• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

face pack 2
ଭାତରେ ପ୍ରସ୍ତୁତ କରନ୍ତୁ ଫେସ୍‌ପ୍ୟାକ୍‌, ପାଆନ୍ତୁ ସୁନ୍ଦର ତ୍ୱଚା

ଭୁବନେଶ୍ୱର: ଚମକଦାର ଏବଂ ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଘରୋଇ ଉପଚାର ଠୁ ଆରମ୍ଭ କରି ମହଙ୍ଗା କ୍ରିମ୍‌ ପର୍ଯ୍ୟନ୍ତ ସବୁକିଛି ବ୍ୟବହାର କରିଥାନ୍ତି। ବୟସର ଛାପ ଯେପରି ଖୁବ୍‌ ଶୀଘ୍ର ଚେହେରାରେ ନ ପଡିବ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ। ପ୍ରତ୍ୟେକ ଦିନ ମଧ୍ୟାହ୍ନ ଭୋଜନରେ ଆମେ ଭାତ ନିହାତି ଖାଇଥାଉ। କିନ୍ତୁ ଆପଣ କେବେ ଭାବି ନ ଥିବେ ଏହାକୁ ବ୍ୟବହାର କରି ଆପଣ ସୁନ୍ଦର ତ୍ୱଚା ପାଇପାରିବେ। ଏଥିରେ ଥିବା […]

airlines
‘ଯଦି ପାକିସ୍ତାନ ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା’

ଗ୍ୱାଲିଅର: ପାକିସ୍ତାନ ସରକାର ଭାରତୀୟ ବିମାନଗୁଡ଼ିକ ପାଇଁ ତା’ର ଆକାଶ ମାର୍ଗ ବନ୍ଦ କରିବା ନେଇ ଭାରତୀୟ ବାୟୁସେନା ମୁଖ୍ୟ ବିଏସ୍‌ ଧନୱା ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ‘ପାକିସ୍ତାନ ଯଦି ତା’ର ଆକାଶ ମାର୍ଗକୁ ବନ୍ଦ କରୁଛି, ତା’ହେଲେ ସେଇଟା ସେମାନଙ୍କ ସମସ୍ୟା। ଭାରତୀୟ ବାୟୁସେନା କେବେ ହେଲେ ଘରୋଇ ବିମାନ ଚଳାଚଳ ପାଇଁ ଆକାଶ ମାର୍ଗକୁ ବନ୍ଦ କରିନାହିଁ। ଆମର ଅର୍ଥନୀତି ବେଶ ବଡ଼ ଓ ଏୟାର ଟ୍ରାଫିକ୍‌ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ […]

pratap sarangi
ସଂସଦରେ ୫ଟି ଭାଷାରେ ଓଜସ୍ୱିନୀ ଭାଷଣ ଦେଲେ ପ୍ରତାପ

ନୂଆଦିଲ୍ଲୀ: ସଂସଦର ଚଳିତ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଇଥିବା ଅଭିଭାଷଣ ଉପରେ ଆଜି ଉଭୟ ଗୃହରେ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି। ରାଜ୍ୟସଭାରେ ଜେ.ପି ନଡ୍ଡା ଧନ୍ୟବାଦ ପ୍ରସ୍ତାବ ପାରିତ କରିଥିବାବେଳେ ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଧନ୍ୟବାଦ ପ୍ରସ୍ତାବ ପାରିତ କରିଛନ୍ତି। ପ୍ରତାପ ପାଞ୍ଚଟି ଭାଷା (ଓଡ଼ିଆ, ହିନ୍ଦୀ, ବଙ୍ଗଳା, ସଂସ୍କୃତ ଓ ଇଂରାଜୀ)ରେ ଓଜସ୍ୱିନୀ ଭାଷଣ ଆଜି ସାରା ଦେଶରେ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟି […]

salman
ଭାଇ ସଲମାନ୍‌ ଗିଫ୍ଟ କରିଥିବା ବିଏମଡବ୍ଲୁ କାର୍‌କୁ ବିକିବେ ଅର୍ପିତା

ମୁମ୍ୱାଇ:  ବଲିଉଡର ଭାଇଜାନ ସଲମାନ୍‌ ଖାନ୍‌ଙ୍କ ଗେହ୍ଲି ଭଉଣୀ ଅର୍ପିତା ଫିଲ୍ମ ଲାଇନରେ ସକ୍ରିୟ ନ ଥିଲେ ବି ସବୁବେଳେ ଲାଇମଲାଇଟ୍‌ରେ ଥାଆନ୍ତି। ପୁଣି ଏବେ ତାଙ୍କୁ ନେଇ ଚର୍ଚ୍ଚା। ଭାଇ ସଲମାନ୍‌ଙ୍କ ଦ୍ୱାରା ଗିଫ୍ଟ ପାଇଥିବା ଲକ୍‌ଜୁରି ବିଏମଡବ୍ଲୁ କାର୍‌କୁ ବିକ୍ରି କରିବାକୁ ଲାଗି ଅର୍ପିତା ଏବେ ମନସ୍ଥ କରିଛନ୍ତି। ଏଥିଲାଗି ସେ ଏକ ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ହେଲେ କ’ଣ ପାଇଁ ସେ ଏହି କାର ବିକ୍ରି […]

