• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Odisha’s Navdeep Kaur Eyes For Mrs. World 2021 Crown
ସୁନ୍ଦରଗଡ଼ର ସୁନ୍ଦରୀ ବୋହୂ, 'ଭାରତକୁ ମୁଁ ଆଣିଦେବି ମିସେସ୍ ଲାର୍ଲଡ୍ ମୁକୁଟ'

ରାଜଗାଙ୍ଗପୁର କାଂଶବାହାଲର ବୋହୂ ନଵଦ୍ୱୀପ କୌର। ଆମେରିକା ଲସଏଞ୍ଜେଲସ୍ ସହରରେ ହେବାକୁ ଥିବା ମିସେସ ୱାର୍ଲଡ ପ୍ରତିଯୋଗିତାରେ ଭାଗ ନେବେ। ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାରେ ପୃଥିବୀରୁ ଷାଠିଏଟି ଦେଶର ମିସେସ ସୁନ୍ଦରୀ ଭାଗ ନେଉଛନ୍ତି| ଶୁଣନ୍ତୁ ଏ ଯାତ୍ରା ଓ ପ୍ରତିଯୋଗିତାକୁ ନେଇ ସେ କେତେ ଆଶାବାଦୀ।

IMD Issues Yellow Warning For Dense Fog In Odisha Districts
୧୦ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶୀତ କମିଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି କୁହୁଡ଼ି ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୮ଟା ୩୦ ଯାଏ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Killer Kite Thread Claims Youth’s Life
ମାଞ୍ଜା ସୂତା ନେଉଛି ଜୀବନ: ଦିନରେ କଟକ, ରାତିରେ ପୁରୀରେ ଅଘଟଣ

ମାଞ୍ଜା ସୂତା ପାଇଁ ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିଛି। କେଉଁଠି ଜୀବନ ନେଇଛି ମାଞ୍ଜା ସୂତା ତ ଆଉ କେଉଁଠି ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଯୁବକ।

dgp sunil bansal
ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ।

winter
ହାଡ଼ ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି ।

ବିଜୁ ଗାଁ ଗାଡ଼ି
ବାଟବଣା ହେଲା କି ବିଜୁ ଗାଁ ଗାଡ଼ି?

ବିପଜ୍ଜନକ ଯାତ୍ରାରୁ ଲୋକଙ୍କୁ ମୁକ୍ତି ଦେବାକୁ ସାତ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ରାଜ୍ୟ ସରକାର ବିଜୁ ଗାଁ ଗାଡ଼ି ଯୋଜନା ଆରମ୍ଭ କରିଥିଲେ।

ପୁରୀରେ ନିଶା ବେପାର
ଧର୍ମର ସହରରେ ମାଡ଼ିଛି ନିଶାବେପାରର ଚେର !

ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଚାଲିଛି ଏଭଳି ଅବାଧ ନିଶା ବେପାର। ଯାହାର ଲିଙ୍କ୍ ରହୁଛି ପଶ୍ଚିମବଙ୍ଗ। 

ଆହତ ଯୁବକ ସମୀର
ସ୍ତ୍ରୀକୁ ଦେଖା କରିବାକୁ ଯାଇଥିଲେ, ଶଳା ମାରିଲା ମାଡ଼ !

ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ। ଏମିତି ଅବସ୍ଥା ହେବ ବୋଲି ଜାଣିନଥିଲୁ।

Bus Bandh
ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ

ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।

Mandis
ମଣ୍ଡିରେ ଧାନ ଯଗି ବସିଛି ଚାଷୀ

ଖୋଲା ଆକାଶ ତଳେ ମଣ୍ଡିରେ ଧାନ ଯଗି ପଡିଛି ଚାଷୀ।…

Omicron
ଓଡିଶାରେ ପସିଲା ଓମିକ୍ରମ

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଲେଖାଏଁ ଏବେ କେବଳ ଏତିକି ଚିହ୍ନଟ ହୋଇଛନ୍ତି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢ଼ିଯିବ।

