ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା କାରଣରୁ ଅଭିନବ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତାଙ୍କ ମୃତ୍ୟୁ ପରେ ବେଙ୍ଗାଲୁରୁ ଲାଲବାଗ ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।
ଶେଷ ଡାଏରି ୨୦୧୮ ଜୁନ ୨୪ ରାତିରେ ଲେଖା ହୋଇଥିଲା। ଜୁନ୍ ୨୪ରୁ ୩୦ ସାତ ଦିନ ଯାଏ ବରଗଛ ପୂଜା କରିବାକୁ ଡାଏରିରେ ଲେଖାଯାଇଥିଲା। ସାତ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବ। ଘରର ସମସ୍ତ ସଦସ୍ୟ ଠିକ୍ ଢଙ୍ଗରେ କଲେ ମୋକ୍ଷ ମିଳିଯିବ। ବରଗଛର ଓହଳ ଭଳି ବେକରେ ରଶି ବାନ୍ଧି ଝୁଲିବାକୁ କୁହାଯାଇଥିଲା। ଘରେ ଅଳ୍ପ ଆଲୁଅ ରହିବ। ଶୁଣିବା, କହିବା, ଦେଖିବା ବନ୍ଦ। ଏ ସମ୍ପର୍କରେ କେହି ବାହାର ଲୋକଙ୍କୁ ଜଣାଇବେ ନାହିଁ।
ବନ୍ଦ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ବୁଗୁଡ଼ା ପୋଷ୍ଟ ଅଫିସର କର୍ମଚାରୀ ଥିଲେ ମୃତ ରଶ୍ମିତା ବେହେରା
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACFO) ଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ACFOଙ୍କ ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ।