• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Upsc

UPSC IAS interview preparation tips
UPSC ସାକ୍ଷାତକାରରେ ଏହି ୩ କଥାକୁ ଧ୍ୟାନ ଦିଅନ୍ତୁ, ମିଳିବ ସଫଳତା

ପ୍ରାର୍ଥୀମାନେ ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ଭଳି ଦୁଇ କଠିନ ରାଉଣ୍ଡରେ ସଫଳ ହେବା ପରେ ମଧ୍ୟ UPSC ସାକ୍ଷାତକାର ରାଉଣ୍ଡରେ ବିଫଳ ହୁଅନ୍ତି। ଏହା ପଛର କାରଣ ମନୋବଳ ଭାଙ୍ଗିଯିବା। ସାକ୍ଷାତକାର ସମୟରେ କ’ଣ କରିବେ ଆସନ୍ତୁ ଜାଣିବା।

UPSC
UPSC ଆଣିଲା ଚାକିରି ସୁଯୋଗ, ଜାଣନ୍ତୁ କେଉଁ ପଦବୀ ଓ କିପରି କରିବେ ଆବେଦନ

ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ । ଆବେଦନର ଶେଷ ତାରିଖ ୧୦ ନଭେମ୍ବର ୨୦୨୨ ।

Special story
ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅର ସଫଳତା : ଗାଁ ସ୍କୁଲରେ ପାଠପଢ଼ି ୟୁପିଏସି ପରୀକ୍ଷାରେ ଉତୀର୍ଣ୍ଣ ହେଲେ କୃଷ୍ଣପାଲ

ଅଙ୍ଗନୱାଡ଼ି ସହାୟିକାଙ୍କ ପୁଅ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଚର୍ଚ୍ଚାର ପରିଧିକୁ ଆସିଛନ୍ତି ।

UPSC Ayushi
ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ, ଦୃଷ୍ଟିବାଧିତ ଆୟୁସୀ UPSCରେ ଉତ୍ତୀର୍ଣ୍ଣ

ଠିକ୍‌ ଏମିତି କିଛି ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ରାଣିଖେଡା ଗ୍ରାମରେ ରହୁଥିବା ଆୟୁଷୀ । ସେ ଦୃଷ୍ଟିହୀନ ଥିବା ସତ୍ତ୍ୱେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୪୮ତମ ରାଙ୍କ ହାସଲ କରିଛନ୍ତି ।

Meet Anju Sharma Who Failed In School But Cracked UPSC
କ୍ଲାସ୍‌ ପରୀକ୍ଷାରେ ବାରମ୍ବାର ଫେଲ୍‌ ହେଉଥିଲେ, ଏବେ IAS ଟପ୍ପର ହେଲେ...

କ୍ଲାସ୍‌ ପରୀକ୍ଷାରେ ବାରମ୍ବାର ଫେଲ୍‌ ହେବା ପରେ ବି ହାର ମାନୁନଥିଲେ। କଠିନ ପରିଶ୍ରମ କରି ଏବେ IAS ଟପ୍ପର ହେଲେ। କହିଲେ, ବିଫଳ ହିଁ ସଫଳତାର ଚାବିକାଠି

sarmistha
ବାପା-ମାଆ ଛେଉଣ୍ଡ ଶର୍ମିଷ୍ଠା ହେଲେ ଟପର୍, ଆଇଏଏସ ଅଫିସର ହେବାକୁ ଲକ୍ଷ୍ୟ

ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।

ୟାଶ ଜାଲୁକା
ପ୍ରଥମ ଚାନ୍ସରେ ସିଭିଲ ସର୍ଭିସ କ୍ଲିୟର: ଦେଶରେ ଟପ୍‌-୪ରେ ରହିଲେ ବଡ଼ବିଲର ୟାଶ୍

ୟାଶ ବଡ଼ବିଲ ସେଣ୍ଟ ମେରୀ ସ୍କୁଲରେ ପାଠ ପଢୁଥିଲେ। ୨୦୧୨ରେ ସେଠାରୁ ୨ୟ ଟପର ହୋଇ କୃତକାର୍ଯ୍ୟ ହୋଇଥିଲେ। ତାଙ୍କର ଯୁକ୍ତ ୨ ପାଠପଢା ପରେ ସେ ଦିଲ୍ଲୀର କିରୋଡିମଲ୍ଲ କଲେଜରୁ ଗ୍ରାଜୁଏସନ କରି ଦିଲ୍ଲୀ ସ୍କୁଲ ଅପ ଇକୋନୋମିକରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ସେ ଅର୍ଥଶାସ୍ତ୍ରକୁ ତାଙ୍କର ଅଫସନାଲ ରଖିଥିଲେ।

UPSC
UPSC Results: ଦେଶରେ ଶୁଭମ୍ ଓଡ଼ିଶାରେ ଜୁବିନ ମହାପାତ୍ର ଟପ୍ପର

୨୦୨୦ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଶୁଭମ୍ କୁମାର ଟପ୍ପର । ୟୁପିଏସି ଦ୍ୱାରା ପରିଚାଳିତ ୨୦୨୦ର ସିଭିଲ୍ ସର୍ଭିସ୍ ରେଜଲ୍ଟ ଆଜି ପ୍ରକାଶ ପାଇଛି ।

tapasya parihar
ଚାଷୀଙ୍କ ଝିଅ ରଚିଲେ ଇତିହାସ

ଭୋପାଳ: ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାରେ କେହି ବି ଅଟକାଇ ପାରିବେ ନାହିଁ। ନିଜର ପ୍ରଚେଷ୍ଟା ବଳରେ ମଣିଷ ସଫଳତାର ଶୀର୍ଷ ଛୁଇଁ ଥାଏ। ଆଉ ଏସବୁକୁ ପ୍ରମାଣିତ କରି ଦେଖାଇଛନ୍ତି ମଧ୍ୟପ୍ରଦେଶ ନରସିଂହପୁରର ବାସିନ୍ଦା ତପସ୍ୟା ପରିହାର। ତପସ୍ୟା ୨୦୧୭ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆ ରାଙ୍କରେ ୨୩ତମ ସ୍ଥାନରେ ଅଛନ୍ତି। ସୂଚନା ଅନୁସାରେ, ତପସ୍ୟାଙ୍କ ବାପା ଜଣେ କୃଷକ। ସେ ବହୁତ ପରିଶ୍ରମ କରି […]