କେରଳ : କେରଳ ୱେୟନାଡ୍ ଆସନରୁ ନାମାଙ୍କନ ଭରିବାକୁ ସେଠାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧି। ଏଥିପାଇଁ କଂଗ୍ରେସ ଆୟୋଜନ କରିଛି ବିରାଟ ଶୋଭାଯାତ୍ରା। ଏଥର ୨ଟି ଆସନରୁ ଲଢିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଉତ୍ତର ପ୍ରଦେଶର ନିଜର ପାରମ୍ପରିକ ଆସନ ଆମେଥି ସହ କେରଳର ୱେୟନାଡ୍ ଆସନରୁ ପ୍ରାର୍ଥୀ ହେବେ ରାହୁଲ। ଆମେଥି ସହ କେରଳର ୱେୟନାଡ୍ ଆସନ ରାହୁଲଙ୍କ ପାଇଁ ସୁରକ୍ଷିତ ବୋଲି ଦଳ ବିଚାର କରୁଛି। ଦକ୍ଷିଣ ଭାରତରେ କଂଗ୍ରେସର ଭୋଟବ୍ୟାଙ୍କ ବଢାଇବା […]
ପତଳା ଥିବା ଲୋକେ ଭାବନ୍ତି ଟିକେ ମୋଟା ହୋଇଗଲେ ଭଲ ହୁଅନ୍ତା। ସେମାନେ ଜାଣିନାହାଁନ୍ତି ମୋଟାପଣ କମେଇବାକୁ ଲୋକେ କେତେ କସରତ କରିଥାନ୍ତି। ମୁଣ୍ଡରେ ଚିନ୍ତା ଘାରେ, ଶରୀରର ଓଜନ କେମିତି କମାଇବେ। ସାଧାରଣତଃ ମୋଟା ଲୋକମାନେ ନିଜ ଶରୀରର ଓଜନ ହ୍ରାସ କରିବା ପାଇଁ ଅନେକ ପ୍ରୟାସ କରିଥାନ୍ତି। ଆମେ ଆପଣଙ୍କୁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ କହୁଛୁ, ଯାହା ଆପଣଙ୍କର ଶରୀରର ଓଜନ ହ୍ରାସ କରିବାରେସାହାଯ୍ୟ କରିବ। ୧ – ଯଦି ଜଣେ ସନ୍ତୁଳିତ ଓ […]
ବଲିଉଡ ଅଭିନେତ୍ରୀ ରାଧିକା ଆପଟେ ଏବେ ପୁଣି ଚର୍ଚ୍ଚାରେ। ଘଟଣାହେଲା ଏହା ଯେ, ସେ ଖୋଲାଖୋଲି ଭାବେ ବଲିଉଡର ପରଦା ପଛର ଅସଲ କଥାକୁ କହିଛନ୍ତି। ଏକ ଚାର୍ଟ ଶୋ’ରେ କହିଛନ୍ତି, ବଲିଉଡରେ କେବଳ ଶାରୀରିକ ଶୋଷଣ ନୁହେଁ ମାନସିକ ଶୋଷଣର ମଧ୍ୟ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ବଲିଉଡରେ ଏହା ସାମାନ୍ୟ କଥା ବୋଲି ରାଧିକା କହିଛନ୍ତି। ନିଜର ଖୋଲାଖୋଲି ମନ୍ତବ୍ୟ ରଖିବା ନେଇ ରାଧିକା ଖୁବ୍ ଜଣାଶୁଣା। ସେ ବଲିଉଡର ସେହି ଦୁନିଆ ବିଷୟରେ […]
