• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

corona
ବଙ୍ଗ ପରେ ଏବେ ଟେନ୍‌ସନ୍‌ ଦେଲା ଆନ୍ଧ୍ର, ସୀମାରେ ହେଉଛି ଜୋରଦାର ଚେକିଂ

ବେଙ୍ଗଲ୍ ଷ୍ଟ୍ରେନ ପରେ ରାଜ୍ୟକୁ ଏବେ ଆନ୍ଧ୍ର ଷ୍ଟ୍ରେନ୍ ଡର। ପ୍ରବାସୀ ଓଡ଼ିଆ ଫେରୁଥିବାରୁ ବଢ଼ୁଛି ଚିନ୍ତା। ଏଥିପାଇଁ ଏ ଦୁଇ ରାଜ୍ୟ ସହ ଲାଗିଥିବା ଓଡ଼ିଶାର ୬ଟି ଜିଲ୍ଲାର ସୀମାକୁ ସିଲ୍ କରାଯାଇ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ଓ ଏସ୍ଆରସି ୪ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରତି ବ୍ଳକରେ ଟିଏମ୍ସି ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Wednesday, 05 May 2021
Cricketer
 ICC ଟେଷ୍ଟ ରାଙ୍କିଂ: ଋିଷଭଙ୍କୁ ଫାଇଦା, ବାବର ଆଜମଙ୍କୁ ବଡ଼ ଘାଟା ! ଟପ୍-୧୦ ବୋଲରଙ୍କ ମଧ୍ୟରେ କେବଳ ଅଶ୍ୱିନୀ

ନୂଆଦିଲ୍ଲୀ: ବୁଧବାର ଆଇସିସି ପକ୍ଷରୁ ବ୍ୟାଟିଂର ଟେଷ୍ଟ ରାଙ୍କିଂ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଶୀର୍ଶ ୧୦ ଜଣଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ ଜଣ ଭାରତୀୟ ଖେଳାଳି ସାମିଲ ଅଛନ୍ତି । ସେମାନେ ହେଲେ…

  • Wednesday, 05 May 2021
PATATOO
ଲକଡାଉନ୍‌ ଇଫେକ୍ଟ, ଆକୁ କିଲୋ ହେଲା ୯୦

ଶୂନଶାନ୍‌ ସହର, ଖାଖାଁ ରାସ୍ତା। ମହାମାରୀର ଦ୍ୱିତୀୟ ଲହରକୁ ମାତ୍ ଦେବାକୁ ୧୪ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ ଆଜି ଘରେ ରହିଛି ଓଡ଼ିଶା। କିଛି ଅମାନିଆ ଲକ୍‌ଡାଉନ୍‌ କଟକଣାକୁ ବେଖାତିର କରି ତଣ୍ଡ ବି ଗଣିଛନ୍ତି। ହେଲେ ତାଲାବନ୍ଦର ପ୍ରଥମ ଦିନରୁ ଆଳୁ-ପିଆଜର ଆକାଶଛୁଆଁ ଦର ଖାଉଟିଙ୍କ ଚିନ୍ତା ବଢ଼ାଇଛି।

  • Wednesday, 05 May 2021
cremation
ସରକାରଙ୍କ ବଡ଼ ନିଷ୍ପତ୍ତି: ଏଣିକି ଶ୍ମଶାନରେ ଡ୍ୟୁଟି କରିବେ ଶିକ୍ଷକ

ଏଣିକି ଶ୍ମଶାନ ଜଗିବେ ଶିକ୍ଷକ। ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ପ୍ରଶାସନ। ସୂଚନା ଅନୁସାରେ, ସାରା ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଅନେକ ରାଜ୍ୟ ସରକାର ଲକଡାଉନ୍‌ ଓ ସଟଡାଉନ୍‌ ଘୋଷଣା କରିଛନ୍ତି। ତେଣୁ ବର୍ତ୍ତମାନ ସମୟରେ ସ୍କୁଲ ବି ବନ୍ଦ ରହିଛି

  • Wednesday, 05 May 2021
OTV
କରୋନା ସଂକ୍ରମିତଙ୍କୁ ଓଟିଭି ବଢ଼ାଇଲା ସହାୟତାର ହାତ : ଫୋନ୍‌ କଲେ ଘରେ ପହଞ୍ଚିବ ଖାଦ୍ୟ

କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ହସ୍ପିଟାଲ୍ ଅପେକ୍ଷା ଘରେ ସଂଗରୋଧରେ ରହି ମହାମାରୀ ସହ ଯୁଝୁଛନ୍ତି ବହୁ ସଂକ୍ରମିତ। ହେଲେ ସଂଗରୋଧରେ ଥିବାରୁ ଖାଦ୍ୟ ପାଇଁ ଅସୁବିଧାରେ ପଡ଼ି, ଅନେକଙ୍କ ପାଇଁ ରୋଗର ପୀଡ଼ାଠୁ ବଳି ଯାଉଛି ପେଟର ଜ୍ୱାଳା।

  • Wednesday, 05 May 2021
coronavirus
ଏବେ ଚର୍ଚ୍ଚାରେ ମୁମ୍ବାଇ ମଡେଲ, ଦ୍ୱିତୀୟ ଲହରର ପ୍ରକୋପ କେମିତି କମାଇଲା ମାୟା ନଗରୀ.. ଜାଣନ୍ତୁ..

ଦେଶର ଆର୍ଥିକ ରାଜଧାନୀ କୁହାଯାଉଥିବା ମୁମ୍ବାଇରେ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି । ଏପ୍ରିଲ ମାସରେ, ଯେଉଁ ସହରରେ ପ୍ରତିଦିନ ୧୧ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଦେଖିବାକୁ ମିଳିଥିଲା ଏବେ ସେଠି ଅଢ଼େଇ ହଜାର ରହିଥିବା ଦେଖାଯାଇଛି

  • Wednesday, 05 May 2021
corona-death
ଘରୋଇ କୋଭିଡ୍‌ ମେଡିକାଲର ମନମାନି, ମୃତ୍ୟୁର ୩ ଦିନ ପରେ ପରିବାରକୁ ଦେଲେ ସୂଚନା

ରାଜଧାନୀ ଭୁବନେଶ୍ୱରରେ ଘରୋଇ କୋଭିଡ୍‌ ମେଡିକାଲର ବଢୁଛି କି ମନମାନି? ମେଡିକାଲର ନାଁରେ ତାଳଚେର ଯୁବକ ଆଣିଲେ ସଙ୍ଗୀନ ଅଭିଯୋଗ।ସୂଚନା ଅନୁସାରେ,  ୩ଦିନ ଧରି ଜଣେ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପରିବାକ ଲୋକଙ୍କୁ ଦିଆଗଲା ନାହିଁ

  • Wednesday, 05 May 2021
1
ଆସନ୍ତୁ ନେବା ଚଣାଡାଲିର ମଜ୍ଜା

ଆପଣ ନିଶ୍ଚୟ ଅନେକ ପ୍ରକାରର ଡାଲି ଖାଇଥିବେ। ସେଥିମଧ୍ୟରୁ ଚଣା ଡାଲିର ସ୍ୱାଦ ସବୁଠୁ ଅଲଗା। ଏନେଇ ଅନେକ ବିଶେଷ ଉତ୍ସବରେ, ଚଣା ଡାଲିର ହାଲୱା ଭଳି ଅନେକ ପ୍ରକାର ଡିସ୍ ତିଆରି ହୋଇଥାଏ। ତେବେ ଏଥର ଆପଣ ଏକ ଭିନ୍ନ…

  • Wednesday, 05 May 2021
Capture
ସହି ପାରିଲେନି ଦୁଃଖ, ବାପାଙ୍କ ଜୁଇକୁ ଡେଇଁ ପଡିଲେ ଝିଅ

ଜୟପୁର: ମହାମାରୀ କରୋନା ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସଂକ୍ରମଣର ଭୟ ସୃଷ୍ଟି କରିଛି। ନିଜ ଲୋକ ବି ପର କରି ଦେଉଛନ୍ତି। ଏପରିକି ମୃତ୍ୟୁ ପରେ ପରିଜନ ମୃତଦେହ ପାଖ ମାଡୁ ନାହାନ୍ତି। ଶବକୁ ଚାରି କାନ୍ଧ ଦେବାକୁ କେହି ନାହାନ୍ତି।…

  • Wednesday, 05 May 2021
sc
ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା ପରେ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର

ଦିଲ୍ଲୀ ହାଇକୋର୍ଟଙ୍କ ଅବମାନନା ନୋଟିସ ତଥା ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଯୋଗାଣ ଅଭାବରୁ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମାମଲାର ତୁରନ୍ତ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ

  • Wednesday, 05 May 2021
Untitled-1
ଘରର ସୁଖ-ସମୃଦ୍ଧି ପାଇଁ ବୈଶାଖରେ କରନ୍ତୁ ଏହି କାର୍ଯ୍ୟ

ହିନ୍ଦୁ ବିଶ୍ଵାସ ଅନୁଯାୟୀ, ବୈଶାଖ ମାସ ଶୁଭ ମାସ ମଧ୍ୟରୁ ଅନ୍ୟତମ। ଏହି ମାସକୁ ପୁରାଣରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ମାସରେ, ଭଗବାନ ବିଷ୍ଣୁଙ୍କୁ ପୂଜାକରିବା, ଦାନକରିବା ଏବଂ ପବିତ୍ର ନଦୀରେ ଗାଧୋଇବା ଦ୍ଵାରା ଭଗବାନଙ୍କ କୃପା ମିଳିଥାଏ ଏବଂ…

  • Wednesday, 05 May 2021
Lav agrawal
ଏହି ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଦେଶର ୫ ରାଜ୍ୟରେ କମୁଛି ଆକ୍ରାନ୍ତ ସଂଖ୍ୟା। କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ କରୋନା କମୁଥିବା ବେଳେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବା ମଧ୍ୟ ଜଣାପଡିଛି

  • Wednesday, 05 May 2021
lockdown
ଲକଡାଉନ୍‌କୁ ମାନିଲେ, ଘରେ ରହିଲେ ଲୋକେ...

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ କେନ୍ଦୁଝରରେ ଲକଡାଉନ କଡ଼ାକଡ଼ି କରାଯାଇଛି। ତେବେ ସହରରେ ସକାଳ ୬ଟାରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଥିଲା। ଏହାସହ ଅମାନିଆଙ୍କୁ ନିୟନ୍ତ୍ରଣ କରିବା

  • Wednesday, 05 May 2021
corona patient died
ଅକ୍ସିଜେନ ସପ୍ଲାଏ ବନ୍ଦ ଯୋଗୁ ୮ ରୋଗୀ ମୃତ ! ଡାକ୍ତର, ନର୍ସ ଫେରାର

ନୂଆଦିଲ୍ଲୀ: ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପାଖାପାଖି ୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେକ୍ଟର ୫୬ରେ ଏହି ହସ୍ପିଟାଲ ରହିଛି। ଜାତୀୟ ଗଣମାଧ୍ୟମ ସଂସ୍ଥା Aaj Takର ଏକ ରିପୋର୍ଟ ଅନୁସାରେ, ଏପ୍ରିଲ ୩୦ ବିଳମ୍ବ…

  • Wednesday, 05 May 2021
Untitled-1
ରକ୍ତଚାପକୁ ନିୟନ୍ତ୍ରଣରେ ରଖିବ ଏହି ୫ଟି ପାନୀୟ

ରକ୍ତଚାପର ହଠାତ୍ ବୃଦ୍ଧି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଏହାକୁ ଉଚ୍ଚ ରକ୍ତଚାପ ମଧ୍ୟ କୁହାଯାଏ। ଉଚ୍ଚ ରକ୍ତଚାପରେ ହୃଦୟର ଧମନୀରେ ରକ୍ତ ପ୍ରବାହ ଅତି ଦ୍ରୁତ ହୋଇଯାଏ। ତଥାପି, ଉଚ୍ଚ ରକ୍ତଚାପର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ନାହିଁ, ଯେଉଁଥିପାଇଁ…

  • Wednesday, 05 May 2021
Untitled-1
ଅନ୍ତରୀକ୍ଷରେ ସ୍ଥାୟୀ ରହଣୀ ପାଇଁ ଚୀନର ପଦକ୍ଷେପ

ଚୀନ୍ ଅନ୍ତରୀକ୍ଷ କ୍ଷେତ୍ରରେ ବହୁତ ଦ୍ରୁତ ଗତିରେ ଆଗକୁ ବଢୁଛି। ଦୁନିଆର ମହାକାଶ ଶକ୍ତିରେ ଯୋଗଦେବା ପାଇଁ ଚୀନ ଅଭିଳାଷ କାହାକୁ ଅଛପା ନାହିଁ। ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ନିକଟରେ ଏହାର ସ୍ପେସ୍ ଷ୍ଟେସନ୍ ତିଆନଙ୍ଗୋଗର…

  • Wednesday, 05 May 2021
pregnant woman
ଏକକାଳୀନ ୯ ସନ୍ତାନ ଜନ୍ମ ଦେଲେ ମହିଳା

ନୂଆଦିଲ୍ଲୀ-ଜଣେ ମହିଳା ଏକକାଳୀନ ଗୋଟିଏ ସନ୍ତାନକୁ ଜନ୍ମ ଦେଇଥାଏ । ବିଶେଷ କ୍ଷେତ୍ରରେ ଯମଜ ସନ୍ତାନ ଜନ୍ମ ଦେବାର ଦେଖା ଯାଇଛି । ୩ ବା ୪ ସନ୍ତାନ ଜନ୍ମ ଦେବା ଅତ୍ୟନ୍ତ ବିରଳ ଘଟଣା । ହେଲେ ଏକକାଳୀନ ଜଣେ…

  • Wednesday, 05 May 2021
dancing baarat
ବିବାହ ପ୍ରୋସେସନରେ PPE କିଟ ପିନ୍ଧି ଧମାକାଦାର ଡ୍ୟାନ୍ସ କଲେ ଯୁବକ, ଭିଡିଓ ଭାଇରାଲ

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ଦିନ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ସଂକ୍ରମଣ ବଢ଼ୁଥିବାରୁ ଅନେକ କଟକଣା ଜାରି ହୋଇଛି। କମ ଲୋକଙ୍କୁ ନେଇ ବିବାହ କରିବା ପାଇଁ କଟକଣା…

  • Wednesday, 05 May 2021
katuri-gang
ଧରାପଡ଼ିଲେ ରାଜଧାନୀର କଟୁରୀ ଗ୍ୟାଙ୍ଗ୍: ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଲୋକ ସାମାନ୍ୟ ଆଶ୍ୱସ୍ତ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ଆତଙ୍କ ଖେଳାଇଥିବା କଟୁରୀ ଗ୍ୟାଙ୍ଗର ୫ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଗିରଫ ଅପରାଧୀମାନେ ହେଲେ ଗଣେଶ କୋଟି, ଶଙ୍କର ଦାସ, ଜଗା, ସୁଶାନ୍ତ ଗୁରୁ ଓ ସୁଦାମ ନାୟକ। ଦୀର୍ଘ ୪ ମାସ…

  • Wednesday, 05 May 2021
Untitled-1
ପ୍ରେମରେ ପରିପୂର୍ଣ୍ଣ ଥିଲା କାର୍ଲ ମାର୍କ୍ସଙ୍କ ହୃଦୟ

କାର୍ଲ ମାର୍କ୍ସ ୦୫ ମେ ୧୮୧୮ରେ ଜର୍ମାନର ଟ୍ରିଏର ସହରରେ ଜନ୍ମଗ୍ରହଣ କରିଥିଲେ, ଯାହା ପ୍ରୁସିଆରେ ଅବସ୍ଥିତ ଥିଲା। ସାଧାରଣତ, ତାଙ୍କ ନାମ ଆସିବା ମାତ୍ରେ ମନରେ ଜଣେ ଧୀର, ଗମ୍ଭୀର ଦାର୍ଶନିକ, ଲେଖକ ଓ ଚିନ୍ତକର ଭାବମୂର୍ତ୍ତି ଉତ୍ପନ୍ନ ହୁଏ।…

  • Wednesday, 05 May 2021
sonu sood
୨୨ କରୋନା ରୋଗୀଙ୍କ ଜୀବନ ବଞ୍ଚାଇ ଦେଲେ ସୋନୁ ଓ ତାଙ୍କ ଟିମ

ମୁମ୍ବାଇ: କରୋନା ମହାମାରୀ ସମୟରେ ଗରିବ, ଅସହାୟ ପରିବାରକୁ ସାହାଯ୍ୟ କରି ଚର୍ଚ୍ଚାରେ ଥିବା ଅଭିନେତା ସୋନୁ ସୁଦଙ୍କୁ ନେଇ ପୁଣି ଚର୍ଚ୍ଚା। ତାଙ୍କ ଯୋଗୁ ୨୨ ଜଣ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଥିବା ଜଣାପଡ଼ିଛି। ସେ ଖାଲି ରିଲ…

  • Wednesday, 05 May 2021
swiggy
ସପ୍ତାହକ ୪ ଦିନ କାମ କରିବେ କର୍ମଚାରୀ

ନୂଆଦିଲ୍ଲୀ : ସପ୍ତାହକୁ ୩ ଦିନ ଛୁଟି, ଚାରି ଦିନ କାମ । ଖାଦ୍ୟ ଅର୍ଡର ଏବଂ ବିତରଣ ପ୍ଲାଟଫର୍ମ ସ୍ୱିଗିର କର୍ମଚାରୀମାନେ ମେ ମାସରେ ସପ୍ତାହରେ ମାତ୍ର ୪ ଦିନ କାମ କରିବେ । ଏ ବିଷୟରେ ଏକ ମେଲ୍…

  • Wednesday, 05 May 2021
death
ଓକିଲଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ : ଛଟପଟ ହୋଇ ଚଳନ୍ତା ବାଇକରେ ଚାଲିଗଲା ଜୀବନ

ରତଲାମ : ଜୀବନଟା ମିଥ୍ୟା ଏଠି ମୃତ୍ୟୁ ଏକା ସତ୍ୟ । କରୋନା ମହାମାରୀର କରାଳ ରୂପ ଭିତରେ ଥଳକୂଳ ପାଉନି ମଣିଷ ସମାଜ । ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଭାଇରସର ତାଣ୍ଡବ । ଟୋକା, ବୁଢ଼ା, ପିଲା କିଛି…

  • Wednesday, 05 May 2021
2
କଙ୍ଗନାଙ୍କୁ ଆପଣେଇଲା ଦେଶୀ ଆପ୍ ‘କୁ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବାବେଳେ ବିନା ଦ୍ୱିଧାରେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ସ୍ପଷ୍ଟ ମତ ବ୍ୟକ୍ତ କରନ୍ତି। କିନ୍ତୁ, ଲାଗୁଛି ଯେ କଙ୍ଗନା ରଣୌତଙ୍କ ଏଭଳି ଦାୟିତ୍ଵହୀନ ମତ ବୋଧହୁଏ ଟ୍ୱିଟର ପସନ୍ଦ…

  • Wednesday, 05 May 2021