• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Auto-rickshaws leave bicycle drivers in the dust
କାନ୍ଦୁଛି ରିକ୍ସାବାଲା : ଅଟୋ ପାଇଁ ବେପାର ହେଉନି...ଭୋକରେ ପରିବାର

ରାସ୍ତା ଉପରେ କାନ୍ଦୁଛି ରିକ୍ସାବାଲା । ଅଟୋ ଆସିବା ପରେ ବେପାର ପୂରା ମାନ୍ଦା...ପୂର୍ବରୁ ଦିନକୁ ୮ ଶହ ରୋଜଗାର ହେଉଥିଲା । ଏବେ ୫୦ ଟଙ୍କା ହେବା କଷ୍ଟ । ଏମିତି ପରିସ୍ଥିତିରେ ରିକ୍ସାବାଲାର ପରିବାର ଚଳିବ କେମିତି ?

  • Thursday, 24 August 2023
Elderly man seeks financial assistance to make ends meet for family in Athagarh
ଜରି ତଳେ ଜୀବନ: ନବୀନଙ୍କ ଦୁଃଖ ଶୁଣୁନାହାନ୍ତି ନବୀନ

ପୁଅ ସାପ କାମୁଡାରେ ମଲା । ବର୍ଷାରେ ଘର ଭାଙ୍ଗିଗଲା...ବୁଢା ବୟସରେ ପାଖରେ କିଛି ସମ୍ବଳ ନାହିଁ । ନାତି ମୁହଁରେ ଆହାର ଦେବା ପାଇଁ ମୂଲ ଲାଗୁଛନ୍ତି ଜେଜେ ବାପା । ପ୍ରଶାସନ ପାଖକୁ ଦୌଡି ଦୌଡି ଥକି ପଡିଲେଣି ସତ ହେଲେ ଘର ଖଣ୍ଡେ ମିଳିଲା ନାହିଁ

  • Thursday, 24 August 2023
This septuagenarian woman in Jajpur sets example for many with her dancing skills
କୁନି ପିଲାଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି, ଯାତ୍ରା ପାଇଁ ବହି ଲେଖୁଛନ୍ତି...

ବୟସ ୭୦ ପାର୍‌ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ

  • Thursday, 24 August 2023
Chandrayaan-3 Pragyan rover takes walk on the moon
‘ଚନ୍ଦ୍ରରେ ଚାଲିଲା ଭାରତ’

ଲ୍ୟାଣ୍ଡର ‘ବିକ୍ରମ’ରୁ ରୋଭର ‘ପ୍ରଜ୍ଞାନ’ ଅଲଗା ହୋଇଛି। ଅଲଗା ହେବା ପରେ ଚନ୍ଦ୍ରରେ ବୁଲୁଛି ‘ପ୍ରଜ୍ଞାନ’। ସେହିପରି ଚନ୍ଦ୍ର ପୃଷ୍ଠରେ ତଥ୍ୟ ସଂଗ୍ରହ କରିବ ‘ରୋଭର’।

  • Thursday, 24 August 2023
Nandankanan Zoo
ନନ୍ଦନକାନନ ହେବ ନାଇଟ୍‌ ଆଉଟେଡ୍‌ ଜୁ’; ରାତିରେ ହାଉଯାଉ ହେବେ ପର୍ଯ୍ୟଟକ

ନିଶାର୍ଦ୍ଧରେ ସିଂହ ଗର୍ଜନ, ବାଘର ହେଣ୍ଟାଳ, ଶିକାରୀ ହେଟାର ଚାଲ୍ । ପେଚାର ଚିତ୍କାର ସାଙ୍ଗକୁ ବାଦୁଡ଼ିର ଫଡ୍ ଫଡ୍ ଶବ୍ଦ । ଆଗକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସବୁ ଅନୁଭୂତି ନେଇପାରିବେ ପର୍ଯ୍ୟଟକ । କାରଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଲଟିବ ନାଇଟ୍ ଆଉଟେଡ୍ ଜୁ’ । ରାତିରେ ବି ପର୍ଯ୍ୟଟକଙ୍କ ଲାଗି ଖୋଲା ରହିବ ରାଜ୍ୟର ଏ ସର୍ବବୃହତ୍ ଚିଡ଼ିଆଖାନା । ଏଥିପାଇଁ ସେଣ୍ଟ୍ରାଲ ଜୁ’ ଅଥରିଟିକୁ ମାଷ୍ଟର ପ୍ଲାନ୍ ଦାଖଲ କରିଛି ବନ ବିଭାଗ ।

