• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Draupadi Murmu

Presidential Candidate Nomination
ଦ୍ରୌପଦୀଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି

କାଲି ନାମାଙ୍କନ ଭରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

Draupadi Murmu
ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ। 

Draupadi Murmu
କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର

ଏଇ ଗାଁରେ ଦ୍ରୌପଦୀଙ୍କ ଜନ୍ମ। ଦେଖନ୍ତୁ କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର?…

Draupadi Murmu
ଏବେ ଆଗରେ ପଛରେ ମାଳମାଳ ଗାଡ଼ି, କିନ୍ତୁ ଦିନେ ତାଙ୍କ ପାଇଁ ଆସିଥିଲା ଦାରୁଣ ଦୁଃଖ

ଏବେବି ୫ ଦଶନ୍ଧି ତଳର ସ୍କୁଲ ରେଜିଷ୍ଟରରେ ଲିପିବଦ୍ଧ ତାଙ୍କରି ମୂଳ ନାଁ ଦ୍ରୌପଦୀ ଟୁଡୁ । ସ୍କୁଲ ଜୀବନ ପରେ ୧୯୭୫ରୁ ୧୯୭୯ ଭିତରେ ଦ୍ରୌପଦୀ ଆଇଏ-ବିଏ ଶେଷ କରନ୍ତି ରମାଦେବୀ ମହିଳା ମହାବିଦ୍ୟାଳୟରେ ।

Draupadi Murmu
ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛାର ସୁଅ, ୨୪ରେ ଭରିବେ ନାମାଙ୍କନ

ଦ୍ରୌପଦୀ ମୁର୍ମୁ ଓଡିଶାର ମହିଳା ଟ୍ରାଇବାଲ୍ ଫେସ୍ । ତାଙ୍କ ନାଁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରି ବିଜେପି ମାଷ୍ଟର ଷ୍ଟୋକ୍ ଖେଳିଛି । ତେଣୁ ପୂର୍ବ ଭାରତରେ ଦଳର ଭୋଟ୍ ବ୍ୟାଙ୍କ ଉପରେ ଏହାର ପ୍ରଭାବ କଣ ପଡୁଛି ତା ଉପରେ ନଜର ରହିଛି ।

Presidential Elections
ଧର୍ମ ସଙ୍କଟରେ ବିଜେପି ସାଂସଦ: ଏପଟେ ବାପା ସେପଟେ ପାର୍ଟି, କାହାକୁ ବାଛିବେ ?

ବିଜେପି ସାଂସଦ ଜୟନ୍ତ ସିହ୍ନା ଏବେ ଧର୍ମ ସଙ୍କଟରେ ପଡ଼ିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍‌ ଦେବେ, ବାପାଙ୍କୁ ନା ପାର୍ଟିକୁ ?  ତାକୁ ନେଇ ଏବେ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି। 

Draupadi Murmu
ସ୍ୱାମୀ, ଦୁଇ ପୁଅଙ୍କ ଦେହାନ୍ତ ପରେ କେମିତି କଟିଥିଲା ଦ୍ରୌପଦୀ ମୁର୍ମୁଙ୍କ ଜୀବନ

ଚାକିରି ଛାଡ଼ି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ୍ ପ୍ରଫେସର ଭାବେ ଯୋଗ ଦେଇଥିଲେ ଦ୍ରୋପଦୀ।

Naveen Had Knowledge About Draupadi Murmu's Selection As Presidential Candidate
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା କଥା ନବୀନ ପୂର୍ବରୁ ଜାଣିଥିଲେ !

ଦ୍ରୌପଦୀ ମୁର୍ମୁ NDAର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥା ପୂର୍ବରୁ ଜାଣିଥିଲେ। ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇ ନବୀନ କରିଥିବା ଟ୍ୱିଟ୍‌ରେ ଏହାର ସଙ୍କେତ ମିଳିଛି।

Presidential Candidate Draupadi Murmu
NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

ଏନ୍‌ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ତାଙ୍କୁ Z+ ସୁରକ୍ଷା ମିଳିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସ୍‌ଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି।

BJP's Presidential candidate Draupadi Murmu visits temple
କାଲି ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଆଜି ସକାଳୁ ମନ୍ଦିର ବେଢା ଓଳାଇଲେ ଦ୍ରୌପଦୀ ମୁର୍ମୁ

ଏନ୍‌ଡିଏ ଓ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛନ୍ତି। ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶଓ୍ୱନ୍ତ ସିହ୍ନା ବିରୋଧୀ ପକ୍ଷର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି।

Draupadi Murmu
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ OTVକୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ପ୍ରତିକ୍ରିୟା

ଏକ ପ୍ରେସମିଟ ଜରିଆରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାର୍ଥୀ ଘୋଷଣା ପରେ OTVକୁ ଦ୍ରୌପଦୀ ମୁର୍ମୁ ଦେଇଥିଲେ ପ୍ରଥମ ପ୍ରତିକ୍ରିୟା ।

Draupadi Murmu
NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ୨୦ ଜୁନ ୧୯୫୮ । ସେ ଜଣେ ବିଶିଷ୍ଟ ରାଜନୀତିଜ୍ଞ ।

Jual Oram - Draupadi
ରାଷ୍ଟ୍ରପତି ନିର୍ବାଚନରେ କାହାକୁ ପ୍ରାର୍ଥୀ କରିବ NDA?

କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ଏନଡିଏ ଏବଂ ଅନ୍ୟ ବିରୋଧୀ ଦଳ କାହାକୁ କରିବେ ପ୍ରାର୍ଥୀ ? ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଏଥର ଏନଡିଏ ଜଣେ ଆଦିବାସୀ, ସଂଖ୍ୟାଲଘୁ ଅବା ମହିଳାଙ୍କୁ ରାଷ୍ଟ୍ରପତି କରିପାରେ ବୋଲି ଚର୍ଚ୍ଚା ହେଉଛି ।