• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

virat
ଆଜିଠୁ ଆରମ୍ଭ ଆଇପିଏଲ୍ , ପ୍ରଥମ ଦିନରେ CSK ବନାମ RCB

ଚେନ୍ନାଇ : ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍‌ର ଦ୍ୱାଦଶ ସିଜନ୍। ପ୍ରଥମ ଦିନରେ ହେବ ହାଇଭୋଲଟେଜ୍ ଲଢ଼େଇ। କିଛି ସମୟ ପରେ ରାତି ୮ଟାରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇରେ ଏହି ମ୍ୟାଚ୍‌ ଖେଳାଯିବ।ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବନାମ୍ ବିରାଟ କୋହଲି ମ୍ୟାଚ୍‌ ଦେଖିବେ କ୍ରିକେଟ୍ ପ୍ରେମୀ। ଗତଥର ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା ଚେନ୍ନାଇ ସୁପର୍ କିଙ୍ଗସ୍।  ଆର୍‌ସିବି ଥରେ ବି ଚାମ୍ପିଅନ ହୋଇପାରି ନାହିଁ। ତେବେ […]

exam
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ। ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି। ଦରମା: ମାସିକ ୧୯, ୯୦୦ ଟଙ୍କା। ନିଯୁକ୍ତି ସ୍ଥାନ: ନାଗପୁର ଶିକ୍ଷାଗତ […]

indian railways
ରେଲୱେର ସମୟାନୁବର୍ତ୍ତିତା ଚିନ୍ତା: ଟ୍ରେନ୍‌ ବିଳମ୍ବ ହେଲେ ମିଳିବ କମ୍‌ ଗ୍ରେଡ଼

ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି। ସୂଚନା ଅନୁସାରେ, ରେଲୱେର ଏହି ନୂଆ ଯୋଜନା ଅନୁସାରେ ଏଣିକି ଟ୍ରେନ ବିଳମ୍ବ ନେଇ ଗ୍ରେଡିଂ କରାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଟ୍ରେନ […]

jklf
ୟାସିନ ମଲ୍ଲିକଙ୍କ ଜେକେଏଲ୍ଏଫ୍‌କୁ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା JKLFକୁ ନିଷିଦ୍ଧ ଘୋଷଣା କରାଯାଇଛି। ଆତଙ୍କବାଦ ନିରୋଧ ଆଇନ ଅନ୍ତର୍ଗତ କେନ୍ଦ୍ର ଏହି ପଦକ୍ଷେପ ନେଇଛି। JKLF ବିଭିନ୍ନ ସମୟରେ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ ସହଯୋଗ କରିବାର ଅଭିଯୋଗ ରହିଛି। ଜମାତ୍‌ -ଏ-ଇସ୍‌ଲାମୀ ପରେ ମାସକ ଭିତରେ ଦ୍ୱିତୀୟ ବିଚ୍ଛିନ୍ନବାଦୀ ସଂଗଠନ ଭାବେ JKLFକୁ ବ୍ୟାନ୍‌ କରାଯାଇଛି। ସଂଗଠନର […]

bihar
ବିହାରରେ ମହାମେଣ୍ଟର ଆସନ ବୁଝାମଣା

ବିହାର : ବିହାରରେ ମହାମେଣ୍ଟ ପକ୍ଷରୁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ମୋଟ୍ ୪୦ ଆସନରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨୦ଟି ଆସନରେ ଲଢ଼ିବ। କଂଗ୍ରେସ ୯ଟି, ଉପେନ୍ଦ୍ର କୁଶଓ୍ୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୫ଟି ଓ ଜିତନରାମ ମାଞ୍ଝିଙ୍କ ଦଳ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି। ସେହିପରି ବିକାଶିଲ ଇନ୍‌ସାଫ୍ ପାର୍ଟି ତିନିଟି ଆସନରେ ଲଢ଼ିବାକୁ ଥିବାବେଳେ ଆରଜେଡି କୋଟାରୁ ସିପିଆଇ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ […]

indian railways
ଟ୍ରେନ ଯାତ୍ରୀଙ୍କ ଲାଗି ଖୁସି ଖବର! ବର୍ତ୍ତମାନ ରେଳ ଟିକେଟ୍ ଅନ୍ୟ ଜଣଙ୍କ ନାଁକୁ ଟ୍ରାନ୍ସଫର ହୋଇପାରିବ, ଜାଣନ୍ତୁ କିପରି

ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]

sorry
ଅନ୍ୟକୁ ବାରମ୍ୱାର ‘ସରି’କହିବା ଭଲ ନୁହେଁ : କାହିଁକି ଜାଣନ୍ତୁ

କୌଣସି ଭୁଲ୍‌ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍‌ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]

girl
୭୦ବର୍ଷୀୟା ଦେଖାଯା’ନ୍ତି ଷୋଳ ବୟସୀ ! ଜାଣନ୍ତୁ ଏ ସ୍ଥାନଟି କେଉଁଠି ଅଛି ?

