• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

demonetisation-kYgF--621x414@LiveMint
ରାଜ୍ୟସଭା ପାଇଁ ପୁଣି ଥରେ ପ୍ରାର୍ଥୀ ହେବେ କି ମନମୋହନ ?

ନୂଆଦିଲ୍ଲୀ: ଆସନ୍ତା ମାସ ୧୪ ତାରିଖରେ ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ।  ୨୦୧୩ରେ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସହିତ ଶାନ୍ତିଉଜ କୁଜୁରଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ୧୪ ତାରିଖରେ ଶେଷ ହେଉଛି। ସେ ବି ଆସାମରୁ ନିର୍ବାଚିତ ହୋଇଯାଇଥିଲେ। ଏହି ଦୁଇ ଆସନ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହେଲେ ମେ’ ୨୧ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି […]

Petrol Price
ଏକ ବର୍ଷରେ ୨୧ ଟଙ୍କା ମହଙ୍ଗା ହେଲା ପେଟ୍ରୋଲ୍ : ୧୯ ରାଜ୍ୟରେ ଦର ୧୦୦ ଟପିଲା

କରୋନା କାଳରେ ରୋଜଗାର ନଥିବା ବେଳେ ନିମ୍ନ ଓ ମଧ୍ୟବିତ୍ତ ପରିବାର ଲାଗି ଏହା ବେଡି ଉପରେ କୋରଡା ଭଳି ହୋଇଛି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ସର୍ବୋତ୍ତମ ରେକର୍ଡ଼ କରିଛି ।

selfish
ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ସେଲ୍‌ଫିସ୍‌ ଦିଲ୍‌’

ଭୁବନେଶ୍ୱର: ଓଲିଉଡ୍‌ରେ ଏକ ନୂଆ ସିନେମା ରିଲିଜ୍‌ ହୋଇ ସାରିଛି। ଯାହାର ନାଁ ହେଲା ‘ସେଲ୍‌ଫିସ୍‌ ଦିଲ୍‌’। ଏହି ଫିଲ୍ମରେ ଜଣେ ନୂଆ ନାୟକ ଓଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ସେ ଦେଖିବାକୁ ହ୍ୟାଣ୍ଡସମ୍‌ ଏବଂ ଟିକେ ଦୁଷ୍ଟ ମଧ୍ୟ। ତାଙ୍କ ନାଁ ହେଉଛି ଶ୍ରେୟାନ୍‌। ତାଙ୍କ ସହ ଜଣେ ସୁନ୍ଦରୀ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ମଧ୍ୟ ଆପଣ ଦେଖିବାକୁ ପାଇବେ। ଓଲିଉଡ୍‌ର ଲୋକପ୍ରିୟ କଳାକାର ଯେପରିକି ସିଦ୍ଧାର୍ଥ ମହାପାତ୍ର, ଆକାଶ ଦାସ ନାୟକ, ଅନୁଭବ ମହାନ୍ତି ଏବଂ ସବ୍ୟସାଚୀଙ୍କ […]

s-11
ବାହାରୁ ତାଲା ପଡ଼ିଥିଲା, ଘର ଭିତରେ ଜଳିଗଲେ ଝିଅ

ମୁମ୍ବାଇ:  ବାପାମା’ ବାହାର ପଟୁ ତାଲା ପକାଇ ବାହାରକୁ ଯାଇଥିଲେ। ଏହି ସମୟରେ ଘରେ ନିଆଁ ଲାଗିଗଲା।  ଜୀବନ୍ତ ଜଳିଗଲେ ଘର ଭିତରେ ଥିବା ଝିଅ ଶ୍ରାବଣୀ ଚଭନ।  ମୁମ୍ବାଇର ଦାଦ୍ରା ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ […]

www
ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର, ବିଭିନ୍ନ ସ୍ଥାନରେ ହିଂସା

କଲମ୍ବୋ: ଶ୍ରୀଲଙ୍କାରେ ମୁସଲିମ୍‌ ବିରୋଧୀ ଦଙ୍ଗା ଧୀରେ ଧୀରେ ଅଧିକ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ସମଗ୍ର ଦେଶରେ କର୍ଫ୍ୟୁ ଲାଗୁ କରିଥିଲ ହେଁ ଆଜି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଆକ୍ରମଣରେ ଜଣେ ମୁସଲିମ୍‌ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପୁଟ୍ଟାଲାମ ଅଞ୍ଚଳରେ ରହୁଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଗତକାଲି ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ତାଙ୍କୁ ତୁରନ୍ତ […]

sunny_deol-wife
୩୩ ବର୍ଷ ତଳେ ଲୁଚିଲୁଚି ବାହା ହୋଇଥିଲେ ସନ୍ନି ଦେଓଲ

ମୁମ୍ୱାଇ : ବଲିଉଡ଼ରେ ଲମ୍ୱା ଇନିଂସ ଖେଳିବା ପରେ ୬୨ ବର୍ଷରେ ଭାଗ୍ୟ ପରୀକ୍ଷା କରିବାକୁ ରାଜନୀତିକୁ ଡେଇଁଛନ୍ତି ବ଼ଲିଉଡ଼ର ଘାୟଲ ଷ୍ଟାର ସନ୍ନି ଦେଓଲ। ନିଜ ଫିଲ୍ମ କ୍ୟାରିଅରରେ ବହୁ ହିଟ୍ ଦେଇଥିବା ସନ୍ନିଙ୍କ ବ୍ୟକ୍ତିଗତ ଜୀବନ କିନ୍ତୁ କେବେ ଲାଇମଲାଇଟ୍‌କୁ ଆସିପାରିନି। ମିଡ଼ିଆରେ ସନ୍ନି ଓ ଡିମ୍ପଲ କାପାଡିଆଙ୍କ ଲଭ୍‌ ଲାଇଫ୍‌କୁ ନେଇ ବେଳେବେଳେ ଗସିପ୍‌ ଜୋର ଧରେ। କିନ୍ତୁ ତାଙ୍କ ମ୍ୟାରେଜ, ସ୍ତ୍ରୀ, ପିଲାଙ୍କ ବିଷୟରେ ବହୁ କମ୍‌ ଆଲୋଚନା ହୁଏ । […]

w-6 (1)
ମମତାଙ୍କୁ କ୍ଷମା ମାଗିବାକୁ ବିଜେପି ନେତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋକୁ ବିକୃତ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିବା ବିଜେପିକୁ ମହଙ୍ଗା ପଡ଼ିଛି। ଏଭଳି ଆଚରଣ ପାଇଁ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବା ଲାଗି ବିଜେପି ଯୁବ ମୋର୍ଚ୍ଚା ନେତ୍ରୀ ପ୍ରିୟଙ୍କା ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ ଗାଲା ଇଭେଣ୍ଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯେଉଁଭଳି ବେଶ ପକାଇଥିଲେ, ସେଥିରେ ବିଜେପି ନେତ୍ରୀ ଜଣଙ୍କ ମମତାଙ୍କ ମୁହଁକୁ ଯୋଡ଼ି ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଟିଏମସି କର୍ମୀମାନେ […]