• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

accident
ବିବାହ ଭୋଜିକୁ ଯାଉଥିବା ବେଳେ ଦୁର୍ଘଟଣାରେ ୬ ମୃତ

ବିବାହ ଭୋଜିକୁ ଯାଉଥିବା ବେଳେ ବାଟରେ ଚାଲିଗଲା ୬ ଜୀବନ । ମାତ୍ର କିଛି ଘଣ୍ଟା ମଧ୍ୟରେ ବିବାହ ଭୋଜିରେ ପହଞ୍ଚିଥାନ୍ତେ, ହେଲେ ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ମଧ୍ୟକୁ ସିଧା ପଶିଗଲା କାର 

bharat bandh
କେବେ ସରିବ ଚାଷୀଙ୍କ ଆନ୍ଦୋଳନ ?

ନୂଆଦିଲ୍ଲୀ : ଚାଷୀଙ୍କ ଆନ୍ଦେ।ଳନର ବହାରିବ କି ସମାଧାର ବାଟ?  ସୂଚନା ଅନୁସାରେ ମୋଦି ସରକାର ଚାଷୀଙ୍କୁ ସନ୍ତୁଷ୍ଟ କରିବାକୁ କିଛି ପ୍ରସ୍ତାବ ଦେଇଛନ୍ତି । ଅଲ ଇଣ୍ଡିଆ କିଷାନ  ସଙ୍ଗଠନର ନେତା ରାଜା ରାମ ସିଂହଙ୍କ କହିବା ଅନୁଯାୟୀ ସରକାରଙ୍କ କିଛି ପ୍ରସ୍ତାବ ମିଳିଛି ।  ଏଥିରେ ସରକାର MSP ବ୍ୟବସ୍ଥା ଜାରି ରଖିବା, APMCକୁ ସୁଦୃଢ଼ କରିବା ଏବଂ ମଣ୍ଡି ବ୍ୟବସ୍ଥାରେ ସୁଧାର ଆଣିବା ନେଇ ପ୍ରସ୍ତାବ ରହିଥିବା ସୂଚନା ମିଳିଛି । ଏଥିସହ […]

ciovacsin
ଭାରତରେ ପ୍ରଥମେ କରୋନା ଟିକା ଦେବ କିଏ ?

ଜରୁରୀକାଳୀନ ଉପଯୋଗ ପାଇଁ DCGI ନିକଟରେ ଆବେଦନ କରିଛନ୍ତି ତିନି ତିନିଟି ସମ୍ଭାବ୍ୟ କରୋନା ଟିକା- ଫାଇଜର, କୋଭିସିଲ୍ଡ ଓ କୋଭାକ୍ସିନ । ତେବେ ପ୍ରଥମେ କାହାକୁ କରୋନା ଟିକା ମିଳିବ ଭାରତରେ?

parthib patel
କ୍ରିକେଟ୍ ଜଗତରୁ ସନ୍ୟାସ ନେଲେ ପାର୍ଥିବ ପଟେଲ

କ୍ରିକେଟ୍ ଜଗତରୁ ସନ୍ୟାସ ନେଲେ ପାର୍ଥିବ ପଟେଲ୍  । ସମସ୍ତ ପ୍ରକାର କ୍ରିକେଟରୁ ସେ ଅବସର ନେଉଥିବା ଘୋଷଣା କରିଛନ୍ତି । ୧୮ ବର୍ଷର କ୍ରିକେଟିଂ ଯାତ୍ରାରେ ଯବନିକା ପକାଇବା ନେଇ ସେ ନିଜେ ଟୁଇଟ୍ କରି ଜଣାଇଛନ୍ତି ।

farmer
ଆନ୍ଦୋଳନ ବେଳେ ଚାଷୀଙ୍କ ଗଲା ଜୀବନ

ନିଜ ଦାବୀ ପୂରଣ କରିବାକୁ ଆନ୍ଦୋଳନକୁ ଜୋରସୋରରେ ଜାରି ରଖିଛନ୍ତି ଚାଷୀ । ପ୍ରବଳ ଥଣ୍ଡାକୁ ଖାତିର ନକରି ରାସ୍ତା ଉପରେ ଭୋକ ଉପାସରେ ପଡିରହିଛନ୍ତି ଚାଷୀ । ରାଜଧାନୀ ଦିଲ୍ଲୀ ବର୍ଡରରେ ଅନେକ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ ।