  • Wednesday, 23 August 2023
Odisha Police
ହେବ କି ବଡ କାର୍ଯ୍ୟାନୁଷ୍ଠାନ?

ମହିଳା ହୋମଗାର୍ଡକୁ ନିର୍ଯାତନା ମାମଲା : ହେବ କି ବଡ କାର୍ଯ୍ୟାନୁଷ୍ଠାନ? ମାମଲା ଯାଇ ପହଞ୍ଚିଲାଣି ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଯାଏଁ

  • Wednesday, 23 August 2023
Chandrayaan 3
ଚନ୍ଦ୍ରୟାନ ୧-୨-୩ ପାଇଁ ହୋଇଛି କେତେ ଖର୍ଚ୍ଚ, ଜାଣନ୍ତୁ ପୁରା କାହାଣୀ

ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏମିତି ଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ । ୬୦-୭୦ ଦଶକରେ ଭାରତୀୟ ମହାକାଶ ଅଭିଯାନର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ୱପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ୱଜା ।

  • Wednesday, 23 August 2023
Dengue In Odisha
ରାଜ୍ୟରେ ଅଣାୟତ୍ତ ଡେଙ୍ଗୁ ସ୍ଥିତି; BMC ଅଫିସରେ ମଶା ଧୂଆଁ ଦେଲେ ବିଜେପି ନେତା

ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ସହ ମଶା ଦୂର କରିବା ଯାହାର ଦାୟିତ୍ୱ ତାରି ଦୁଆରେ ଚାଲିଛି ମଶା ଧୂଆଁ ମାଡ । ଘନ ଘନ ସ୍ପ୍ରେ ହେଉଛି ମଶା ଧୂଆଁ । ଏ ଦୃଶ୍ୟ BMC କାର୍ଯ୍ୟାଳୟର । ଅଫିସ୍‌ର ମୁଖ୍ୟ ଗେଟ୍ ଏବଂ ଚାରିକଡରେ ମେସିନ ବୁଲାଇ ଧୂଆଁ ଛଡାଯାଉଛି । ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ ହରାଇଥିବା ବେଳେ BMC ବିରୋଧରେ ହଲ୍ଲାବୋଲ କରିଛି ବିଜେପି ।

  • Wednesday, 23 August 2023
Teacher Recruitment
ଘରେ ନପଶୁଣୁ ମୁଣ୍ଡରେ ବାଜିଲାଣି ଚାଳ : ଠିକା ସଂସ୍ଥା ଉଠାଇଲେ, ପୁଣି ସେହି ବ୍ୟବସ୍ଥା କିଆଁ?

ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କେଁ । ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଉ ପାଉ ବିବାଦ । ଆନୁଆଲ୍ ଏଗ୍ରିମେଣ୍ଟ ଆଧାରରେ ଶିକ୍ଷକଙ୍କୁ ମିଳିବ ବର୍ଷିକିଆ ନିଯୁକ୍ତି । ଠିକା ନିଯୁକ୍ତି ବ୍ୟବସ୍ଥା ଉଛେଦ ପରେ ବି ପୁଣି ସେହି ବ୍ୟବସ୍ଥାକୁ ଫେରିଲେ ସରକାର । ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ପ୍ରକ୍ରିୟା । ତେବେ ଏଥିପାଇଁ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାକୁ ନେଇ ଦେଖାଦେଇଛି ବିବାଦ । କାରଣ ଶିକ୍ଷକ ନିଯୁକ୍ତି ସ୍ଥାୟୀ ବଦଳରେ ବର୍ଷିକିଆ ଏଗ୍ରିମେଣ୍ଟ ଆଧାରରରେ ହେବ ।

