ଆଜି ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇତିହାସ ରଚିଛି ନେପାଳ। ମଙ୍ଗୋଲିଆ ବିପକ୍ଷରେ ୩ ୱିକେଟ ହରାଇ ୩୧୪ ରନର ବିଶାଳ ସ୍କୋର କରିଛି ନେପାଳ। ଯାହା ଅର୍ନ୍ତଜାତୀୟ ଟି-୨୦ ଇତିହାସରେ ସବୁଠାରୁ ବଡ଼ ସ୍କୋର। ୩୦୦ରୁ ଅଧିକ ସ୍କୋର କରିବାରେ ନେପାଳ ହେଉଛି ପ୍ରଥମ ଦଳ।
୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା । ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ନେଇ ଗଠିତ ଟିମ୍ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଛନ୍ତି ।
ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ।
ଟ୍ରାକ ଆଣ୍ଡ ଫିଲଡ ଇଭେଣ୍ଟରେ ଓଡ଼ିଆ ଜାଭେଲିନ ଫିଙ୍ଗାଳି କିଶୋର ଜେନାଙ୍କ ଉପରେ ମେଡାଲ ଆଶା ରହିଛି।
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ହାଙ୍ଗଝୁ ଏସିଆଡ୍ରେ ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତୀୟ ଟିମ୍? କାମ ଦେବ କି ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍ଟନ୍ଙ୍କ ଫର୍ମୂଲା? ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି ଅଧିନାୟକ ହରମନପ୍ରୀତ ସିଂହ?