• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ସେପ୍ଟେମ୍ବର ମାସ ୧ ତାରିଖ, ରବିବାର, ସିଂହ ୧୬ ଦିନ, ଭାଦ୍ରବ ମାସ, ଶୁକ୍ଳ ପକ୍ଷ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…

texas
ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ ମୃତ

ଓଡେସା(ଟେକ୍ସାସ): ଆମେରିକାର ଟେକ୍ସାସ୍‌ରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଟେକ୍ସାସ୍‌ର ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣ ପୁଲିସ୍‌ ଅଧିକାରୀ ମଧ୍ୟ ଅଛନ୍ତି। ପୁଲିସ୍‌ର ପାଲଟା ଗୁଳି ଚାଳନାରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ କ’ଣ ପାଇଁ ଉକ୍ତ ବ୍ୟକ୍ତି ଜଣକ ଏଭଳି ଆଖିବୁଜା ଗୁଳି ଚାଳନା କରିଥିଲେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ସୂଚନା ଅନୁସାରେ, […]

Lalbaugcha Raja
ସାମ୍ନାକୁ ଆସିଲା ଲାଲ୍‌ବାଗ୍‌ଚା ରାଜାଙ୍କ ପ୍ରଥମ ଝଲକ

ମୁମ୍ବାଇ: ଦିନକ ପରେ ସାରା ଦେଶରେ ପୂଜା ପାଇବେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶ। ଏନେଇ ସାରାଦେଶ ଚଳଚଞ୍ଚଳ। ତେବେ ମୁମ୍ବାଇର ପ୍ରସିଦ୍ଧ ଲାଲ୍‌ବାଗ୍‌ଚା ରାଜାଙ୍କ ପ୍ରଥମ ଝଲକ୍‌ ସାମ୍ନାକୁ ଆସିଛି। ଯାହାକୁ ଦେଖିବାପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥିଲେ। ପ୍ରତିବର୍ଷ ଭିନ୍ନ ଏବଂ ନିଆରା ଥିମ୍‌ରେ ଲାଲ୍‌ବାଗ୍‌ଚାରେ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଚଳିତ ବର୍ଷ ଥିମ୍ ଚନ୍ଦ୍ରଯାନ-୨ ରହିଛି। ମୁମ୍ବାଇ ସମେତ ମହାରାଷ୍ଟ୍ରର ସବୁ ଅଞ୍ଚଳରେ ଗଣେଶ ପୂଜା ପାଇଁ ଚଳଚଞ୍ଚଳ […]

astrology
ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ

ଆଜି ୨୦୧୯ ମସିହା, ଅଗଷ୍ଟ ମାସ ୩୧ ତାରିଖ, ଶନିବାର, ସିଂହ ମାସ ୧୫ ଦିନ। ଜାଣନ୍ତୁ ଆଜି ଦିନଟି ଆପଣଙ୍କର କେମିତି କଟିବ…