• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

supreme-court
ଆୟୁଷ ଡାକ୍ତରଙ୍କ ସମ୍ପର୍କରେ ବଡ ରାୟ ଦେଲେ ସୁପ୍ରିମକୋର୍ଟ

କରୋନା ମୁକାବିଲା ଲାଗି ପ୍ରତ୍ୟେକ ଦିନ କିଛି ନା କିଛି ଖବର ପ୍ରକାଶିତ ହେଉଛି । କରୋନା ଟିକା କେବେ ଆସିବ ଓ ଆସିଲେ କାହାକୁ ଦିଆଯିବ ସେନେଇ ବି ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରାଯାଇଛି

kejriwal
ୟୁପିରେ ବିଧାନସଭା ନିର୍ବାଚନ ଲଢିବ ଆପ୍

ଆମ୍ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୋଷଣାନାମାରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଏହା ଘୋଷଣା କରିଛନ୍ତି। ୟୁପିରେ ୨୦୨୨ ମସିହାରେ ବିଧାନସଭା ପାଇଁ ନିର୍ବାଚନ ହେବ

Thief
ନିଦ ହେଲା କାଳ, ଚୋରି କରିବାକୁ ଯାଇ ଶୋଇ ପଡିଲା ଚୋର...

ନିଦ ହେଲା କାଳ । ରାତି ଅଧରେ ମନ୍ଦିରରେ ଚୋରି କରିବାକୁ ଯାଇଥିଲେ ଦୁର୍ବୃତ୍ତ । କିନ୍ତୁ ନିଦ ଏମିତି ଭାବରେ ଆସଲା ଯେ, ସେହିଠାରେ ହିଁ ଶୋଇ ପଡିଲା ଚୋର । ତେବେ ମନ୍ଦିରରେ ଥିବା ଅନେକ ସାମଗ୍ରୀକୁ ନିଜ ବ୍ୟାଗରେ ବାନ୍ଧି ରଖିଥିଲା ଚୋର ।

Boris Johnson
ଭାରତର ନିମନ୍ତ୍ରଣକୁ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ : ଆଉ କହିଲେ...

ନିମନ୍ତ୍ରଣ ରକ୍ଷା କଲେ ବୋରିସ ଜନସନ । ଆସନ୍ତା ବର୍ଷ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ମିଳିଥିବା ସୂଚନା ଅନୁସାରେ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି ବୋରିସ

akhya kumar
୨୦୨୧ ରେ ରୋଜଗାରର ରେକର୍ଡ ଭାଙ୍ଗିବେ ଅକ୍ଷୟ କୁମାର

କରୋନା ମହାମାରୀ ପଇଁ ଚଳିତ ବର୍ଷ ଅନେକ ଫିଲ୍ମ ସିନେମା ହଲରେ ପହଞ୍ଚି ନଥିଲା । ମହାମାରୀ ବ୍ୟାପିବା ଡରରେ ଲୋକମାନେ ହଲକୁ ଯାଉନାହାନ୍ତି । ବରଂ ନିଜ ଘରେ ରହି ମୋବାଇଲ ଜରିଆରେ ଫିଲ୍ମ ଦେଖୁଛନ୍ତି ଲୋକେ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ନାମିଦାମୀ ତାରକା ଓ ନିର୍ମାତା ନିଜ ନିଜର ଫିଲ୍ମ ସୁଟିଂକୁ କିଛିଦିନ ଲାଗି ବନ୍ଦ କରିଦେଇଛନ୍ତି ।

