ଏହି ଲେଖାରେ ଭାରତର ପ୍ରାଚୀନ ଓ ଆଧୁନିକ ପୋଷାକ ସଫା ପ୍ରଣାଳୀର ଇତିହାସ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ପ୍ରାଚୀନ ବୈଦିକ ଯୁଗରୁ ଲୋକମାନେ ନିଜ ପୋଷାକ ସଫା କରିବାକୁ ରିଠା ଫଳ, ମାଟି ଓ ପାଉଁଶ ବ୍ୟବହାର କରୁଥିଲେ । ରାଜାରାଜୁଡାଙ୍କ ଘରେ ବିଶେଷ ଭାବରେ ଏହି ପଦ୍ଧତି ବ୍ୟବହୃତ ହେଉଥିଲା, ଯାହା ପୋଷାକରେ ଚମକ ଆଣୁଥିଲା ।
ଏହି କ୍ରମରେ ପାରାଦୀପ ବନ୍ଦରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କେମିତି ରାଜ୍ୟ ବିକାଶର ମୁଖଶାଳା ପାଲଟିଛି ପାରାଦୀପ, ତା’ଉପରେ ଆଲୋକପାତ କରିଥିଲେ।
ନୂଆ ରୂପ ନେଉଛି ଶ୍ରୀମନ୍ଦିରର ଦୋଳବେଦୀ। ଲୁଚି ଯାଇଥିବା ପ୍ରାଚୀନ କୀର୍ତ୍ତିରାଜି ପୁଣି ଦୃଶ୍ୟମାନ ହେବ। ଚଳିତବର୍ଷ ଦୋଳପୂର୍ଣ୍ଣିମାରେ ଭକ୍ତ ଦେଖିବେ ଦୋଳବେଦୀର ନୂଆ ରୁପ।
ପ୍ରତ୍ୟେକ ଅଞ୍ଚଳର ଏକ ସ୍ୱତନ୍ତ୍ର ମାତୃଭାଷା ରହିଛି। ସେଥିମଧ୍ୟରୁ ଓଡ଼ିଆ ଗୋଟିଏ। ଏହା ହେଉଛି ଓଡ଼ିଶାର ମାତୃଭାଷା। ଏହି ଭାଷା ଅନେକ ବାଧାବିଘ୍ନ ଦେଇ ଗତିକରିଛି। ଏହି ଭାଷାର ଉନ୍ନତି ପାଇଁ ଅନେକ ମହାପୁରୁଷ ସେମାନଙ୍କ ଶ୍ରମଦାନ ଦେଇଛନ୍ତି। ଆସନ୍ତୁ ସଂକ୍ଷେପରେ ଏହା ବିଷୟରେ ଜାଣିନେବା।
ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍ମକ୍ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।
ପୂର୍ବରୁ ଠାବ ହୋଇଛି ୫ଶହ ବର୍ଷ ତଳର ମନ୍ଦିର । ବାଲି ତଳେ ପୋତା ମନ୍ଦିରର ଦିଶୁଛି କେବଳ ଚୂଡ଼ା ।
ଆରମ୍ଭ ହେଉଛି ପ୍ରୋଜେକ୍ଟ ଉଦଭବ । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ ।
ସାରା ଦୁନିଆରେ ମାନବୀୟ ଚେଷ୍ଟାକୁ ସମ୍ମାନିତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୧୯ ଅଗଷ୍ଟରେ ‘ବିଶ୍ୱ ମାନବତାବାଦୀ ଦିବସ’ ପାଳନ କରାଯାଏ।
ଏଠାରେ ଥିବା ମୂଳ ପ୍ରତିମାର, ଅଳଙ୍କାର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି । ତଥାପି ଆଜି ବି ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବାକୁ ଆସିଥାନ୍ତି ।
ମାଟିରେ ମିଶିଯିବନି ତ ଶହ ଶହ ବର୍ଷର ଆଧ୍ୟାତ୍ମିକ ଇତିହାସ?