  • Wednesday, 23 August 2023
death
ଜଳ ଲାଗି ପାଇଁ ଯାଇଥିଲେ, ଆଉ ଫେରିଲେନି

ଶିବଙ୍କୁ ଜଳଲାଗି କରିବାକୁ ଯାଇଥିବା 3ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି କେନ୍ଦୁଝର ତେଲକୋଇର ସତେଇଭଞ୍ଜ ଗାଁ ।

  • Wednesday, 23 August 2023
 lack of infrastructure
ନା ଅଛି ସୁରକ୍ଷିତ କୋଠା, ନା ପାଠପଢ଼ା ପାଇଁ ବ୍ଲାକବୋର୍ଡ

ପିଲାଏ ସ୍ୱପ୍ନ ଦେଖିବେ କେମିତି? ଯେଉଁଠି ବିଦ୍ୟାଳୟର ଅବସ୍ଥା ଏମିତି । ନା ଅଛି ସୁରକ୍ଷିତ କୋଠା ନା ପଢ଼ାଇବା ପାଇଁ ବ୍ଲାକ ବୋର୍ଡ । ସ୍କୁଲ ଚାରିପାଖ ଅନାବନା ଘାସରେ ପରିପୂର୍ଣ୍ଣ ।

  • Wednesday, 23 August 2023
Awas yojana
ସ୍ୱାମୀ ଯିବା ପରେ ଦୌଡି ଦୌଡି ନୟାନ୍ତ ହେଲେଣି ଘର ଖଣ୍ଡିଏ ପାଇଲେନି

ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ପାଣି । ଅନ୍ଧାର ରାତିରେ ବଡ କଷ୍ଟରେ କଟୁଛି ଦିନ । ସ୍ୱାମୀ ଥିଲା ବେଳୁ ଘର ପାଇଁ କହିକହି ଥକିପଡିଲେଣି ହେଲେ ଘରଟିଏ ମିଳିଲା ନାହିଁ । ଅଣ୍ଟିରେ ଧନ ନଥିବାରୁ ଦୁଇ ପୁଅଙ୍କ ପାଠରେ ବନ୍ଧା ହେଲାଣି ଡୋରି

  • Wednesday, 23 August 2023
 Telkoi
ପାଠ ପାଇଁ ନଦୀ ସ୍ରୋତରେ ଜୀବନ ବାଜି

ଭରା ନଦୀରେ ପ୍ରଖର ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ପାରିହେବାକୁ ପଡୁଛି ନଦୀ । କାନ୍ଧରେ ବସାଇ ଅଭିଭାବକ ସେମାନଙ୍କ ପିଲାଙ୍କ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାରି କରୁଛନ୍ତି। ବର୍ଷା ଦିନ ହେଲେ ଯାତାୟାତରେ ବାଧା ସୃଷ୍ଟି କରିଥାଏ ସମାକୋଈ ନଦୀ ।

  • Wednesday, 23 August 2023
Loot
ବିଲଡିଂ ପ୍ଲାନ୍ ଆପ୍ରୁଭାଲ୍ ନାଁରେ ଠକେଇ

ଡୁପ୍ଲିକେଟ୍ ବିଲ୍ଡିଂ ପ୍ଲାନ୍ ଦେଇ କୋଟି କୋଟି ଲୁଟ୍ । ସମ୍ବଲପୁର ଡେଭଲପମେଣ୍ଟ ଅଥରିଟିରେ ଚାଲିଥିବା ମହାଦୁର୍ନୀତିର ପର୍ଦ୍ଦାଫାସ୍ କଲା ପୋଲିସ୍ । ଦୁଇ କର୍ମଚାରୀଙ୍କ ସହ ୫ ଜଣ ଗିରଫ, ପ୍ଲାନ୍ ଆପ୍ରୁଭାଲ ନାଁରେ ହେଉଥିଲା ଠକେଇ

  • Tuesday, 22 August 2023
Puri Srimandir
ଆସନ୍ତା ଅକ୍ଟୋବର ଭିତରେ ସରିପାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଆସନ୍ତା ଅକ୍ଟୋବର ଭିତରେ ସରିପାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଅବଢ଼ା ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । କହିଲେ, ଦିବ୍ୟାଙ୍ଗ ଦର୍ଶନାର୍ଥୀଙ୍କ ସୁବିଧା ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ୱତନ୍ତ୍ର ରାମ୍ପ ନିର୍ମାଣ

  • Tuesday, 22 August 2023
DIG Brijesh Ray
ମହଙ୍ଗା ପଡ଼ିଲା କି ମହିଳା ହୋମଗାର୍ଡଙ୍କୁ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ?

ମହଙ୍ଗା ପଡ଼ିଲା କି ମହିଳା ହୋମଗାର୍ଡଙ୍କୁ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ? ବିବାଦ ବଢ଼ିବାରୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କୁ ପୋଲିସ ମୁଖ୍ୟାଳୟ ବଦଳି । ଏପଟେ ହସପିଟାଲ ବେଡ଼ରେ ଦୁଇ ଗୋଡ଼ ହରାଇ ନ୍ୟାୟ ଅପେକ୍ଷାରେ ପୀଡ଼ିତା ସୈରିନ୍ଦ୍ରୀ

  • Tuesday, 22 August 2023
Dengue In Odisha
ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର

ରାଜ୍ୟରେ ମାଡ଼ି ଚାଲିଛି ଡେଙ୍ଗୁ ଜ୍ୱର । ଟ୍ୱିନସିଟିରେ ସ୍ଥିତି ବେକାବୁ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଲମ୍ବା ଲାଇନ, ବେଡ୍ ଅଭାବରୁ ଚଟାଣରେ ଶୋଉଛନ୍ତି ରୋଗୀ । ସେପଟେ କଟକ SCBରେ ଏବେ ଯାଏଁ ଖୋଲିନି ସ୍ୱତନ୍ତ୍ର ୱାର୍ଡ

  • Tuesday, 22 August 2023
Chandrayaan 3
କାଲି ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ

କାଲି ସଂଜକୁ ଜହ୍ନରେ ଇତିହାସ ରଚିବ ଭାରତ । ମନ୍ଦିରଠୁ ନେଇ ମସଜିଦ୍ ଯାଏଁ ଚନ୍ଦ୍ରୟାନ-୩ର ସଫଳ ମନାସୁଛି ସାରା ଦେଶ । ତେଣେ ଅବତରଣ ପୂର୍ବରୁ ଲ୍ୟାଣ୍ଡରର ପ୍ରତିଟି ଗତିବିଧି ପରଖୁଛି ଇସ୍ରୋ । ସଫ୍ଟ ଲ୍ୟାଣ୍ଡିଂ ପାଇଁ ଶେଷ ୧୯ ମିନିଟ୍ ଉପରେ ନଜର

  • Tuesday, 22 August 2023
Odisha Politics, BJD
ବିଜେଡି ସରକାର ଫୋକସରେ ମହିଳା ଭୋଟ୍

ବିଜେଡି ସରକାର ଫୋକସରେ ମହିଳା ଭୋଟ୍ । ସ୍କୁଟି ପରେ ଏସ୍ଏଚ୍‌ଜିଙ୍କ ପାଇଁ ସ୍ମାର୍ଟ ଆଇଣ୍ଡେଣ୍ଟିଟି କାର୍ଡର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଦିଆଯିବ ଦରମା । ପ୍ୟାକେଜ୍ ପରେ ପ୍ୟାକେଜ୍ ପ୍ରସ୍ତୁତିକୁ ନେଇ ତେଜିଲା ରାଜନୀତି, ବର୍ଷିଲେ ବିରୋଧୀ

