ମୁମ୍ବାଇ: ବିରାଟ-ଅନୁଷ୍କାଙ୍କ ବିବାହ ପରେ ଯେଉଁ ସେଲିବ୍ରେଟିଙ୍କ ବିବାହ ପାଇଁ ସମେସ୍ତ ଚାହିଁ ରହିଛନ୍ତି ସେ ହେଲେ ଦୀପିକା ପାଦୁକୋନ୍ ଓ ରଣବୀର ସିଂଙ୍କ ବିବାହ। ମିଳିଥିବା ସୂଚନା ଯଦି ସତ ହୋଇଥାଏ ତେବେ ଖୁବ୍ ଶୀଘ୍ର ବଲିଉଡ଼ର ଏହି ପାୱାର କପଲ୍ଙ୍କ ଘରେ ଶାହାନାଇ ବାଜିବ। ପୂର୍ବରୁ ଦୀପିକା-ରଣବୀରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ମଧ୍ୟ ତାହା କେବେ ସତରେ ପରିଣତ ହୋଇନାହିଁ। ପୁଣିଥରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଖବର […]
ଭୁବନେଶ୍ୱର : ଓଡ଼ିଶାରେ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଦିଲ୍ଲୀ ଓ ହରିୟାଣା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଆଉ ଥରେ ହେବ ନାହିଁ ଦଶମ ଶ୍ରେଣୀ ଗଣିତ ପରୀକ୍ଷା। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ CBSE ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷା ସାରା ଦେଶରେ ହେବ। ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା ହୋଇଛି। ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟରେ ସାରା ଦେଶରେ ପୁଣି ପରୀକ୍ଷା ହେବ। […]
ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ। ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। […]
ମୁମ୍ବାଇ: ନକଲି ଆଧାର କାର୍ଡ଼ ବ୍ୟବହାର କରି ହୋଟେଲରେ ରୁମ୍ ବୁକ୍ କରିବା ମହଙ୍ଗା ପଡ଼ିଲା। ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ନାଁରେ ନକଲି ଆଧାର କାର୍ଡ଼ ପ୍ରସ୍ତୁତ କରି ଏକ ପଞ୍ଚ ତାରକା ହୋଟଲରେ ରୁମ୍ ବୁକ୍ କରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ପୂରା ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଉର୍ବଶୀ କୌଣସି ଏକ ଇଭେଣ୍ଟରେ ଯୋଗଦାନ […]
ଭାରତୀୟ ଡାକ ବିଭାଗ Cool EMS ସେବା ଆରମ୍ଭ କରିଛି। ଏହା ଜାପାନ – ଭାରତ ମଧ୍ୟରେ ଏକମାତ୍ର ସେବା, ଯାହା ଦ୍ୱାରା ଭାରତୀୟମାନେ ବ୍ୟକ୍ତିଗତ ବ୍ୟବହାର ପାଇଁ ଖାଦ୍ୟ ସାମଗ୍ରୀ ଆମଦାନି କରିପାରିବେ। Cool EMS ସେବା ସେବା ଜରିଆରେ ଭାରତୀୟମାନେ, ଜାପାନ୍ରୁ ଯେଉଁ ଉତ୍ପାଦ ଆମଦାନି ପାଇଁ ଆମ ଦେଶରେ ଅନୁମତି ଅଛି, କେବଳ ସେଭଳି ଉତ୍ପାଦ ମଗାଇ ପାରିବେ। ପ୍ରାଥମିକ ଭାବେ କେବଳ ଦିଲ୍ଲୀରେ ଏହି ସେବା ଉପଲବ୍ଧ ହେବ। ଖାଦ୍ୟ ଉତ୍ପାଦଗୁଡ଼ିକର […]