ଶେଷରେ ଚେତିଲା ଏଏସ୍ଆଇ। ଉଦ୍ଧାର ହେଲା ପରିତ୍ୟକ୍ତ ଅବସ୍ଥାରେ ମାଟିରେ ଲୋଟିଥିବା ପ୍ରାଚୀନ ଐତିହ୍ୟ। ଏମାର ମଠ ଖନନ ସ୍ଥାନରୁ ମିଳିଛି ଗଙ୍ଗ ରାଜୁତି ସମୟର କାରୁକାର୍ଯ୍ୟ ପୂର୍ଣ୍ଣ ଦୁଇଟି ସିଂହ ମୂର୍ତ୍ତି।
ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା ମାମଲାର ବିଚାର କରି ଶିଶୁପାଳଗଡ଼ର ଜବଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ତେବେ କେବେ କାର୍ଯ୍ୟକାରୀ ହେବ ଏହି ନିର୍ଦ୍ଦେଶ? ତାହାକୁ ନେଇ ସନ୍ଦେହ...
ଭାରତକୁ ୨୯ଟି ପ୍ରାଚୀନ ମୂର୍ତ୍ତି, ଚିତ୍ର ଓ ଫଟୋ ଆଦି ଫେରାଇଲା ଅଷ୍ଟ୍ରେଲିଆ । ଶହ ଶହ ବର୍ଷ ପୁରୁଣା ଏହିସବୁ କିର୍ତ୍ତୀରାଜି ବେଆଇନ ଭାବେ ଭାରତ ବାହାରକୁ ଯାଇଥିଲା ।
ଆମ ଦେଶରେ ଭାରତରେ ଭରି ରହିଛି ଅନେକ ଗୁଢ ରହସ୍ୟ । ଆଉ ସେ ସବୁ ରହସ୍ୟ ଆମକୁ ସବୁବେଳେ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ବି କରିଥାଏ । ପ୍ରାକୃତିକ ପରିବେଶ, ଐତିହାସିକ ସଂରଚନା ଏ ସବୁ ପାଇଁ ଭାରତ ପୁରା ବିଶ୍ୱରେ ପ୍ରସିଦ୍ଧ । ସେହିଭଳି ଏକ ସ୍ଥାନ ହେଉଛି ଆନ୍ଧ୍ରପ୍ରଦେଶ ବିଶାଖାପଟନମରେ ଥିବା ବୋର୍ରା ଗୁମ୍ଫା । ଏହା ଭାରତର ପୂର୍ବତଟରେ ଅବସ୍ଥିତ ଓ ଅନନ୍ତଗିରି ପାହାଡର ଅଂଶ । ଏହାକୁ ଭାରତର ସବୁଠାରୁ ବଡ ଗୁମ୍ଫା ବୋଲି କୁହାଯାଏ । ଆଉ ଏହି ଗୁମ୍ଫାକୁ ନେଇ ରହିଛି ଅନେକ ରହସ୍ୟ, ଅନେକ ଲୋକକଥା । ତେବେ ଚାଲନ୍ତୁ ଜାଣିବା ସେହି ରହସ୍ୟ ଓ ଲୋକକଥା 'ବୋର୍ରା ଗୁମ୍ଫା'ର କାହାଣୀ ।
ଆମେରିକାରୁ ନିଜ ମାଟିର ଐତିହାସିକ ମୂର୍ତ୍ତିକୁ ଫେରାଇ ଆଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ଗସ୍ତ ସାରି ଭାରତ ଫେରିବା ବେଳେ ମୋଦି ୧୫୭ଟି ପୁରାତନ ଓ ଐତିହାସିକ ଉପହାର ନେଇ ଆସିଛନ୍ତି । ଯାହା ବହୁ ବର୍ଷ ଧରି ଭିନ୍ନ ଭିନ୍ନ ଉପାୟରେ ଭାରତଠାରୁ ଛଡାଇ ନିଆଯାଇଥିଲା
ଭୁବେନେଶ୍ୱର(ଅର୍ଚ୍ଚନା ଶତପଥୀ): ହଜିଯିବନି ତ ମନ୍ଦିରମାଳିନୀ ସହର ନାଁରେ ଜଣାଶୁଣା ଭୁବନେଶ୍ୱରର ବଳିଷ୍ଠ ପରିଚୟ ? କେବଳ ଛବିରେ ରହିଯିବନି ତ ଏକାମ୍ର କ୍ଷେତ୍ରର ଅନେକ ଅବର୍ଣ୍ଣନୀୟ ଐତିହ୍ୟ ? କାରଣ ଓଡ଼ିଶା ଐତିହ୍ୟର ପରିଚୟ ବହନ କରୁଥିବା କିର୍ତ୍ତୀରାଜୀ ଆଜି ଜରାଜୀର୍ଣ୍ଣ। ଜରାଜୀର୍ଣ୍ଣ ଅବସ୍ଥାରେ ଅଧିକାଂଶ ଐତିହ୍ୟସମ୍ପନ୍ନ ମନ୍ଦିର। କେଉଁଠି ମନ୍ଦିର ମୁଖଶାଳାରେ ଗଛ ତ ପୁଣି କେଉଁଠି ମନ୍ଦିର ଚାରିକଡ଼େ ଛିଡ଼ା ହୋଇଛି କଂକ୍ରିଟ୍ କୋଠାବାଡ଼ି। ଆଉ କେଉଁଠି ମନ୍ଦିର ପାଖେ ଗଦା ହୋଇଛି […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟରେ ମହାନଦୀ ଗର୍ଭରେ ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରତ୍ନତତ୍ୱବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିହେଲା, […]
ନୟାଗଡ଼: ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିର। ପାଣି କମିବା ପରେ ମନ୍ଦିରର ଚୂଡ଼ା ସ୍ପଷ୍ଟ ଦିଶୁଛି। ନୟାଗଡ଼ ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଭିତରୁ ଏହି ପ୍ରାଚୀନ ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି। ମୁଖ୍ୟ ମନ୍ଦିର ପାଖରେ ଆଉ ଦୁଇଟି ମନ୍ଦିର, ତୁଳସୀ ଚଉରା, କୂଅ, ରୋଷଘର ବି ପାଣି ଭିତରେ ସ୍ପଷ୍ଟ ଭାବେ ଦିଶୁଛି। ବିଷ୍ଣୁ ମନ୍ଦିର ଢାଞ୍ଚାରେ ତିଆରି ହୋଇଛି ମନ୍ଦିର। ଏହା ପ୍ରାୟ ୫ ଶହ ବର୍ଷ ପୁରୁଣା ବୋଲି […]
ବରଗଡ଼: ଅବହେଳିତ ଏବଂ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ନିଆପାଲିରେ ଥିବା ଚତୁର୍ଥ ଶତାଦ୍ଦୀର ବୌଦ୍ଧ ପୀଠ। ରକ୍ଷଣାବେକ୍ଷଣ ଅଭାବରୁ ଲୋପ ପାଇବାକୁ ବସିଲାଣି ପୁରୁଣା କୀର୍ତ୍ତିରାଜି ସମ୍ବଳିତ ପୋଥି ଏବଂ ତଥ୍ୟ ସମୂହ। ମନ୍ଦିରର ଛାତ ଓ କାନ୍ଥରେ ଫାଟ ତିଆରି ହୋଇ ପାଣି ଗଳୁଛି। ଏଠାରେ ବୁଦ୍ଧଙ୍କର ୨ଟି ପ୍ରାଚୀନ ମୂର୍ତ୍ତି ମିଳିଥିଲା। ମାତ୍ର ୨୦୦୮ ମସିହାରେ ୨ଟି ମୂର୍ତ୍ତିରୁ ଗୋଟିଏ ଚୋରି ହୋଇଯାଇଥିବାବେଳେ ଅନ୍ୟଟିର ମୁଣ୍ଡ ଚୋରି ହୋଇଯାଇଥିଲା। […]