Mount Everest
ବଢିଯାଇଛି ଏଭରେଷ୍ଟର ଉଚ୍ଚତା

ଏଭରେଷ୍ଟ ଉଚ୍ଚତାକୁ ନେଇ ଅନେକ ସମୟରେ ବହୁବିବାଦ ଦେଖିବାକୁ ମିଳିଛି । ତେବେ ପୁଣି ଥରେ ଆଜି ଏନେଇ ବିବାଦ ଦେଖାଦେଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ୨୦୧୫ ମସିହାରେ ନେପାଳରେ ଆସିଥିବା ପ୍ରଳୟଙ୍କାରୀ  ଭୂ-କମ୍ପ ପରେ ଏଭରେଷ୍ଟର ଉଚ୍ଚତା କମିଯାଇଛି

corona vacsin
ବ୍ରିଟେନରେ ଟିକା କରଣ ଆରମ୍ଭ

ବ୍ରିଟେନରେ ଆରମ୍ଭ ହେଲା ସମୂହ ଟିକାକରଣ ।  ଲୋକମାନଙ୍କୁ ଦିଆଯାଉଛି ଫାଇଜର ପ୍ରସ୍ତୁତ ଟିକା ।  ପ୍ରଥମେ ଟିକା ନେଲେ ଜଣେ ୯୦ ବର୍ଷର ବୃଦ୍ଧା ।  କୋଭେଣ୍ଟ୍ରି ମେଡିକାଲରେ ଟିକା ନେଲେ ୯୦ ବର୍ଷୀୟା ମାର୍ଗାରେଟ କିନାନ ।  ଗତ ସପ୍ତାହରେ ଫାଇଜର ଟିକାକୁ ଲାଇସେନ୍ସ ଦେଇଥିଲା ବ୍ରିଟେନ

yogi
ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳିଚାଳନା କରୁଛନ୍ତି ବିରୋଧୀ

ସାରା ଦେଶରେ ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ଗୋଟିଏ ପଟେ କୃଷକ ଦେଇଥିବା ଆନ୍ଦୋଳନକୁ ଅନେକ ରାଜ୍ୟ ସମର୍ଥନ ଦେଉଥିବା ବେଳେ ଅନେକ ମଧ୍ୟ ସମର୍ଥନ ଦେଉନାହାନ୍ତି

Delhi-airport-carpet
ବିମାନ ବନ୍ଦରରୁ ଜବତ ହେଲା ୩ କେଜି ସୁନା

ବିମାନ ବନ୍ଦରରୁ ଜବତ ହେଲା ୧.୩ କୋଟିରୁ ଅଧିକ ମୂଲ୍ୟର ସୁନା । କଷ୍ଟମ ବିଭାଗ ଏହି ସୁନାକୁ ବିମାନବନ୍ଦରରୁ ହିଁ ଜବତ କରିଛି । ତେବେ ମିଳିଥିବା ସୂଚନା ଅନୁସାରେ, କଷ୍ଟମ୍ସ ଆକ୍ଟ ଅନୁଯାୟୀ ଏକ ଏୟାରଲାଇନ୍ସର ଜଣେ କ୍ରୁ ସଦସ୍ୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗ ।

Vijay Rupani
ଚାଷୀଙ୍କ ଆନ୍ଦେ।ଳନକୁ ସମର୍ଥନ ଦେବ ନାହିଁ ଗୁଜୁରାଟ

ଗୁଜୁରାଟ :କୃଷକମାନଙ୍କ ଆନ୍ଦେ।ଳନକୁ ସମର୍ଥନ ଦେଉନାହିଁ ଗୁଜୁରାଟ । ତେବେ ଏନେଇ ସ୍ପଷ୍ଟ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି । ସେ କହିଛନ୍ତି ଯେ, ଆସନ୍ତାକାଲି ଦେଶରେ କୃଷକମାନେ ଯେଉଁ ଆନ୍ଦେ।ଳନର ଡାକରା ଦେଇଛନ୍ତି ତାହାକୁ ଗୁଜୁରାଟ ସମର୍ଥନ ଦେଉନାହିଁ । ଯଦି କୌଣସି ବ୍ୟକ୍ତି ଓ ସଂଗଠନ ଜେ।ର ଜବରଦସ୍ତି ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲି […]

itali house
ମାତ୍ର ୯୦ ଟଙ୍କାରେ ମିଳିବ ଘର !!  ଜାଣନ୍ତୁ କେଉଁଠାରେ ମିଳୁଛି ଘର

ଇଟାଲୀ : ମାତ୍ର ୯୦ ଟଙ୍କାରେ ମିଳୁଛି ଘର ।  ହଁ ଆଜ୍ଞା ଆପଣଙ୍କ ବିଶ୍ୱାସ ହେଉନଥିଲେ ବି ସତ । ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ମାତ୍ର ୯୦ ଟଙ୍କାରେ ଘର ଯେ।ଗାଇ ଦିଆଯିବ ବେ।ଲି ଜଣାପଡିଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯଦି ଆପଣ ସେହି ଘରକୁ କିଣିବା ଲାଗି ଇଚ୍ଛା ରଖିଛନ୍ତି ତେବେ ଆପଣ ପ୍ରଥମେ ୯୦ ଟଙ୍କା ଦେଇ ଘର କିଣିବେ ସତ କିନ୍ତୁ ଆପଣ ସେହି […]

andharpradesh
ଆନ୍ଧ୍ରରେ ବ୍ୟାପୁଛି ଅଜଣା ରେ।ଗ, ମୁହଁ ମେ।ଡି ପଡୁଛନ୍ତି ଲେ।କ

ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଏଲୁରୁ ସହରରେ ଏବେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯୨ ଜଣ ଅସୁସ୍ଥ ହୋଇପଡିଛନ୍ତି । କ୍ରମାଗତ ଭାବେ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି

chandan
ରକ୍ତ ଚନ୍ଦନ ଗଛର ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେ।ଇଯିବେ ଆପଣ ...

ଚନ୍ଦନ କହିଲେ ସାଧାରଣ ଲେ।କଙ୍କ ମନରେ ଅନେକ କଥା ଆସେ । କାରଣ ଚନ୍ଦନକୁ ନେଇ ବିଶେଷ କରି ହିନ୍ଦୁ ଧର୍ମରେ ଅନେକ କଥା ରହିଛି । ଠିକ ସେହିପରି ଭାବରେ ରକ୍ତ ଚନ୍ଦନକୁ ନେଇ ବି ଅନେକ କଥା ରହିଛି

tejaswi yadav
ସାହାସ ଅଛି ତ ଗିରଫ କରି ଦେଖାଅ : ତେଜସ୍ୱୀ ଯାଦବ

ବିହାର ନିର୍ବାଚନ ଶେଷ ହେ।ଇଛି ସତ କିନ୍ତୁ ଥମିବାରେ ନା ନେଉନାହିଁ ରାଜନୀତି । ଚାଷୀ ପ୍ରସଙ୍ଗରେ ତେଜସ୍ୱୀ ରାଜ୍ୟ ସରକାରଙ୍କୁ ଜେ।ରଦାର ସମାଲେ।ଚନା କରିଛନ୍ତି । ବିହାରରେ ଗଠନ ହେ।ଇଥିବା ନୂଆ ସରକାରକୁ ଡରୁଆ ଓ ନିକମ। ସରକ।ର ବେ।ଲି କହିଛନ୍ତି

Corona Vacsin
ଭାରତରେ ଟିକାକରଣ ପାଇଁ ଅନୁମତି ମାଗିଲା ଫାଇଜର

ଆମେରିକୀୟ କମ୍ପାନୀ ଫାଇଜର୍ ଓ ଜର୍ମାନ କମ୍ପାନୀ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ଭାରତରେ ଟିକାକରଣ ପାଇଁ ଅନୁମତି ଲୋଡିଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ-ଡିସିଜିଆଇର ଅନୁମତି ଲୋଡ଼ିଛି ଫାଇଜର

kumar swami
ବିଜେପି ସାଙ୍ଗରେ ଥିଲେ ଏବେ ବି ମୁଖ୍ୟମନ୍ତ୍ରୀ ଥାଆନ୍ତି : ଏଚ ଡି କୁମାରସ୍ୱାମୀ

କର୍ଣ୍ଣାଟକ : କଂଗ୍ରେସ ବିରେ।ଧରେ ବିଶେ।ଦକାର କଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାର ସ୍ୱାମୀ । କୁମାର ସ୍ୱାମୀ କହିଛନ୍ତି ଯେ, ଯଦି ସେ ପୂର୍ବରୁ ବିଜେପି ସହ ବନ୍ଧୁତା କରିଥାଆନ୍ତେ ତେବେ ବର୍ତମାନ ସମୟରେ ବି ସେ ମୁଖ୍ୟମନ୍ତ୍ରୀ ପଦରେ ହିଁ ରହିଥାଆନ୍ତେ । କଂଗ୍ରେସ ସହ ମିଶି ଯାହା କିଛି କମ।ଇଥିଲେ ତାହା ଶେଷ ହେ।ଇଥିବା ସେ କହିଛନ୍ତି । ମହୀଶୁରର ଏକ ସଭାରେ ସେ କହିଛନ୍ତି ଯେ, ଯଦି ମୁଁ […]

