ପୂର୍ବରୁ ଏନେଇ କୁହାଯାଇଥିବା ବେଳେ ଆଧାର ଓ ରାସନକାର୍ଡ ସଂଯୋଗ ପାଇଁ ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ଯାହାର ସମୟସୀମା ଏବେ ସରକାର ବୃଦ୍ଧି କରିଛନ୍ତି ।
ଆମେ କିଛି ଶୁଣିବୁନି। ଆଗେ ତଦନ୍ତକର ଆମ ଚାଉଳ କିଏ ଖାଇଲା? ପରେ ଆମେ ଆନ୍ଦୋଳନରୁ ଉଠିବୁ। ୩ ମାସ ମାଗଣା ଚାଉଳ ନପାଇବାରୁ ଏମିତି ତାତିଲେ ଲୋକେ...
ଦୀର୍ଘ ୩ ବର୍ଷ ହେବ ସେମାନେ ରାସନ କାର୍ଡର ସୁବିଧା ପାଉଥିବା ଅଭିଯୋଗ ହୋଇଛି ।
ଛଳ ଛଳ ଆଖିରେ ଶଯ୍ୟାଶାୟୀ ପୁଅର ସେବା କରୁଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଦବାଗୁଡ଼ାର ୭୦ ବର୍ଷୀୟା ସୁଲୋଚନା ଖୁରା..ବୁଢ଼ୀ ବୟସରେ ପୁଅ ସାହାରା ସାଜିବ କଣ, ଓଲଟି ନିଜେ ସାହାରା ଖୋଜୁଛି..ଖିଆପିଆଠୁ ନିତ୍ୟକର୍ମ ଯାଏଁ- ସବୁ କାମ ପାଇଁ
କେନ୍ଦ୍ର ସରକାର ୭୦ ଲକ୍ଷ ରାସନ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି।
ବାଃ ବାଃରେ ଶିକ୍ଷକ। ସରକାରୀ ସ୍କୁଲରେ ଚାକିରି କରିବା ପରେ ବି ଟଙ୍କିକିଆ ଚାଉଳ ନେଉଛନ୍ତି ଏଇ ଶିକ୍ଷକ। ଖାଲି ଚାଉଳ ନୁହେଁ ବରଂ ଦିବ୍ୟାଙ୍କ ସାର୍ଟିଫିକେଟ୍ ବି ହାତେଇଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଜିଲ୍ଲା ଶିକ୍ଷାଧିକାରୀ
ରାସନକାର୍ଡ ହଜିଗଲା ବୋଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା। ଏ କଥା ସ୍ତ୍ରୀଙ୍କୁ ଏତେ ବାଧିଲା ଯେ, ଶେଷରେ ସେ ନିଜର ଜୀବନ ହାରିଦେଲେ।