• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "10" result for "ଚୈତ୍ର" in https://otvkhabar.in

ବକେୟା ବିଲ୍ ପାଇଁ ଗାଁ ଅନ୍ଧାର ।
Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା ।

ବକେୟା ବିଲ୍ ପାଇଁ ଗାଁ ଅନ୍ଧାର ।
Odisha's Severe Power Crisis: ଚୈତ୍ର ତାତିଠୁ ବଳିଯାଉଛି ଟାଟା ପାୱାରର ତାଉ; ରାଜ୍ୟର କୋଣ ଅନୁକୋଣରେ ଉତ୍କଟ ବିଜୁଳି ସମସ୍ୟା

ଉଦୁଉଦିଆ ଖରାବେଳେ ଝାଞ୍ଜିମାଡ଼ ହେଉ କିମ୍ବା ରାତିର ଗୁଳୁଗୁଳି । ତାତିର ତାଉ ବଢୁ ବଢୁ ରାଜ୍ୟର କୋଣ ଅନୁକୋଣରେ ଦେଖାଗଲାଣି ଉତ୍କଟ ବିଜୁଳି ସମସ୍ୟା ।

Chaitra navratri 2025 try these actresses beautiful look
Chaitra Navratri 2025: ଚୈତ୍ର ନବରାତ୍ରୀରେ ପିନ୍ଧନ୍ତୁ ଏହି ସବୁ ଶାଢି; ହିରୋଇନ୍‌ଙ୍କ ଭଳି ଚମକିବେ

ଯେତେବେଳେ କୌଣସି ପର୍ବପର୍ବାଣୀ ଆସେ, ସମସ୍ତେ ଏକ ପାରମ୍ପରିକ ଲୁକ୍ ଚାହାଁନ୍ତି ଯେଉଁଥିରେ ସେମାନେ ଷ୍ଟାଇଲିସ୍ ଦେଖାଯିବେ ଏବଂ ଆରାମଦାୟକ ମଧ୍ୟ ଅନୁଭବ କରିବେ। ଯଦି ଆପଣ ମଧ୍ୟ ଏହି ଚୈତ୍ର ନବରାତ୍ରୀ ପାଇଁ ଏମିତି କିଛି ଖୋଜୁଛନ୍ତି, ତେବେ ବଡିଉଡ୍‌ର ଏହି ସୁନ୍ଦରୀମାନଙ୍କୁ ଫଲୋ କରିପାରିବେ ଏବଂ ଏହାକୁ ରିକ୍ରିଏଟ୍ କରିପାରିବେ।

Why the fisherman make fun with horse dance during Chaitra Purnima
Chaitra Purnima 2024: ଚୈତ୍ର ପୂର୍ଣ୍ଣିମାରେ କୈବର୍ତ୍ତମାନେ କାହିଁକି ଘୋଡାନାଚ କରି ମଉଜ କରନ୍ତି

ଓଡ଼ିଆଙ୍କ ପାଇଁ ଚୈତ୍ର ପୂର୍ଣ୍ଣିମା ଏକ ବିଶେଷ ମହତ୍ତ୍ୱ ରଖେ। ଏହା ଓଡ଼ିଶାର ଏକ ଗଣପର୍ବ। ଏହାକୁ ସାଧାରଣ ଭାଷାରେ ଚଇତିପୁନେଇଁ ବା ଚଇତ ପୁନେଇଁ ମଧ୍ୟ କୁହାଯାଏ। ଏହା କୈବର୍ତ୍ତମାନଙ୍କର ଏକ ବିଶେଷ ପର୍ବ। ଏହି ପର୍ବକୁ ସେମାନେ ବହୁତ ଯାକଜମକରେ ପାଳନ କରନ୍ତି। ଏହା ସେମାନଙ୍କ ପାଇଁ ମନୋରଂଜନର ଢେର୍ ଖୋରାକ ଯୋଗାଏ।

chaitra navratrra puja know the puja vidhi
Basantika Durga Puja 2024: ଚୈତ୍ର ନବରାତ୍ରର ମହିମା; ଜାଣନ୍ତୁ କେଉଁଦିନ ପୂଜିବେ କେଉଁ ଦେବୀ

ବାସନ୍ତିକ ଦୁର୍ଗାପୂଜାକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର ମଧ୍ୟ କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ଏହି ପର୍ବ ନାରୀ ଶକ୍ତିର ପ୍ରତୀକ ହୋଇଥିବା ବେଳେ ଏହା ବ୍ରାହ୍ମାଣ୍ଡର ରକ୍ଷାକର୍ତ୍ତୀ ଦେବୀ ଦୁର୍ଗାଙ୍କ ପ୍ରତି ସମର୍ପିତ।

Ram Lalla
Video: କାଲିଠୁ ଚୈତ୍ର ନବରାତ୍ରୀ; ସୁନା-ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ରାମ ଲାଲା...

ଚୈତ୍ର ନବରାତ୍ରୀ ଅବସରରେ ସ୍ବତନ୍ତ୍ର ବସ୍ତ୍ର ପିନ୍ଧିବେ ରାମ ଲାଲା । ସୁନା, ରୁପା ପ୍ରିଣ୍ଟ ବସ୍ତ୍ର ପରିଧାନ କରିବେ ବାଲକ ରାମ୍ । ଅଯୋଧ୍ୟାରେ ଭବ୍ୟ ରାମ ନବମୀ ପାଳନ ଲାଗି ପ୍ରସ୍ତୁତି । 

chhaunurtya preparation
ଧୁମ୍ସାର ତାଳେ ତାଳେ ଚାଲିଛି ନୃତ୍ୟ ଅଭ୍ୟାସ, ଚୈତ୍ର ପର୍ବ ପାଇଁ ପ୍ରସ୍ତୁତି

ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...

ghanta patua
ଆଜି ଚୈତ୍ର ମଙ୍ଗଳବାର: କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ଚୈତ୍ର ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ଘଣ୍ଟ ପାଟୁଆଙ୍କ ନିଷ୍ଠାପୂର୍ଣ୍ଣ ନୃତ୍ୟରେ ଭାବ ବିହ୍ୱଳ ଭକ୍ତ। ପବିତ୍ର ଚୈତ୍ର ମାସରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ  ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଉଦୁ ଉଦିଆ ଦ୍ୱିପ୍ରହରରେ କାଳସୀ ବେଶରେ ସଜେଇ ହୋଇ ବେଶ୍ ନିଷ୍ଠାପର ଭାବେ ନୃତ୍ୟ ପରିବେଷଣ କରୁଥାନ୍ତି ଘଣ୍ଟ ପାଟୁଅ। ମାଆଙ୍କର ଚଳନ୍ତି ପ୍ରତିମା ଭାବେ […]

tara-2
ତାରାତାରିଣୀ ପୀଠରେ କଟକଣା; ଚୈତ୍ର ପର୍ବରେ ଭକ୍ତଙ୍କୁ ମିଳିବନି ସୁବିଧା

ବ୍ରହ୍ମପୁର: ବ୍ରହ୍ମପୁରର ତାରାତାରିଣୀ ପୀଠରେ ପ୍ରସିଦ୍ଧ ଚୈତ୍ର ପର୍ବରେ ହେବନି ଜନସମାଗମ। କରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଚୈତ୍ର ପର୍ବରେ ଜନସମାଗମ ନହେବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି। ତେବେ ମାଙ୍କ ଚୈତ୍ରପର୍ବ ପୂଜାବିଧି ଯଥାରିତି ଅନୁଷ୍ଠିତ ହେବ। ପର୍ବ ସମୟରେ ଲୋକଙ୍କୁ ଯୋଗାଇ ଦିଆଯାଉଥବା ସୁବିଧା ସୁଯୋଗ ପ୍ରତ୍ୟାହୃତ ହେବ। ସମାଗମ ସ୍ଥଳକୁ ନେବା ପାଇଁ ଗାଡ଼ି ବ୍ୟବସ୍ଥାରେ ମଧ୍ୟ […]