• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Year

Happy New Year
ସ୍ୱାଗତଂ ୨୦୨୩: ନୂତନ ବର୍ଷର ଅଭିନନ୍ଦନ ଜଣାଇ ଝୁମୁଛି ସାରା ଓଡ଼ିଶା

ରଙ୍ଗାରଙ୍ଗ ଆତସବାଜି ସହ ଖୁସିରେ ଝୁମୁଛନ୍ତି ଲୋକେ।

Zero night New Year party
ପାଖେଇ ଆସୁଛି ନୂଆବର୍ଷ ୨୦୨୩ : ୨ବର୍ଷର ନିରସତା ପରେ ଜମିବ ଜିରୋନାଇଟ୍

ଜିରୋ ନାଇଟକୁ ଫୁଲ୍ ଯୋଶରେ ପାଳିବାକୁ ତୟାର ଯୁବପୀଢ଼ି, ଟୁଇନସିଟିରେ ହୋଟେଲ୍ ଓ କ୍ଲବ ମାନଙ୍କରେ ପ୍ରସ୍ତୁତି ଚୂଡ଼ାନ୍ତ

New Year celebrations
ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଣ୍ଟଡାଉନ୍ :ସଜେଇ ହେଲାଣି ବିଭିନ୍ନ ହୋଟେଲ୍ ଓ କ୍ଲବ୍

ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ

New Year 2023
ସାବଧାନ ! ନୂଆ ବର୍ଷରେ ମଦ ପିଇ ଗାଡ଼ି ଚଲାଇଲେ ୨୮ଟି ସ୍ଥାନରେ ଧରିବ ପୋଲିସ

ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।

News Fuse । Sura Routray Extends New Year Wishes To OPCC Prez Niranjan Patnaik
ସବୁ ଖୋଲିଖାଲି ଦିଅ, କଟକଣା ଆଉ ଲଗାଅନି...

ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...

The Great Odisha Political Circus ।Song On How Political Parties Celebrate New Year
ପେଟ୍ରୋଲ ଦେଲି, ଗ୍ୟାସ୍ ଦେଲି...ମୋ ବୋପାଲୋ

ନୂଆବର୍ଷ ଚାଲିଛି। ଏଥି ପାଇଁ କାହିଁରେ କଣ ଖୁସି। ଆଉ ଡେରି ନ କରି ଶୁଣନ୍ତୁ, ଏଇ ଶଙ୍ଖ ଓ ପଦ୍ମ ଦଳର ଗୀତ...

BSF jawans celebrate on eve of New Year 2022 in Poonch of Jammu and Kashmir
'ଦେଶବାସୀ ନିଶ୍ଚିତ ରୁହନ୍ତୁ..ଦେଶକୁ ଆମେ ଜଗିଛୁ'

କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।

Mumbai On High Alert On New Year’s After Inputs Of Possible Terror Attack By Pro-Khalistan Groups
ନୂଆବର୍ଷ ରାତିରେ ରକ୍ତର ହୋଲି ଖେଳିବା ପାଇଁ ଆତଙ୍କୀଙ୍କ ଚାଲ, ଆଲର୍ଟରେ ମୁମ୍ବାଇ ପୋଲିସ୍‌

୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍‌..

First Sunrise Of Year 2022, People Welcome The New Year At Konark
ଚନ୍ଦ୍ରଭାଗାରେ ନୂଆ ସକାଳ

ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦେଖନ୍ତୁ.. ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି

GST
ନୂଆବର୍ଷରୁ ବଦଳିବ ଏସବୁ ନିୟମ, ଅନଲାଇନ୍ ଫୁଡିଂରୁ ଅନ୍‌ଲାଇନ୍ କ୍ୟାବ୍ ଉପରେ ମହଙ୍ଗା ମାଡ଼

ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...

New Year
ନୂଆବର୍ଷରୁ ବଦଳିବ ଏସବୁ ନିୟମ, ଅନଲାଇନ୍ ଫୁଡିଂରୁ ଅନ୍‌ଲାଇନ୍ କ୍ୟାବ୍ ଉପରେ ମହଙ୍ଗା ମାଡ଼

ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...

Christmas Celebration Ban
କଟକଣା ମଧ୍ୟରେ ପାଳନ ହେବ ବଡଦିନ:BMC

ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Niraj Chopra
ମନେ ରହିବ ୨୦୨୧; ଦେଶ ପାଇଁ ଗୌରବ ଆଣିଛନ୍ତି ଆମ ଅସଲ ହିରୋ..

ବର୍ଷ ୨୦୨୧ ବିତିବାକୁ ବସିଲାଣି, ଆଉ ରହିଲା କିଛିଟା ଦିନ । ତେବେ ଅନେକ ସ୍ମୃତି ସାଉଁଟିଛନ୍ତି ଦେଶବାସୀ । କ୍ରୀଡାଜଗତର କଥା ପଡିଲେ ମନେ ପଡେ ୨୦୨୧ରେ ଭାରତୀୟଙ୍କ ଟୋକିଓ ଅଲମ୍ପିକ୍ସରେ ବିଜୟର ଗାଥା । ଏବର୍ଷଟି ଭାରତୀୟ କ୍ରୀଡାଜଗତ ପାଇଁ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନିରଜ ଚୋପ୍ରାଙ୍କ ନାମରେ ରହିବ ।

Viral videos of this year
୨୦୨୧ରେ ଭାଇରାଲ୍ ହୋଇ ହୃଦୟ ଜିତିଥିବା ଭିଡିଓ, ବଚପନ କା ପ୍ୟାରରୁ ମାନିକେ ମାଗେ ହିଥେ ପର୍ଯ୍ୟନ୍ତ

୨୦୨୧ରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ଏହାରି ଭିତରେ ଏମିତି କିଛି ଭିଡିଓ ଅଛି ଯାହା ମନରେ ନୁହେଁ ହୃଦୟରେ ଛାପହୋଇ ରହିଯାଇଛି।

Celebrities who got married and separated this year
୨୦୨୧ରେ କିଏ ମିଶିଲେ, କିଏ ଛାଡିଲେ

ଚଳିତ ବର୍ଷ କାହା ଜୀବନରେ ସୁଖ ଭରିଛି ତ ପୁଣି କାହାକୁ ଦୁଃଖ ଦରିଆରେ ଭସେଇ ଦେଇଛି। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ସେଲିବ୍ରିଟି। କିଏ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ପୁଣି କିଏ ବିଚ୍ଛେଦ ହୋଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା।

Must watch these 3 south movies
୨୦୨୧କୁ ବିଦାୟ ଦେବା ପୂର୍ବରୁ ନିଶ୍ଚିତ ଦେଖନ୍ତୁ ଏହି ୩ ଫିଲ୍ମ

ଆଉ କେଇଟା ଦିନ ପରେ ସରିଯିବ ୨୦୨୧। କରୋନାର ପ୍ରଭାବ ସତ୍ତ୍ୱେ ଚଳିତ ବର୍ଷ ଭାରତୀୟ ସିନେ ଦୁନିଆ ଦର୍ଶକଙ୍କୁ ଦେଇଛି ଅନେକ୍ ହିଟ୍ ଫିଲ୍ମ। ତେବେ ଚଳିତ ବର୍ଷକୁ ବିଦାୟ ଦେବା ପୂର୍ବରୁ ଏହି ୩ ଫିଲ୍ମକୁ ଦେଖିନେବା ଜରୁରୀ।