ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା
ସୀମା ଟପିଲା ଭୋଟ୍ ହିଂସା, ବିଶୃଙ୍ଖଳା। ରାଜନଗରରେ ପୋଲିସ୍କୁ ପିଟିଲେ। ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ। ତିହିଡ଼ିରେ ବୁଥ୍ ଜବରଦଖଲ। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ଭୋଟ ବେଳେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଏମିତି ଚରମ ବିଶୃଙ୍ଖଳାର ମାଳ ମାଳ ଚିତ୍ର।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)