""
ବିବିଧ Videos ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ନିର୍ବାଚନୀ ଲଲିପପ୍ ! ଭୋଗରାଇ ଚାଷୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି.. ସୁବର୍ଣ୍ଣରେଖା ସଂସ୍କାର ଯୋଜନାକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି.. ତେବେ ନିର୍ବାଚନ ଠିକ୍ ପୂର୍ବରୁ ସରକାରଙ୍କ ପଦକ୍ଷେପକୁ ନିର୍ବାଚନୀ ଲଲିପପ୍ କହିଛନ୍ତି ବିରୋଧୀ.. ଏହି ସଂସ୍କାର ଯୋଜନାରେ 20 ପ୍ରତିଶତ ଅର୍ଥ ବିଜେଡ଼ି ନିର୍ବାଚନରେ ଖର୍ଚ୍ଚ କରିବ ବୋଲି ଅଭିଯୋଗ କରିଛନ୍ତି.. Pallipuspa Samal 13 Mar 2024 09:41 IST Subarnarekha Scheme Subarnarekha RiverAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