ସାମ୍ୱାଦିକ ଭାବେ ନିଜ କ୍ୟାମେରାରେ ଯୁଦ୍ଧ ନିହତଙ୍କ ଦୃଶ୍ୟ କଏଦ କରୁଥିବା ବେଳେ ଶବଗଦାରେ ଭେଟିଥିଲେ, ନିଜ ପରିବାରକୁ । ହାତ ଥରି ଉଠିଥିଲା ଆଉ ଟଳିପଡିଥିଲା କ୍ୟାମେରା । ତାପରେ ଝିଅ ଓ ନାତିକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ।
Published By: Prangyan Parimita
Last updated: 27 October 2023, 09:29 AM IST
ଆପଣମାନେ ଜାଣନ୍ତି କି, ଆକାଶରୁ ମଧ୍ୟ ଟଙ୍କା ବର୍ଷା ହୋଇପାରେ । ଚେକ୍ ଗଣରାଜ୍ୟରେ ଘଟିଛି ଏପରି ଘଟଣା । ଦେଖନ୍ତୁ ଏହି ରିପୋର୍ଟ ।