ଆଜିକାଲି ବିଶ୍ୱର ଅନେକ ସ୍ଥାନରୁ ରହସ୍ୟମୟ ଜୀବ ଠାବ ହେଉଛି। ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହେଉଛି। ଆମେରିକାର ଉତ୍ତର କ୍ୟାରୋଲିନାରେ ସମୁଦ୍ର କୂଳରୁ ଏକ ଅଜଣା ସମୁଦ୍ର ଜୀବ ମିଳିଛି। ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ବିଶେଷଜ୍ଞମାନେ ମଧ୍ୟ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି। ଏହି ରହସ୍ୟମୟ ଜୀବ ସମ୍ପର୍କରେ କାହାକୁ ବି ଜଣାନାହିଁ। Cape Lookout National Seashore ଏହି ରହସ୍ୟମୟ ଜୀବର ଫଟୋ ନିଜ ଫେସ୍ବୁକ୍ ପେଜ୍ରେ ଶେଆର […]
ନୂଆଦିଲ୍ଲୀ: ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ଭାଷାର ୮ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟର ଡିଗ୍ରୀ କରିବା ପାଇଁ All India Council for Technical Education (AICTE) କଲେଜ ଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ନୂଆ ଶିକ୍ଷା ବର୍ଷ (2020-21)ରୁ ଏହା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ୮ ଆଞ୍ଚଳିକ ଭାଷା ହେଲା- ମରାଠୀ, ହିନ୍ଦୀ, ବଙ୍ଗାଳୀ, ତେଲୁଗୁ, ତାମିଲ, ଗୁଜରାଟି, କନ୍ନଡ ଓ ମାଲାୟାଲାମ। ଏହାଦ୍ୱାରା ବିଶେଷ କରି […]
ସୋସିଆଲ୍ ମିଡିଆରେ ବିବାହର ଅନେକ ମଜାଳିଆ ଭିଡିଓ ଭାଇରାଲ୍ ହେଉଥିବା ଆପଣମାନେ ହୁଏତ ଦେଖିଥିବେ। ଏବେ ଏମିତି ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିବା ଆରମ୍ଭ କରି ଦେବେ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଏକ ବିବାହ ବେଳର। ଭିଡିଓରେ ଦେଖିବାକୁ ମିଳିଛି, ବିବାହ ବେଦୀରେ ହୋମ ନିଆଁ ଜଳୁଛି, ହେଲେ ଏହି ସମୟରେ ବର-କନିଆ ଏକ ପାଣି ବୋତଲରେ ଖେଳୁଛନ୍ତି। ପୋଷ୍ଟରେ ଦିଆଯାଇଥିବା ସୂଚନା […]
ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ମଙ୍ଗଳବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ବେଳେ ବୁଧବାର ଏହା ସ୍ଥିର ଥିଲା। ହେଲେ ଆଜି ଏହା ପୁଣି ବଢ଼ିଛି। ଲିଟର ପ୍ରତି ପେଟ୍ରୋଲ ୨୪ ପଇସା ଓ ଡିଜେଲ ୨୯ ପଇସା ବୃଦ୍ଧି ପାଇଛି। ମଙ୍ଗଳବାର ପେଟ୍ରୋଲ ଲିଟର ପ୍ରତି ୨୩ ପଇସା ଓ ଡିଜେଲ ୨୭ ପଇସା ବୃଦ୍ଧି ପାଇଥିଲା। ବର୍ଦ୍ଧିତ ଦର ଅନୁସାରେ, ଦିଲ୍ଲୀରେ ପେଟ୍ରୋଲ ଦର ପ୍ରତି […]
ନାଗପୁର: କରୋନା ବିପତ୍ତି ବେଳେ ସ୍ୱାର୍ଥ ଛାଡ଼ି କାମ କରିବାକୁ ସ୍ୱୟଂ ସେବକମାନଙ୍କୁ ଆହ୍ୱାନ ଦେଇଛନ୍ତି ଆରଏସଏସ ସଂଘ ଚାଳକ ମୋହନ ଭାଗବତ। ଏହି ବିପତ୍ତିରେ ଭୟଭୀତ ନହୋଇ ଆମକୁ ଏକଜୁଟ୍ ହେବାକୁ ପଡ଼ିବ। ଅନ୍ୟମାନଙ୍କୁ ସାଙ୍ଗରେ ନେଇ କରୋନା ମୁକାବିଲାରେ ସାମିଲ ହେବାକୁ ପଡ଼ିବ। ଆଜିର ସଙ୍କଟରୁ ନିଜର ଭବିଷ୍ୟତ ଲାଗି ଶିକ୍ଷା କରିବା ଉଚିତ ବୋଲି ଭାଗବତ କହିଛନ୍ତି। ସ୍ୱଦେଶୀ ବ୍ୟବହାର, ଆଚରଣ, ଅନୁଶାସନ କରୋନା ପ୍ରକୋପ କମାଇବ ବୋଲି କହିଛନ୍ତି ଆରଏସ୍ଏସ୍ ମୁଖ୍ୟ। […]
ମୁମ୍ବାଇ: ବେଳେ ବେଳେ ଏମିତି ଇଚ୍ଛା ହୋଇଥାଏ ବିମାନରେ ଇକୋନମିକ କ୍ଲାସ ପରିବର୍ତ୍ତେ ବିଜନେସ କ୍ଲାସରେ ଯାତ୍ରା କରିବା ପାଇଁ। ଆଉ ଏହି ଯାତ୍ରା ଯଦି ଚାର୍ଟର୍ଡ଼ ଫ୍ଲାଇଟରେ ହୁଏ ତା’ହେଲେ ଖୁସି ଦ୍ବିଗୁଣିତ ହୋଇଯାଏ। ଯଦି ଏକାକି ବିମାନରେ ଯାତ୍ରା କରିବା ପାଇଁ ସୁଯୋଗ ମିଳେ, ତା’ହେଲେ ଏଭଳି ସ୍ଥିତିରେ ଯେକେହିବି ନିଜକୁ ରାଜା ବୋଲି ଭାବିଥାନ୍ତି। ଏମିତି କିଛି ଘଟଣା ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ସହ ଘଟିଛି। ସୂଚନା ଅନୁସାରେ, ମୁମ୍ବାଇର ୪୦ ବର୍ଷୀୟ […]
ମୁମ୍ବାଇ: ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣିଙ୍କ ବାପାଙ୍କୁ ଜଣେ ଦୁବୃର୍ତ୍ତ ଆକ୍ରମଣ କରିଥିବା ଅଭିଯୋଗ ଆସିଛି । ମଙ୍ଗଳବାର ସକାଳେ ୨୪ ବର୍ଷୀୟ ଯୁବକ ସୋନାଲିଙ୍କ ଘର ଭିତରକୁ ପ୍ରବେଶ କରି ଛୁରୀରେ ତାଙ୍କ ବାପା ମନୋହର କୁଲକର୍ଣ୍ଣିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ମନୋହର ଆହତ ହୋଇଛନ୍ତି। ପୋଲିସର କହିବା ଅନୁସାରେ, ମହାରାଷ୍ଟ୍ରର ପିମ୍ପରି ଚିଞ୍ଚୱାଡା ସ୍ଥିତ ସୋନାଲିଙ୍କ ଘରକୁ ସମ୍ପୃକ୍ତ ଯୁବକ ମଙ୍ଗଳବାର ସକାଳ ସାଢ଼େ ୭ଟାରେ ପ୍ରବେଶ […]
ଭଦ୍ରକ: ଭଦ୍ରକ ବନ୍ତ ପାଟକନା ଗାଁରେ ହାତୀ ଉପଦ୍ରବ ଘର ଭାଙ୍ଗିବା ସହ ବ୍ୟାପକ ପନିିପରିବା ଫସଲ ନଷ୍ଟ କରିଛନ୍ତି ହାତୀ ପଲ। ଗାଁର ଭାମା ଭୂତିଆଙ୍କ ୨ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି ହାତୀ ପଲ। ସୌଭାଗ୍ୟବଶତଃ ପରିବାର ଲୋକେ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିକଟସ୍ଥ ସାଳନ୍ଦୀ ନଦୀ ପାର କରି ହାତୀ ପଲ ଆସିଥିବା ଜଣାପଡ଼ିଛି। ହାତୀ ପଲରେ ଏକ ଦନ୍ତା ହାତୀ ସହ ଛୁଆ ହାତୀ ମଧ୍ୟ ଅଛନ୍ତି। ରାତିରେ ଲୋକେ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଆଶଙ୍କା ଓ ଲକ୍ଡାଉନ୍ ଯୋଗୁଁ ସେଲୁନ୍କୁ ବନ୍ଦ କରାଯାଇଥିଲା। ଏଥିପାଇଁ ଏନେକ ଲୋକ ଚୁଟି କାଟିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେବେ ୨୦ ତାରିଖ ପରେ କେନ୍ଦ୍ର ସରକାର ଲକ୍ଡାଉନ୍ ନିୟମରେ କୋହଳ କରିଛନ୍ତି। ଅନେକ ଦୋକାନ ଖୋଲା କରିବାକୁ କହିଛନ୍ତି। ତେବେ ଇତିମଧ୍ୟରେ ସେଲୁନ୍ ଖୋଲିବାକୁ ନେଇ ସ୍ପଷ୍ଟୀକରଣ ରଖିଛି କେନ୍ଦ୍ର। ଲକଡାଉନ ଭିତରେ ଚୁଟିକଟା ସେଲୁନ ଖୋଲିବ ନାହିଁ। କୌଣସି ଜାଗାରେ ସେଲୁନ ଖୋଲିବା ଲାଗି ଗୃହ ମନ୍ତ୍ରାଳୟ ଅନୁମତି […]
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମ ଧର୍ମାବଲମ୍ବୀଙ୍କ ଲାଗି ଏହା ଏକ ପବିତ୍ର ମାସ ହୋଇଥିବାରୁ ଲକଡାଉନ ସତ୍ତ୍ୱେ ବି ପର୍ବ ପାଳନ ପାଇଁ ଉତ୍ସାହ ଦେଖାଦେଇଛି। ତେବେ କିଣାବିକା ପାଇଁ ଲକଡାଉନ ନିୟମର ଖୁଲମଖୁଲା ଖିଲାପ କରାଯାଇଥିବା ଦେଖାଦେଇଛି। ଦିଲ୍ଲୀ ଶାସ୍ତ୍ରୀ ନଗର ସ୍ଥିତ କାଦ୍ରି ମସଜିଦ୍ ଗଳିରେ ଥିବା ମାର୍କେଟ ଆଜି ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ମାର୍କେଟରେ ଅଧିକାଂଶ ଦୋକାନ ଖୋଲିନଥିଲେ ବି ସାମାଜିକ ଦୂରତାକୁ ଅଣଦେଖା କରି ବହୁ […]
ନ୍ୟୁୟର୍କ: ବିଶ୍ୱରେ କରୋନା ନେଲାଣି ୧ ଲକ୍ଷ ୮୫ ହଜାର ୪୦୦ରୁ ଅଧିକ ଜୀବନ। ପୃଥିବୀର ୨୧୦ ଦେଶରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦ୍ୱାରା ୨୬ ଲକ୍ଷ ୬୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି। ଆମେରିକାରେ ସର୍ବାଧିକ ୮ଲକ୍ଷ ୯୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମୃତ୍ୟୁ ସଂଖ୍ୟା ୪୭ ହଜାର ୬୦୦ ଅତିକ୍ରମ କରିଛି। ସେହିଭଳି ଇଟାଲୀରେ ୧ ଲକ୍ଷ ୮୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଚିହ୍ନଟ […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୨୨୯ ନୂଆ କରୋନା ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୭୦୦ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ୩୪ ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୬୮୬କୁ ବୃଦ୍ଧି ହୋଇଛି। ତେବେ ଆରୋଗ୍ୟ ହାର ୧୯ ଦଶମିକ ୮୯ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏବେ ସୁଦ୍ଧା ୪ ହଜାର ୩୨୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। […]
ନୂଆଦିଲ୍ଲୀ: ୧୮ ହଜାର ୯ଶହ ପାର୍ କରିଛି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ୬୦୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଆରୋଗ୍ୟ ହାର ବେଶ ଉତ୍ସାହଜନକ ରହିଛି। ୧୭.୪୮ ପ୍ରତିଶତ ସଂକ୍ରମିତ ଅର୍ଥାତ୍ ୩୨୫୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଲା ୨୪ ଘଣ୍ଟାରେ କରୋନା ବିରୋଧୀ ଲଢେଇରେ ୭୦୫ ଜଣ ବିଜୟୀ ହୋଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦେଶର ୬୧ଟି ଜିଲ୍ଲାରେ ଗଲା ୧୪ ଦିନରେ କୌଣସି ରୋଗୀ ଚିହ୍ନଟ […]