jammu-kashmir
ଜାମ୍ମୁରେ ଆତଙ୍କବାଦୀଙ୍କ ଗୁପ୍ତ ଶିବିର ଠାବ

ଜାମ୍ମୁରେ ବଢିବାରେ ଲାଗିଛି ଆତଙ୍କୀ କାର୍ଯ୍ୟକଳ।ପ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପୁଣି ଆତଙ୍କବାଦୀଙ୍କ ଗୁପ୍ତ ଶିବିର ଠାବ ହେ।ଇଛି । ତେବେ ଶିବିରରୁ ବିପୁଳ ପରିମାଣରେ ବିସ୍ଫେ।ରକ ଓ ମାରଣାସ୍ତ୍ର ଉଦ୍ଧାର କରାଯାଇଛି ।

farmer
ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ଉପରେ ହିଁ ବସିବୁ

ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ । ନିଜ ଦାବଇ ପୂରଣ ନହେବା ପର୍ଯ୍ୟନ୍ତ ଚାଷୀ ଆନ୍ଦେ।ଳନ ଶାନ୍ତିପୂର୍ଣ୍ଣ ଭାବରେ ଚାଲିବ ବେ।ଲି କହିଛନ୍ତି ଚାଷୀ ନେତା । ତେବେ ଗତକାଲି ବୈଠକରେ କୌଣସି ନିଷ୍କର୍ସ ବାହାରିନଥିବା ଜଣାଯାଇଛି ।

ship
ପାଣିଜାହାଜରେ ଫେରିବେ ମାଳଦ୍ୱୀପରେ ଫସି ରହିଥିବା ଭାରତୀୟ

ଭୁବନେଶ୍ୱର: ମାଳଦ୍ୱୀପରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଲାଗି ରାଜଧାନୀ ମାଲେରେ ପହଞ୍ଚିଲା ଭାରତୀୟ ନୌସେନା ଜାହଜ। ସମୁଦ୍ର ସେତୁ ଅଭିଯାନରେ ଭାରତୀୟ ନୌସେନାର ଆଇଏନ୍ଏସ୍ ଜଳାଶ୍ୱ ମାଲେରେ ପହଞ୍ଚି ଥିବାବେଳେ ଆଇଏନ୍ଏସ୍ ମଗର ଦୁଇ ଦିନ ମଧ୍ୟରେ ପହଞ୍ଚିବ। ଦୁଇ ଜାହାଜରେ ହଜାରେ ଭାରତୀୟଙ୍କୁ ଫେରାଇ ଅଣାଯିବ ମାଲେରୁ ଆସି କେରଳର କୋଚିରେ ପହଞ୍ଚିବେ। ଭାରତୀୟମାନେ ସେଠାରୁ ନିଜ ରାଜ୍ୟକୁ ନେବା ପାଇଁ ପଦକ୍ଷେପ ନିଆଯିବ। ସେହିପରି ଆଇଏଏନ୍ଏଶ ଶାର୍ଦୁଲ ଓ ଆଇଏନ୍ଏସ୍ ଐରାବତ […]

dhobi
ଧୋବା, ବାରିକଙ୍କୁ ଆର୍ଥିକ ସହାୟତା ଘୋଷଣା

ବେଙ୍ଗାଲୁରୁ: ଲକଡାଉନ୍‌ ପ୍ରଭାବିତଙ୍କ ପାଇଁ ୧୬ଶହ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର।  ଲକଡାଉନ କଟକଣା ଯୋଗୁଁ ବିଶେଷ କରି ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ, ଅଟୋ, ଟ୍ୟାକ୍ସି ଡ୍ରାଇଭର, ଧୋବା ଏବଂ ବାରିକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଲକଡାଉନ ଭଳି କଠିନ ସମୟରେ ଏହ ବର୍ଗର ବ୍ୟକ୍ତିଙ୍କୁ ସହାୟତା ଦେବାକୁ ୟେଦୁରପ୍ପା ସରକାର ୧୬ଶହ ୧୦ କୋଟି ଟଙ୍କାର ଆର୍ଥିକ ସହଯୋଗ ଘୋଷଣା କରିଛନ୍ତି। ସରକାରଙ୍କ […]