ଗଣ୍ଡଗୋଳ.. ହିଂସା... ଗୋଷ୍ଠୀ ସଂଘର୍ଷ.. ବୁଥ୍ ରିଗିଂ... ଟଙ୍କା ବଣ୍ଟାକୁ ନେଇ ଅସନ୍ତୋଷ.. ସାମ୍ବାଦିକଙ୍କୁ ଆକ୍ରମଣ । ସାରା ରାଜ୍ୟରେ ପଂଚାୟତ ନିର୍ବାଚନବେଳେ ଦେଖିବାକୁ ମିଳିଛି ବିଶୃଙ୍ଖଳାର ଏଭଳି ମାଳମାଳ ଚିତ୍ର ।
Published: Satyendu Shekher Mishra
Last updated: 21 February 2022, 10:46 PM IST
କିଏ କରୁଛି ବିଜେଡିକୁ ହାଇଜାକ୍ ଉଦ୍ୟମ ? ନାଁ ନନେଇ ପାଣ୍ଡିଆନ୍ ଆଣ୍ଡ କୋ’ଙ୍କୁ ଟାର୍ଗେଟ୍ କଲେ ରାଜା ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ରାଜା ସ୍ବାଇଁଙ୍କ ଚିଠି । ସେପଟେ ୱକଫ୍ ପ୍ରସଙ୍ଗରେ ସୁଲତାଙ୍କୁ ଦେବାଶିଷଙ୍କ ପାଲଟା ନିଶାନା । ସୁପ୍ରିମୋ କହିବା ପରେ ବି ପୋଷ୍ଟ କରି ଶୃଙ୍ଖଳା ଭାଙ୍ଗୁଛନ୍ତି ଜୁନିୟର ସଭ୍ୟ ।