murder
ନିଜ ମାଆକୁ ୧୧୮ ଥର ଛୁରୀରେ ହାଣି ହତ୍ୟା କଲା ପୁଅ

ନୂଆଦିଲ୍ଲୀ : ସୀମା ଟପିଲା ନୃସଂଶତା । ସୀମା ଟପିଲା ବର୍ବରତାର । ଏମିତି ଏକ ଘଟଣା ଘଟିଛି ଯାହାକି ଆପଣଙ୍କୁ ବି ଆବାକ କରିଦେବ । ମିଳିଥିବା ସୂଚନା ଅନୁସାରେ, ଜଣେ ୧୭ ବର୍ଷିୟ ନାବାଳକ ନିଜ ମାଆକୁ ୧୧୮ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି । କେବଳ ହତ୍ୟା କରିଛି ତାହା ନୁହେଁ ବରଂ ହତ୍ୟା ପରେ ପୋଲିସକୁ ବଡ ବ୍ୟାଗ ଆଣିବାକୁ କହିଥିଲା । ତେବେ ସ୍କୁଲରୁ ପାଠ ପଢି […]

modi
ଚାଷୀଙ୍କୁ ନେଇ ବଡ କଥା କହିଲେ ମୋଦି : ଜାଣନ୍ତୁ କଣ କହିଲେ ପ୍ରଧାନମନ୍ତ୍ରୀ

ଚାଷୀଙ୍କୁ ନେଇ ଥମିବାରେ ନା ନେଉ ନାହିଁ ରାଜନୀତି । ପ୍ରତ୍ୟେକଦିନ ଚାଷୀଙ୍କ ସମ୍ପର୍କରେ ସରକାରୀ ଓ ବିରୋଧୀଙ୍କ ପକ୍ଷରୁ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରାଯାଉଛି । ତେବେ ଏହାରି ମଧ୍ୟରେ ଆଜି ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଗସ୍ତ ସମୟରେ ପୁଣି ଥରେ ଚାଷୀଙ୍କ ସମ୍ପର୍କରେ ବଡ କଥା କହିଛନ୍ତି ମୋଦି

FARMER
ଆନ୍ଦୋଳନ ସମୟରେ ଚାଲିଗଲା ଚାଷୀଙ୍କ ଜୀବନ

ଦେଶରେ ଥମିବାରେ ନା ନେଉ ନାହିଁ ଚାଷୀ ଆନ୍ଦୋଳନ । ଲଗାତାର ଭାବରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଶୀତ କାକରକୁ ଖାତର ନକରି ରାଜରାସ୍ତାରେ ସେମିତି ଅଖିଆ ଓ ଅପିଆ ବସିଛନ୍ତି ଚାଷୀ । ବାରମ୍ବାର ସରକାରଙ୍କ ସହ ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରୁନାହିଁ

Ashwini Choubey
ବୁଥରେ ମିଳିବ କରୋନା ଟୀକା

ବୁଥରେ ଦିଆଯିବ କରୋନା ଟିକା । ଲୋକଙ୍କୁ କରୋନା ଟିକା ଦେବାକୁ ଭୋଟ୍ ସମୟରେ ପୋଲିଂ ବୁଥ ଭଳି ବୁଥ୍ ପ୍ରସ୍ତୁତ କରାଯିବ । ଏହି ବୁଥରେ କରୋନା ଟିକା ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ

farmer
ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୀମାରେ ବଢିଲା ସୁରକ୍ଷା

ନୂଆ କୃଷି ଆଇନ ବିରୋଧରେ ଚାଲିଥିବା କୃଷକଙ୍କ ଆନ୍ଦୋଳନ ଆଜି ୧୮ ଦିନରେ ପହଞ୍ଚିଛି । ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜସ୍ଥାନର କୃଷକ ଶହ ଶହ କୃଷକ । ଦିଲ୍ଲୀ-ଜୟପୁର ରାଜରାସ୍ତାକୁ ଓହ୍ଲାଇଛନ୍ତି ।

manamohan
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। Delhi: Former Prime Minister Dr Manmohan Singh has been admitted to All India Institute of Medical Sciences (AIIMS) after complaining about chest pain (File pic) pic.twitter.com/a38ajJDNQP — ANI (@ANI) May 10, 2020 ରାତି ୮. ୪୫ରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏମ୍ସର […]

