Advertisment

Panchang Today 1st May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୪ର୍ଥୀ ଦିବା ୧୧.୨୩ ଗତେ ୫ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର ।

author-image
Deepak Acharya
undefined

Panchang

ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ଅହୋରାତ୍ର । ତିଥି- ୪ର୍ଥୀ ଦିବା ୧୧.୨୩ ଗତେ ୫ମୀ । ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର । ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ- ନାସ୍ତି ।

Advertisment

ଶୁଭ ସମୟ-

ପ୍ରାତଃ- ୦୫.୨୧ ରୁ ୦୭.୦୩
ଦିବା- ୧୦.୨୭ ରୁ ୦୧.୦୦
ରାତ୍ରି- ୦୨.୨୧ ରୁ ୦୩.୦୫

ଅଶୁଭ ସମୟ-

ରାହୁକାଳ- ଦିବା ୦୧.୧୯ ରୁ ୦୨.୫୫
କାଳବେଳା- ଦିବା ୦୨.୫୫ ରୁ ୦୪.୩୦
ବାରବେଳା- ଦିବା ୦୪.୩୦ ରୁ ୦୬.୦୬
କାଳରାତ୍ରି- ରାତ୍ରି ୧୧.୪୩ ରୁ ୦୧.୦୭

Astrology
Advertisment
Advertisment