• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vote

Panchayat Election
ଜଗନ୍ନାଥଙ୍କ ଫଟୋ ଛୁଆଁଇ ଶପଥ ପାଠ କରାଉଥିଲା ବିଜେଡି, ଭାଇରାଲ ହେଲା ଭିଡିଓ..

ବେଜେଡି ପ୍ରାର୍ଥୀ ଓ ନେତ୍ରୀ ଓଡ଼ିଆଙ୍କ ଆରାଧ୍ୟ ଜଗନ୍ନାଥଙ୍କ ଫଟୋ ଛୁଆଇଁ ଭୋଟ ଦେବାକୁ କରାଉଛନ୍ତି ଶପଥ । ଭାଇରାଲ ହେଉଛି ଭିଡିଓ

Panchayat Election
ଉପକୂଳରୁ ଉପାନ୍ତ ସବୁଠି ଆଗ୍ରହର ସହ ନିଜ ନିଜର ମନପସନ୍ଦର ପ୍ରାର୍ଥୀ ବାଛିଲେ ଭୋଟର୍

ସରିଲା ତୃତୀୟ ପର୍ଯ୍ୟାୟ ପଂଚାୟତ ଭୋଟ୍ । ଉପକୂଳରୁ ଉପାନ୍ତ ସବୁଠି ଆଗ୍ରହର ସହ ନିଜ ନିଜର ମନପସନ୍ଦର ପ୍ରାର୍ଥୀ ବାଛିଲେ ଭୋଟର୍ । ଯୁବ, ମହିଳା, ବୟସ୍କ ହୁଅନ୍ତୁ କି ଦିବ୍ୟାଙ୍ଗ ମତଦାତା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଥିଲେ ।

 ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା
ସୀମା ଟପିଲା ଭୋଟ୍ ହିଂସା, ପୋଲିସ୍‌କୁ ପିଟିଲେ, ସାମ୍ବାଦିକଙ୍କୁ ଆକ୍ରମଣ କଲେ

ସୀମା ଟପିଲା ଭୋଟ୍ ହିଂସା, ବିଶୃଙ୍ଖଳା। ରାଜନଗରରେ ପୋଲିସ୍‌କୁ ପିଟିଲେ। ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ। ତିହିଡ଼ିରେ ବୁଥ୍ ଜବରଦଖଲ। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ବେଳେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଚରମ ବିଶୃଙ୍ଖଳାର ମାଳ ମାଳ ଚିତ୍ର। 

Panchayat Vote Fixing
ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍

ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ ଲକ୍ଷ ଟଙ୍କାର ଡିଲ୍। ଦୁଇ ପଦରେ ଦୁଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ୧୦ ଲକ୍ଷ ଟଙ୍କାର ଡିଲ୍ ପାଇଁ ଲିଖିତ ଚୁକ୍ତିନାମା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚାନ୍ଦପୁର ପଞ୍ଚାୟତରୁ।

Panchayat Election
କେଉଁଠି ଗଛତଳେ ତ କେଉଁଠି ଅସ୍ଥାୟୀ ବୁଥ୍‌ରେ ! ସରିଲା ତୃତୀୟ ପର୍ଯ୍ୟାୟ ଭୋଟ୍‌

ଗଂଜାମ ଧରାକୋଟ୍ ବ୍ଲକ ସାବା ପଂଚାୟତର କୋଟିଣଗଣ୍ଡା ଓ ଅଶୋକପଲ୍ଲୀର ଦୁଇଟି ସ୍ଥାନରେ ଗଛମୂଳେ ଭୋଟ୍ ଦେଇଛନ୍ତି ଭୋଟର୍ । ଗାଁରେ କୌଣସି ସ୍କୁଲ ଗୃହ କିମ୍ବା କମ୍ୟୁନିଟି ହଲ୍ ନଥିବାରୁ ଗଛ ତଳେ ଭୋଟ୍‌ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ ।

Journalist attack
ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୧୫ ଜଣଙ୍କୁ ଉଠାଇ ନେଲା ପୋଲିସ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସରିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ କିଛି ସ୍ଥାନରେ ହିଂସା ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି ।

Boudh Protest
ସାନି ମତଦାନକୁ ଲୋକଙ୍କ ବିରୋଧ, ଦାବି ପୁରଣ ନହେଲେ ହଟିବନି ରାସ୍ତା ଅବରୋଧ

ଗତ ୧୮ ତାରିଖରେ ବୌଦ୍ଧ ଜିଲ୍ଲା ରକ୍ସା ପଂଚାୟତ ଚଉଁରିଆପଦରରେ ମତଦାନ ବେଳେ ବୁଥ କ୍ୟାପଚରିଂ ଅଭିଯୋଗ ହୋଇଥିଲା । ଏଣୁ ଆସନ୍ତା ୨୩ ତାରିଖରେ ସେହି ବୁଥରେ ସାନି ମତଦାନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି ।

Panchayat Election
ବଳିଗଲା ତୃତୀୟ ପର୍ଯ୍ୟାୟ ହିଂସା କାଣ୍ଡ ! ଭୋଟ ବାକ୍ସରେ ପାଣି ପୁରାଇଲେ, ପୋଖରୀକୁ ଫିଙ୍ଗିଦେଲେ

ଭୋଟଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପରେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା । ବାଲାଟ ପେପର ଭିଜିଥିଲେ ପୁଣିଥରେ ଭୋଟ କରିବାକୁ ପ୍ରତିଶ୍ରୁତି ପରେ ଉତ୍ତେଜନା ହ୍ରାସ ପାଇଥିଲା । ପରିସ୍ଥିତି ଶାନ୍ତ ହେବା ପରେ ପୁଣି ଧାଡ଼ିରେ ଆସି ଭୋଟ ଦେଇଥିଲେ ଲୋକେ ।

Journalist Meet
ସାମ୍ବାଦିକଙ୍କୁ ମାଡ଼ ! ତୀବ୍ର ନିନ୍ଦା କଲେ ବିଜେପି-କଂଗ୍ରେସ, ଗଣମାଧ୍ୟମ ସଂସ୍ଥା ସମ୍ପାଦକ ନିର୍ବାଚନ କମିଶନଙ୍କୁ ଭେଟିଲେ

ଶାସକ ଦଳ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

୨ ସଉତୁଣୀଙ୍କ ମଧ୍ୟରେ ଲଢେଇ
ସରପଞ୍ଚ ପଦ ପାଇଁ ମୈଦାନରେ ମୁହାଁମୁହିଁ ଦୁଇ ସଉତୁଣୀ !

ଭୋଟ୍ ପାଇଁ ବାଜିରେ ଲାଗିଛି ସମ୍ପର୍କ, ପଞ୍ଚାୟତ ଦଖଲ ପାଇଁ ଝାଳବୁହା ସଂଘର୍ଷ।

Panchayat Election
ଏଥର ପଞ୍ଚାୟତ ନିର୍ବାଚନରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କଣ ରହିଛି ବ୍ୟବସ୍ଥା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଜାନୁଆରୀ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଜାନୁଆରୀ ୧୭ରୁ ୨୧ ଭିତରେ ନାମଙ୍କନପତ୍ର ଦାଖଲ, ୨୨ରେ ପ୍ରାର୍ଥିପତ୍ର ଯାଂଚ, ୨୫ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ସେହି ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।