  • Tuesday, 22 August 2023
Crime, Murder
ଶାଶୂ ମୃତ୍ୟୁର ଖୋଲିଲା ରହସ୍ୟ

ପାପ ସଂପର୍କ ଲୁଚାଇବା ପାଇଁ ବୋହୂ ସାଜିଲା ଶାଶୁ ହତ୍ୟାକରୀ। ଅନୈତିକ ସମ୍ପର୍କର ଚିହ୍ନ ଲିଭାଇ ଦେବା ପାଇଁ ଲିଭାଇ ଦେଲା ଶାଶୁର ଜୀବନ ଦୀପ। ପ୍ରଥମେ ଶାଶୁର ମୁଣ୍ଡକୁ ମାଡ଼ ମାରି କୋମାକୁ ପଠାଇ ଦେଲା। ହେଲେ କୋମାରୁ ଆସି ଶାଶୁ କଥା କହିବାକୁ ଚେଷ୍ଟା କରିବାରୁ ବୋହୁ ତଣ୍ଟି କାଟିଦେଲା।

  • Tuesday, 22 August 2023
Swachh Bharat Mission
କେତେ ସ୍ୱଚ୍ଛ ‘ସ୍ୱଚ୍ଛ ଭାରତ ମିଶନ’ ?

କେତେ ସ୍ୱଚ୍ଛ ‘ସ୍ୱଚ୍ଛ ଭାରତ ମିଶନ’ ?

  • Tuesday, 22 August 2023
Odisha’s Lamtaput 5T school
ଗାଁରେ ରହିଛି ଫାଇଭ୍ ଟି ସ୍କୁଲ ଯିବାକୁ ନାହିଁ ରାସ୍ତା

ଗାଁର ରାସ୍ତା ସମସ୍ୟା ନେଇ ଅନେକ ବାର ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ଲୋକେ । ପ୍ରଶାସନ କିନ୍ତୁ ଦାବି ଶୁଣି ଚୁପ୍ ବସି ଯାଉଥିବା ଅଭିଯୋଗ ହୋଇଛି...

  • Tuesday, 22 August 2023
Locals suffer due to poor road connectivity in Odisha’s Khariar
ରାସ୍ତା ସମସ୍ୟାରେ ଦହଗଞ୍ଜ ହେଉଛନ୍ତି ଖଡ଼ିଆଳ ସମାଡ଼ ପଦର ଗାଁ ଲୋକେ

ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫଳ ଶୂନ। ଜିଲ୍ଲାପାଳଙ୍କ ଠାରୁ ରାଜନେତା ଯାଏ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି ରାସ୍ତା ନିର୍ମାଣ ହେବ, ହେଲେ ସପନ ଭାଙ୍ଗି ଭାଙ୍ଗି ଯାଉଛି।ଏବେ ବି ରାସ୍ତା ଅପେକ୍ଷାରେ ରହିଛନ୍ତି ଲୋକେ...

  • Tuesday, 22 August 2023
parents lock school
ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା

ସଂସ୍କୃତି, ସାହିତ୍ୟ ସାର୍ ନିଥିବାରୁ ସ୍କୁଲରେ ପଡ଼ିଲା ତାଲା । ଗଜପତି ରାୟଗଡ ବ୍ଲକ ପୁତାର ଗ୍ରାମର ହାଇସ୍କୁଲରେ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ...

  • Tuesday, 22 August 2023
divyang couple
ଦୃଷ୍ଟିବାଧିତ ବରକୁ ଦିବ୍ୟାଙ୍ଗ କନ୍ୟା; ଏମିତି ହେଲା ବାହାଘର

ବାହାଘର ଏକ ମିଳନ ସେ ଯୁଗ ଯୁଗର । ଏମିତି ବାହାଘର କିନ୍ତୁ ଦେଖି ନଥିବେ ଆପଣ । ଦୁନିଆ ଦେଖିପାରୁନଥିବା ବରର ହାତ ଧରି ବାଟ ଚାଲିବେ ଦିବ୍ୟାଙ୍ଗ କନ୍ୟା। ସତରେ ମନେ ରହିବ ଏମିତି ଏକ ନିଆରା ବାହାଘର....

  • Tuesday, 22 August 2023