ଲଇକେରା: ପ୍ରାଚୀନ କାଳର ମଣିଷକୁ ଆପଣମାନେ କେବଳ ଫିଲ୍ମରେ ଦେଖୁଥିବେ। ହେଲେ ସେହି ମଣିଷ ଏବେ ବି ଜୀବିତ। ହୁଏତ ଏହା ଆପଣଙ୍କୁ ଚକିତ କରୁଥିଲେ ବି କଥାଟା ସତ। ଯିଏ କେବଳ ଫଳମୂଳ ଖାଇ ଉଲ୍ଲଗ୍ନ ବେଶରେ ଜଙ୍ଗଲରେ ଘୁରି ବୁଲୁଛନ୍ତି। ସେହି ମଣିଷ ଯେତିକି ସମାଜ ଆଖିରେ ଯେତିକି ଅପରିଚିତ ସେତିକି ଅଦ୍ଭୁତ। କହିବାକୁ ଗଲେ ଏକବିଂଶ ଶତାବ୍ଦୀର ଟାର୍ଜନ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲାର ଗୋପାଳ ନାଏକ। ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ […]
କୋରାପୁଟ(ଟି. ଗୌରୀଶଙ୍କର): ହଜିଯାଉଛି ପ୍ରାଚୀନ କୀର୍ତ୍ତିରାଜି। ସୁରକ୍ଷା ଅଭାବରୁ ନଷ୍ଟ ହେଉଛି ଐତିହ୍ୟ। ଏମିତି ବର୍ଷ ବର୍ଷ ଧରି ମୁକୁଳା ହୋଇ ପଡି ରହିଛି ଶହ ଶହ ବର୍ଷର ପ୍ରାଚୀନ ମନ୍ଦିର। ପ୍ରଶାସନର ଅବହେଳା ହେତୁ ନଷ୍ଟ ହେବାକୁ ବସିଛି ପ୍ରାକୃତିକ ପରିବେଶ ମଧ୍ୟରେ ଥିବା କୋରାପୁଟ ଜିଲ୍ଲାର ଅନେକ ପୁରୁଣା ମନ୍ଦିର। ସବୁଜ ବନାନୀ ଭିତରେ ଭଗବାନ୍ ନାରାୟଣଙ୍କ ମନ୍ଦିର। ଏଠାରେ ସ୍ଥାନୀୟ ଲୋକେ ଭଗବାନ ନାରାୟଣଙ୍କୁ ପୂଜା କରନ୍ତି। ପ୍ରତ୍ୟେକ ଦିନ ଏଠାରେ ଶହ […]
ଇସଲାମବାଦ: ଭାରତ ବିରୋଧରେ ମିଛ ଖବର ପ୍ରଚାର କରିବାରେ ମାହିର ପାକିସ୍ତାନ ପୁଣି ଏକ ମିଛ କହିଛି। ଏଥର ଭାରତର ଇତିହାସକୁ ନେଇ ମିଥ୍ୟା ଖବର ପ୍ରଚାର କରିଛି। ଭିଏତନାମରେ ଥିବା ପାକିସ୍ତାନ ରାଜଦୂତ କମର ଅବ୍ବାସ ଖୋଖର ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ଭାରତର ନୁହେଁ। ଏହା ପ୍ରାଚୀନ ପାକିସ୍ତାନର ଏକ ଅଂଶ। ସେତିକି ନୁହେଁ, ଖୋଖର ଟ୍ୱିଟ କରି ଦାବି କରିଛନ୍ତି, ତକ୍ଷଶିଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା ଏବଂ ଚାଣକ୍ୟ, ପାଣିନୀଙ୍କ ପରି ବିଦ୍ୱାନ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠିି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ମନ୍ଦିର ପୁନରୁଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର […]