• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: General Election 2024

Congress
କଂଗ୍ରେସର ବିଜେଡି-ବିଜେପି ବାହାଘର ପରେ ଏବେ ୧୦ ଛୁଆ !

କଂଗ୍ରେସ କେବଳ ନାଟକ କରୁଥିବା ବିଜେପି କହିଥିବା ବେଳେ ଏହା ଅପ୍ରାସଙ୍ଗିକ ବୋଲି ବିଜେଡି କହିଛି।

Boudh Politics
୨୪ ରେ ଖସିଯିବନି ତ ବିଜେଡିର ୨୦ ବର୍ଷର ଆସନ; ବଦଳିବ କି ବୌଦ୍ଧର ରାଜନୈତିକ ଗଣିତ ?

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।

Pradeep Panigrahi
‘ନବୀନଙ୍କର କେବଳ ଗୋଟିଏ ଭୟ, ପ୍ରଦୀପ ଭୟ’

ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।

Vijaypal Singh Tomar
ମନମୋହନଙ୍କ ପରେ ତୋମାର ବି କହିଲେ ଦିଲ୍ଲୀରେ ମେଣ୍ଟ ନେଇ ଚର୍ଚ୍ଚା ହିଁ ହୋଇନି

ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

Odisha Politics
ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ କିଏ ଚାହୁଁଛି ମେଣ୍ଟ ହେଉ ?

ମେଣ୍ଟ ଚର୍ଚ୍ଚାକୁ ପୁଣି ଖଣ୍ଡନ କଲେ ରାଜ୍ୟ ବିଜେପି ସଭାପତି ।

Odisha Politics
ଗୋଳିଆ ରାଜନୀତିର ଦ୍ୱନ୍ଦ୍ୱରୁ ଫାଇଦା ନେବାକୁ ଟାର୍ଗେଟ

କଂଗ୍ରେସର ଟାର୍ଗେଟ ୩୦ ପ୍ରତିଶତ ଭୋଟ୍ । କଂଗ୍ରେସର ଆକଳନକୁ ବାଏଁ ବାଏଁ ଉଡ଼ାଇଲେ ବିଜେପି, ବିଜେଡି ।

Odisha Politics
ସିଟ୍ ଭାଗବଣ୍ଟା ଛିଣ୍ଡୁନଥିବାରୁ ଡେରି ହେଉଛି ମେଣ୍ଟ ଘୋଷଣା !

୨୦୦୦ ମସିହାର ଫର୍ମୁଲା ଦାବି କରୁଛି ବିଜେପି  । ବିଜେଡି କିନ୍ତୁ ଅଧିକ MLA ସିଟ୍ ଛାଡ଼ିବାକୁ ରାଜି ନୁହେଁ  ।

BJP-BJP
BJP-BJD ମେଣ୍ଟ ନେଇ ବିଧିବଦ୍ଧ ଘୋଷଣା କେବେ ? ଦ୍ୱନ୍ଦ୍ୱରେ ଦୁଇ ଦଳର ନେତା-କର୍ମୀ

କାଲିର ଘମାସାନ ପରଠୁ ୨ ଶିବିରରେ ‘ମେଣ୍ଟ’ ସସପେନ୍ସ । ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଦଳର ନେତା ଏବଂ କର୍ମୀ ।

Odisha Politics
କେଉଁ ଫର୍ମୂଲାରେ ଛିଡ଼ିବ ବିଜେପି-ବିଜେଡି ମେଣ୍ଟ ଗଣିତ ?

ଲୋକସଭାରେ 13:8 ଓ ବିଧାନସଭାରେ 47:100 ଥିଓରୀ ଚର୍ଚ୍ଚା ।

Aravind Mohapatra
ବିଜେଡିରେ ଯୋଗଦେଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

Alliance speculation
ହେଇଯିବ କି ବିଜେପି-ବିଜେଡି ମେଣ୍ଟ ?

ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡିବାର ପରଦିନ ହିଁ, ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ବାର ବୈଠକ. ଆଉ ସେପଟେ ବିଜେପି ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା। ବଢିଲା ଚର୍ଚ୍ଚା। ଏକାଠି ହେଉଛନ୍ତି କି ବିଜେପି- ବିଜେଡି।