Gold
କମିଲା ସୁନା ଦର

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଦର ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ଆଜି ସୁନା ଦର ହ୍ରାସ ପାଇଛି।

lightning death
ବଜ୍ରପାତ ନେଇଗଲା ୭୦ ଜୀବନ

ଦେଶର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୭୦ ଜୀବନ ନେଇଛି। ଉତ୍ତର ପ୍ରଦେଶରୁ ୪୩, ରାଜସ୍ଥାନରୁ ୨୦, ମଧ୍ୟପ୍ରଦେଶରେ ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

china
କରୋନାରୁ ବର୍ତ୍ତିବା ପାଇଁ ଅଜ୍ଞାତବାସରେ ଥିଲେ ଚୀନ୍‌ ରାଷ୍ଟ୍ରପତି

ପେଇଚିଙ୍ଗ: କରୋନା ଭାଇରସକୁ ନେଇ ଚୀନ ଉପରେ ଅନେକ ଅଭିଯୋଗ ଆସୁଛି । କରୋନା ଭାଇରସକୁ ଭୟାବହତା ଜାଣି ମଧ୍ୟ ସେ ବିଶ୍ୱବାସୀଙ୍କୁ ଅବଗତ କରାଇନି। ସେତିକି ନୁହେଁ, କରୋନା ମୃତ୍ୟୁ ଜନିତ ତଥ୍ୟ ଏବଂ ଏହାର ଉତ୍ପତି ବିଷୟରେ ମଧ୍ୟ ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ ହୋଇଛି । ନିକଟରେ ଏକ ଖବର ମିଳିଛି ଯେ, ଚୀନରେ କରୋନା ଭୟାବହତା ଲାଗି ରହିଥିବାବେଳେ ଦେଶର କମ୍ୟୁନିଷ୍ଟ ପାର୍ଟିର ଟପ୍‌ ନେତା ପେଇଚିଙ୍ଗର ଏକ ସିକ୍ରେଟ ରିସୋର୍ଟରେ […]

white house
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଟ୍ୱିଟରରେ ଅନ୍‌ଫଲୋ କଲା White House

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଟ୍ୱିଟର୍ ଆକାଉଣ୍ଟକୁ ଫଲୋ କରିଥିଲା ଆମେରିକା କ୍ଷମତା କେନ୍ଦ୍ର ହ୍ୱାଇଟ୍‌ ହାଉସ୍। ଅଳ୍ପ  କିଛି ଦିନ ଫଲୋ କରିବା ପରେ ପୁଣି ସେମାନଙ୍କୁ ଅନଫଲୋ କରି ଦେଇଛି । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆମେରିକାରେ ଥିବା ଭାରତୀୟ ଦୂତାବାସକୁ ମଧ୍ୟ ହ୍ୱାଇଟ ହାଉସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରୁ ଅନଫୋଲ କରି ଦିଆଯାଇଛି। ତେବେ ଏମାନଙ୍କୁ କାହିଁକି ଅନଫଲୋ କଲା White […]

irfan
ଏମିତି କରୁଣ ଥିଲା ଇରଫାନ୍‌ଙ୍କ ଶେଷ ଶବ୍ଦ !

ମୁମ୍ବଇ: ଆଉ ନାହାନ୍ତି ବଲିଉଡ ଅଭିନେତା ଇରଫାନ ଖାଁ। ହେଲେ ତାଙ୍କୁ ଝୁରି ହେଉଛି ବଲିଉଡ, ଝୁରି ହେଉଛନ୍ତି ତାଙ୍କର ଫ୍ୟାନ୍ସ। ତାଙ୍କର ଏପରି ଅକାଳ ବିୟାଗକୁ ଗ୍ରହଣ କରିପାରୁ ନାହାନ୍ତି ଦର୍ଶକ। ତାଙ୍କର ଅନୁପସ୍ଥିତି କେବଳ ବଲିଉଡ ନୁହେଁ,  ସାରା ଦେଶବାସୀଙ୍କୁ ଯେମିତି ଲୁହରେ ଭିଜାଇ ଦେଇଛି । ସେଲିବ୍ରିଟି ହୁଅନ୍ତୁ ବା ସାଧାରଣ ଲୋକ, ଇରଫାନଙ୍କ ମୃତ୍ୟୁ ରେ ସମସ୍ତେ ଭାଙ୍ଗି ପଡ଼ିଛନ୍ତି । ଇରଫାନ ଶେଷ ସମୟରେ କ’ଣ କହୁଥିଲେ ତାହାର ଏକ […]