ନୂଆଦିଲ୍ଲୀ: ସବୁଥିରେ ବିରାଟଙ୍କ କିଛି ନା କିଛି ଭିନ୍ନ ଶୈଳୀ ଦେଖିବାକୁ ମିଳେ। ତାହା ଖେଳ ହେଉ ବା ନିଜର ବ୍ୟକ୍ତଗତ ଜୀବନ। ସବୁବେଳେ ସେ ଚର୍ଚ୍ଚାରେ। ଫିଟ୍ ଏବଂ ହଟ୍କେ ରହିବାକୁ ବିରାଟ ମଧ୍ୟ ସବୁବେଳେ ପ୍ରୟାସ କରିଥାନ୍ତି। ଏବେ ଏକ ଅଲଗା ଲୁକ୍ରେ ବିରାଟ ନଜର ଆସିବେ। IPL ପୂର୍ବରୁ ବିରାଟ ସେୟାର କରିଛନ୍ତି ତାଙ୍କ ନୂଆ ଲୁକ୍। ଯେଉଁଥିରେ ତାଙ୍କ ନୂଆ ହେୟାର ଷ୍ଟାଇଲ୍ ଦେଖିବାକୁ ମିଳିଛି। ବିଅଡ୍ ଲୁକ୍ ବା ଦାଢି […]
ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟ୍ରେନିଂ (ଏନ୍ସିଇଆର୍ଟି) ର ଏକ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଜୁକେସନାଲ୍ ଟେକ୍ନୋଲୋଜି (ସିଆଇଇଟି) DIKSHA (ଡିଜିଟାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଫର୍ ସ୍କୁଲ୍ ଏଜୁକେସନ୍) ପ୍ରକଳ୍ପ ପାଇଁ ଅନେକ ପଦବୀ (ଚୁକ୍ତିନାମା) ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି।
ଛତିଶଗଡ : ଏମାନେ ଜୀବନ ଓ ଯନ୍ତ୍ରଣାର ମଝି ନଈରେ ଭାସି ଚାଲିଥିଲେ। ସୁଖ ଓ ଦୁଃଖର ଭାଗବାଣ୍ଟ କରିବାକୁ ତାଙ୍କ ପାଖରେ ନଥିଲା ସମୟ। କାରଣ ରାତି ପାହିଲେ ସେମାନେ ଭେଟୁଥିଲେ ନୂଆ ଚେହେରାଙ୍କୁ। ଆରମ୍ଭ ହୋଇଯାଉଥିଲା ଦେହ ସଉଦା , ମୂଲଚାଲ। ଏମିତି ଅନେକ ଦିନରୁ ସେଠାରେ ଏହି ଦେହ ବ୍ୟବସାୟର କାରବାର ଚାଲିଆସୁଥିଲା। ଏହା କୌଣସି ଗପ କି କାହାଣୀର ସାରାଂଶ ନୁହେଁ। ଛତିଶଗଡର ମୁଙ୍ଗେଳି ଜିଲ୍ଲାରେ ଦେହ ବ୍ୟବସାୟରେ ଲିପ୍ତ ଥିବା […]
ନୂଆଦିଲ୍ଲୀ : ପ୍ରାୟ ୪ ବର୍ଷ ତଳେ ଇରାକ୍ରେ ମୋସୁଲ ସହରରୁ ଅପହୃତ ସମସ୍ତ ୩୯ ଭାରତୀୟଙ୍କୁ ହତ୍ୟା କରିଛି ଆଇଏସଆଇଏସ୍। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ୍ ରାଜ୍ୟସଭାରେ ଶ୍ରମିକଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଭାରତୀୟମାନଙ୍କୁ ବନ୍ଦୀ କରି ରଖାଯାଇଥିବା ଗତବର୍ଷ ସୁଷମା ପାର୍ଲାମେଣ୍ଟକୁ ଜଣାଇଥିଲେ। ସେପଟେ ଏହି ପ୍ରସଙ୍ଗରେ ସରକାର ଦେଶବାସୀଙ୍କୁ ଭ୍ରମିତ କରିବା ସହ ଅନ୍ଧାରରେ ରଖିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ବର୍ବରତାରେ ଉଜୁଡି ଯାଇଛି ୩୯ ଭାରତୀୟ ଶ୍ରମିକଙ୍କ ପରିବାର। […]