• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Draupadi Murmu

Why BJD support Draupadi Murmu
ଦ୍ରୌପଦୀଙ୍କୁ ବିଜେଡିର ସମର୍ଥନ ପଛରେ ଅଛି କି ଭୋଟ୍ ବ୍ୟାଙ୍କ୍ ରାଜନୀତି

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍?

Draupadi Murmu
ଭୋଟ ମାଗିବାକୁ ଓଡ଼ିଶା ଆସିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଓଡ଼ିଶା ପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

Mamata Banerjee
ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନେଇ ବଦଳିଲା ମମତାଙ୍କ ସ୍ୱର

ଜଣେ ମହିଳା ହିସାବରେ ଦ୍ରୌପଦୀଙ୍କ ପାଇଁ ଭାବନା ରହିଛି । ସମ୍ଭାବିତ ପ୍ରାର୍ଥୀ ନେଇ ଆଦୌ ଚର୍ଚ୍ଚା କରିନି ବିଜେପି ।

Draupadi Murmu
ଓଟିଭି ପ୍ରଭାବ; ଦୀର୍ଘ ବର୍ଷ ପରେ ଦ୍ରୌପଦୀଙ୍କ ଗାଁକୁ ସଂଯୋଗ ହେଲା ବିଦ୍ୟୁତ୍, ଜଳିଲା ବଲ୍

ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି ।

CM Naveen Patnaik Talks With NDA Presidential Candidate Draupadi Murmu
ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି। ଓଡ଼ିଶାର ସବୁ ଭୋଟ୍‌ ତାଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ନବୀନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

Sura Routray takes u turn, says Odisha Congress will support Yashwant Sinha
କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ୟୁ ଟର୍ଣ୍ଣ; ମାଟିର ଝିଅ ଦ୍ରୌପଦୀଙ୍କୁ ଦେବେନି ଭୋଟ୍

ରାଷ୍ଟ୍ରପତି ନିର୍ବାଚନରେ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ନାହିଁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Draupadi Murmu
OTV ପ୍ରଭାବ; ଖବର ପ୍ରସାରଣ ପରେ ତତ୍ପର ବିଦ୍ୟୁତ ବିଭାଗ, ପରବେଡ଼ାରେ ପୋତିଲା ଖୁଣ୍ଟ

ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଆରମ୍ଭ କରାଯାଇଛି ।

Sura Routray
‘ମୁଁ ୯୯ ପ୍ରତିଶତ ଦ୍ରୌପଦୀଙ୍କୁ ସମର୍ଥନ କରୁଛି, ହେଲେ...’

ନରସିଂହଙ୍କ ବୟାନର ଦିନକ ପରେ ସୁର କହିଛନ୍ତି ଦ୍ରୌପଦୀଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବାକୁ ସେ ସୋନିଆଙ୍କୁ ପରାମର୍ଶ ଦେଲେ ।

Draupadi Murmu
ଦ୍ରୌପଦୀଙ୍କୁ ମାୟାବତୀଙ୍କ ସମର୍ଥନ ଘୋଷଣା, ଦଳ ନୁହେଁ ଆଭିମୁଖ୍ୟକୁ କଲେ ପ୍ରଶଂସା

ମାୟାବତୀ ସିଧାସଳଖ ଦ୍ରୌପଦୀଙ୍କୁ ସମର୍ଥନ କରିବେ କହିଛନ୍ତି । ବିଜେପି କିମ୍ବା NDAକୁ ନୁହେଁ ଦଳର ଆଭିମୁଖ୍ୟ ପାଇଁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ମାୟାବତୀ ।

Another Odia in president race
ଚର୍ଚ୍ଚାରେ ଜଣେ ଓଡିଆଙ୍କ ରାଷ୍ଟ୍ରପତି ନିର୍ବାଚନ

ଏକଦା ଦେଶରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଜଣେ ଓଡିଆ ନେତା। ଏପରିକି ତାଙ୍କୁ ଦଳ ଚାହୁଁ ନଥିଲେ ମଧ୍ୟ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଗଲେ, ଆଉ ଏହି ବିଜୟର ଏମିତି ପ୍ରଭାବ ପଡ଼ିଲା ଯେ ସେତେବେଳେ ଦେଶର ସବୁଠାରୁ ଶକ୍ତିଶାଳୀ ଦଳ ଦୁଇ ଫାଳ ହୋଇଗଲା। ବର୍ତ୍ତମାନ ନିର୍ବାଚନ ଲଢୁଥିବା ଆଉ ଜଣେ ଓଡିଆଙ୍କ ଅବସ୍ଥା ସେମିତି ନାହିଁ। ଏନ୍‌ଡିଏ ସହିତ ଅନ୍ୟ ଦଳଗୁଡିକ ଦ୍ରୌପଦୀଙ୍କୁ ସମର୍ଥନ କରୁଥିବାରୁ ସେ ସହଜରେ ବିଜୟଲାଭ କରିପାରନ୍ତି ବୋଲି ଆଶା ରହିଛି।

Draupadi Murmu Nominated as President
ଦ୍ରୌପଦୀ ଏନ୍‌ଡିଏଏର ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ସମର୍ଥନ ବଢିବାରେ ଲାଗିଛି

ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ ଦ୍ରୌପଦୀ।

Draupadi Murmu
ସଂସଦରେ ପହଞ୍ଚିଲେ ଦ୍ରୌପଦୀ, ପ୍ରସ୍ତାବକ ରହିବେ BJD- YSR କଂଗ୍ରେସ-JDU

କଡ଼ା ସୁରକ୍ଷା ମଧ୍ୟରେ ଓଡ଼ିଶା ଭବନରୁ ଯାଇ ସଂସଦ ଭବନରେ ପହଞ୍ଚିଛନ୍ତି ଦ୍ରୌପଦୀ । ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦାଖଲ କରିବେ ନାମାଙ୍କନ ।