coalition between BJP and BJD
ନୂଆ କି ଅସମ୍ଭବ ନୁହେଁ ବିଜେପି-ବିଜେଡି ମେଣ୍ଟ

୧୯୯୮ରୁ ୨୦୦୯। ବିଜେପି- ବିଜେଡି ମେଣ୍ଟ କରି ଲଢ଼ିଛନ୍ତି ୩ଟି ଲୋକସଭା ଓ ୨ ଟି ବିଧାନସଭା ନିର୍ବାଚନ। ୪:୩ ଅନୁପାତରେ ଆସନ ବୁଝାମଣା କରି ଉଭୟ ଦଳ କେନ୍ଦ୍ର ଓ ରାଜ୍ୟରେ କ୍ଷମତାର ସ୍ବାଦ ବି ଚାଖିଛନ୍ତି। ତେବେ ୨୦୦୮ ମସିହାରେ ଦୁଇ ଦଳଙ୍କ ମଧ୍ୟରେ କାହିଁକି ସଂପର୍କ ତିକ୍ତ ହେଲା ଏବଂ ୧୫ ବର୍ଷର ବ୍ୟବଧାନ ପରେ ପୁଣି ଏକାଠି

coalition between BJP and BJD
ନୂଆ ନୁହେଁ ମେଣ୍ଟ; ୧୯୯୮ରୁ ୨୦୦୯ ଭିତରେ ଏକାଠି ଲଢ଼ିଛନ୍ତି ବିଜେଡ଼ି-ବିଜେପି

ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ।

Odisha Politics
ଯୋଡ଼ି ହେବ ୧୫ ବର୍ଷର ପୁରୁଣା ସମ୍ପର୍କ; ମେଣ୍ଟ କରିବେ କି BJD-BJP ?

୧୫ ବର୍ଷ ତଳେ BJD ସହ ମେଣ୍ଟ ଭାଙ୍ଗିଥିଲା ବିଜୁ ଜନତା ଦଳ । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ BJD-BJP ।

Narendra Modi
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ହେଲିକପ୍ଟରରେ ଗଲେ ଚଣ୍ଡିଖୋଲ

ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

Narendra Modi
‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, କହିଲେ...

୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ ।

Odisha BJP
ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ, ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଗହଳି

ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି ।

Sambit Routray
ପାରାଦୀପ ବିଜେଡି ନେତାଙ୍କ ଦାବି, ସମ୍ବିତଙ୍କୁ ନମିଳୁ ବିଜେଡି ଟିକଟ !

ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି । 

General election 2024
ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା

ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା। ତାଲିମରେ ପାଠ ପଢା ସହ ପରୀକ୍ଷା ଦେଲେ ଅଧିକାରୀ । ଅଧିକାରୀ ବନିଲେ ଛାତ୍ର ଛାତ୍ରୀ। ଆଉ ହେଡ ମାଷ୍ଟର ସାଜିଲେ ଜିଲ୍ଲାପାଳ..

MLA Arabinda Dhali
ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।

Politics
ଛିଡୁଛି ବିଜେଡି, ବଢୁଛି ବିଜେପି; ପଦ୍ମ ପୋଖରୀକୁ ଡେଉଁଛନ୍ତି ନେତା

ଶଙ୍ଖ କ୍ୟାଂପ ଛାଡ଼ି ପଦ୍ମ ପୋଖରୀକୁ ନେତାଙ୍କ ଡିଆଁ ଜାରି ରହିଛି । ଆଜି ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇ କାଲି ବିଜେପିରେ ମିଶିବେ ବୋଲି କହିଛନ୍ତି । ସେହିପରି ୪ ତାରିଖରେ ପଦ୍ମ ଧରିବେ ଧାମନଗରରେ ବିଜେଡିକୁ ପାନେ ଦେଇଥିବା ବିଦ୍ରୋହୀ ନେତା ରାଜୁ ଦାସ ।

Politics
୨୦୨୪ ପାଇଁ ହେବନି ମେଣ୍ଟ; ମୈଦାନରେ ସିଧା ହେବ ଫାଇଟ୍‌

ମେଣ୍ଟ ହେଉନି, ବିଜେଡି ହିଁ ମେଣ୍ଟ ଚର୍ଚ୍ଚାକୁ ଆଗକୁ ବଢାଉଛି । ଏମିତି ପ୍ରତିକ୍ରିୟା ରଖିଛନ୍ତି ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର । ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ରାଜ୍ୟ ସଭାପତି ମନମୋହନ ସାମଲ । ଆଉ ଆଜି ଖୋଦ ନିର୍ବାଚନ ପ୍ରଭାରୀଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚାରେ ଲାଗିଛି ଫୁଲ୍ ଷ୍ଟପ ।

Aravind Dhali
ବିଜେଡିକୁ ଆଉ ଏକ ଝଟ୍‌କା ! ଦଳ ଛାଡ଼ିଲେ ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି

ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ।

Odisha Politics
ମେଣ୍ଟ ହେବନି, ଦିଲ୍ଲୀରୁ ଫେରି ଚିତ୍ର ସ୍ପଷ୍ଟ କଲେ ମନମୋହନ

ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ ।

BJP Politics
୨୪ ଲଢ଼େଇ ପାଇଁ କିଏ କିଏ ବିଜେପି ପ୍ରାର୍ଥୀ ? ରାତି ତମାମ୍ ମାନସ ମନ୍ଥନ

ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?