• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ukraine Russia War

Putin and Jelensky
ତୁର୍କୀରେ ଋଷ-ୟୁକ୍ରେନ ଶାନ୍ତି ଆଲୋଚନା; ପୁଟିନ୍‌ଙ୍କ ସହ ବୁଝାମଣା ପାଇଁ ଜେଲେନ୍‌ସ୍କିଙ୍କ ଆହ୍ୱାନ୍‌

ନାଟୋରେ ଯୋଗ ନଦେଇ ୟୁକ୍ରେନ ନିରପେକ୍ଷ ରହିବା ଓ ସ୍ୱାଧୀନତା ଘୋଷଣା କରିଥିବା ଡୋନବାସ ଅଞ୍ଚଳ ପ୍ରସଙ୍ଗରେ ବି ବୁଝାମଣା ଲାଗି ପ୍ରସ୍ତୁତ ଥିବା ନେଇ ବି ଜେଲେନ୍‌ସ୍କି ଇଙ୍ଗିତ କରିଛନ୍ତି । ତେବେ ୟୁକ୍ରେନର ସର୍ବଭୈାମତ ଓ ଅଖଣ୍ଡତାରେ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।

Russia Ukraine War
ଯୁଦ୍ଧ ପାଇଁ ସଜା ଭୋଗୁଛନ୍ତି ନିରୀହ : ଋଷ ଆକ୍ରମଣରେ ଏବେ ସୁଦ୍ଧା ୟୁକ୍ରେନ୍‌ର ୧୪୩ ଶିଶୁ ମୃତ, ୨୧୬ ଗୁରୁତର

ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ୍‌ରେ ସଜା ଭୋଗୁଛନ୍ତି କୁନି କୁନି ପିଲା । ଏବେ ସୁଦ୍ଧା ୧୪୩ ଶିଶୁଙ୍କ ଜୀବନ ଚାଲିଗଲାଣି ।

nato
ୟୁକ୍ରେନ-ଋଷିଆ ଯୁଦ୍ଧକୁ ପୂରିଲା ମାସେ, ନାଟୋ କହିଲା ୟୁକ୍ରେନକୁ କରାଯିବ ସାମରିକ ସାହାଯ୍ୟ

ୟୁକ୍ରେନ-ଋଷିଆ ଯୁଦ୍ଧକୁ ପୂରିଲା ମାସେ। ନାଟୋ କହିଲା ୟୁକ୍ରେନକୁ କରାଯିବ ସାମରିକ ସାହାଯ୍ୟ...ସେପଟେ ମେ’୯ ସୁଦ୍ଧା ଯୁଦ୍ଧ ସାରିବାକୁ ବାଧ୍ୟ ହେବ ଋଷ୍‌?

Russia says it hit lviv with cruise missiles
ପୁଟିନ୍ ଏମିତି ଜଣେ କଂସେଇ ଯିଏ କ୍ଷମତାରେ ଆଉ ଅଧିକ ଦିନ ରହିପାରିବେନି; ବାଇଡେନ୍

ଋଷ୍‌ ଟାର୍ଗେଟ୍‌ରେ ୟୁକ୍ରେନ୍‌ର ଲଭିଭ୍। ଲଭିଭ୍ ଉପରେ ଘନ ଘନ ରକେଟ୍ ମାଡ। ଯୁଦ୍ଧ ବନ୍ଦ କରିବାକୁ ପୋପ୍‌ଙ୍କ ଅନୁରୋଧ। ପୁଟିନଙ୍କୁ କଂସେଇ କହି ସମାଲୋଚନା କଲେ ବାଇଡେନ୍।

Biden target Putin
ପୁଟିନଙ୍କୁ ନରହନ୍ତା କହିଲେ ବାଇଡେନ୍‌

ରୁଷ୍ ବାହିନୀ ୟୁକ୍ରେନ୍‌ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି। 

Russia-Ukraine Crisis
ମାରିଉପୋଲରେ ହାହାକାର ସ୍ଥିତି: ଖାଦ୍ୟ ପାଲଟିଛନ୍ତି ବୁଲା କୁକୁର

ଖାଦ୍ୟ, ପାନୀୟ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି।

460ft Super Yacht
ଏହି ବନ୍ଦରରେ ସଜାଗ ପୁଟିନଙ୍କ ଗୁପ୍ତ ଜାହାଜ, ଯେଉଁଥିରେ ରହିଛି ଏସବୁ ସୁବିଧା

ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍‌। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧା..

