• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "47" result for "Train" in https://otvkhabar.in

Odisha Train Train Tragedy
Train Tragedy: ତାଙ୍କ ଆଖି ଆଗରେ ଚାଲିଗଲା ଅନେକଙ୍କ ପ୍ରାଣବାୟୁ, ହେଲେ ଅଳ୍ପକେ ବର୍ତ୍ତିଗଲେ ମାନିକଲାଲ..

ବାହାନଗା ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ମାନିକଲାଲ୍ । ସେଦିନର କଥା କ୍ୟାମେରା ଆଗରେ କହିଲେ । ଆଖି ଆଗରେ ଲୋକ ମୃତ୍ୟୁବରଣ କରୁଥିବା ଦେଖିଥିବା କହିଲେ ।

Odisha Train Tragedy
Train Tragedy: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।

Train Accident
Train Tragedy: ଚାରିଆଡ଼େ କାନ୍ଦ ବୋବାଳି, କାହାକୁ ବଞ୍ଚାଇବେ.. ଯବାନ ବଖାଣିଲେ ଅନୁଭୂତି

ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ।

Train Accident
Train Tragedy: ୪ ଦିନ ପରେ ବି ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ, ଗୋଟିଏ ଶବକୁ ଏକାଧିକ ଦାବିଦାର

ଶେଷ ବିକଳ୍ପ ଭାବେ ଆରମ୍ଭ ହେଲା ଡିଏନ୍ଏ ମ୍ୟାଚିଂ । ଏମ୍ବେଲମିଂ ପ୍ରଣାଳୀରେ ଶବକୁ ଅଧିକ ଦିନ ସଂରକ୍ଷିତ ରଖିବାକୁ ଗୁରୁତ୍ୱ ।

Train Tragedy
Train Tragedy: ୪୦ ମୃତଦେହ ଏମିତି ଥିଲା, ଯାହାର ଶରୀରରେ ନା ଥିଲା କ୍ଷତ ଚିହ୍ନ ନା ରକ୍ତର ଦାଗ

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ବଗିରୁ ଏଭଳି ୪୦ ମୃତଦେହ ମିଳିଥିବା ଚର୍ଚ୍ଚା । ଏଲ.ଟି ଲାଇନ୍ ଛିଡ଼ି ବିଦ୍ୟୁତ୍ ଆଘାତରୁ ବଗିରେ ଅନେକଙ୍କ ମୃତ୍ୟୁ ସନ୍ଦେହ ।

Train Tragedy
Train Tragedy: ଖୋଜି ଖୋଜି ନୟାନ୍ତ, ତଥାପି ପାଉ ନାହାନ୍ତି ! ବଞ୍ଚିଛନ୍ତି କି ମରିଛନ୍ତି ଜଣା ନାହିଁ...

ଆପଣା ଲୋକଙ୍କ ଶବ ଖୋଜିବାରେ ନାକେଦମ୍ ଆତ୍ମୀୟ । ବିଭିନ୍ନ ହସ୍ପିଟାଲରେ ନିଜ ଲୋକଙ୍କୁ ଖୋଜି ନୟାନ୍ତ ପ୍ରିୟ ପରିଜନ । ଜାଣି ପାରୁନାହାନ୍ତି ନିଖୋଜ ଥିବା ମଣିଷଟି ବଞ୍ଚିଛି କି ନାହିଁ ।

Odisha train tragedy jagannath sahu save himself
Odisha train tragedy: ମୃତ ଶରୀର ଏବଂ ଟ୍ରେନର ଷ୍ଟିଲ୍ ଭିତରେ ଫସିଯାଇଥିଲେ ଜଗନ୍ନାଥ ସାହୁ; ନିଜକୁ ନିଜେ ରକ୍ଷା କଲେ; ଜାଣନ୍ତୁ କେମିତି…

୩୯ ବର୍ଷୀୟ ଜଗନ୍ନାଥ ସାହୁ ସେହି ସମୟକୁ ଭୁଲି ପାରି ନାହାନ୍ତି। ସେ ମଧ୍ୟ ବାଲେଶ୍ୱର ଟ୍ରିପଲ ଟ୍ରେନ୍‌ର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ହୋଇଯାଇଥାନ୍ତେ, କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇଥିଲା। ଭଗବାନ ତାଙ୍କୁ ବଛେଇ ଦେଇଛନ୍ତି।

Odisha Train Mishap
Odisha Train Tragedy: ଦୋଷୀକୁ ଆଦୌ ଛଡ଼ା ଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ

Mamata Banerjee, Aswini Vaishnaw
Odisha Train Tragedy: ଦିଦି କହିଲେ ୫ ଶହ, ଅଶ୍ୱିନୀ କହିଲେ ୨୩୮

ମୃତକଙ୍କ ସଂଖ୍ୟା ନେଇ କଥା କଟାକଟି ହେଲେ ଦୁଇ ନେତା ।

Train Acciednt
Train Accident: ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି..

