• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Bharati Singh Gets Her Job Back
ମାସକ ପରେ ଚାକିରି ଫେରି ପାଇଲେ ଭାରତୀ ସିଂ

ମୟୂରଭଞ୍ଜର ନିପଟ ମଫସଲ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକାଠି କରି ସେମାନଙ୍କୁ ଆଗକୁ ଯିବାକୁ ସହୟତା ଓ ପ୍ରେରଣା ପାଇଁ ଅନେକ ବାର ପୁରସ୍କାର ଓ ପ୍ରମାଣପତ୍ର ପାଇଥିଲେ ଭାରତୀ।

  • Wednesday, 11 October 2023
Customers throw torn currency notes in front of the RBI
ଭୁବନେଶ୍ୱରରେ ଉଡ଼ିଲା ଟଙ୍କା

ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ଉଡ଼ିଲା ଟଙ୍କା। ରିଜର୍ଭ ବ୍ୟାଙ୍କ ସାମ୍ନାରେ ଚିରାଫଟା ୫ ଶହ, ୨ ଶହ ଓ ଶହେ ଟଙ୍କିଆ ନୋଟ୍‌ ଉଡ଼ାଇଲେ ଅସନ୍ତୁଷ୍ଟ ଗ୍ରାହକ। ବ୍ୟାଙ୍କ କର୍ତ୍ତୃପକ୍ଷ ନୋଟ୍ ବଦଳାଉନଥିବା ଅଭିଯୋଗ...

  • Wednesday, 11 October 2023
Man returns to village after 50 years in Ganjam
ସହିପାରିଲେନି ସାବତ ମାଆର ଯନ୍ତ୍ରଣା, ୧୩ ବର୍ଷ ବୟସରୁ ଗାଁକୁ ଅଲ୍‌ବିଦା କହିଥିଲେ...

ସହିପାରିଲେନି ସାବତ ମାଆର ଯନ୍ତ୍ରଣା। ୧୩ ବର୍ଷ ବୟସରୁ ଗାଁକୁ ଅଲ୍‌ବିଦା କହିଥିଲେ ଯେ ୬୩ ବର୍ଷ ବୟସରେ ଫେରିଲେ...

  • Wednesday, 11 October 2023
Hamas terrorists live-stream brutal killing of Israeli family
ବର୍ବରତାର ସୀମା ଟପିଲେ ହମାସ୍‌ ଆତଙ୍କବାଦୀ, ହତ୍ୟା କରି ଲାଇଭ୍ ଷ୍ଟ୍ରିମିଂ

ବର୍ବରତାର ସୀମା ଟପିଲେ ହମାସ୍‌ ଆତଙ୍କବାଦୀ। ହତ୍ୟା କରି କଲେ ଲାଇଭ୍ ଷ୍ଟ୍ରିମିଂ। ଗତ କିଛିଦିନ ମଧ୍ୟରେ ଅନେକ ଭୟାନକ ଦୃଶ୍ୟ ଇସ୍ରାଏଲ୍‌ରୁ ଆସିଛି । ହମାସ୍‌ ଆତଙ୍କବାଦୀଙ୍କ ବର୍ବରତା ସବୁ ସୀମା ଲଙ୍ଘିଛି...

  • Wednesday, 11 October 2023
Family in Mayurbhanj seeks govt help to bring son back from Hyderabad
ଦୁଃଖ ଦେଇ ଯାଇଛି ଦାଦନ ପୁଅ

ପେଟକୁ ଦୁଇ ମୁଠା ଦାନା ଯୋଗାଡ଼ କରିବାକୁ ଦାଦନ ଯାଇଛି ପୁଅ । କିନ୍ତୁ ଆଉ ଫେରିବାରେ ନାଁ ଧରୁନି । ଘର ବାରଣ୍ଡାରେ ପଡ଼ି ରହିଛନ୍ତି ରୋଗୀଣା ବାପା । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ଲୁହ ଶୁଖିଲାଣି...

  • Wednesday, 11 October 2023
Today  actor Amitabh Bachchan birthday
ହାପି ବାର୍ଥ ଡେ’ ବିଗ୍‌ ବି

ବିଜୟ, ବିଗ୍ ବି, ସେହେନଶା..ନାଁ ଅନେକ ପରିଚୟ ଗୋଟିଏ ଅମିତାଭ୍ ବଚ୍ଚନ । ଶତାବ୍ଦୀର ମହାନାୟକ, ଅଭିନୟ ତାଙ୍କଠୁ ଆରମ୍ଭ ଆଉ ତାଙ୍କରି ପାଖରେ ଶେଷ । ଆଜି ତାଙ୍କୁ ୮୧ ବର୍ଷ ହୋଇଛି, ତାଙ୍କ ଜନ୍ମଦିନକୁ ପାଳନ କରିବାକୁ ମୁମ୍ବାଇ ଜଲସା ଘର ସମ୍ମୁଖରେ ଶତାଧିକ ଫ୍ୟାନ...

  • Wednesday, 11 October 2023
Lunar Eclipse
କୁଆଁର ପୂନେଇଁରେ ଚନ୍ଦ୍ର ଗ୍ରହଣ

କୁଆଁର ପୂନେଇଁରେ ଚନ୍ଦ୍ର ଗ୍ରହଣ । ଏଥର କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଚକ୍ରରାଜଙ୍କ ଚାରି ଆଶ୍ରମ ପରିକ୍ରମା ।

  • Tuesday, 10 October 2023
Dress Code for Srimandira
ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା। ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ବାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର ସଜ୍ଞା ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ

  • Tuesday, 10 October 2023
World Mental Health Day
ବଢ଼ୁଛି ମାନସିକ ଅସୁସ୍ଥତା !

କର୍ମକ୍ଷେତ୍ର ହେଉ କି ପାଠ ପଢ଼ା, ସବୁଠି ବଢୁଛି ଟେନସନ୍ । ବିସ୍ଫୋରକ ରୂପ ନେଲାଣି ବାର ଆଡ଼ର ମାନସିକ ଚାପ । କୋଭିଡ୍ ପରେ ଉପରମୁହାଁ ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ରୋଗୀଙ୍କ ସଂଖ୍ୟାକୁ ନେଇ ବଢୁଛି ଉଦବେଗ

  • Tuesday, 10 October 2023
Ama Odisha Naveen Odisha
ଗ୍ରାମାଂଚଳ ଭୋଟ୍ ନେବା ପାଇଁ ବିଜେଡିର ବଡ଼ ଫନ୍ଦି

ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ । ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ବିବାଦ । ଯୋଜନାରେ ଦୁଇ ହଜାର କୋଟି ଲୁଟର ଷଡ଼ଯନ୍ତ୍ର କହିଲା ବିଜେପି । ଯୋଜନା ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ।

  • Tuesday, 10 October 2023
Illigal Works In Bar
ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ

ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ । ଲାଭ ଓ ଲୋଭ ଭିତରେ ଅବକାରୀ ନିୟମ ଫୁ’ । ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ଦେହ ବ୍ୟବସାୟ ପାଇଁ ହେଉଛି ଡିଲ୍ । ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଚାଲୁଛି କାରବାର । ଦେହ ବ୍ୟବସାୟ ଅଭିଯୋଗ ଆଣି ପୂର୍ବରୁ ଥାନାକୁ ଯାଇଥିଲେ ବାର୍ ଗାର୍ଲ ।

  • Tuesday, 10 October 2023
Meet Banapriya Nayak, an epitome of woman empowerment
ସଫଳତା ଆଣିଦେଲା ମାଆ ଦେଇଥିବା ସଂସ୍କାର

ଶ୍ରୀକ୍ଷେତ୍ରର ବୋହୂ.. ଈଶ୍ୱର ବିଶ୍ୱାସୀ ଆଉ ପରିଶ୍ରମୀ.. ମାଆ ଶିଖେଇଥିବା କଳାକୁ କୌଶଳ କରି ଆଜି ସେ ଜଣେ ସଫଳ ଉଦ୍ୟୋଗୀ

  • Tuesday, 10 October 2023
Apana Eka Nuhanti | Boy in Polasara suffering from Thalassemia seeks govt help for treatment
‘ମୋର ଅପରେସନ ହେଲେ ମୁଁ ଭଲ ହେଇଯିବି, ହେଲେ ଟଙ୍କା ଆସିବ କେଉଁଠି ? ’

ସ୍କୁଲ ଯାଇପାରୁନି.. ଚାଲିଲେ ହାଲିଆ ଲାଗୁଛି.. ମାସକୁ ଦୁଇଥର ରକ୍ତ ଦିଆଯାଉଛି.. ସମସ୍ତଙ୍କ ଭଳି ହସି ପାରୁନି, ଖେଳି ପାରୁନି.. ବହୁତ କଷ୍ଟ ହେଉଛି.. ମୁଁ ପାଠ ପଢିବି.. ବଡ଼ ମଣିଷ ହେବି..ମୋର ଅପରେସନ ହେଲେ ମୁଁ ଭଲ ହେଇଯିବି..ହେଲେ ୨୨ ଲକ୍ଷ ଆସିବ କେଉଁଠୁ ?

  • Tuesday, 10 October 2023
Elderly man dies at old age home in Champua, sons don’t bother to pay last respect
‘ମୁଁ ଗୋଟେ ଅନାଥ ବାପାର ଜୁଈ’

ଜୀବନରେ କେତିକି ପାଇଲି, ଆଉ କେତେ ହରାଇଲି ଜାଣିନି.. ହେଲେ ସଂସାର ଛାଡ଼ି ଆରପାରିକୁ ଗଲା ବେଳକୁ ଆଜି କିନ୍ତୁ ଅନାଥ ଭଳି ଯାଉଛି..ଏଠି ଗୋଟେ ବାପାର ଜୁଈ ଜଳୁଛି..

  • Tuesday, 10 October 2023
Woman in Odisha’s Dhenkanal seeks financial assistance for son’s treatment
ଶେଜରେ ଭେଣ୍ଡିଆ ପୁଅ, ଶୁଖୁନି ମାଆର ଲୁହ..

ଆଖିର ଲୁହ ଶୁଖିଲା ନାହିଁ କି ଘରେ ସୁଖ ବୋଲି ଆଉ କିଛି ବି ନାହିଁ.. ଡାକ୍ତର ରିପୋର୍ଟ ଆସିବା ପରେ ସବୁ କିଛି ଯେମିତି ବଦଳିଗଲା.. କେତେ ସ୍ୱପ୍ନ ସଜେଇଥିଲା ଜଗା.. ସେସବୁ କଣ ଅଧାରେ ରହିଯିବ ! ଚିନ୍ତା କରି କରି ଦିନ ରାତି କାନ୍ଦୁଛନ୍ତି ବାପା ମାଆ..

  • Tuesday, 10 October 2023
Former Odisha DGP Sarat Mishra passes away
୮୮ ବର୍ଷରେ ପୂର୍ବତନ ଡିଜିପି ଶରତ ମିଶ୍ରଙ୍କ ପରଲୋକ

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ।ଡେଙ୍ଗୁ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା ।

  • Tuesday, 10 October 2023
5 State Election
ବାଜିଲା ୨୪ ସାଧାରଣ ନିର୍ବାଚନ ସେମିଫାଇନାଲ୍ ବିଗୁଲ୍

୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ।

  • Monday, 09 October 2023
Toilet Construction
ଶୌଚାଳୟ ଯନ୍ତ୍ରଣାରେ ହନ୍ତସନ୍ତ କାଳିଆ ଦର୍ଶନାର୍ଥୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୪ଟି ଟଏଲେଟକୁ ନେଇ ଦିନେ ସଂସଦରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ଏବେ ସେ ସମସ୍ୟା ଗୁରୁତର ଭାବେ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରବେଶ ପଥରେ ଗୋଟିଏ ହେଲେ ଶୌଚାଳୟ ନଥିବାରୁ କଲବଲ ହେଉଛନ୍ତି ଭକ୍ତ।

  • Monday, 09 October 2023
Laxmi Bus
ବସ୍ ଧର୍ମଘଟ ସ୍ଥଗିତ, ତୁଟିଲାନି ଲକ୍ଷ୍ମୀ ବସ୍ କେଁ

ଲକ୍ଷ୍ଣୀ ବସ୍ ଯୋଜନାକୁ ନେଇ ଆରମ୍ଭରୁ କେଁ। ଅକଳରେ ରାଜ୍ୟ ସରକାର। ସିଏମଓ ସହ ଆଲୋଚନା ପରେ ବାହରିଲା ବାଟ। କ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ ଧର୍ମଘଟ।

  • Monday, 09 October 2023
Hockey
ସ୍କୁଲ ଛାତ୍ରଛାତ୍ରୀ ଶୁଣିଲେ ଜାତୀୟ ହକି ଟିମର ସଫଳତା କାହାଣୀ

ଏସିଆନ ଗେମସ ହକିରେ ସୁନା ଜିତିଲା ଭାରତ। ଆଉ ଆଜି ସ୍କୁଲରେ ଭାରତୀୟ ଟିମର ସଫଳତାର କାହାଣୀ ଶୁଣିଛନ୍ତି ପିଲା। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା।

  • Monday, 09 October 2023
Councilor makes living out of begging in Odisha’s Soro
ଭିକ ମାଗୁଛନ୍ତି କାଉନସିଲର ଦୁର୍ଗା ସିଂ

ଝାଟିମାଟିର ନୁଆଁଣିଆ ଚାଳଘର । ଚାଳ ଉପରେ ଢଙ୍କା ହୋଇଛି କେଇଟା ପଲିଥିନ ଆଉ ସିମେଣ୍ଟ ବସ୍ତା । କାନ୍ଥର ଅବସ୍ଥା ବି ଭଲ ନାହିଁ । ମଣିଷର ଭାଗ୍ୟ ଭଳି ଏ ଘରର ଅବସ୍ଥା ବି ଫୁଟା । ତେଲ ଡବାରେ ତିଆରି ହୋଇଥିବା ତାଟି କବାଟକୁ ଦେଖନ୍ତୁ । ସେ ବି କହୁଛି ଘରେ ରହୁଥିବା ମଣିଷଟା କେତେ ଅସହାୟ ଆଉ କେତେ ଦୟନୀୟ ।

  • Monday, 09 October 2023
Proper road and drinking water still a distant dream for these villagers in Odisha’s Rayagada
ବିକାଶ ଏମାନଙ୍କ ପାଇଁ ଯେମିତି ସ୍ୱପ୍ନ ପାଲଟିଛି

ଲୋକେ ଏବେବି ବି ଜୀଉଁଛନ୍ତି କଣ୍ଟକିତ ଜୀବନ । କାରଣ ଗାଁରେ ନା ଅଛି ଭଲ ରାସ୍ତା ନା ପିଇବା ପାଣି ....ନା ବିଦ୍ୟୁତ୍ ସଂଯୋଗ । ରାସ୍ତାରେ ମୋରମ କିଛି ପଡ଼ିଥିବା ବେଳେ ବାଇକରେ ଯିବା ବି ସମ୍ଭବ ହେଉନାହିଁ । ସେପଟେ ନଳକୂପ ଅଛି ହେଲେ ବାହାରୁନି ପାଣି ।

  • Monday, 09 October 2023
Massive irregularities exposed in meals served for patients in Boudh DHH
ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ତଃବିଭାଗ ରୋଗୀଙ୍କୁ ମିଳୁନି ନିର୍ଦ୍ଧାରିତ ଖାଦ୍ୟ । ଡାକ୍ତରଖାନାରେ ଆଡମିଟ୍ ହୋଇଥିବା ରୋଗୀଙ୍କୁ ସପ୍ତାହର ସାତ ଦିନରେ ବିଭିନ୍ନ ଖାଦ୍ୟ ପ୍ରଦାନ କରାଯିବା ନେଇ ନିର୍ଦ୍ଧାରିତ ସାରଣୀ ରହିଛି । ହେଲେ ନିୟୋଜିତ ଠିକାସଂସ୍ଥା ସାରଣୀରେ ଉଲ୍ଲେଖ ଅଣ୍ଡା ଓ ପନିର ତରକାରୀ ବଦଳରେ ଆଳୁ ଝୋଳ ଦେଉଥିବା ଅଭିଯୋଗ l

  • Monday, 09 October 2023
Yojanara Na Hariloot
ପଦବୀରେ ଥାଇ ଦୁର୍ନୀତି, ଘର ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର

ବ୍ଲକ କର୍ମଚାରୀ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ, ନିଜ ଲୋକଙ୍କୁ ବାଣ୍ଟିଦେଲେ ଆବାସ ଘର

  • Monday, 09 October 2023
India vs Australia
ICC World Cup 2023: ବିଶ୍ୱକପ୍‌ର ପ୍ରଥମ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ

ଏହି ସଙ୍କଟ ସ୍ଥିତିରେ ଭାରତ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି ଓ କେଏଲ ରାହୁଲ । ଉଭୟଙ୍କ ମଧ୍ୟରେ ୧୬୫ ରନ୍‌ର ଜବରଦସ୍ତ ପାର୍ଟନରସିପ୍ ହୋଇଥିଲା। ଯାହାଫଳରେ ଭାରତ ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ହାତରୁ ଛଡ଼ାଇ ଆଣିଥିଲା।

  • Sunday, 08 October 2023