Ukraine-Russia War;Russia Claims Using Hypersonic Missiles Against Ukraine
ଭୟଙ୍କର ହାଇପରସୋନିକ କ୍ଷେପଣାସ୍ତ୍ର, ୟାକୁ ଅଟକାଇ ପାରିବେନି ବିଶ୍ୱର କୌଣସି ଶକ୍ତି…

ବଡ଼ ଭୟଙ୍କର ହାଇପରସୋନିକ କ୍ଷେପଣାସ୍ତ୍ର। ବିଶ୍ୱର କୌଣସି ଶକ୍ତି ୟାକୁ ଅଟକାଇପାରିବନି….ପଡ଼ିବା ମାତ୍ରେ ସଫା ହୋଇଯିବ ପୂରା ଏରିଆ…

Russia Bans Facebook And Instagram, Here Are Details
ଆକ୍ସନ ମୋଡ୍‌ରେ ପୁଟିନ୍‌, ଋଷିଆରେ ବନ୍ଦ ହେଲା ଫେସବୁକ୍‌ ଓ ଇନଷ୍ଟା

ଯୁଦ୍ଧ ବେଳେ ଆକ୍ସନ ମୋଡ୍‌ରେ ପୁଟିନ୍‌। ଫେସବୁକ, ଇନଷ୍ଟା ବନ୍ଦ କରିବାକୁ ଦେଲେ ନିର୍ଦ୍ଦେଶ। ଏଣିକି ସୋସିଆଲ ସାଇଟ୍‌ରୁ ଦୂରେଇ ରହିବେ ଋଷିଆବାସୀ...ସୋସିଆଲ ମିଡିଆ ପ୍ଲାର୍ଟଫର୍ମକୁ ଚରମପନ୍ଥୀ ସହ ତୁଳନା କଲେ ପୁଟିନ୍‌

Russia Ukraine War
ଜେଲେନସ୍କିଙ୍କ ପ୍ରଶ୍ନ: ଋଷ୍‌କୁ ଭୟ କରୁଛି କି ନାଟୋ?

ୟୁକ୍ରେନ୍‌ରେ ବର୍ତ୍ତମାନ ସୁଦ୍ଧା ୯ ହଜାରରୁ ଅଧିକ ରୁଷ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ୟୁକ୍ରେନ୍। 

Russian cosmonauts wear Ukraine flag colour space suits
ୟୁକ୍ରେନ୍‌କୁ ମିଳୁଛି ସମର୍ଥନ; ଋଷ୍ ମହାକାଶଚାରୀ ବି ବାଦ୍‌ ପଡିଲେ ନାହିଁ

ଋଷ୍-ୟୁକ୍ରେନ୍ ଯୁଦ୍ଧ ବେଳେ ଋଷର ଲୋକମାନେ ମଧ୍ୟ ୟୁକ୍ରେନର ଲୋକଙ୍କୁ ସମର୍ଥନ କରୁଛନ୍ତି। ଏହି କାରଣରୁ ସେମାଙ୍କୁ ସମାଲୋଚିତ ହେବାକୁ ପଡୁଛି ଏହି ସମୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଋଷ୍‌ର ମହାକାଶଚାରୀମାନେ ମଧ୍ୟ ୟୁକ୍ରେନ୍‌କୁ ସମର୍ଥନ କରୁଥିବା ଜଣାପଡିଛି।

