କିଛିଦିନ ତଳେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ବେଳେ ପୁଣି ଥରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରକୁ ପଥର ମାଡ଼ ହୋଇଛି। ସବୁଥର ଆକ୍ରମଣକାରୀ ଖସି ଯାଉଥିବା ବେଳେ ଏଥର କିନ୍ତୁ ପୋଲିସ ହାବୁଡ଼ରେ ପଡିଛି।
୨୦୩୦ ସୁଦ୍ଧା ନେଟ୍-ଜିରୋ କାର୍ବନ୍ ଏମିସନ୍ ବା ଶୂନ୍ୟ-ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଭାରତ ଏହି ବଡ଼ ପଦକ୍ଷେପ ନେବାକୁ ଯାଉଛି ।
ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ।
ହାୱଡ଼ା ନାଲପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ । ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ।
ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନନ୍ଦନକାନନ ଏକ୍ସପ୍ରେସ । ତେବେ ଏହି ଟ୍ରେନ୍ଟି ଆଜି ମଧ୍ୟାହ୍ନ ସମୟରେ ଭଦ୍ରକ ଷ୍ଟେସନ ଅତିକ୍ରମ କରୁଥିଲା । ନନ୍ଦନକାନନ ଏକ୍ସପ୍ରେସ୍ ଭଦ୍ରକ ଷ୍ଟେସନରୁ ଛାଡ଼ୁଥିବା ବେଳେ ହଠାତ୍ ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଥିଲା ।
ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ପାୱାର ଗ୍ରୀଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (PGCIL)ରେ ଟ୍ରେନି ପୋଷ୍ଟ ପୂରଣ ହେବ। ଓଡ଼ିଶାରେ ୩୨ଟି ପଦବୀ ପୂରଣ ହେବ।
#ଉଫ୍_କି_ବୁଦ୍ଧି ଭାଇଙ୍କର କି ବୁଦ୍ଧି । ଦେଖୁନ ସିଟ୍ ମିଳୁନି ବୋଲି
#ଘୋଷଣା_ସବୁ_ଧୂଆଁବାଣ ବୁଝିଲ ବାବୁ! ଏ ଯେଉଁ ଘୋଷଣା ସବୁ ଧୂଆଁ ବାଣ #TGOPC
ଏ ଭିତରେ ବାହାନଗା ଟ୍ରେନ ଟ୍ରାଜେଡିକୁ ୩ ମାସ ବିତିଗଲାଣି। ରେଳ ଚଳାଚଳ ସ୍ୱାଭାବିକ ହେଲାଣି। ହେଲେ ଏବେ ବି ୨୮ ମୃତଦେହର ମିଳିନି ପରିଚୟ।
ସିବିଆଇ ତଦନ୍ତ ରିପୋର୍ଟ ଆସିଲେ ଆହୁରି ହେବ କାର୍ଯ୍ୟାନୁଷ୍ଠାନ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ୩ ଅଭିଯୁକ୍ତଙ୍କୁ ଘାଣ୍ଟୁଛି CBI ।
ବାହାନଗା ଟ୍ରେନ୍ ଟ୍ରାଜେଡି ପଛର ସତ କ’ଣ ? ରେଳ କର୍ମଚାରୀଙ୍କ ବ୍ୟକ୍ତିଗତ ଅବହେଳା ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ନା ରହିଛି ବାହ୍ୟଶକ୍ତିର ସମ୍ପୃକ୍ତି ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଗିରଫ ୩ ଅଭିଯୁକ୍ତ ? ମାସାଧିକକାଳ ତଦନ୍ତ ପରେ ଗତକାଲି ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।
ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
Odisha Train Accident | Here’s what eyewitnesses say #୨_ମିନିଟ_ରହିଥିଲେ_ଆମେ_ନଥାନ୍ତୁ \'ସ୍କୁଟି
ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ।
Bahanaga Train Tragedy | Eyewitness narrates horrific accident #ଦୃଶ୍ୟ_ମନେ_ପକାଇଲା_ବେଳକୁ_କାନ୍ଦ_ଲାଗୁଛି
Odisha Train Accident | Here’s what local trader says #ଆମେ_ରାତି_ସାରା_ଲୋକଙ୍କ_ସେବା_କରିଛୁ \'ମୁଁ
Balasore train tragedy: Bhadrak DHH nursing officer turns angel for accident victims ବାହାନଗା ଟ୍ରେନ ଟ୍ରାଜେଡିର
ଚର୍ଚ୍ଚାରେ ବ୍ରହ୍ମପୁରର ବାହାନଗା ଦୁର୍ଗତଙ୍କ ଦେବଦୂତ । ଆମ୍ବୁଲାନସ ଧରି ରାଜୀବଙ୍କ ନିସ୍ୱାର୍ଥପର ସେବା । ଆହତଙ୍କୁ ହସପିଟାଲ ପଠାଇ ଦେଇଛନ୍ତି ନୂଆ ଜୀବନ
ବିଡ଼ମ୍ବନା ତିନି ସାଙ୍ଗଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟ ଜଣଙ୍କ ଚିହ୍ନଟ ନେଇ ବିବାଦ ପରେ ପରିବାର ଏବେ ଅପେକ୍ଷା କରିଛି କେବେ ମିଳିବ ଶବ ଆଉ କେବେ ହେବ ସତ୍କାର
ସୋନୁ ସୁଦ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ୍ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ସୋସିଆଲ୍ ମିଡିଆରେ ଫୋନ୍ ନମ୍ବର ଶେୟାର କରି ସୋନୁ କ’ଣ କହିଛନ୍ତି ଦେଖନ୍ତୁ।
ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ହୋଇଥିବା ନେଇ ସୂଚନା ଦେଇଛନ୍ତି ବିହାର ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ । ସେହିପରି ପଶ୍ଚିମବଙ୍ଗର ୩୧ ଜଣ ନିଖୋଜ ଥିବା କହିଛନ୍ତି ମମତା ବାନାର୍ଜୀ ।
ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ସୌଭାଗ୍ୟବଶତଃ ବଞ୍ଚିଗଲା ଅନେକଙ୍କ ଜୀବନ । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ହଜାର ହଜାର ଯାତ୍ରୀ ।
ଯେତେବେଳେ ପୋଲିସ ଶବ ହସ୍ତାନ୍ତର ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା, ସେତେବେଳେ ମହିଳା ଜଣକ ସେଠାରୁ ଚମ୍ପଟ ମାରିଥିଲେ ।