ଏମିତି ଏକ ସ୍ଥାନ ଅଛି ଯେଉଁଠି ୭୦ ବର୍ଷୀୟ ମହିଳା ଅପସରା ଭଳି ଦେଖାଯା’ନ୍ତି। ଏବଂ ଜଣେ ଯୁବତୀର ସବୁ ପ୍ରକାର ଗୁଣ ତାଙ୍କ ଠାରେ ଭରପୁର ଥାଏ। ସତେକି ଯେମିତି ଷୋଳ ବୟସୀ। ଜାଣନ୍ତି କି ଏହି ମହିଳାମାନେ କେଉଁଠି ରୁହନ୍ତି? ଏହି ମହିଳାମାନେ ହେଉଛନ୍ତି ‘ହୁଞ୍ଜା ଜନଜାତି’ର । ବିଶ୍ୱରେ ଥିବା ଅନେକ ଜନଜାତିଙ୍କ ମଧ୍ୟରୁ ଏହି ଜନଜାତି ଅନ୍ୟତମ। ଏକ ରିପୋର୍ଟ ଅନୁସାରେ, ଏହି ଜନଜାତିର ମହିଳାମାନେ ଅଧିକ ଦିନ ଧରି ପୂର୍ଣ୍ଣ […]

modi
କଂଗ୍ରେସକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ଯୋଗୁଁ ଦେଶର ବିଭିନ୍ନ ଅନୁଷ୍ଠାନର କ୍ଷତି ହୋଇଛି। ଗଣମାଧ୍ୟମ ଠାରୁ ପାର୍ଲାମେଣ୍ଟ, ଜବାନ ମାନଙ୍କ ଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି। ସମ୍ବିଧାନ, କୋର୍ଟ ମଧ୍ୟ ଏଥିରୁ ବାଦ ପଡିନାହିଁ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି।  ଏଥିସହ ପ୍ରଧାନମନ୍ତ୍ରୀ ଭୋଟର ମାନଙ୍କୁ କଂଗ୍ରେସ ଶାସନ ବିଷୟରେ ଚେତାଇ ଦେଇଛନ୍ତି। ଗୋଟିଏ ପରିବାର ଯୋଗୁଁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଛି।  […]

house-1
ଦୁଇଟି ପତ୍ନୀ ଥିଲେ ଘର ଦେବେ ସରକାର ! ପଢନ୍ତୁ କେଉଁଠି ଓ କାହିଁକି ?

ଆଜିର ଯୁଗରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ଟିକେ ଅଡୁଆ କଥା ମନେହୁଏ। ଦୁଇ ଦୁଇଟା ସ୍ତ୍ରୀ ରଖି ସଂସାର ଚଳେଇବା ମଧ୍ୟ କାଠିକର ପାଠ ହୋଇପଡେ। ଅନେକ ଦେଶରେ ଦୁଇଟି ବିବାହ କରିବା ନେଇ ମଧ୍ୟ ବାରଣ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଆଉ ଦୁଇଟି ସ୍ତ୍ରୀ ଥିବା ବ୍ୟକ୍ତି ପୁରସ୍କୃତ ହେଉଛନ୍ତି। ସଂଯୁକ୍ତ ଅରବ ଅମିରତ୍(UAE) […]

Sultan Azlan Shah Cup
ସୁଲତାନ ଆଜଲାନ୍ ଶାହ ହକି: ମାଲେସିଆକୁ ହରାଇଲା ଭାରତ

ଇପୋ: ସୁଲତାନ ଆଜଲାନ୍ ଶାହ ହକିରେ ଭାରତ। ୫-୧ ଗୋଲରେ ଆୟୋଜକ ମାଲେସିଆକୁ ପରାସ୍ତ କରିଛି।  ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା ଭାରତଅ। ଦଶମ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା। ଏହାପରେ ଗୁରଜନ୍ତ ସିଂ ଦୁଇଟି, ସୁମିତ୍ କୁମାର ଓ ରମଣଦୀପ ସିଂହ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଟୁର୍ଣ୍ଣାମେଣ୍ଟର ଭାରତର ଏହା ପ୍ରଥମ ବିଜୟ। ଏହି ବିଜୟ ସହ ଭାରତର ଫାଇନାଲ୍ ଖେଳିବା ଆଶା ଉଜ୍ଜୀବିତ […]

nidahas trophy
ନିଦାହାସ୍ ଟି-ଟ୍ୱେଣ୍ଟି: ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର

ନୂଆଦିଲ୍ଲୀ: ନିଦାହାସ୍ ଟି-ଟ୍ୱେଣ୍ଟି ତ୍ରିକୋଣୀୟ ସିରିଜରେ ଆଜି ଭାରତ-ବାଂଲଦେଶ ମଧ୍ୟରେ ଟକ୍କର ହେବ। ଟୁର୍ଣ୍ଣାମେଣ୍ଟରେ ଭାରତକୁ ଫେଭରିଟ୍ ମନେ କରାଯାଉଛି କିନ୍ତୁ ପ୍ରଥମ ମ୍ୟାଚ୍ ଆୟୋଜକ ଶ୍ରୀଲଙ୍କାଠାରୁ ୫ ଓ୍ୱିକେଟରେ ପରାସ୍ତ ହେବା ପରେ ଦଳ ଚାପରେ ଅଛି। ତେଣୁ ଆଜିର ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଉଦ୍ୟମ କରିବ ଟିମ୍ ଇଣ୍ଡିଆ। ଉଭୟ ଦଳ ୫ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେବେ ପ୍ରଥମ ମ୍ୟାଚ୍  ହାରିଥିବା ଭାରତ ଅପେକ୍ଷାକୃତ […]