• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

who
"ଆଇଭରମେକଟିନ ଔଷଧକୁ ବିନା ଟ୍ରାଏଲରେ ବ୍ୟବହାର କରନ୍ତୁ ନାହିଁ"

ଆଇଭରମେକଟିନ ଔଷଧକୁ ବିନା ଟ୍ରାଏଲରେ ବ୍ୟବହାର କରନ୍ତୁ ନାହିଁ। କୌଣସି ନୂଆ ରୋଗ ଉପରେ ପୁରୁଣା ଔଷଧକୁ ମନଇଚ୍ଛା ବ୍ୟବହାର କରିହେବନି। ଆଜି କିଛି ଏଭଳି ଭାବେ ଲୋକଙ୍କୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଏନେଇ ଟ୍ୱିଟ୍‌ କରି ସଚେତନ କରାଇଛନ୍ତି।

  • Tuesday, 11 May 2021
terrorist
ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ

ଜମ୍ମୁ: ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ। ଜାମ୍ମୁ ଓ କାଶ୍ମୀର ଅନନ୍ତନାଗ କୋକେରନାଗ ଅଞ୍ଚଳରେ ହୋଇଛି ଏନକାଉଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। କୋକେରନାଗ ଭାଏଲୋ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ…

  • Tuesday, 11 May 2021
dhenkanal
ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ଶବକୁ ଅସମ୍ମାନ: ଜଙ୍ଗଲରେ ଶବ ପଡିଥିବା ଫଟୋ ଭାଇରାଲ

କାମାକ୍ଷନଗର:କରୋନାରେ ଉଜୁଡି ଯାଉଛି ଘର, ଭାଙ୍ଗି ଯାଉଛି ପରିବାର । ଆପଣାର ଲୋକମାନେ ହୋଇ ଯାଉଛନ୍ତି ସାତପର ।  ମୃତ୍ୟୁ ମୁହଁରେ ଛଟପଟ ହେଉଥିବା ବାପାଙ୍କୁ ପାଣି ଟୋପାଏ ଦେବାକୁ ଡ଼ରୁଛି ପୁଅ । ଶବ ତା ଏଠି ଅଲୋଡ଼ା ।…

  • Tuesday, 11 May 2021
Untitled-1
ବିଚିତ୍ର ପାହାଡ : କରୁଛି ରଙ୍ଗ ପରିବର୍ତ୍ତନ

ଆମେ ସମସ୍ତେ ଏଣ୍ଡୁଅ ରଙ୍ଗ ବଦଳାଇବା ବିଷୟରେ ଶୁଣିଛୁ, କିନ୍ତୁ ପାହାଡର ରଙ୍ଗ ପରିବର୍ତ୍ତନ କରିବାର ଘଟଣା ନିଶ୍ଚିତ ଆଶ୍ଚର୍ଯ୍ୟ କରିବା କଥା। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ଏହା ବିଚିତ୍ର ନିଶ୍ଚିତ, କିନ୍ତୁ ଅଷ୍ଟ୍ରେଲିଆର ଏକ ପାହାଡ ସକାଳରୁ ସନ୍ଧ୍ୟା…

  • Tuesday, 11 May 2021
950611-vaccine
ଦ୍ୱିତୀୟ ଲହରରୁ ମୁକ୍ତି ପାଇବାକୁ ହେଲେ ଟିକା ନୁହେଁ ବରଂ ମାସ୍କ ପିନ୍ଧ: ଭେଙ୍କଟ ରାଓ

ଭୁବନେଶ୍ଵର: କୋଭିଡ୍ ଟିକା ଆସିବା ପରେ କରୋନା ଚାଲିଗଲା ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ତାହାକୁ ଭୁଲ ପ୍ରମାଣିତ କରିଦେଲା ମହାମାରୀର ଦ୍ୱିତୀୟ ଲହର । କରୋନା ଟିକା ଯଦି ସଂଜିବନୀ ହୁଏ, ତେବେ କରୋନାରୁ ବର୍ତ୍ତିବା ପାଇଁ ମାସ୍କ…

  • Tuesday, 11 May 2021
Assam
କାହିଁକି ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି?

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ହିମନ୍ତ ବିଶ୍ୱଶର୍ମା। ଗୌହାଟୀରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ଜଗଦିଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତେବେ ୫ ବର୍ଷର ସୁଶାସନସତ୍ତ୍ୱେ କାହିଁକି ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା ବିଜେପି?

  • Tuesday, 11 May 2021
high court
ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ହାଇକୋର୍ଟରେ ଖାରଜ

ବରିଷ୍ଠ ଆଇନଜୀବୀ ମାନ୍ୟତା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିଷ୍ପତ୍ତି ହାଇକୋର୍ଟରେ ଖାରଜ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇନଜିବୀଙ୍କୁ ବରିଷ୍ଠତା ପ୍ରଦାନ ପାଇଁ ଦେଶର ସମସ୍ତ ହାଇକୋର୍ଟ ନିୟମାବଳୀ ପ୍ରସ୍ତୁତ କରିଥିଲେ।

  • Tuesday, 11 May 2021
Drive
ରାଜ୍ୟର ସହରାଞ୍ଚଳରେ ଚାଲିଛି ଡ୍ରାଇଭ୍ ଇନ୍ ଟିକା...

ଆଜିଠାରୁ ରାଜ୍ୟର ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଲାଗି ଚାଲିଛି ଟିକାକରଣ। ରାଉରକେଲାରେ ଗୋଟିଏ ଦିନ ବ୍ୟବଧାନରେ ଟିକା ଦିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

  • Tuesday, 11 May 2021
black fungus
ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ରୋଗୀଙ୍କୁ ମାଗଣା ଦିଆଯିବ ଔଷଧ

ମୁମ୍ବାଇ: କରୋନା ସଂକ୍ରମଣ ବେଳେ ବ୍ଲାକ୍ ଫଙ୍ଗସ୍ ଚିନ୍ତା ବଢ଼ାଇଥିବା ବେଳେ ମହାରାଷ୍ଟ୍ର ସରକାର ଏ ନେଇ ବଡ଼ ଘୋଷଣା କରିଛନ୍ତି। ବ୍ଲାକ୍ ଫଙ୍ଗସ ସଂକ୍ରମିତଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟ ମେଡିକାଲ ଇଂସୁରାନ୍ସ ସ୍କିମ୍…

  • Tuesday, 11 May 2021
chandan-yatra
ଚନ୍ଦନ ଯାତ୍ରାକୁ ପ୍ରଶାସନର ଗ୍ରୀନ ସିଗନାଲ୍‌

ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ

  • Tuesday, 11 May 2021
Rain
କଟକରେ ତାଣ୍ଡବ କଲା କାଳବୈଶାଖୀ : ଲୋକଙ୍କ ଆକ୍ରୋଶର ଶିକାର ହେଲା ପୋଲିସ

କଟକରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ବର୍ଷା ଓ ପବନରେ ନୂଆପଡ଼ା ବାଲିସାହି ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କ ଟେଣ୍ଟ ଘର ଭାଙ୍ଗି ଛାରଖାର ହୋଇଛି।

  • Tuesday, 11 May 2021
1
ଆର୍ଥିକ ସଂକଟରେ ଶ୍ରୁତି ହାସନ

କରୋନା ଭାଇରସ୍ ସମଗ୍ର ଦେଶକୁ ହତାଶ କରିଦେଇଛି। ଧନ ଜୀବନ ନଷ୍ଟ ହେବା ସହିତ ଦେଶର ଲକ୍ଷ ଲକ୍ଷ ଲୋକ ଏହି ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଜଣାନାହିଁ ନିଜର ଆବଶ୍ୟକତା ପୂରଣ କରିବା ପାଇଁ କେତେ ଯେ…

  • Tuesday, 11 May 2021
Untitled-1
ସୋନୁ ସୁଦ୍-ସଲମନ ପ୍ରଧାନମନ୍ତ୍ରୀ ହେବା ଉଚିତ : ରାଖୀ ସାୱନ୍ତ

ମୁମ୍ବାଇ: ବିଗ୍ ବସ୍-୧୪ର ପ୍ରତିଯୋଗୀ ତଥା ବଲିଉଡ ଡ୍ରାମା କୁଇନ ରାଖୀ ସାୱନ୍ତ ତାଙ୍କ ନିଆରା ମନୋଭାବ ଓ କଥା ନେଇ ସବୁବେଳେ ଚର୍ଚ୍ଚାର କେଦ୍ରବିନ୍ଦୁ ପାଲଟିଥାନ୍ତି। ସୋସିଆଲ ମିଡିଆରେ ରାଖୀ ସାୱନ୍ତଙ୍କ ଭିଡିଓ ହେଉକୁ କୌଣସି ଫଟୋ ଖୁବ ଭାଇରାଲ…

  • Tuesday, 11 May 2021
Cloudy
ହଠାତ୍‌ ଘୋଟି ଆସିଲା କଳାହାଣ୍ଡିଆ ମେଘ, କିଛି ସମୟ ଭିତରେ ହୋଇଗଲା ସବୁକିଛି ଛାର୍‌ଖାର୍‌

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ବର୍ଷା ହୋଇଛି। ଆଜି ଅପରାହ୍ଣ ୧୨ଟା ପରେ ହଠାତ୍‌ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଜୋରରେ ବର୍ଷା ପବନ ହୋଇଥିଲା। ଏହାସହ ବଜ୍ରପାତ ମଧ୍ୟ ହୋଇଥିଲା।  ବଜ୍ରାଘାତରେ ରାଜ୍ୟର ୨ଟି ସ୍ଥାନରେ…

  • Tuesday, 11 May 2021
naxals
କରୋନା ଓ ଫୁଡ୍ ପଏଜନିଂରେ ୧୦ରୁ ଅଧିକ ମାଓବାଦୀ ମୃତ

ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ ଦଶରୁ ଅଧିକ ମାଓବାଦୀ ମୃତ ମାଓ ମୃତ୍ୟୁ ନେଇ ଦନ୍ତେଓ୍ବାଡ଼ା ଏସ୍ପି ଅଭିଷେକ ପଲ୍ଲବଙ୍କ ସୂଚନା ମୃତ ସମସ୍ତ ମାଓବାଦୀ ଦକ୍ଷିଣ ବସ୍ତର ମାଓ ସଂଗଠନର ସୂଚନା ଦାନ୍ତେୱାଡା :କରୋନା ମହାମାରୀ ବଢିଚାଲିଥିବା ବେଳେ  ଘଂଚ ଜଙ୍ଗଲରେ…

  • Tuesday, 11 May 2021
Untitled-1
ଟିକା ମହଜୁଦ୍ ପାଇଁ ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର

ଭୁବନେଶ୍ଵର: ରାଜ୍ୟରେ ଅଧିକ ପରିମାଣର ଟିକା ମହଜୁଦ୍ ରଖିବା ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଗ୍ଲୋବାଲ୍ ଟେଣ୍ଡର। ରାଜ୍ୟବାସୀଙ୍କୁ କରୋନା ଟିକା ଯୋଗାଇବା ଉଦ୍ଦେଶ୍ୟରେ ଗ୍ଲୋବାଲ ଟେଣ୍ଡରକରି ଟିକା କିଣିବ ସ୍ଵାସ୍ଥ୍ୟ ବିଭାଗ। କ୍ୟାବିନେଟର ଅନୁମୋଦନ ପରେ ରାଜ୍ୟ ସରକାର ଗ୍ଲୋବାଲ…

  • Tuesday, 11 May 2021
vaccination
ଭୁଲ୍‌ରେ ଯୁବତୀଙ୍କୁ କରୋନା ଭ୍ୟାକ୍‌ସିନ୍‌ର ୬ଟି ଡୋଜ୍‌ ଦେଇଦେଲେ ନର୍ସ, ତା’ପରେ...

ରୋମ୍‌: କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଭାରତ ସମେତ ଅନେକ ଦେଶରେ ଭ୍ୟାକ୍ସିନେସନ୍‌ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଭ୍ୟାକ୍‌ସିନ୍‌ ନେବା ପାଇଁ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଭ୍ୟାକ୍‌ସିନ୍‌ ନେବା ପାଇଁ କେଉଁଠି ଶୃଙ୍ଖଳିତ ଭାବେ ଲୋକମାନେ…

  • Tuesday, 11 May 2021
jogi 1
ଦଶ ଦିନରେ କମ୍ ହେଲା ଏକ ଲକ୍ଷ ସକ୍ରିୟ ସଂକ୍ରମିତ ସଂଖ୍ୟା

ଲକ୍ଷ୍ନୌ : ଦଶ ଦିନରେ କମିଲା ସଂକ୍ରମିତଙ୍କ ସଂଖ୍ୟା । କରୋନା ଭାଇରସକୁ କାବୁ କରିବାକୁ ଉତ୍ତରପ୍ରଦେଶରେ ଲଗାତାର କରୋନା କର୍ଫ୍ୟୁ ଲାଗୁ କରିବା ପରେ ସ୍ଥିତିରେ ସୁଧାର ଆସିଛି । ବିଗତ ୧୦ ଦିନରେ ଏକ ଲକ୍ଷ ସକ୍ରିୟ ସଂକ୍ରମିତଙ୍କ…

  • Tuesday, 11 May 2021
Untitled-1
ଆଜିଠୁ କେବିସି ପଞ୍ଜୀକରଣ ଆରମ୍ଭ

ମୁମ୍ବାଇ: ବଲିଉଡ ଶେହେନଶାହ ଅମିତାଭ ବଚ୍ଚନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଅମିତାଭଙ୍କ ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ପରଦାରେ ଦେଖିବା ସହ ତାଙ୍କ ଗମ୍ଭୀର ସ୍ଵରର ଝଲକ ଶୁଣିବାକୁ ପାଇବେ, କାରଣ ବିଗ୍ ବି କୌନ ବନେଗା କରୋଡପତି-୧୩…

  • Tuesday, 11 May 2021
airabata ins
ବିଦେଶରୁ ଅକ୍ସିଜେନ୍ ଓ ମେଡିକାଲ ଉପକରଣ ନେଇ ଆସିଲା ଆଇଏନ୍ଏସ୍ ଐରାବତ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଅଣନିଶ୍ୱାସୀ ହେଉଛି ଭାରତ । କରୋନା ସହ ଲଢ଼ିବା ପାଇଁ ସାଧନର ଘୋର ଅଭାବ। ଏପରି ସ୍ଥିତିରେ ବିଦେଶରୁ ଛୁଟୁଛି ସହାୟତାର ସୁଅ । କରୋନା ସେ ଲଢ଼ିବା ପାଇଁ ଦେଶ ଭିତରେ ବି ସବୁ…

  • Tuesday, 11 May 2021