Advertisment

ନିଜ ରୋଷେୟାର ଝିଅକୁ ପ୍ରଶଂସା କଲେ CJI

ବାପା ତାଙ୍କର ସୁପ୍ରିମ କୋର୍ଟର ରୋଷେୟା। ସୁଖ ସ୍ୱାଚ୍ଛନ୍ଦ୍ୟର ପରିଧି ହୁଏତ ତାଙ୍କ ପାଇଁ ସ୍ୱଳ୍ପ। ତଥାପି ସେ ସ୍ୱପ୍ନ ଦେଖିଛନ୍ତି। ଆକାଶରେ ଉଡିବାର ଦମ୍ଭ ବାନ୍ଧିଛନ୍ତି। ପାଠ ପଢିଛନ୍ତି, ଭଲ ପଢିଛନ୍ତି। ଯେଉଁଥିପାଇଁ ଉଚ୍ଚ ଶିକ୍ଷା ଲାଗି ବିଦେଶରୁ ପାଇଛନ୍ତି ସ୍କଲାରସିପ୍। ଆଉ ଏ ଖୁସିକୁ ଦ୍ବିଗୁଣିତ କରିଛି ଦେଶର ପ୍ରମୁଖ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଆଶିର୍ବାଦ। ଯାହା ଏବେ ଚର୍ଚ୍ଚାର ବିଷୟା ପାଲଟିଛି।

author-image
Manoranjan Behera

Supreme Court Chief Justice
Advertisment
Advertisment