Balasore Train Accident
Train Accident: ଏଇତ ମଣିଷ ପଣିଆ; ଗୁରୁତରଙ୍କୁ ରକ୍ତଦାନ ପାଇଁ ମେଡିକାଲରେ ହଜାର ହଜାର ଯୁବକଙ୍କ ଭିଡ଼...

ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।

Train Accident In Balasore
Train Accident: ଅତି ହୃଦୟ ବିଦାରକ ! ଦୁଇ ନୁହେଁ ୩ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ଯୁଆଡ଼େ ଦେଖିବ ଖାଲି ଶବ

ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।

Pramila Mallick On Train Tragedy
Train Accident: ‘ଶହ ଶହ ଲୋକ ମରିଛନ୍ତି, ଦେଖିଲେ ଧର୍ଯ୍ୟ ରହିବନି’

ଶେଷରେ ସେ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।

News Fuse | Gateman fails to give signal to train in Mayurbhanj after falling asleep | OTV
News Fuse | Gateman fails to give signal to train in Mayurbhanj after falling asleep | OTV

News Fuse | Gateman fails to give signal to train in Mayurbhanj after falling asleep | OTV OdishaTV is Odisha\'s no 1 News Channel. OTV being the first

Locals stage protest in Sambalpur\'s Bamra demanding stoppage of trains
Locals stage protest in Sambalpur\'s Bamra demanding stoppage of trains

Locals stage protest in Sambalpur\'s Bamra demanding stoppage of trains OdishaTV is Odisha\'s no 1 News Channel. OTV being the first private satellite

News Fuse | Passengers cross railway track with luggage at risk few seconds before train arrival
News Fuse | Passengers cross railway track with luggage at risk few seconds before train arrival

News Fuse | Passengers cross railway track with luggage at risk few seconds before train arrival OdishaTV is Odisha\'s no 1 News Channel. OTV being the

News Fuse | Railways Minister Ashwini Vaishnaw flags off new trains
News Fuse | Railways Minister Ashwini Vaishnaw flags off new trains

News Fuse | Railways Minister Ashwini Vaishnaw flags off new trains OdishaTV is Odisha\'s no 1 News Channel. OTV being the first private satellite TV

News Fuse | India\'s first aluminum freight train painted moments before inauguration
News Fuse | India\'s first aluminum freight train painted moments before inauguration

News Fuse | India\'s first aluminum freight train painted moments before inauguration OdishaTV is Odisha\'s no 1 News Channel. OTV being the first private

Apana Eka Nuhanti | Financial constraint a huddle in father’s treatment, family suffers
Apana Eka Nuhanti | Financial constraint a huddle in father’s treatment, family suffers

Apana Eka Nuhanti | Financial constraint a huddle in father’s treatment, family suffers OdishaTV is Odisha\'s no 1 News Channel. OTV being the first

Bullet Train - Odia Stand Up Comedy Show
Bullet Train - Odia Stand Up Comedy Show

A stand up comedy show that uses satire to address political issues. Contestants present their talent through ticking the ribs of the audience by using

News Fuse 5 Nov 18 | BJDରେ ମିସିଲେ ନବୀନ | ପାଣିଗ୍ରାହି  ଉବାଚ | ହୋଟେଲରେ Hockey | Break ମାରିଲା Train
News Fuse 5 Nov 18 | BJDରେ ମିସିଲେ ନବୀନ | ପାଣିଗ୍ରାହି ଉବାଚ | ହୋଟେଲରେ Hockey | Break ମାରିଲା Train

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

News Fuse 21 Dec 2018 | କିଏ ଦେବେ Byte | Bench ପାଇଁ ଭାଇ ଭାଇ | Train ମଉସାଙ୍କୁ ନେଇଗଲା | ଗୋ ସେବା
News Fuse 21 Dec 2018 | କିଏ ଦେବେ Byte | Bench ପାଇଁ ଭାଇ ଭାଇ | Train ମଉସାଙ୍କୁ ନେଇଗଲା | ଗୋ ସେବା

The highest rated show among all Odia news television which focuses on analysing the socio-political issues. Famous Ollywood Comedia Hrushikesh Das presents