣନ୍ତି କି ମହାଲକ୍ଷ୍ମୀ ସହ ବେଲପତ୍ରର କଣ ରହିଛି ସମ୍ପର୍କ ?
RBIର ଭୁବନେଶ୍ୱର ଆଞ୍ଚଳିକ ଶାଖାରେ ଚିରା ନୋଟ୍ ବଦଳାଇବାକୁ ଆସି ହଇରାଣ ହେବାପରେ ରାଗ ତମତମ ହୋଇ ଏଭଳି କୋପ ଦେଖାଇଛନ୍ତି ଗ୍ରାହକ । ସେମାନଙ୍କ ଅଭିଯୋଗ, ଚଳିତ ମାସ ପହିଲାରୁ RBI ଆଞ୍ଚଳିକ କାର୍ଯ୍ୟାଳୟ ଆଉ ଚିରାଫଟା ନୋଟ୍ ନେଉନି ।
ଯୁଦ୍ଧ ଲାଗିବା ପରଠୁ ନିୟମିତ ସୁନା ଦରରେ ବୃଦ୍ଧି ପାଇ ୪ ଦିନରେ ୧୪ ଶହ ଟଙ୍କା ମହଙ୍ଗା ହେଲାଣି। ଗତ ୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର ୬ ଶହ ଟଙ୍କା ଥିଲା ବେଳେ ଆଜି ତାହା ୫୪ ହଜାର ଟଙ୍କାରେ ପହଞ୍ଚିଛି।
ପ୍ରଥମ ଦିନରେ ୧୫ ହଜାର SHG ସଦସ୍ୟା ପାଇଛନ୍ତି ଗାଡ଼ି। ଏହି ସ୍କିମ୍ରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍ୱୟଂ ସହାୟିକାମାନେ ସ୍କୁଟର କିଣିପାରିବେ। ପର୍ଯ୍ୟାୟକ୍ରମେ ୨ ଲକ୍ଷ ମିଶନ ଶକ୍ତି ଷ୍ଟାଫ୍ ସ୍କୁଟର ପାଇବେ ।
ସେ ବି ବଫାଦାର ସାଜି ଜୀବଦଶା ମଧ୍ୟରେ ମାଲିକଙ୍କ ବିଶ୍ୱାସକୁ ଜିତିଥିଲା । ହେଲେ ସେହି ଦାୟିତ୍ୱ ସମ୍ପନ୍ନ ଗୁଲୁପାପା ଆଜି ଆଉ ନାହିଁ । ଅନ୍ୟ ସାଥୀମାନେ ଆଜି ଗୁଲୁପାପାକୁ ଝୁରୁଛନ୍ତି ।