Russia Ukraine War
କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ

କେବେ ଘଟିବ ଋଷିଆ-ୟୁକ୍ରେନ ଯୁଦ୍ଧର ଅନ୍ତ । କେବେ ଆଶ୍ୱସ୍ତି ପାଇବେ ଯୁଦ୍ଧ ଘନଘଟାରେ ଫସିଥିବା ଲକ୍ଷ ଲକ୍ଷ ନିରୀହ ନାଗରିକ । ବାରମ୍ବାର ଆଲୋଚନା ସତ୍ତ୍ୱେ ଦୁଇ ପକ୍ଷ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରୁନଥିବା ବେଳେ, ଅର୍ଥସଙ୍ଗତ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି । 

Russia Ukraine War
ଥମିବାର ନାଁ ଧରୁନି ଯୁଦ୍ଧ ! ଟାର୍ଗେଟ୍‌ ପୁରଣ ନହେଉଥିବାରୁ ଅଧିକ ଉଗ୍ର ହେଉଛି ପୁଟିନ୍‌ ସେନା

ୟୁକ୍ରେନ ସେନା ଋଷିଆର ଜବରଦସ୍ତ ମୁକାବିଲା କରିବା ଓ ନିଜ ଯୋଜନା ଠିକଣାବାଟରେ ଆଗକୁ ବଢୁନଥିବାରୁ ଅଧିକ ଆକ୍ରମଣାତ୍ମକ ହେଉଛନ୍ତି ପୁଟିନ ।

Pilot Mahasweta Chakraborty Evacuated 800 Students From War
ଯୁଦ୍ଧ ମୈଦାନର ସାରଥି: ଘନ ଘନ ବୋମାବର୍ଷଣ ବେଳେ ୮୦୦ ପିଲାଙ୍କ ଜୀବନ ବଞ୍ଚାଇଲେ ମହିଳା ପାଇଲଟ୍‌

ଯୁଦ୍ଧ ମୈଦାନର ସାରଥି। ୟୁକ୍ରେନ ଉପରେ ଘନ ଘନ ବୋମାବର୍ଷଣ କରୁଥିଲା ଋଷିଆ। ଆଉ ସେଇ କଠିନ ସ୍ଥିତିରେ ମହିଳା ପାଇଲଟ୍‌ ମହାଶ୍ୱେତା ୮୦୦ ପିଲାଙ୍କୁ ଉଦ୍ଧାର କରିଥିଲେ।

Russia Ukraine War
ୟୁକ୍ରେନ ଉପରେ ରୁଷର ହାଇପରସୋନିକ୍ ମିଜାଇଲ ମାଡ଼

ରୁଷିଆର କିନଜାଲ୍ ହାଇପରସୋନିକ୍ ମିଜାଇଲର ଗତି ଶବ୍ଦ ଗତିର ୧୦ ଗୁଣା।

Joe Baiden and Xi Jinping
ଯୁଦ୍ଧରେ କାହାରି ହିତସାଧନ ହେବ ନାହିଁ: ଜିନପିଙ୍ଗ୍‌

ଋଷ ୟୁକ୍ରେନ ଯୁଦ୍ଧ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଅଲୋଚନା ହୋଇଥିଲା ।

Ukraine-Russia War
ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି: ଦେଶ ସହ ବିଶ୍ୱାସଘାତକ କଲେ ହେବ ମୁଣ୍ଡକାଟ

ପୁଟିନ୍‌ଙ୍କ ବଡ଼ ନିଷ୍ପତ୍ତି। ଯୁଦ୍ଧବେଳେ ଯେଉଁମାନେ ବିଶ୍ୱାସଘାତକ କରିଛନ୍ତି ସେମାନଙ୍କର ହେବ ମୁଣ୍ଡକାଟ। ଆମେରିକା ଓ ଏହି ଦେଶକୁ ନେଇ ଦେଲେ କଡ଼ା ଟିପ୍ପଣୀ