Know Whom to Support in the Presidential Polls
ରାଷ୍ଟ୍ରପତି ନିର୍ବାଚନ: ଜାଣନ୍ତୁ, କିଏ କାହାକୁ ଦେବେ ସମର୍ଥନ

ସହଯୋଗୀ ଦଳଙ୍କ ଉପସ୍ଥିତିରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବେ। ବିଜେଡି, YSR କଂଗ୍ରେସ, ଜେଡିୟୁ ପରି ଦଳ ପ୍ରସ୍ତାବକ ରହିବେ।

Draupadi Murmu
ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ

ଦ୍ରୌପଦୀଙ୍କୁ ୱାଇଏସ୍‌ଆର୍ କଂଗ୍ରେସର ସମର୍ଥନ ଘୋଷଣା । ଆଜି ନାମାଙ୍କନ ଭରିବେ ଦ୍ରୌପଦୀ । ଉପସ୍ଥିତ ରହିବେ ରାଜ୍ୟ ବିଜେପିର ୧୦ ବିଧାୟକ । ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ବି ଉପସ୍ଥିତ ରହିବେ ।

Draupadi Murmu
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA, ହେଲେ ଶ୍ରେୟ ନେବାକୁ ବିଜେଡିର ଜୋରଦାର ଉଦ୍ୟମ

ବିଜେଡି ମନ୍ତ୍ରୀ ଓ ବିଧାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ଓଡିଶାର ଗର୍ବ କହିବା ସହ ସ୍ୱାଗତ କରିଥିଲେ ।

The President Canditate Draupadi Murmu in Delhi
NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରସ୍ତାବକ ବିଜେଡିର ଦୁଇ ମନ୍ତ୍ରୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।

The President Canditate Draupadi Murmu in Delhi
ଦିଲ୍ଲୀରେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କୁ ଭେଟିଲେ ଦ୍ରୌପଦୀ

କାଲି ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ପ୍ରସ୍ତାବକ ହେଲେ ବିଜେଡିର ଦୁଇ ମନ୍ତ୍ରୀ। ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ପ୍ରସ୍ତାବକ।

Draupadi Murmu
ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଶ୍ରେୟ ପଲିଟିକ୍ସ ! NDA ପ୍ରାର୍ଥୀ ଘୋଷଣା ମାତ୍ରେ ବିଜେଡି ସମର୍ଥନକୁ ନେଇ ଚର୍ଚ୍ଚା

ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ଦ୍ୱାରା ଆଦିବାସୀ ଭୋଟ କାଳେ ବିଜେପିକୁ ଚାଲିଯିବ ସେଇ ଆଶଙ୍କାରେ ବିଜେଡି ଏଭଳି ମାହୋଲ ସୃଷ୍ଟି କରୁଥିବା କହିଛନ୍ତି ରାଜନୈତିକ ସମୀକ୍ଷକ । 

The history of Sanatala Tribal where Draupadi Murmu belongs to
ରାଷ୍ଟ୍ରପତି ପ୍ରତ୍ୟାଶୀ ଚୟନ ଓ ଜନଜାତି ସଶକ୍ତିକରଣ

ଓଡିଆ ମହିଳା ହେବେ ରାଷ୍ଟ୍ରପତି! ଇତିହାସ ରଚିବେ ଆଦିବାସୀ ମହିଳା ଶ୍ରୀମତୀ ଦୌପଦୀ ମୁର୍ମୁ। ଆସନ୍ତୁ ଜାଣିବା ତାଙ୍କ ଜନଜାତି ବିଷୟରେ।

Draupadi Murmu
ଏଥର ଅନ୍ଧାରରୁ ମିଳିବ ମୁକ୍ତି ! ‘ଦ୍ରୌପଦୀ ହେବେ ରାଷ୍ଟ୍ରପତି, ଗାଁକୁ ନିଶ୍ଚୟ ଆସିବ ବିଜୁଳି ’

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଠାରୁ ୨୦ କିଲୋମିଟର ଯିବା ପରେ କୁସୁମି ବ୍ଲକରେ ପଡିବ ଉପରବେଡା ଡୁଙ୍ଗୁରିସାହି । ଯେଉଁ ଗାଁ ଏବେ ବେଶ ଚର୍ଚ୍ଚିତ ।  ଆଦିବାସୀ ବହୁଳ ଏହି ଗାଁ ଲୋକଙ୍କ ଭିତରୁ ଅଧିକାଂଶ ନିରକ୍ଷର ।

Narsingha Mishra
ଦୌପଦୀ ମୁର୍ମୁଙ୍କୁ ସମର୍ଥନ କରିବନି କଂଗ୍ରେସ: ନରସିଂହ ମିଶ୍ର

ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ ।

Murmu- modi Meet
ମୋଦିଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ। 

Presidential Candidate Nomination
ଦ୍ରୌପଦୀଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି

କାଲି ନାମାଙ୍କନ ଭରିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

Draupadi Murmu
ଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ। 

Draupadi Murmu
କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର

ଏଇ ଗାଁରେ ଦ୍ରୌପଦୀଙ୍କ ଜନ୍ମ। ଦେଖନ୍ତୁ କେମିତି ଥିଲା ଦ୍ରୌପଦୀଙ୍କ ପୂରା କ୍ୟାରିଅର?…