ଏହି ବର୍ଷର ଶେଷ ତାରିଖ ଅନେକଙ୍କ ପାଇଁ ଆଣିଦେବ ସୁଖ ଆଉ ସମୃଦ୍ଧି । ଅନେକଙ୍କ ପାଇଁ ଏହି ଦିନଟି ଖୁବ୍ ଶୁଭ ଦାୟକ ।
ନୂଆ ବର୍ଷରୁ ମହଙ୍ଗା ହେବ କାର । ବିଭିନ୍ନ ନାମୀଦାମୀ କାର ନିର୍ମାତା ନିଜର କାରର ଦାମ ବଢ଼ାଇବାକୁ ଯୋଜନା କରୁଛନ୍ତି । ବଢ଼ୁଥିବା ମୁଦ୍ରାସ୍ପୀତି ପାଇଁ କାରର ଦାମ ବଢ଼ାଇବାକୁ ବିଚାର କରାଯାଉଛି । ଏହା ସହ କଞ୍ଚାମାଲର ମୂଲ୍ୟ ବୃଦ୍ଧି ମଧ୍ୟ ଅନେକାଂଶରେ ଦାୟୀ ।
୨୦୨୩ ପାଇଁ ଆର୍ଥିକ କାରବାର କ୍ଷେତ୍ରରେ ବଦଳିଛି ଅନେକ ନିୟମ । ଆଜିଠୁ ୮ଟି କ୍ଷୁଦ୍ର ସଞ୍ଚୟ ସ୍କିମର ସୁଧହାର ବଢ଼ିଛି । ସରଳ ହୋଇଛି ଲକର୍ ନିୟମ । ନ୍ୟାସନାଲ ପେନସନ୍ ସ୍କିମରୁ ଆଂଶିକ ଅର୍ଥ ଉଠାଇପାରିବେ ହିତାଧିକାରୀ ।
ନୂଆବର୍ଷ ନେଇ ଆସିଛି ନୂଆ ଆଶା। ସୂର୍ଯ୍ୟଙ୍କ ପ୍ରଥମ କିରଣ ଧରାପୃଷ୍ଠକୁ ଛୁଇଁ ସାରିଛି। ଭକ୍ତମାନେ ସେମାନଙ୍କ ଆଗାମୀ ଜୀବନକୁ ସୁଖମୟ କରିବା ନେଇ ଭଗବାନ ଶିବଙ୍କୁ ପ୍ରାର୍ଥନା ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ ଜମେଇଛନ୍ତି।
ଆପଣଙ୍କୁ ନୂଆବର୍ଷର ଶୁଭେଚ୍ଛା। ଆପଣ ଆଜି ନିଶ୍ଚୟ ନୂଆବର୍ଷକୁ ସ୍ୱାଗତ କରିବାରେ ବ୍ଯସ୍ତ ରହିବେ। ଭୋଜି କରିବେ, ପାର୍ଟି ଓ ପିକନିକ୍ କରିବେ। ଦିଅଁ ଦର୍ଶନ କରିବେ, ଆଉ ନୂଆବର୍ଷଟି କେମିତି ଭଲରେ କଟିବ ସେଥିପାଇଁ ଯୋଜନା କରିବେ। ତେବେ ଏହା ପୂର୍ବରୁ ଥରଟିଏ ଦେଖନ୍ତୁ ଏହି ଭିଡିଓ।
ନୂଆବର୍ଷ ସେଲିବ୍ରେସନ୍ ବେଳେ ଯୁବତୀଙ୍କ ସହ ଜବରଦସ୍ତ ସେଲ୍ଫି ଉଠାଇବାକୁ ନେଇ ମାର୍ପିଟ୍ ହୋଇଛି। ପ୍ରଥମେ ପାଟିତୁଣ୍ଡ ପରେ ମାର୍ପିଟ୍। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ଗ୍ରହ ଚଳନ ଦୃଷ୍ଟିରୁ ଚଳିତ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ବର୍ଷ କୁମ୍ଭ ରାଶିରେ ଶନିଙ୍କ ପ୍ରଭାବ ରହିବ। ଏହାପରେ ଅକ୍ଟୋବର ପର୍ଯ୍ୟନ୍ତ ରାହୁ ମେଷ ରାଶି ଓ କେତୁ ତୁଳା ରାଶିରେ ରହିବ।
ନୂଆବର୍ଷ କିଛି ନୂଆ ଆଶା ଓ ଆକାଂକ୍ଷା ନେଇ ଆସେ। ନୂଆ ବର୍ଷ ଆରମ୍ଭରେ କିଛି ସଂକଳ୍ପ ନେବାର ଧାରା ରହିଛି, ଯାହା ଜୀବନରେ ଉନ୍ନତି ଆଣିବାକୁ ପ୍ରେରଣା ଯୋଗାଇଥାଏ। ଆପଣଙ୍କ ପିଲାମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଦେବା ପାଇଁ ସେମାନଙ୍କ ଦ୍ୱାରା ଏହି ୫ ସଂକଳ୍ପ ନିଶ୍ଚୟ କରାନ୍ତୁ।
ଜିରୋ ନାଇଟକୁ ଫୁଲ୍ ଯୋଶରେ ପାଳିବାକୁ ତୟାର ଯୁବପୀଢ଼ି, ଟୁଇନସିଟିରେ ହୋଟେଲ୍ ଓ କ୍ଲବ ମାନଙ୍କରେ ପ୍ରସ୍ତୁତି ଚୂଡ଼ାନ୍ତ
ଚିକମିକ୍ ଲାଇଟ୍ ଓ ବେଲୁନରେ ଚାଲିଛି ସାଜସଜା, ଓଲିଉଡ ଓ ବଲିଉଡ କଳାକାରଙ୍କ ସହ ଝୁମିବେ ଦର୍ଶକ
ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।
ଏବେ ବେଳ କାଳ ଠିକ୍ ନାହିଁ। ହେଲେ ସୁର ଭାଇଙ୍କ ମୁହଁରେ ଏ କି କଥା। କହୁଛନ୍ତି, ରେଡି ତ... ମାଡି ଚାଲ... ସବୁ ଖୋଲି ଦିଅ... ବିୟୁଟି ଫୁଲ୍...