Russia-Ukraine War
ଋଷିଆର ରକେଟ୍‌ ମାଡରେ ଟଳି ପଡ଼ିଲେ ଅଭିନେତ୍ରୀ

ରୁଷ୍‌ ସେନା ପକ୍ଷରୁ ହୋଇଥିବା ଆକ୍ରମଣରେ ୟୁକ୍ରେନର ଖାର୍କିଭରେ ରହୁଥିବା ଅଭିନେତ୍ରୀ ଓକସାନାଙ୍କ ମୃତ୍ୟୁ ହୋଇଛି। ରୁଷ୍‌ର ରକେଟ୍‌ ମାଡରେ ଓକସାନା ଆଖି ବୁଜିଛନ୍ତି।

Russia Ukrain War
ଡ୍ରାମା ଥିଏଟର ଉପରେ ବୋମା

ଋଷ ଟାର୍ଗେଟ୍‌ରେ ମାରିଉପୋଲ । ଆକ୍ରମଣ ନୁହେଁ ତ, ସତେ ଯେମିତି ଜାରି ରହିଛି ଗଣହତ୍ୟା । ଏଯାଏଁ ପ୍ରାଣ ହରାଇଲେଣି ପ୍ରାୟ ୩ ହଜାର ସାଧାରଣ ଲୋକ । ପୂର୍ବରୁ ସେଠାକାର ମାଟର୍ନିଟି ହସ୍ପିଟାଲ ଆକ୍ରମଣର ଶିକାର ହୋଇଥିବା ବେଳେ, ଏବେ ଡ୍ରାମା ଥିଏଟର୍ ଉପରେ ବୋମା ବର୍ଷଣ କରିଛି ପୁଟିନ ସେନା ।

Russia Ukrain War
ଧିରେ ଧିରେ ଧୀମା ପଡ଼ିଲାଣି ଋଷ, ମନ୍ଥର ହେଲାଣି ଆକ୍ରମଣ !

ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସାମ୍ନାକୁ ଆସିନଥିଲେ ବି, ଶହ ଶହ ଲୋକ ଧ୍ୱଂସାବଶେଷ ଭିତରେ ଫସିରହିଥିବା ଆଶଙ୍କା କରାଯାଉଛି ।

Narendra Modi
ଋଷ ବିପକ୍ଷରେ ଭୋଟ ଦେଲା ଭାରତ

ୟୁକ୍ରେନ୍ ବିରୋଧରେ ତୁରନ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରେମ୍‌ଲିନ ଏହା ସମ୍ଭବ ନୁହେଁ ବୋଲି ସଫାସଫା ଶୁଣାଇଦେଇଛନ୍ତି ।

Ukraine President Zelenskyy Addresses US Congress
ଇମୋସନାଲ୍‌ ସ୍ପିଚ୍‌ ଦେଲେ, ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍‌ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।

Ukraine Russia War
କିଭ୍ ଦଖଲ ପାଇଁ ଋଷ ସେନାର ପ୍ରୟାସ ଜାରି

ୟୁକ୍ରେନ ରାଜଧାନୀ କିଭ୍‌ସ୍ଥିତ ଏକ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ କରିଛି ଋଷୀୟ ରକେଟ୍ । ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସୌଭାଗ୍ୟବଶତଃ କାହାରି ଜୀବନ ଯାଇନି ।

Ukraine Russia War
କିଭ୍ ସ୍ଥିତ ୧୨ ମହଲା ଅଟ୍ଟାଳିକାକୁ ଟାର୍ଗେଟ

୨୧ ଦିନରେ ପହଞ୍ଚିଛି ଋଷିଆ ୟୁକ୍ରେନ ଯୁଦ୍ଧ । ରାଜଧାନୀ କିଭ୍ ଦଖଲ ଲାଗି ଋଷ ସେନାର ପ୍ରୟାସ ଜାରି ରହିଛି । କିଭ୍ ଉପକଣ୍ଠରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । ଅଧିକରୁ ଅଧିକ ବେସାମରିକ ବିଲଡିଂକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି ।

ICJ
ରୁଷିଆକୁ ତାଗିଦ୍ କଲେ ICJ, ଯୁଦ୍ଧ ବନ୍ଦ କରିବାକୁ ଦେଲେ କଡ଼ା ନିର୍ଦ୍ଦେଶ

କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।