Eggs Thrown At Odisha Minister’s Convoy In Kendrapara
ଆଳିରେ ପ୍ରତାପ ଜେନାଙ୍କ ଗାଡିଉପରେ ଅଣ୍ଡା ମାଡ

ଆଳିର ବାଳକାଟି ବଜାରରେ ପ୍ରତାପ ଜେନାଙ୍କ ଗାଡି ଉପରେ ଅଣ୍ଡା ମାଡ କଲେ ବିରୋଧି

Omicron Hits Odisha, ILS Says Two Test Positive For New Variant
ଓଡିଶାରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରୁ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ILS ପକ୍ଷରୁ ସୂଚନା ଦିଆଯାଇଛି ।

Severe Cold Wave Alert Sounded For Odisha; IMD Issues Orange, Yellow Warning
ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଁ ଜାରି

ଶୀତ ବଢୁଥିବାରୁ ଚାରି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଁ। ରାତି ଆସିଲେ ଆସୁଛି କୋହଲା ପବନ ଲହରୀ । ପ୍ରବଳ ଶୀତକକରରେ ଥରୁଛି ପୂରା ଓଡିଶା।

No Respite From Bone-Chilling Cold Across Odisha
କୋହଲା ପବନ କରୁଛି ବେହାଲ

ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଛି ।

Cold wave grips Odisha
ହାଡଭଙ୍ଗା ଶୀତରେ ଥରୁଛି ଓଡ଼ିଶା ; ଆଗାମୀ ଦୁଇ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ଶୀତରେ ଥରୁଛି ସାରା ଓଡ଼ିଶା ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି ।

Odisha Releases Rs 350 Crore For Disbursing Rs 1000 Livelihood Assistance To PDS Beneficiaries
ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା।

ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲା ପାଇଁ ୩୫୦ କୋଟି ଟଙ୍କା ମଂଜୁର କରାଯାଇଛି। ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।

PDS
ହିତାଧିକାରୀଙ୍କୁ ହଜାରେ ଟଙ୍କା

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା : ହଜାରେ ଟଙ୍କା ଲେଖାଏଁ ମିଳିବ ସହାୟତା

Odisha State Cabinet Meeting to be held today
ସଂଧ୍ୟାରେ କ୍ୟାବିନେଟ୍‌ ବୈଠକ

ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ବସୁଥିବା ବୈଠକରେ ୯ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।

Odisha State Cabinet Meeting to be held today
ଆଜି ସଂଧ୍ୟାରେ ବସିବ କ୍ୟାବିନେଟ୍‌ ବୈଠକ

ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟଫର୍ମରେ ବସୁଥିବା ବୈଠକରେ ୯ଟି ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।

Pramila
ମୋବାଇଲରେ ଅଛି ତପସ୍ୱିନୀଙ୍କ ଭ୍ରୁଣ ହତ୍ୟାର ଭିଡ଼ିଓ : କୋର୍ଟରେ ଦାଖଲ କରାଯିବ ସ୍ମାର୍ଟ ଫୋନ୍‌ !!

ତପସ୍ୱିନୀ କହିଛନ୍ତି, ଯଦି ମୋର ଟଙ୍କା ଦରକାର ଥିଲା ତେବେ ମୁଁ ଦାଣ୍ଡରେ କାହିଁକି ବସିଛି? ଟଙ୍କା ନେଇକି କୁଆଡ଼େ ପଳାଇଯାଆନ୍ତି। ସମ୍‌ କିମ୍ବା ହାଇଟେକ୍‌ରେ ପଢିବା ପାଇଁ ମୋ ବାପାଙ୍କ ପାଖରୁ ଟଙ୍କା ଆଣିଥିବା ତପସ୍ୱିନୀ ମଧ୍ୟ ଅଭିଯୋଗ କରିଛନ୍ତି। ଶ୍ୱଶୁର କହିଥିଲେ ପୁଅ ଡାକ୍ତର ଅଛି, ତୁମେ ବି ଏବେ ପର୍ଯ୍ୟନ୍ତ ଚାକିରି କରିନାହଁ। ତେଣୁ ପାଠ ପଢିକି ଚାକିରି କରିବା ଲାଗି ଶ୍ୱଶୁର କହିଥିଲେ ବୋଲି ତପସ୍ୱିନୀ କହିଛନ୍ତି।

No Respite From Bone-Chilling Cold Across Odisha
ବରଫ ପଡ଼ୁଛି.. ବଢ଼ିଆ ଲାଗୁଛି..

ଓଡ଼ିଶାରେ ବି ପଡ଼ୁଛି ବରଫ... ହଁ ଦାରିଙ୍ଗବାଡ଼ିରେ ଏ ବର୍ଷର ପ୍ରଥମ ତୁଷାରପାତ ହେଇଛି.. ଏଇ ଶୀତରେ ଯଦି କୁଆଡ଼େ ବୁଲାବୁଲି ପାଇଁ ଚିନ୍ତା କରୁଛନ୍ତି.. ତା’ହେଲେ ଦାରିଙ୍ଗବାଡ଼ି ଆଡ଼େ ଟିକେ ମାଡ଼ିଯାଆନ୍ତୁ.. ଆପଣଙ୍କୁ ନିଶ୍ଚୟ କାଶ୍ମୀର କାଶ୍ମୀର ଫିଲ୍ ହେବ..

Air Ambulance Service To Take Off For 4 Odisha Districts From Today
ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଆଜିଠୁ ଉଡ଼ିବ ଆମ୍ବୁଲାନ୍ସ । ୪ଟି ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଭୁବନେଶ୍ୱର ବିମାନବନ୍ଦରରୁ ଏହି ସେବା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Pine Resort In Odisha’s Koraput Is Too Tempting To Miss
ପର୍ଯ୍ୟଟକଙ୍କ ମନ ମୋହୁଛି କୋରାପୁଟର ପାଇନ ରିସର୍ଟ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ। ଶୀତ ଆସିଲେ କୋରାପୁଟ୍ ଆଉ ଟିକେ ସୁନ୍ଦର ଦିଶେ। ଆଉ ଏହି ସୁନ୍ଦରତାକୁ ଦେଖିବା ପାଇଁ ଦେଶ ତଥା ଦେଶ ବାହାରୁ ବି ଆସନ୍ତି ପର୍ଯ୍ୟଟକ। ଆଉ ଏ ବର୍ଷ କୋରାପୁଟରେ ଆପଣଙ୍କୁ ସ୍ୱାଗତ କରିବ ପାଇନ୍ ରିସର୍ଟ... ଜାଣିଛନ୍ତି କି ଏ ରିସର୍ଟରେ ରହିବା ପାଇଁ ଆପଣଙ୍କୁ ଦେବାକୁ ପଡ଼ବି କେତେ?

Odisha Couple Marry Taking Oath On Constitution
ହୋମ ନିଆଁ, ହାତ ଗଣ୍ଠି ନୁହେଁ, ସମ୍ବିଧାନ ଆମ ବାହାଘର ସାକ୍ଷୀ

ବିଜୟ ଓ ତପସ୍ୱିନୀଙ୍କ ବାହାଘରରେ ଜଳିନି ହୋମ, ଉଚ୍ଚାରଣ ହୋଇନି ମନ୍ତ୍ର। ପଡ଼ିନି ହାତ ଗଣ୍ଠି, ଦେଖା ହୋଇନି ଜାତି କି ଜାତକ। ଏଠି କେହି ଉଠାଇ ନାହାନ୍ତି ଯୌତୁକ କଥା। ବରଂ ଏଠି ଉଭୟେ ଦେଶର ସମ୍ବିଧାନକୁ ସାକ୍ଷୀ ରଖି ଉଭୟେ ଉଭୟଙ୍କୁ ଜୀବନ ସାଥୀ ରୂପେ ବାଛିଛନ୍ତି। ଚାଲନ୍ତୁ ଦେଖିବା ବ୍ରହ୍ମପୁରରୁ ଏକ ନିଆରା ବାହାଘର।