ନୂଆବର୍ଷ ଚାଲିଛି। ଏଥି ପାଇଁ କାହିଁରେ କଣ ଖୁସି। ଆଉ ଡେରି ନ କରି ଶୁଣନ୍ତୁ, ଏଇ ଶଙ୍ଖ ଓ ପଦ୍ମ ଦଳର ଗୀତ...
କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।
୨୦୨୨ ନୂଆ ବର୍ଷର ରାତିରେ ରକ୍ତର ହୋଲି ଖେଳିବାକୁ ସଜବାଜ ହେଉଛନ୍ତି ଆତଙ୍କବାଦୀ !! ଖବର ପାଇବା ମାତ୍ରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ। ସବୁ କର୍ମଚାରୀଙ୍କ ଛୁଟି ବାତିଲ, ଛକ ଛକରେ ଜଗିଛି ପୋଲିସ୍..
ଅର୍କକ୍ଷେତ୍ର କୋଣାର୍କ ଚନ୍ଦ୍ରଭାଗାରେ ନୂଆବର୍ଷର ପହିଲି ସୂର୍ଯ୍ୟୋଦୟ ଦେଖନ୍ତୁ.. ବେଳାଭୂମିରେ ୧୪୪ ଧାରା ଜାରି କରାଯାଇଥିଲେ ମଧ୍ୟ ପର୍ଯ୍ୟଟକ ସୂର୍ଯ୍ୟ ପୂଜା ସହ ନବ ବର୍ଷକୁ ସ୍ୱାଗତ କରିଛନ୍ତି
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
ହାତରେ ଆଉ ମାତ୍ର କେଇଟା ଦିନ। ନୂଆ ବର୍ଷଠାରୁ ନୂଆ ନିୟମ ମାନିବାକୁ ହେବ। ବର୍ଷ ୨୦୨୨ରୁ ପକେଟ୍ ଉପରେ ପଡିବାକୁ ଯାଉଛି ପ୍ରଭାବ। ନୂଆ ବର୍ଷ ଖୁସି ଆଣୁଛି ସତ, କିନ୍ତୁ ଦରବୃଦ୍ଧି ଚିନ୍ତା ମଧ୍ୟ ଆଣୁଛି। ଏବେ ଜାଣନ୍ତୁ କ’ଣସବୁ ବଢୁଛି...
ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବର୍ଷ ୨୦୨୧ ବିତିବାକୁ ବସିଲାଣି, ଆଉ ରହିଲା କିଛିଟା ଦିନ । ତେବେ ଅନେକ ସ୍ମୃତି ସାଉଁଟିଛନ୍ତି ଦେଶବାସୀ । କ୍ରୀଡାଜଗତର କଥା ପଡିଲେ ମନେ ପଡେ ୨୦୨୧ରେ ଭାରତୀୟଙ୍କ ଟୋକିଓ ଅଲମ୍ପିକ୍ସରେ ବିଜୟର ଗାଥା । ଏବର୍ଷଟି ଭାରତୀୟ କ୍ରୀଡାଜଗତ ପାଇଁ ଅଲମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ନିରଜ ଚୋପ୍ରାଙ୍କ ନାମରେ ରହିବ ।
୨୦୨୧ରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ଏହାରି ଭିତରେ ଏମିତି କିଛି ଭିଡିଓ ଅଛି ଯାହା ମନରେ ନୁହେଁ ହୃଦୟରେ ଛାପହୋଇ ରହିଯାଇଛି।
ଚଳିତ ବର୍ଷ କାହା ଜୀବନରେ ସୁଖ ଭରିଛି ତ ପୁଣି କାହାକୁ ଦୁଃଖ ଦରିଆରେ ଭସେଇ ଦେଇଛି। ଏଥିରୁ ମଧ୍ୟ ବାଦ ପଡି ନାହାନ୍ତି ସେଲିବ୍ରିଟି। କିଏ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ପୁଣି କିଏ ବିଚ୍ଛେଦ ହୋଇଛନ୍ତି। ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିନେବା।
ଆଉ କେଇଟା ଦିନ ପରେ ସରିଯିବ ୨୦୨୧। କରୋନାର ପ୍ରଭାବ ସତ୍ତ୍ୱେ ଚଳିତ ବର୍ଷ ଭାରତୀୟ ସିନେ ଦୁନିଆ ଦର୍ଶକଙ୍କୁ ଦେଇଛି ଅନେକ୍ ହିଟ୍ ଫିଲ୍ମ। ତେବେ ଚଳିତ ବର୍ଷକୁ ବିଦାୟ ଦେବା ପୂର୍ବରୁ ଏହି ୩ ଫିଲ୍ମକୁ ଦେଖିନେବା ଜରୁରୀ।