ଆପଣ ଜାଣି ଖୁସି ହେବେ ଯେ ବଲିଉଡର ଚର୍ଚ୍ଚିତ ଫିଲ୍ମ ‘ଦେବଦାସ୍’ ଓଲିଉଡରେ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି ‘ନାୟକର ନା ଦେବଦାସ’। ଯେଉଁଥିରେ ଚନ୍ଦ୍ରମୁଖୀ ସାଜିଛନ୍ତି ଓଲିଉଡ୍ ଡିଭା ଅନୁ ଚୌଧୁରୀ। ଏଥିସହ ଫିଲ୍ମରେ ବବି ମିଶ୍ର , ବିଜୟ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିବ। ମୃତ୍ୟୁଞ୍ଜୟ ସାହୁ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଓ ଗୀତିକାର ରହିଛନ୍ତି ଅରୁଣ ମନ୍ତ୍ରୀ ଏବଂ ନିର୍ମଳ […]
ରସୁଣର ଅନେକ ଔଷଧୀୟ ଗୁଣ ରହିଛି। ଏହା କେବଳ ରୋଷେଇ ଘରେ ମସଲା ରୂପେ କିମ୍ବା ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର ହୁଏ ତା’ନୁହେଁ ,ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗରୁ ଉପଶମ ଦେଇଥାଏ ଓ ଅନେକ ରୋଗକୁ ନିୟନ୍ତ୍ରିତ କରିଥାଏ । ପାଣିପାଗ ହିସାବରେ ଆପଣଙ୍କୁ ଏହାର ସେବନର ମାତ୍ରା ବଦଳାଇବାକୁ ପଡ଼ିବ । ଆସନ୍ତୁ ଜାଣିବା କେମିତି ରସୁଣ ସୌନ୍ଦର୍ଯ୍ୟ ଉପଚାରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପାଟିକୁ ରସୁଣର […]
ଓଡ଼ିଶାରୁ ଯାଇ ଦେଶ ତଥା ବିଦେଶରେ ସଫଳତା ପାଇଛନ୍ତି ଅନେକ ଓଡ଼ିଆ। ନିଜର କର୍ମସଂସ୍ଥାନ ସହ ସେମାନେ ବି ନିଜ ଜନ୍ମମାଟି ଓଡ଼ିଶା ପାଇଁ ଚିନ୍ତା କରନ୍ତି। ପ୍ରବାସରେ ରହି ବି ନିଜ ରାଜ୍ୟର ବିକାଶ ପାଇଁ ଉଦ୍ୟମ କରନ୍ତି। ଅନେକ ସମୟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ନିଜର ଖୁସି, ଆଶା ଓ ସମସ୍ୟାର କଥା ଜଣାଇଥାନ୍ତି। ରାଜ୍ୟର ଉନ୍ନତି ପାଇଁ ନିଜସ୍ୱ ପ୍ରସ୍ତାବ ରଖିଥାନ୍ତି। ଏମିତି କିଛି ଗଞ୍ଜାମବାସୀ ମୁମ୍ବାଇରେ ଓ ଆଉ କିଛି […]
ନୂଆଦିଲ୍ଲୀ: ୬୨ ବର୍ଷରେ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା। ପୂର୍ବରୁ ୨ ଥର ବିବାହ କରି ସାରିଥିବା ମାଲ୍ୟା ପୁଣିଥରେ ତୃତୀୟ ଥର ଲାଗି ବିବାହ କରିବା ନେଇ ବିଭିନ୍ନ ଯୋଜନା କରୁଥିବାର କୁହାଯାଉଛି। ଭାରତର ବିଭିନ୍ନ ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କା ଠକେଇ କରି ଲଣ୍ଡନ ପଳାଇଥିବା ମାଲ୍ୟା ତାଙ୍କ ପାର୍ଟନର ପିଙ୍କି ଲାଲ୍ୱାନିଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଫର୍ମର ଏୟାର ହୋଷ୍ଟେସ୍ ପିଙ୍କି ଲାଲ୍ୱାନି ମାଲ୍ୟାଙ୍କ ସହିତ […]