sbi
ଇମର୍ଜେନ୍ସି ଲୋନ୍ ସ୍କିମ୍ ଗୁଜବ! ଉପଭୋକ୍ତାଙ୍କୁ ସତର୍କ କରାଇଲା ଏସବିଆଇ

ନୂଆଦିଲ୍ଲୀ: ୟୋନୋ ମୋବାଇଲ୍ ଆପ୍ ଜରିଆରେ ଇମର୍ଜେନ୍ସି ଲୋନ୍ ସ୍କିମ୍ ସଂପର୍କିତ ମିଥ୍ୟା ଖବର ପ୍ରଚାର ପ୍ରସଙ୍ଗ। ବର୍ତ୍ତମାନ ସ୍ଥିତିରେ ଏଭଳି କୌଣସି ଋଣ ଦିଆଯାଉନଥିବା ସ୍ପଷ୍ଟ କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ। ଏଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ଉପଭୋକ୍ତାଙ୍କୁ ନିବେଦନ କଲା SBI। ତେବେ କୋଭିଡ୍ ଯୋଗୁଁ ଅର୍ଥ ସମସ୍ୟାରେ ପଡ଼ିଥିବା ବେତନଭୋଗୀ ଉପଭୋକ୍ତାଙ୍କ ପାଇଁ ଏକ ପ୍ରି-ଆପ୍ରୁଭ୍ଡ ପର୍ସନାଲ୍ ଲୋନ୍ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଉଛି। […]

dharmendra
ଚାଷୀଙ୍କ ଫାଇଦା ପାଇଁ କେନ୍ଦ୍ର କରିଛି ଆଇନ

ନୂଆଦିଲ୍ଲୀ : କେନ୍ଦ୍ର କୃଷି ଆଇନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ବିରୋଧୀ । ଭ୍ରମ ସୃଷ୍ଟି କରି ନିଜ ଫାଇଦା ହାସଲ କରିବାକୁ ଚେଷ୍ଟା କରାଯାଉଛି । ଚାଷୀ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଆଜି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚାଷୀଙ୍କ ଜମି ଆଦୌ ଯିବ ନାହିଁ, ଶିଳ୍ପ ଭଳି କଣ୍ଟ୍ରା ଫାର୍ମି ଦ୍ୱାରା ଲାଭବାନ ହେବେ । କୋରାପୁଟର ଚାଷୀ ମୁମ୍ବାଇରେ ଫସଲ ବିକ୍ରି କରିପାରିବ । ତିନିଟି […]

keral cm
କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍

କେରଳ : କେରଳରେ ମାଗଣାରେ ମିଳିବ କରୋନା ଭ୍ୟାକସିନ୍ । ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ମାଗଣାରେ ଯୋଗାଯିବ । ଯେପରି ପୋଲିଓ ଭ୍ୟାକସିନ୍ ବଣ୍ଟନ କରାଯାଇଥିଲା ସେହିଭଳି ଅଭିଯାନ କେରଳରେ ବି ଆରମ୍ଭ ହେବ । ଏହାପୂର୍ବରୁ ତାମିଲନାଡ଼ୁ, ମଧ୍ୟପ୍ରଦେଶ ସରକାର ବି ମାଗଣା ଟିକା ବଣ୍ଟନ ପାଇଁ ଘୋଷଣା କରିଛନ୍ତି । ଏବେ ଦେଶରେ ଭାରତ ବାୟୋଟେକ୍,ସେରମ୍ ଭଳି ୫ଟି ସଂସ୍ଥା […]

