• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

highway
କିଲୋମିଟର ଫଳକର ରଙ୍ଗରୁ ଜାଣନ୍ତୁ ରାସ୍ତାର ନାଁ

ଦୂର ସ୍ଥାନକୁ ଯାତ୍ରା କଲାବେଳେ ରାସ୍ତାକଡରେ କିଲୋମିଟର ସୂଚାଇବା ପାଇଁ ପଥର ଫଳକ (ମାଇଲଷ୍ଟୋନ୍) ଲାଗିଥାଏ। କିନ୍ତୁ ଏହି ଫଳକର ରଙ୍ଗ ଅନେକ ସମୟରେ ଅଲଗା ଅଲଗା ହୋଇଥାଏ। କେଉଁଠି ହଳଦିଆ ରଙ୍ଗର ଫଳକ ଥାଏ ତ କେଉଁଠି ସବୁଜ ରଙ୍ଗର। ଭିନ୍ନ ଭିନ୍ନ ରଙ୍ଗର ଫଳକକୁ ନେଇ ଅନେକ ସମୟରେ ମନରେ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଥାଏ। କିନ୍ତୁ ଏପରି ଭିନ୍ନ ରଙ୍ଗର ଫଳକ ପଛରେ ଲୁଚି ରହିଥିବା କାରଣ। ଏହି କାରଣ ସମ୍ପର୍କରେ ଜାଣିଲେ […]

obesity1
ମେଦବହୁଳତାର କାରଣ କ’ଣ ? କେମିତି ବର୍ତ୍ତିବେ

ମେଦବହୁଳତା ଆଜିର ସମାଜ ପାଇଁ ମୁଖ୍ୟ ସମସ୍ୟା ପାଲଟି ଗଲାଣି। ଏହାକୁ କମାଇବାକୁ ସମସ୍ତେ ଚିନ୍ତିତ। ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବନ୍ଧୁମାନେ ଉପଦେଶ ଦିଅନ୍ତି। ଡାଏଟିଂ ଉପରେ ଧ୍ୟାନ ଦେବା ସହ ଜିମ୍‌ ଆଦି ଯାଇ ଓ ବ୍ୟାୟାମ କରି ମୋଟାପଣ କମେଇବାକୁ ଅନେକ ଚେଷ୍ଟା କରିଥାନ୍ତି। ବାସ୍ତବରେ ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ଏହାର ମୁଖ୍ୟ କାରଣ। ବିଶେଷକରି ଯୁବପିଢି ମେଦବହୁଳତାର ଶିକାର ବେଶୀ ମାତ୍ରାରେ ହେଉଛନ୍ତି। ଖାଲି ଯେ ଜଣେ ଅଧିକ ଖାଇଲେ […]

dinesh
କାର୍ତ୍ତିକ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ନିଷ୍ପତ୍ତି ମୋର ଥିଲା : ରୋହିତ୍‌ ଶର୍ମା

ଫାଇନାଲ୍ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ୪ ୱିକେଟରେ ହରାଇ ନିଦାହାସ୍ ଟ୍ରଫିକୁ ନିଜ୍‌ ନାଁରେ କରିଛି। ଭାରତ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶେଷ ବଲ୍‌ରେ ଦିନେଶ କାର୍ତ୍ତିକ ଛକା ମାରିବେ ବୋଲି ଚିନ୍ତା କରିନଥିଲେ। କାର୍ତ୍ତିକଙ୍କୁ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ପାଇଁ ନିଷ୍ପତ୍ତି ନିଆଯାଇଲା ଏବଂ ତାଙ୍କ ଉପରକୁ ୬ ନମ୍ବର ସ୍ଥାନରେ ବିଜୟ ଶଙ୍କରଙ୍କୁ ଖେଳିବା ପାଇଁ ସୁଯୋଗ ଦିଆଯାଇଥିଲା। ଏହି ନିଷ୍ପତ୍ତି ରୋହତିଙ୍କର ହିଁ ଥିଲା ବୋଲି […]

race 3
ଜବରଦସ୍ତ ଆକ୍ସନ ସହ ଆସୁଛି ରେସ୍-୩, ଅପେକ୍ଷାରେ ଭାଇଜାନଙ୍କ ଫ୍ୟାନ୍

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩। Is hafte milata hoon #Race3 ki family se … mera naam hai Sikander. Selfless over selfish . #Race3ThisEid @tipsofficial @SKFilmsOfficial pic.twitter.com/FAP4FAQkoc — […]

sushma swaraj
ଇରାକରେ ୩୯ ଜଣ ଭାରତୀୟ ମୃତ

ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି  ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।  ଆଇଏସ୍ ଆତଙ୍କବାଦୀ ସେମାନଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ମୋସୁଲ ନିକଟରେ ମିଳିଥିଲା ମୃତଦେହ। ସେଗୁଡ଼ିକୁ ବାଗଦାଦ୍ ଅଣାଯାଇଛି। ଖୁବ ଶୀଘ୍ର ଭାରତ ଅଣାଯିବ ବୋଲି […]

puja
ସଲମାନ ଖାନ୍‌ଙ୍କ ଏହି ନାୟିକାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନାହିଁ :୧୫ ଦିନ ହେବ ମେଡିକାଲରେ ଭର୍ତ୍ତି

୧୯୯୫ ମସିହାରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ସୁପରଷ୍ଚାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ବୀରଗତି’। ଏଥିରେ ତାଙ୍କର ହିରୋଇନ୍‌ ସାଜିଥିଲେ ଅଭିନେତ୍ରୀ ପୂଜା ଡଡୱାଲ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେଦିନର ଏହି ଚୁଲବୁଲି ଅଭିନେତ୍ରୀ ଏବେ ରୋଗଶଯ୍ୟାରେ। ୧୫ ଦିନ ହେବ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା ପାଇଁ ହାତରେ ପଇସା ନାହିଁ। ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ପୂଜା ଏବେ ଟିବି ଓ ଫୁସ୍‌ଫୁସ୍‌ ସମ୍ୱନ୍ଧିୟ ରୋଗରେ ପୀଡ଼ିତ। ତାଙ୍କର ଆର୍ଥିକ ସ୍ଥିତି ଭଲ […]

passport
ଏଥର କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବେ ସରକାର

ନୂଆଦିଲ୍ଲୀ: ପିଏନ୍‌ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି। ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାର କରୁଛନ୍ତି ସରକାର। ସମସ୍ତଙ୍କର ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦ୍ଦେଶକ ପରିଚୟ ନମ୍ବର (ଡିଆଇଏନ୍‌) ଥିବା ସବୁ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ତଥ୍ୟ ହାସଲ କରାଯିବ। […]

naveen
ହଟ୍ଟଗୋଳ ଯୋଗୁଁ ସଂସଦରେ ଆସି ପାରିଲାନି ଅନାସ୍ଥା ନୋଟିସ୍ : ବିଜେଡି ସମର୍ଥନ କରିବ ନା ବିରୋଧ, ଆଭିମୁଖ୍ୟ ସ୍ପଷ୍ଟ କଲେନି ନବୀନ

ଭୁବନେଶ୍ୱର : ହଟ୍ଟଗୋଳ ଛାଡି ଶାନ୍ତ ରହିବାକୁ ବାରମ୍ବାର ଅନୁରୋଧ କରୁଥିଲେ ବାଚସ୍ପତି ସୁମିତ୍ରା ମହାଜନ, ହେଲେ ତାଙ୍କ କଥା ଆଦୌ ଶୁଣୁନଥିଲେ ବିରୋଧୀ ସାଂସଦ। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଏମିତି ଅବସ୍ଥା ଲାଗି ରହିଥିଲା ଲୋକସଭାରେ। ଫଳରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଉପରେ ଆଲୋଚନା ହେବା ପୂର୍ବରୁ ମୁଲତବୀ ହୋଇଗଲା ଗୃହ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ସଦସ୍ୟଙ୍କ ହଟ୍ଟଗୋଳ […]

eyesight
ଆଖିର ଦୃଷ୍ଟିଶକ୍ତି କମିଯିବା ନେଇ ଚିନ୍ତିତ କି ? ଜାଣନ୍ତୁ କିଛି ଘରୋଇ ଟିପ୍ସ

ଆଜିକାଲି ଦେଖାଯାଉଛି ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଚଷମା। ଅନେକ ତ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବାକୁ ଆଖିରେ ଚଷମା ପିନ୍ଧନ୍ତି। କିନ୍ତୁ ଆଉ କିଛି ଲୋକ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ଯୋଗୁଁ  ଚଷମା ପିନ୍ଧିଥାନ୍ତି। ଏବେ ଏହି ସମସ୍ୟା ବଢିବାକୁ ଲାଗିଲାଣି। ଅନିୟମିତ ଦିନଚର୍ଯ୍ୟା , ମୋବାଇଲ-କମ୍ପୁଟରର ଅତ୍ୟଧିକ ବ୍ୟବହାର ଓ ଜଙ୍କ ଫୁଡ୍‌ର ବହୁଳ ବ୍ୟବହାର ଯୋଗୁଁ ଆଜିକାଲି କମ୍‌ ବୟସରେ ବି ଚଷମା ବ୍ୟବହାର କରିବାକୁ ପଡୁଛି । ଏଥିପାଇଁ […]

kapil
ମୋ ପାଖକୁ କପିଲ୍‌ଙ୍କର କିଛି କଲ୍ ଆସି ନାହିଁ : ସୁନୀଲ୍‌

ଦୁହିଁଙ୍କର ଜବରଦସ୍ତ କମେଡି ସମସ୍ତଙ୍କୁ ମତୁଆଲା କରୁଥିଲା। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି, ସମସ୍ତେ ହସି ହସି ବେଦମ ହେଇ ଯାଉଥିଲେ। ଆମେ କାହା କଥା କହୁଛୁ  ଆପଣ ଜାଣି ପାରୁଥିବେ। ଦୁଇ ଜବରଦସ୍ତ ଯୋଡ଼ି କପିଲ୍‌ ଶର୍ମା ଏବଂ ସୁନୀଲ ଗ୍ରୋଭର । ସେମାନଙ୍କ ଭିତରେ ଘଟିଥିବା ମନୋମାଳିନ୍ୟ ବଦଳେଇ ଦେଇଥିଲା ସେମାନଙ୍କର ସଂପର୍କର ପରିଭାଷା। ଆଉ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଦେଖିବାକୁ ମିଳିଲା ନାହିଁ। ଏକଥା  ସମସ୍ତେ ଜାଣନ୍ତି। ଦର୍ଶକଙ୍କ ମନରେ ପ୍ରଶ୍ନ ଥିଲା […]