parliement
ପାର୍ଲାମେଣ୍ଟ ଆକ୍ରମଣକୁ ପୂରିଲା ୧୯ ବର୍ଷ

ନୂଆଦିଲ୍ଲୀ : ପାର୍ଲାମେଣ୍ଟ ଉପରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ କେବେବି ଭୁଲିବ ନାହିଁ ଭାରତ । ଆଜିକାର ଦିନରେ ହୋଇଥିବା ପାର୍ଲାମେଣ୍ଟ ଆକ୍ରମଣ ଘଟଣାକୁ ମନେ ପକାଇବା ସହ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ଯବାନଙ୍କ ସାହସ ଓ ବଳିଦାନକୁ ମନେ ପକାଇବା ସହ ଏହି ବଳିଦାନ ପାଇଁ ଦେଶ ସେମାନଙ୍କୁ ସବୁବେଳେ ମନେ ରଖିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପାର୍ଲାମେଣ୍ଟ ପରିସରରେ ସହିଦ ପୋଲିସ୍ […]

drdo
ଏଣିକି ମେସିନରେ ସାନିଟାଇଜ ହେବ ଟଙ୍କା, ମୋବାଇଲ ଓ ଲାପଟପ

ନୂଆଦିଲ୍ଲୀ: ଏଣିକି ମେସିନରେ ସାନିଟାଇଜ ହେବ ମୋବାଇଲ, ଲାପଟପ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ। ଏଭଳି ଏକ ମେସିନ ପ୍ରସ୍ତୁତ କରିଛି ଡିଆରଡିଓ। ଏହି ମେସିନ୍ ସାହାଯ୍ୟରେ ମୋବାଇଲ ଫୋନ, ଆଇପଡ୍, ଲାପଟପ୍, ଟଙ୍କା, ଚେକ୍, ଚାଲାଣ, ପାସବୁକ, ପେପର, ଏନଭଲପ୍ ଆଦି ସାନିଟାଇଜ ହୋଇପାରିବ। ହାଇଦ୍ରାବାଦ ସ୍ଥିତ ଡିଆରଡିଓ ଏହି ମେସିନ୍ ପ୍ରସ୍ତୁତ କରିଛି। ଏହାକୁ ଡିଫେନ୍ସ ରିସର୍ଚ ଅଲଟ୍ରା ଭାଓଲେଟ ସାନିଟାଇଜର କୁହାଯାଉଛି। ଏହି ମେସିନ ସାହାଯ୍ୟରେ ଏହି ସାମଗ୍ରୀକୁ ନ ଛୁଇଁ ସାନିଟାଇଜ […]

Indo-Pak 1971 War
କେଉଁ ଚିଠି କି ପଢିକି ସରେଣ୍ଡର କରିଥିଲା ପାକ୍ ସେନା?

ନୂଆଦିଲ୍ଲୀ : 1971 ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଅନେକ ଦିନ ଧରି ଚାଲିଥିଲା। କିନ୍ତୁ ୨ୟ ପାରା ବାଟାଲିଅନ୍ ଗ୍ରୁପ୍ ଆସିବା ପରେ ପାକିସ୍ତାନୀ ସେନା ବାଂଲାଦେଶର ରାଜଧାନୀ ଢାକାକୁ ଘେରି ରହିଥିଲା। ଏହି ସମୟ ମଧ୍ୟରେ ପାକ୍ ସେନାର ଲେଫ୍ଟନାଣ୍ଟ ଜେନେରାଲ ଏଏକେ ନିଆଜୀଙ୍କ ନିକଟକୁ ଏକ ଚିଠି ପଠାଯାଇଥିଲା। କିନ୍ତୁ ପାସ ସେନା ଢାକାରେ ବ୍ୟାପକ ଭାବରେ ବ୍ୟାପିଥିଲେ । ​​କ୍ୟାପଟେନ ନିର୍ବାଣ ଏବଂ ତାଙ୍କ ଦଳ ଏହି ଚିଠିକୁ […]

Gandhi
ୱାସିଂଟନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପମାନ

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ । ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଛନ୍ତି ଖଲିସ୍ତାନୀ ସମର୍ଥକ । ଆମେରିକା ୱାସିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା